Daily Archives

September 1, 2021

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଜରୁରୀ କାମ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ଭଲ ରହିବ। ଲୋକମାନଙ୍କୁ ନିଜ କଥାରେ ସହମତ କରାଇନେବେ। ପାରିବାରିକ ଜୀବନ ସୁଖମୟ ହେବ। ବୃଷ: ଭ୍ରମଣ ସୁଖଦ ରହିବ। ବେପାରୀବର୍ଗଙ୍କୁ ଅଚାନକ ଧନଲାଭ ହେବ। କୌଣସି ଅସହାୟ ଲୋକଙ୍କୁ ସାହାଯ୍ୟ କରି ଆପଣଙ୍କୁ ଖୁବ୍ ଖୁସି ଅନୁଭବ ହେବ।…
ଅଧିକ ଖବର ଦେଖନ୍ତୁ...

ଗୁରୁବାର ତାରିଖ ଘୋଷଣା: ଯୁକ୍ତ ୨ ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ପିଲା ଦେଇପାରିବେ ଅଫ୍‌ଲାଇନ୍‌ରେ ପରୀକ୍ଷା

ଭୁବନେଶ୍ୱର: ଯୁକ୍ତ ଦୁଇ ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଅଫ୍‌ଲାଇନରେ ପରୀକ୍ଷା ଦେଇପାରିବେ। ସିଏଚ୍‌ଏସ୍‌ଇ ପରୀକ୍ଷା କମିଟିର ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଆସନ୍ତାକାଲି ଅଫ୍‌ଲାଇନ୍‌ରେ ପରୀକ୍ଷା ନେଇ ତାରିଖ ଘୋଷଣା ହେବ। ଅଫ୍‌ଲାଇନ ପରୀକ୍ଷାର ଫଳକୁ ଅନ୍ତିମ…
ଅଧିକ ଖବର ଦେଖନ୍ତୁ...

ଜେଲଗଲେ ୧୧ ଜୁଆଡ଼ି, ମାସକୁ ୩୦ ହଜାର ଟଙ୍କା ଭଡ଼ାରେ କଲ୍ୟାଣମଣ୍ଡପ ନେଇ ଚାଲିଥିଲା ଖେଳ 

ବାଲିଅନ୍ତା: ବାଲିଅନ୍ତା ଥାନା ପୁଲିସ ବାଳକାଟି ଅଞ୍ଚଳରେ ଦୀର୍ଘଦିନ ଧରି ଚାଲିଥିବା ଏକ ଜୁଆ ଆଡ୍ଡାରେ ଅତର୍କିତ ଭାବେ ଚଢ଼ଉ କରି ଉକ୍ତ ଆଡ୍ଡାରୁ ୨ ଲକ୍ଷ ୯୮ ହଜାର ଟଙ୍କା ଜବତ କରିଛି। ଏହି ମାମଲାରେ ପୁଲିସ ସଂପୃକ୍ତ ବାଳକାଟି ଏବଂ ଅନ୍ୟାନ୍ୟ ଜିଲ୍ଲା ଅଞ୍ଚଳର ୧୧ ଜଣ ଜୁଆଡ଼ିଙ୍କୁ ଗିରଫ କରି…
ଅଧିକ ଖବର ଦେଖନ୍ତୁ...

ଗୁଣି ଗାରେଡି ସନ୍ଦେହରେ ଗାଁରୁ ତଡ଼ିଦେଲେ, ନ୍ୟାୟ ପାଇଁ ପୀଡ଼ିତ ପରିବାର ପ୍ରଶାସନର ଦ୍ବାରସ୍ଥ

ରାୟଗଡ଼ା: ଗୁଣି ଗାରେଡ଼ି କରୁଥିବା ସନ୍ଦେହରୁ ଗାଁରୁ ତଡ଼ିଦେଲେ ଗ୍ରାମବାସୀ। ଗାଁକୁ ଫେରିଲେ ମାଡ଼ ମାରିବାକୁ ଗ୍ରାମବାସୀ ଚେତାବନୀ ଦେଇଥିବାରୁ ଭୟରେ ପରିବାର ଲୋକଙ୍କ ସହ ମାସେ ହେଲା ବାହାରେ ଜୀବନ କାଟୁଛନ୍ତି ରାୟଗଡ଼ା ବ୍ଲକ୍ ଜିଞ୍ଜିଲିବାଡ଼ି ଗ୍ରାମର ହିମିରିକା ମୂର୍ତ୍ତିଙ୍କ ପରିବାର। ଆଜି…
ଅଧିକ ଖବର ଦେଖନ୍ତୁ...

ସରୁନି ଟିକା ଅଡୁଆ: ୩୦୦ ଟିକାକୁ ୨ ହଜାର ଲୋକ, ଭିଡ ଠେଲା ପେଲାରେ ୨ ଅଚେତ 

ଭଞ୍ଜନଗର: କରୋନ ମହାମାରୀ ସଂକ୍ରମଣରୁ ସୁରକ୍ଷା ପାଇଁ ଟିକାକରଣକୁ ଗୁରୁତ୍ବ ଦିଆଯାଇଛି। ତୃଣମୂଳ ସ୍ତରରୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ଜନସାଧାରଣଙ୍କ ଟିକାକରଣକୁ ବ୍ୟପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଦୀର୍ଘ ଏକମାସ ଧରି ପ୍ରଥମ ଡୋଜ୍ ଟିକାକରଣ ବନ୍ଦ ରହିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ ଫିଟ୍ ରଖିବା ପାଇଁ ସବୁ ସୁବିଧା ଯୋଗାଇ ଦିଆଯିବ  : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ସମାଜରେ ସକରାତ୍ମକ ଭାବନା ଆଣିବା ପାଇଁ ଆମକୁ ଫିଟ୍ ରହିବା ଆବଶ୍ୟକ । ଏହାକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ ଫିଟ୍ ରଖିବା ପାଇଁ ସବୁପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା…
ଅଧିକ ଖବର ଦେଖନ୍ତୁ...

ହରିଶଙ୍କର-ନୃସିଂହନାଥ ମନ୍ଦିରରେ ବିକାଶମୂଳକ କାମ ୨୦୨୨ ସୁଦ୍ଧା ଶେଷ କରିବା ଲକ୍ଷ୍ୟ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଓ ନୃସିଂହନାଥ ମନ୍ଦିରରେ ବିକାଶମୂଳକ କାର୍ଯ୍ୟ ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। କାର୍ଯ୍ୟକ୍ରମ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ମୁଖରେ ଆଜି ସମୀକ୍ଷା ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଆଜି ରାଜଧାନୀରୁ ୧୭୧ ଜଣ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୧୭୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେହିପରି ୨୬୨ ଜଣ ସୁସ୍ଥ ହୋଇଛନ୍ତି | ୧୭୧ ଜଣ ପଜିଟିଭଙ୍କ ମଧ୍ୟରୁ ୧୨୮ ସ୍ଥାନୀୟ କେସ ହୋଇଥିବାବେଳେ ୪୩ ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି | Update on newly detected #COVID19 cases in…
ଅଧିକ ଖବର ଦେଖନ୍ତୁ...

ଚାନ୍ଦିପୁର ବେଳାଭୂମିରେ ଠାବ ଡଲଫିନ୍‌ ମୃତ

ବାଲେଶ୍ୱର/ଚାନ୍ଦିପୁର: ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ସମୁଦ୍ର ବେଳାଭୂମିରେ ଠାବ କରାଯାଇଥିବା ୫ ଫୁଟ୍‌ ଲମ୍ବର ଡଲ୍‌ଫିନ୍‌ର ମୃତ୍ୟୁ ହୋଇଛି। ମଙ୍ଗଳବାର ଅପରାହ୍‌ଣ ପ୍ରାୟ ୪ଟା ସମୟରେ ଚାନ୍ଦିପୁର ନିକଟ ନଅମାଇଲ ସମୁଦ୍ର ତଟରେ ଏହି ଡଲଫିନ୍‌କୁ ଠାବ କରାଯାଇଥିଲା। ଖବର ପ୍ରଚାରିତ ହେବା ପରେ…
ଅଧିକ ଖବର ଦେଖନ୍ତୁ...

ରାଉରକେଲା ଦେଇ ଯାଉଥିବା ମୁମ୍ବାଇ-ହାଓଡା ଦୂରନ୍ତ ଏକ୍ସପ୍ରେସ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ

ଚକ୍ରଧରପୁର: ଓଡ଼ିଶାର ସୀମାନ୍ତ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମର ଚକ୍ରଧରପୁର ରେଳ ଷ୍ଟେସନ ନିକଟରେ ଆଜି ଅପରାହ୍ନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମୁମ୍ବାଇ-ହାଓଡା ଦୂରନ୍ତ ଏକ୍ସପ୍ରେସ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି | ମୃତକଙ୍କ ମଧ୍ୟରେ ତିନିଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି |…
ଅଧିକ ଖବର ଦେଖନ୍ତୁ...