Daily Archives

September 1, 2021

କୋଭିଡ ମୁକାବିଲା ପାଇଁ ବିଶ୍ବବିଦ୍ୟାଳୟ ଓ କଲେଜରେ ପ୍ରସ୍ତୁତ ହେବ ଯୁବ ଯୋଦ୍ଧା

ନୂଆଦିଲ୍ଲୀ :  ବିଶ୍ବ ବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ବିଶ୍ବବିଦ୍ୟାଳୟ ଓ କ‌ଲେଜ ମାନଙ୍କରେ କୋଭିଡ ବିରୋଧରେ ‌ଲଢେଇ ତଥା କୋଭିଡ ସଂପର୍କିତ ସଚେତନତା ସୃଷ୍ଟି କରିବା ପାଇଁ ୟଙ୍ଗ ୱାରିଅର୍ସ(ଯୁବ ଯୋଦ୍ଧା) ପ୍ରସ୍ତୁତ କରିବା ପ‌ାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ୟୁଜିସି ସଚିବ…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗର ‘ସମ୍ବାଦ ସାହିତ୍ୟ ଘର’ ବାର୍ଷିକ ଉତ୍ସବ ଆସନ୍ତା ୫ରେ 

ଭଞ୍ଜନଗର: ଭଞ୍ଜନଗର ‘ସମ୍ବାଦ ସାହିତ୍ୟ ଘର’ ବାର୍ଷିକ ଉତ୍ସବ ଆସନ୍ତା ୫ ତାରିଖ ଦିନ ଅନୁଷ୍ଠିତ ହେବ। ଏନେଇ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସାହିତ୍ୟ ଘର ରାଜ୍ୟ ସଂଯୋଜିକା ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ କାର୍ଯ୍ୟକାରୀ କମିଟି ସଦସ୍ୟା…
ଅଧିକ ଖବର ଦେଖନ୍ତୁ...

୭ ଫୁଟର ଅଜଗର ଉଦ୍ଧାର

କୋରାପୁଟ : କୋରାପୁଟରୁ ଉଦ୍ଧାର ହୋଇଛି  ୭ଫୁଟ ଲମ୍ବର  ଅଜଗର ।  ଏହାକୁ କୋରାପୁଟ ସ୍ଥିତ  ଓଏସଏପି  ତୃତୀୟ ବାଟାଲିୟନ ପରିସରରୁ ଉଦ୍ଧାର କରାଯାଇଛି ।  ଓଡ୍ରାଫର  ନବନବନିର୍ମିତ କୋଠାରେ ଏହି ଅଜଗର ରହିଥିବା ଦେଖିପାଇଥିଲେ। କିଛି ଯବାନ କୋଠା କାମ ଦେଖିବାକୁ ଯାଇଥିବାବେଳେ ଅଜଗର ସାପଟିର…
ଅଧିକ ଖବର ଦେଖନ୍ତୁ...

ଜୟଦେବ ପୀଠକୁ ଗଡ଼ିଲା ମୋ ବସ

ବାଲିଅନ୍ତା:ବହୁ ପ୍ରତୀକ୍ଷିତ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କେନ୍ଦୁବିଲ୍ବ ସ୍ଥିତ ବିଶ୍ବକବି ଜୟଦେବଙ୍କ ପୀଠକୁ ଆଜିଠାରୁ ମୋ ବସ ସେବା ଆରମ୍ଭ ହୋଇଛି। ରାଜଧାନୀ ଠାରୁ ୩୦ କିମି ଦୂର ଯାତାୟାତଜନିତ ସମସ୍ୟା ଥିବା ଜୟଦେବ ପୀଠକୁ ମୋ ବସ ସେବା ଯୋଗାଇ ଦେବାକୁ ଦୀର୍ଘବର୍ଷ ଧରି ସ୍ଥାନୀୟ ଲୋକ…
ଅଧିକ ଖବର ଦେଖନ୍ତୁ...

ତଦନ୍ତ କ୍ଷେତ୍ରରେ ଉତ୍କର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦକ ପାଇବେ ଆଦିତ୍ୟ ମହାକୁର

ଜୟପୁର: ରାଜ୍ୟ ଗୃହ ବିଭାଗ ପକ୍ଷରୁ ୫ଟି ଅଧିନରେ ପୁଲିସ ଅଧିକାରୀ ମାନଙ୍କୁ ତଦନ୍ତ କ୍ଷେତ୍ରରେ ଉତ୍କର୍ଷ ପାଇଁ ‘ମୁଖ୍ୟମନ୍ତ୍ରୀ ପଦକ’ଦେବାକୁ ଘୋଷଣା କରିଛନ୍ତି। ଏଥିରେ ଜୟପୁର ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର ପାଇବାକୁ ଚୟନ ହୋଇଛନ୍ତି। ରାଜ୍ୟସ୍ତରରେ କ୍ରାଇମ୍ ବ୍ରାଂଚ, ଏସଟିଏଫ୍,…
ଅଧିକ ଖବର ଦେଖନ୍ତୁ...

ରାସ୍ତାକୁ ଓହ୍ଲେଇଲା ଗାଁ ସାଥି, ପ୍ରଧାନମନ୍ତ୍ରୀ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ 

କୋରାପୁଟ : ସରକାରଙ୍କ ବିରୋଧରେ ଆଜି ରାଜରାସ୍ଥାକୁ ଓହ୍ଲେଇଛନ୍ତି ଗାଁ ସାଥି। ଗ୍ରାମାଞ୍ଚଳରେ କାମ କରୁଥିବାବେଳେ ସେମାନଙ୍କୁ ସରକାର ଗୁରୁତ୍ବ ଦେଉ ନାହାନ୍ତି। ସେମାନଙ୍କ ବଦଳରେ ଏସଏସଜିଙ୍କୁ କାର୍ଯ୍ୟ କରିବାକୁ କହୁଛନ୍ତି। ଫଳରେ ଜୀବନଜୀବିକା ସଙ୍କଟରେ ପଡିଥିବା ଦର୍ଶାଇ ଆଜି…
ଅଧିକ ଖବର ଦେଖନ୍ତୁ...

ପରକୀୟା ପ୍ରୀତି ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା, ଆତ୍ମହତ୍ୟା ରୂପ ଦେବାକୁ ଉଦ୍ୟମ! 

ରାୟଗଡ଼ା: ବାପା ମୋତେ କିଛି ଲୋକ ପିଟୁଛନ୍ତି। ୩୦ ହଜାର ଦେଲେ ଛାଡ଼ିବେ ବୋଲି କହୁଛନ୍ତି। ତମେ ଶୀଘ୍ର ଆସ…। ମୃତ୍ୟୁ ପୂର୍ବରୁ ବିଳମ୍ବିତ ରାତିରେ ବାପାଙ୍କ ସହ ମୋବାଇଲରେ ଏହା ଥିଲା ବି. ରାଜୁଙ୍କ ଶେଷ କଥାବାର୍ତ୍ତ। ରାଜୁର କଥା ଶୁଣି ପରିବାର ଲୋକ ରାତାରାତି ପାବର୍ତୀପୁରରୁ ବାହାରି…
ଅଧିକ ଖବର ଦେଖନ୍ତୁ...

ଗାଈକୁ ଜାତୀୟ ପଶୁ ଘୋଷଣା କରାଯିବାର ଆବଶ୍ୟକତା ରହିଛି : ଆଲ୍ଲାହାବାଦ ହାଇକୋର୍ଟ

ଆଲ୍ଲାହାବାଦ : ଆଲ୍ଲାହାବାଦ ହାଇକୋର୍ଟ ଏକ ମାମଲାର ଶୁଣାଣି ବେଳେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । କୋର୍ଟ କହିଛନ୍ତି କି ଗୋରକ୍ଷାକୁ କୌଣସି ଧର୍ମ ସହିତ ଯୋଡା ଯିବାର କୌଣସି ଆବଶ୍ୟକତା ନାହିଁ । ଗାଈକୁ ସରକାର ଜାତୀୟ ପଶୁ ଭାବେ ଘୋଷଣା କରିବାର ଆବଶ୍ୟକତା ରହିଛି । କହିରଖୁ କି…
ଅଧିକ ଖବର ଦେଖନ୍ତୁ...

କଟକଣା ଉଠିଗଲା ପରେ ସମସ୍ତେ ବେଫିକର: ମୟୂରଭଞ୍ଜରେ ଅମାନିଆ ଗଣିଲେ ୨୮ ଲକ୍ଷରୁ ଅଧିକ ଜରିମାନା 

ବାରିପଦା: ମୟୂରଭଞ୍ଜ ଜିଲ୍ଲାରୁ ବିଶ୍ୱ ମହାମାରୀ କରୋନାକୁ ନେଇ ସଙ୍କଟ ଟଳି ନାହିଁ । ଯଦିଓ ଜିଲ୍ଲାରେ ଦୈନିକ ସଂକ୍ରମଣ କମିଛି ଏବଂ କଟକଣା ଉଠିଛି, ତଥାପି ବିପଦ ଏବେବି ବଳବତ୍ତର ରହିଛି। କଟକଣା ଉଠିଯାଇଥିବାରୁ  ଜିଲ୍ଲାରେ କରୋନା ମାର୍ଗଦର୍ଶିକାକୁ ଅମାନିଆମାନେ ଖୋଲାଖୋଲି ଉଲ୍ଲଂଘନ…
ଅଧିକ ଖବର ଦେଖନ୍ତୁ...

ବେପାରୀ ବେଶରେ ବଜ୍ରକାପ୍ତା ରାକେଟ୍ ଠାବ କଲେ ବନ କର୍ମଚାରୀ, ୪ ଗିରଫ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ ପୁଣି ସକ୍ରିୟ ହୋଇଛି ବଜ୍ରକାପ୍ତା ରାକେଟ୍। ଆଜି ବାଲିଗୁଡ଼ା ବନବିଭାଗ କର୍ମଚାରୀଙ୍କ ଏକ ସ୍ବତନ୍ତ୍ର ଟିମ୍‌ ଛଦ୍ମ ବେଶରେ ବେପାରୀ ଦଳ ସାଜି ଏକ ବଜ୍ରକାପ୍ତା ଚୋରା ଚାଲାଣ ରାକେଟ୍‌ ଠାବ କରିବାରେ ସକ୍ଷମ ହୋଇଛନ୍ତି। ଏକ ବିଶାଳ ବଜ୍ରକାପ୍ତା ଜବତ କରିବା ସହ…
ଅଧିକ ଖବର ଦେଖନ୍ତୁ...