Daily Archives

September 2, 2021

ଦୁଇଚକିଆ ଯାନ ସହ ମାଗଣା ହେଲମେଟ୍ ପ୍ରଦାନ କରୁନଥିବା ଡିଲରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ

ଭୁବନେଶ୍ବର : ଦୁଇ ଚକିଆ ଯାନ କିଣିବା ବେଳେ ଡିଲର ଗ୍ରାହକଙ୍କୁ ଏକ ବିଆଇଏସ ମାନ୍ୟତାପ୍ରାପ୍ତ ହେଲମେଟ୍ ମାଗଣାରେ ପ୍ରଦାନ ପାଇଁ ସରକାରୀ ନିର୍ଦ୍ଦେଶ ଥିଲେ ବି କେତେକ ଡିଲର ଏହାର ପାଳନ କରୁନାହାନ୍ତି । ଏହା ଫଳରେ କିଛି ଦୁଇଚକିଆ ଗାଡ଼ି ଚାଳକ ବିନା ହେଲମେଟରେ ଗାଡ଼ି ଚଳାଉଥିବା ରାଜ୍ୟ ପରିବହନ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାହାରି ଠାରୁ ଉପହାର ପାଇବେ। ପରିବାରରେ ଆନନ୍ଦ ଉଲ୍ଲାସର ପରିବେଶ ରହିବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ବୃଷ: ଆପଣଙ୍କ ଭିତରେ ଆତ୍ମବିଶ୍ବାସ ଭରି ରହିବ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ହେବ। ଚାକିରିଆଙ୍କୁ ଉନ୍ନତି ମିଳିପାରେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ମିଥୁନ: ବାପା…
ଅଧିକ ଖବର ଦେଖନ୍ତୁ...

ଯୁକ୍ତ ୨ ଅଫ୍‌ଲାଇନ୍‌ ପରୀକ୍ଷା: ୩ ତାରିଖ ଠାରୁ ଆବେଦନ କରିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଯୁକ୍ତ ଦୁଇ ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଅଫ୍‌ଲାଇନରେ ପରୀକ୍ଷା ଦେଇପାରିବେ। ସିଏଚ୍‌ଏସ୍‌ଇ ପରୀକ୍ଷା କମିଟିର ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଆଜି ଅଫ୍‌ଲାଇନ୍‌ରେ ପରୀକ୍ଷା ନେଇ ତାରିଖ ଘୋଷଣା ହୋଇଛି। ସେପ୍ଟେମ୍ବର ୩ ତାରିଖ ଠାରୁ ଅଫ୍‌ଲାଇନ୍‌…
ଅଧିକ ଖବର ଦେଖନ୍ତୁ...

କେବଳ ଅଗଷ୍ଟ ମାସରେ ଚାକିରି ହରାଇଛନ୍ତି ୧୬ ଲକ୍ଷ ଲୋକ: ସିଏମଆଇଇ

ନୂଆଦିଲ୍ଲୀ: ଦେଶରେ ଜିଡିପି ଏବେ ରେକର୍ଡ ସ୍ତରରେ ବୃଦ୍ଧି ପାଇଛି । ଜିଏସଟି ଆଦାୟ ବି ସକରାତ୍ମକ ରହିଛି । ଏହାରି ମଧ୍ୟରେ ଦେଶ ପାଇଁ ଏକ ଚିନ୍ତାଜନକ ଖବର ଆସିଛି । ଖବର ମୁତାବକ ଅଗଷ୍ଟ ମାସରେ ପୁଣିଥରେ ବେରୋଜଗାରି ହାର ବି ରେକର୍ଡ ସ୍ତରରେ ବୃଦ୍ଧି ପାଇଛି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ…
ଅଧିକ ଖବର ଦେଖନ୍ତୁ...

୪ର୍ଥ ଟେଷ୍ଟ : ଭାରତ ୧୯୧ ରନରେ ଅଲଆଉଟ୍

ଲଣ୍ଡନ : ଲଣ୍ଡନର କେନିଙ୍ଗଟନ ଓଭାଲଠାରେ ଚାଲିଥିବା ୪ର୍ଥ ଟେଷ୍ଟରେ ଭାରତ ୧୯୧ ରନରେ ଅଲଆଉଟ ହୋଇଯାଇଛି । ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ୫୦ ରନ କରିଥିବାବେଳେ ଶାର୍ଦ୍ଦୁଲ ଠାକୁର ଦ୍ରୁତ ୫୭ ରନ କରିଥିଲେ । ଆଜି ଇଂଲଣ୍ଡ ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ତେବେ…
ଅଧିକ ଖବର ଦେଖନ୍ତୁ...

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ୭ ଘଣ୍ଟା ମାରାଥନ ଜେରା, ୭୦ରୁ ଅଧିକ ପ୍ରଶ୍ନ

କପ୍ତିପଦା/ଶାଳଚୁଆ/ଉଦଳା): ବହୁ ଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାକୁ ୫୦ ଦିନ ପୂରିଛି। ଆଉ ଆଜି ହିଁ ତାଙ୍କ ମୃତ୍ୟୁ ବାବଦରେ ପତ୍ନୀ ବିଦ୍ୟାଭାରତୀଙ୍କୁ ୭ ଘଣ୍ଟାରୁ ଅଧିକ ସମୟ ଜେରା କରିଛି କ୍ରାଇମ୍‌ବ୍ରାଞ୍ଚ। ଜେରା ବେଳେ ବିଦ୍ୟାଙ୍କୁ ୭୦ରୁ ଅଧିକ ପ୍ରଶ୍ନ ପଚରା ଯାଇଥିଲା। ସେ…
ଅଧିକ ଖବର ଦେଖନ୍ତୁ...

ଭାରତମାଳା ୬ଲାଇନ୍ ପ୍ରକଳ୍ପ ପାଇଁ ୧୫୩୯କୋଟି ଟଙ୍କାର ବଜେଟରେ ଅନୁମୋଦନ 

ଜୟପୁର: ଭାରତମାଳା ପରିଯୋଜନାର ଆର୍ଥନୈତିକ କରିଡରରେ ଯାଉଥିବା କାଳିଆଗୁଡ଼ା- ବାଉଁଶଗୁଆର ସେକ୍ସନର ରାୟପୁର –ବିଶାଖାପାଟଣା ଏନଏଚ୍ ୧୩୦-ସିଡି ପାଇଁ କେନ୍ଦ୍ର ସରକାର୧୫୩୯କୋଟିର ବଜେଟରେ ବ୍ୟୟବରାଦ ଅନୁଦାନ ଅନୁମୋଦନ ହୋଇଛି। ଏନେଇ କେନ୍ଦ୍ର ସଡକ ପରିବହନ ଓ ଜାତୀୟରାଜପଥ ମନ୍ତ୍ରୀ ନିତୀନ…
ଅଧିକ ଖବର ଦେଖନ୍ତୁ...

ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ‘ଏ ଲିଟିଲ ପଟସେଡ୍‌ ଆର୍ଟିଷ୍ଟ ଇନ୍ କୋଭିଡ-୧୯’ ମନୋନୀତ

ବାଲେଶ୍ବର: ଜେବିଏସ୍ ଓ ଓରିଫାର୍ମିଂ ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଦ୍ବିତୀୟ କୋଭିଡ୍‌ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ-୨୧ରେ ଏ ଲିଟିଲ ପଟସେଡ୍‌ ଆର୍ଟିଷ୍ଟ ଇନ୍ କୋଭିଡ-୧୯(କରୋନା କାଳରେ ଜଣେ କୁନି ଖପରାଶିଳ୍ପୀ) ମନୋନୀତ ହୋଇଛି। ନୀଳଗିରି ବ୍ଲକର ଶିଆଡ଼ିମାଳ ପଞ୍ଚାୟତର ବାବନ୍ଧ ଗାଁର…
ଅଧିକ ଖବର ଦେଖନ୍ତୁ...

ବିମାନ ଲ୍ୟାଣ୍ଡିଂ ଗିୟରରେ ଲୁଚି ୬୭୦୦ କିଲୋମିଟର ଯାତ୍ରା କରିଥିଲେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: ନିକଟରେ ଆଫଗାନିସ୍ତାନରୁ ଏକ ଲୋମଟାଙ୍କୁରା ଭିଡିଓ ସାମ୍ନାକୁ ଆସିଥିଲା। ଏହି ଭିଡିଓରେ ଆମେରିକା ବିମାନରେ ଅନେକ ଆଫଗାନିସ୍ତାନର ଲୋ‌କେ ତାଲିବାନ କବଳରୁ ବଞ୍ଚିବା ପାଇଁ ପଳାଇ ଆସିଥିଲେ। ଆଉ କିଛି ଜଣ ସ୍ଥାନ ନମିଳିବାରୁ ବିମାନର କକପିଟ ଓ ଦ୍ବାରକୁ ଧରି ଛିଡା ହୋଇ ଯାଇଥି‌ଲେ।…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗର ପରିବହନ କାର୍ଯ୍ୟାଳୟ ରାସ୍ତା ଉପରେ ମାଟି ପକାଇ ରାସ୍ତା ଅବରୋଧ

ଭଞ୍ଜନଗର: ଗଂଜାମ ଭଞ୍ଜନଗରର ନବନିର୍ମିତ ପରିବହନ କାର୍ଯ୍ୟାଳୟକୁ ହୋଇଥିବା ନୂତନ ରାସ୍ତା ବେସରକାରୀ ଜମିରେ ନିର୍ମାଣ କରାଯାଇଥିବା ଅଭିଯୋଗ ଆଣି ରାସ୍ତା ଉପରେ ମାଟି ପକାଇ ରାସ୍ତା ଅବରୋଧ କରିଛନ୍ତି ଲାଲସିଂହ ଅଞ୍ଚଳର କିଛି ବ୍ୟକ୍ତି। ପରିବହନ କାର୍ଯ୍ୟାଳୟ ସମେତ ନୂତନ ଭାବେ ନିର୍ମାଣ…
ଅଧିକ ଖବର ଦେଖନ୍ତୁ...