Daily Archives

September 3, 2021

ଦୁର୍ଦ୍ଦିନରେ ଆତ୍ମ କର୍ମଚାରୀ: ୫ ମାସ ହେଲା ମିଳିନି ଦରମା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କୃଷି ଓ ବୈଷୟିକ ପରିଚାଳନା ସଂସ୍ଥା (ଆତ୍ମ) କର୍ମଚାରୀଙ୍କ ପ୍ରତି କ୍ରମାଗତ ଅବହେଳା ଜାରି ରହିଛି । ଏହାର ପ୍ରତିଦାବରେ ଆତ୍ମ କର୍ମଚାରୀଙ୍କ ପକ୍ଷରୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଜରିଆରେ କୃଷି ନିର୍ଦେଶକ ଏବଂ ଅନ୍ୟାନ୍ୟ ବିଭାଗର ଉଚ୍ଚ…
ଅଧିକ ଖବର ଦେଖନ୍ତୁ...

ୟୁରିଆ ପାଇଁ ଚାଷୀ ହନ୍ତସନ୍ତ, ଆରସିଏମଏସ୍-ଲ୍ୟାମ୍ପ ଚାରିପଟେ ଘୁରି ବୁଲୁଛନ୍ତି

ଜୟପୁର: ୟୁରିଆ ସାର ପାଇଁ ଚାଷୀ ହନ୍ତସନ୍ତ। ସକାଳ ପାହିବା ମାତ୍ରକେ ବସ୍ତାଏ ୟୁରିଆ ଆଣି କିଭଳି ଜମିରେ ପକାଯିବ ସେ ଚିନ୍ତା ଏବେ ଚାଷୀଙ୍କୁ ଘାରିଛି। ସରକାରୀ କିମ୍ବା ବେସରକାରୀ ଭାବେ (ଚଢ଼ା ଦରରେ) ହେଉ କିଣି ଆଣିବାକୁ ପୁରା ପ୍ରସ୍ତୁତ ରହିଛନ୍ତି ଚାଷୀ। ଅନ୍ୟ ପକ୍ଷରେ ଗତ ୪ଦିନ ହେବ ଜୟପୁର…
ଅଧିକ ଖବର ଦେଖନ୍ତୁ...

ପୁଣି ତେଜିଲା ନାଲକୋ ଜମିହରାଙ୍କ ଆ‌ନ୍ଦୋଳନ, ବକ୍ସାଇଟ ଖଣିକୁ ୧୨ଘଣ୍ଟା ଗାଡିଚଳାଚଳ ବନ୍ଦ  

କୋରାପୁଟ/ଦାମନଯୋଡି : କିଛି ମାସର ବ୍ୟବଧାନ ପରେ ପୁଣି ତେଜିଛି ନାଲକୋ ଜମିହରାଙ୍କ ଆନ୍ଦ‌ୋଳନ। ଆଜି ବକ୍ସାଇଟ ଖଣିକୁ ୧୨ଘଣ୍ଟା ଧରି ଗାଡିଚଳାଚଳ ବନ୍ଦ କରିଛନ୍ତି ଆନ୍ଦୋଳନକାରୀ। ଏହାସହ ଭୁବନେଶ୍ବରସ୍ଥିତ କରପୋରେଟ୍‌ କାର୍ଯ୍ୟାଳୟରେ ମଧ୍ୟ ଧାରଣା ଦେଇଛନ୍ତି ଆନ୍ଦୋଳନକାରୀ। ସେଠାରେ…
ଅଧିକ ଖବର ଦେଖନ୍ତୁ...

ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ନିଷ୍ପତ୍ତି ରାଷ୍ଟ୍ରପତି ବାଇଡେନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ; ‘ଆପ୍ରୁଭାଲ…

ନ୍ୟୁୟର୍କ: ଆଫଗାନିସ୍ତାନରୁ ଆମେରିକୀୟ ସେନାଙ୍କ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଆଫଗାନିସ୍ତାନରୁ ଆମେରିକାର ସେନା ପ୍ରତ୍ୟାହାର ଓ ତାଲିବାନୀମାନଙ୍କ ଶାସନ କ୍ଷମତା ଅକ୍ତିଆର ପରେ ଆମେରିକାର ରାଷ୍ଟ୍ରପତି…
ଅଧିକ ଖବର ଦେଖନ୍ତୁ...

ଉଡ଼ନ୍ତା ଡ୍ରୋନକୁ ଗିଳି ପକାଇଲା କୁମ୍ଭୀର: ଗୁଗୁଲ ସେୟାର କଲା ଭିଡିଓ

ନୂଆଦିଲ୍ଲୀ: ଗୁଗୁଲ ଓ ଆଲଫାବେଟସର ସିଇଓ ସୁନ୍ଦର ପିଚାଇ ନିକଟରେ ଏକ ଟୁଇଟ କରିଛନ୍ତି। ଯାହା ସମସ୍ତଙ୍କୁ ଚକିତ କରି ଦେଇଛି। ସେ ଏକ ଘଡ଼ିଆଳ କୁମ୍ଭୀରର ଭିଡିଓ ଟୁଇଟ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି କୁମ୍ଭୀର ମୁହଁରୁ ଆଶ୍ଚର୍ଯ୍ୟଜନକ ଭାବେ ଧୁଆଁ ବାହାରୁଛି। ସୂଚନାମୁତାବକ,…
ଅଧିକ ଖବର ଦେଖନ୍ତୁ...

୯ ବର୍ଷ ପରେ ୬ ନକଲି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ବଣାଇଗଡ଼: ରାଜ୍ୟସରକାରଙ୍କ ଅଧୀନରେ ଚାକିରି କରୁଥିବା ଶିକ୍ଷକମାନଙ୍କ ପ୍ରମାଣପତ୍ର ସବୁ ଯାଞ୍ଚ କରାଯାଉଛି। ଏହା ଭିତରେ ବଣାଇ ଉପଖଣ୍ତର ୪ଟି ବ୍ଲକ୍‌ରେ ଥିବା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଶିକ୍ଷକଶିକ୍ଷୟତ୍ରୀଙ୍କ ପ୍ରମାଣପତ୍ର ଯାଞ୍ଚ କରାଯାଇଛି। ଗୁରୁଣ୍ତିଆ ଓ ବଣାଇଗଡ଼ ବ୍ଲକ୍‌ରେ…
ଅଧିକ ଖବର ଦେଖନ୍ତୁ...

ପୁଲିସ ନିକଟରେ ୨ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ଛତିଶଗଡର ଦନ୍ତେଓ୍ଵାଡ଼ା ଜିଲ୍ଲା ପୁଲିସ ନିକଟରେ ଦୁଇ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଅଭିଷେକ ପଲ୍ଲବଙ୍କ ନିକଟରେ ଏହି ଦୁଇ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ସିଏନଏମ…
ଅଧିକ ଖବର ଦେଖନ୍ତୁ...

ରାଉରକେଲାରୁ ବାଂଲାଦେଶ ଗଲା ଅକ୍ସିଜେନ୍‌ ଏକ୍ସପ୍ରେସ୍‌

ରାଉରକେଲା: ଦକ୍ଷିଣ ପୂର୍ବ ରେଳବାଇ ଚକ୍ରଧରପୁର ମଣ୍ଡଳ ପକ୍ଷରୁ ରାଉରକେଲାରୁ ବାଂଲାଦେଶର‌ ବେନାପୋଲକୁ ୧୫ତମ ଅକ୍ସିଜେନ୍‌ ଏକ୍ସପ୍ରେସ୍‌ ପଠାଯାଇଛି। ଏହି ଟ୍ରେନ୍‌ରେ ୧୦ଟି କଣ୍ଟେନରରେ ୧୯୫ ଟନ୍‌ ତରଳ ମେଡିକାଲ ଅକ୍ସିଜେନ୍‌ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ରୁ ପଠାଯାଇଛି। କୋଭିଡ…
ଅଧିକ ଖବର ଦେଖନ୍ତୁ...

୪ର୍ଥ ଟେଷ୍ଟ : ଇଂଲଣ୍ଡ ୨୯୦ ରନରେ ଅଲଆଉଟ୍, ଭାରତଠାରୁ ୯୯ ରନରେ ଅଗ୍ରଣୀ

ଲଣ୍ଡନ : କେନିଂଟନ ଓଭାଲଠାରେ ଚାଲିଥିବା ୪ର୍ଥ ଟେଷ୍ଟରେ ଇଂଲଣ୍ଡ ୨୯୦ ରନରେ ଅଲଆଉଟ୍ ହୋଇଯାଇଛି । ଏହା ସହିତ ଇଂଲଣ୍ଡ ପ୍ରଥମ ଇନିଂସରେ  ୯୯ ରନରେ ଅଗ୍ରଣୀ ହାସଲ କରିଛି । ଗତତାଲି ଭାରତକୁ ୧୯୧ ରନରେ ଅଲଆଉଟ କରିବା ପରେ ଇଂଲଣ୍ଡ ଦଳ ନିଜ ବ୍ୟାଟିଂ ଆରମ୍ଭ କରିଥିଲା । କିନ୍ତୁ ଭାରତ ପରି…
ଅଧିକ ଖବର ଦେଖନ୍ତୁ...