Daily Archives

September 2, 2021

ଗ୍ରାମବାସୀଙ୍କ ଅଭିନବ ପ୍ରତିବାଦ: ଖଇରପୁଟ-ବାୟାପ଼ଡା ରାସ୍ତାରେ ଧାନ ଗଛ ଲଗାଇଲେ ଗ୍ରାମବାସୀ

ମାଲକାନଗିରି: ନାମ ଫଳକ ଚକାଚକ୍, କିନ୍ତୁ ରାସ୍ତାରେ କାଦୁଅ ପଚପଚ। ଯାହାକୁ ପ୍ରତିବାଦ କରି ଗ୍ରାମବାସୀ ରାସ୍ତାରେ ଧାନ ଗଛ ରୋଇଥିଲେ। ଏମିତି ଚିତ୍ର ଦେଖିବାକୁ ମିଳିଛି ଖଇରପୁଟ ବ୍ଲକର ବାୟାଗୁଡା ରାସ୍ତାରେ। ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଗତ ଦୁଇବର୍ଷ ତଳେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ…
ଅଧିକ ଖବର ଦେଖନ୍ତୁ...

ମୁକୁନ୍ଦପୁରରେ ମାଓ ପୋଷ୍ଟର! ବ୍ୟବସାୟୀଙ୍କୁ ୭ ହଜାର ଚାନ୍ଦା ଦେବାକୁ ନିର୍ଦେଶ

ରାୟଗଡ଼ା : ଚାନ୍ଦିଲି ଥାନା ମୁକୁନ୍ଦପୁର ବଜାରରେ ଆଜି ମାଓବାଦୀଙ୍କ ହାତଲେଖା ଚିଠି ଓ ପୋଷ୍ଟର ଦେଖିବାକୁ ମିଳିଛି। ପୋଷ୍ଟରରେ ଜଣେ ବ୍ୟବସାୟୀକୁ ମାଓବାଦୀ ୭ ହଜାର ଟଙ୍କା ଦେବାକୁ ଉଲ୍ଲେଖ କରିଛନ୍ତି। ନଚେତ୍ ଏହାର ପରିମାଣ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି। ନିୟମଗିରି କମିଟି…
ଅଧିକ ଖବର ଦେଖନ୍ତୁ...

କୁମୁଲିପୁଟ ଲ୍ୟାମ୍ପରେ ସାର ପାଇଁ ଦ୍ବିତୀୟ ଦିନରେ ବି ଡେରା ପକାଇଲେ ଚାଷୀ

ଜୟପୁର: ଗତକାଲି ପରି ଆଜି ବି କଙ୍ଗା ଅଂଚଳର ଶତାଧିକ ଚାଷୀ କୁମୁଲିପୁଟ ଲ୍ୟାମ୍ପକୁ ୟୁରିଆ ସାର ନେବାକୁ ସକାଳ ୭ଟାରୁ ଆସି ସଂଧ୍ୟା ୭ଟା ପର୍ଯ୍ୟନ୍ତ ରହି ଖାଲି ହାତରେ ଫେରିଛନ୍ତି। କେତେବେଳେ ଟୋକେନ୍ ମିଳିବ ଏବଂ ସାର ସେ ଅନୁଯାୟୀ ଦେବେ ସେ ଆଶା ନେଇ ଶତାଧିକ ଚାଷୀ ସେଭଳି ଲ୍ୟାମ୍ପ ପରିସରରେ…
ଅଧିକ ଖବର ଦେଖନ୍ତୁ...

ମାନସ ଦାସ ଗିରଫ ଘଟଣା : କୋର୍ଟ ଓ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମର୍ଥକଙ୍କ ଭିଡ଼

ଖୋର୍ଦ୍ଧା : ନିରୀହ ସଅର ଓ ଆଦିବାସୀଙ୍କୁ ଶୋଷଣ କରୁଥିବା ତଥା ଏକାଧିକ ହତ୍ୟା, ଆକ୍ରମଣ ଓ ଅପହରଣ ମାମଲାରେ ସମ୍ପୃକ୍ତ ମାନବବାଦୀ ସଂଗଠନ ଓ ଏହାର ମୁଖିଆ ମାନସ ଦାସ ଏବଂ ପୁଅ ମନୋରଂଜନ ଦାସଙ୍କୁ ଗିରଫ କରାଯାଇ ଖୋର୍ଦ୍ଧା ଅଣାଯାଇଥିଲା । ଏହି ଖବର ପାଇଁ ସଂଗଠନର ଶତାଧିକ ସଦସ୍ୟ ଓ ସମର୍ଥକମାନେ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ସରକାର ଗଠନ ସମ୍ପର୍କରେ ଘୋଷଣା କରିପାରେ ତାଲିବାନ

କାବୁଲ : ଆଫଗାନିସ୍ତାନ ଦଖଲର ୨ ସପ୍ତାହ ପରେ ଆସନ୍ତା କାଲି ତାଲିବାନ ସେଠାରେ ସରକାର ଗଠନ କରବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଛି । ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଶୁକ୍ରବାର ଦିନ ନମାଜ ପରେ ତାଲିବାନ ଆଫଗାନିସ୍ତାନରେ ସରକାର ଗଠନ କରିବ । କହିରଖୁ କି ଅଗଷ୍ଟ ୧୫ ତାରିଖରେ ରାଜଧାନୀ…
ଅଧିକ ଖବର ଦେଖନ୍ତୁ...

ସିଡିଏ ସେକ୍ଟର ୯: ଲୌହଯୁକ୍ତ ପାଣି ପିଇ ରୋଗରେ ପଡୁଛନ୍ତି ବାସିନ୍ଦା; ବିପର୍ଯ୍ୟସ୍ତ ‌ସ୍ବରେଜ୍‌, ରାସ୍ତାରେ ଭାସୁଛି…

କଟକ: କଟକ ସିଡିଏ ସେକ୍ଟର-୯, ଅନ୍ୟ ସେକ୍ଟରଠାରୁ ଭିନ୍ନ। ସେକ୍ଟର ୬ ଓ ସେକ୍ଟର ୧୦ ମଧ୍ୟରେ ଥିବା ଏହି ବିରାଟ ସେକ୍ଟରରେ ରହିଛି ୧୬୭୦ଟି ପ୍ଲଟ। ଏହି ଅଞ୍ଚଳରେ ପାଖାପାଖି ୨୦ ହଜାରରୁ ଅଧିକ ଲୋକ ବାସ କରୁଛନ୍ତି। ସମୁଦାୟ ୧୫୮ ଏକର ଅଞ୍ଚଳରେ ଏହି ସେକ୍ଟରର ଅବସ୍ଥିତି। ସେଥରୁ ୯୨ ଏକର ଜମି…
ଅଧିକ ଖବର ଦେଖନ୍ତୁ...

ସ୍କୁଟିରେ ଚାଲାଣ ବେଳେ ୮ କେଜି ଗଞ୍ଜେଇ ଜବତ,୨ ଗିରଫ 

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ଦୁର୍ଗାପ୍ରସାଦ ନିକଟରେ ଏକ ସ୍କୁଟିରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୁଲିସ୍ ଜବତ କରିଛି। ଏହି ଅଭିଯୋଗରେ ୨ ଜଣଙ୍କୁ ଗରିଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ଚାଳାଣ ହେଉଥିବା ସ୍କୁଟି ସହ ୮ କେଜି ୪୦ ଗ୍ରାମ ଗଞ୍ଜେଇ ପୁଲିସ୍ ଜବତ…
ଅଧିକ ଖବର ଦେଖନ୍ତୁ...

ଆର୍‌ଆଇଟିରୁ ଚୋରି: ୧୧ ଗିରଫ, ଲକ୍ଷାଧିକ ଟଙ୍କାର ସାମଗ୍ରୀ, ଅଟୋ ଓ ସ୍କୁଟି ଜବତ

ରାଉରକେଲା: କଲୁଙ୍ଗାସ୍ଥିତ ରାଉରକେଲା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆର୍‌ଆଇଟି)ରୁ ‌ଚୋରି ଘଟଣାରେ ରଘୁନାଥପାଲୀ ପୁଲିସ ୧୧ ଜଣଙ୍କୁ ଗିରଫ କରିଛି। ଗିରଫ ମଧ୍ୟରେ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗାର ଶିଭମ୍‌ ଶ୍ରୀବାସ୍ତବ (୧୯), ପନୁ ଓରଫ ଦୀପକ ଧରେଇ (୧୯), ବାପୁ ଓରଫ…
ଅଧିକ ଖବର ଦେଖନ୍ତୁ...

ଅନ୍ଧାଧୂନ୍‌ ଗୁଳି: ସୁପାରି କିଲର୍‌ଙ୍କ ଟାର୍ଗେଟ୍‌ରେ ଥିଲେ ବାପା-ପୁଅ, କବାଟ ଭେଦିଛି ୩ ରାଉଣ୍ଡ୍

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲାର ସମ୍ବେଦନଶୀଳ ଖଲ୍ଲିକୋଟ ଥାନା ଇଲାକା ଅଶାନ୍ତ ହୋଇଉଠିଛି। କଥା କଥାକେ ଏବ‌େ ଗୁଳି, ବୋମା ଫୁଟୁଥିବା ସହ ଅପରାଧୀ ମାନେ ଖୁଲମଖୁଲା ଆତଙ୍କ ଖେଳାଇ ଚାଲିଛନ୍ତି। ଗତକାଲି ବିଳମ୍ବିତ ରାତିରେ ‌କହ୍ନେଇପୁର ମେଡିକାଲ ଛକରେ ରହୁଥିବା ମହେଶ୍ବର ଗ୍ରାମର ରଞ୍ଜିତ…
ଅଧିକ ଖବର ଦେଖନ୍ତୁ...

ସମ୍ବାଦ ପ୍ରଭାବ, ବଦଳିଲା ହୀରାଖଣ୍ଡ ଏକ୍ସପ୍ରେସ୍ ଭାଗ୍ୟ, ଯୋଡ଼ିହେବ ଜର୍ମାନ ଟେକ୍ନୋଲୋଜିର ୧୨ ଏଲ୍ଏଚଭି କୋଚ୍

ରାୟଗଡ଼ା: ଦୀର୍ଘ ୨୧ ବର୍ଷ ପରେ ବଦଳିବ ହୀରାଖଣ୍ଡର ଭାଗ୍ୟ। ଟ୍ରେନରୁ ହଟିବ ପୁରୁଣା କୋଚ୍। ଯୋଡ଼ିହେବ ଜର୍ମାନ ଟେକ୍ନୋଲୋଜିରେ ତିଆରି ଏଲ୍‌ଏଚଭି କୋଚ୍। ସେପ୍ଟେମ୍ବର ୧୦ ତାରିଖରୁ ଭୁବନେଶ୍ବର-ଜଗଦଲପୁର ରୁଟରେ ଏବଂ ୧୧ ତାରିଖରୁ ଜଗଦଲପୁର- ଭୁବେନଶ୍ବର ରୁଟରେ ନୂଆ କୋଚ୍ ସହ ଗଡ଼ିବ…
ଅଧିକ ଖବର ଦେଖନ୍ତୁ...