Daily Archives

September 3, 2021

ଦୁଷ୍କର୍ମ ଅପରାଧରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ଝାରସୁଗୁଡ଼ା: କୋଲାବିରା ଥାନା କେଲଡାମାଲ ଗ୍ରାମରେ ଗତ ୨୦୧୪ ମସିହା ଡିସେମ୍ବର ୧୮ ତାରିଖରେ ଘଟିଥିବା ଦୁଷ୍କର୍ମ ମାମଲାର ଶୁଣାଣି କରି ଝାରସୁଗୁଡ଼ା ଅତିରିକ୍ତ ସେସନ ଜଜ୍ ହରପ୍ରସାଦ ପଟ୍ଟନାୟକ ଅଭିଯୁକ୍ତ ଝସକେତନ ଭୋଇକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଅତିରିକ୍ତ ସରାକାରୀ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବେପାରରେ ପ୍ରଗତି ଉପରେ ଧ୍ୟାନ ଦେବେ। ରାଜନୀତିରେ ଲାଭ ମିଳିବାର ସୁଯୋଗ ପାଇବେ। ନୂଆ ଘର କିଣିବା ଲାଗି ଯୋଜନା କରିବେ। ବୃଷ: କୌଣସି ଖବର ପାଇ ମନ ଅସ୍ଥିର ହୋଇପାରେ। ଧୈର୍ଯ୍ୟର ସହ ନିଜ ନିଷ୍ପତ୍ତିରେ ଅଟଳ ରୁହନ୍ତୁ। ନୂଆ ସୁଯୋଗ ଓ କାମ ପାଇବେ। ପ୍ରେମ ବ୍ୟାପାର ଲାଗି ଦିନଟି…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ ମିଷ୍ଟର୍ ୟୁନିଭର୍ସ ଉପବିଜେତା ସୁନ୍ଦରଗଡ଼ର ସ୍ବରୂପ  

ସୁନ୍ଦରଗଡ଼: ସୁନ୍ଦରଗଡ଼ର ସ୍ବରୂପ ଠାକୁର ମୁମ୍ବାଇ ମିଷ୍ଟର୍ ୟୁନିଭର୍ସର ପ୍ରଥମ ଉପବିଜେତା ହୋଇ ସୁନ୍ଦରଗଡ଼ ପାଇଁ ଗୌରବ ଆଣିଛନ୍ତି। ମୁମ୍ବାଇସ୍ଥିତ ଜୋଏଲ ଏଣ୍ଟରଟେନମେଣ୍ଟ ପକ୍ଷରୁ ସୁଭି ପ୍ୟାଲେସରେ ଅନୁଷ୍ଠିତ ପ୍ରତିଯୋଗିତାରେ ସ୍ବରୂପ ଭାଗ ନେଇ ଏହି ସମ୍ମାନ ହାସଲ କରିଥିଲେ। ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ଜିଏସ୍‌ଟି ଠକେଇର ଅନ୍ୟତମ ଅଭିଯୁକ୍ତ ସତିନ୍ଦ୍ର କୁମାର ଯାଦବ କୋର୍ଟରେ ହାଜର

ଝାରସୁଗୁଡ଼ା: ଜିଏସ୍‌ଟି ଠକେଇରେ ଗତକାଲି ଭୁବନେଶ୍ୱର ଠାରେ ଗିରଫ ହୋଇଥିବା ଅନ୍ୟତମ ଅଭିଯୁକ୍ତ ସତିନ୍ଦ୍ର କୁମାର ଯାଦବକୁ ଆଜି ଜିଏସ୍‌ଟି ବିଭାଗ ପକ୍ଷରୁ ଝାରସୁଗୁଡ଼ା ଅଣାଯାଇ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ଜାମିନ ଆବେଦନ ନାମଞ୍ଜୁର ହେବାରୁ ସତିନ୍ଦ୍ରକୁ ମଧ୍ୟ ୧୫ ଦିନ ପାଇଁ…
ଅଧିକ ଖବର ଦେଖନ୍ତୁ...

ପ୍ରେମ ଜାଲରେ ଫସାଇ ଯୁବତୀଙ୍କ ଇଜ୍ଜତ ଲୁଟି ନେବା ପରେ ଠକିଦେଲା, ଯୁବକ ଗିରଫ  

ସୁନ୍ଦରଗଡ଼: ପ୍ରେମ ଜାଲରେ ଫସାଇ ବିବାହର ପ୍ରତିଶ୍ରୁତିରେ ଜଣେ ଯୁବତୀଙ୍କ ଇଜ୍ଜତ ଲୁଟି ନେବା ପରେ ପ୍ରତାରଣା କରି ଚାଲି ଯାଇଥିବା ଯୁବକକୁ ଆଜି ସୁନ୍ଦରଗଡ଼ ଟାଉନ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଲେ, ପ୍ରହଲ୍ଲାଦ ଦେଓ (୨୪), ଘର ସଦରଥାନା ଗୁରାବସାରେ। ବୀରମିତ୍ରପୁର…
ଅଧିକ ଖବର ଦେଖନ୍ତୁ...

ଆଫ୍‌ଗାନିସ୍ତାନ: ହତ୍ୟା କରିବା ଉଦ୍ଦେଶ୍ୟରେ ଯୌନକର୍ମୀଙ୍କ ତାଲିକା ପ୍ରସ୍ତୁତି ଆରମ୍ଭ କଲା ତାଲିବାନ

କାବୁଲ୍‌: ପୁଣିଥରେ ତାଲିବାନ୍‌ମାନେ ଆଫଗାନିସ୍ତାନର ଶାସନ କ୍ଷମତାକୁ ନିଜ ଦଖଲକୁ ନେଇଯିବା ପରେ ଆରମ୍ଭ କରିଦେଇଛନ୍ତି ସେମାନଙ୍କର ତାଲିବାନୀ ଶାସନ। ତାଲିବାନୀଙ୍କ ଦୌରାତ୍ମ୍ୟରେ ଆଫଗାନିସ୍ତାନ୍‌ବାସୀ ତ୍ରସ୍ତ ଓ ଶଙ୍କାଗ୍ରସ୍ତ ଅବସ୍ଥାରେ ତ୍ରାହି ତ୍ରାହି ଡାକ ଛାଡ଼ୁଛନ୍ତି। କେତେବେଳେ କାହା…
ଅଧିକ ଖବର ଦେଖନ୍ତୁ...

ଦୁଇ ଯୁବକଙ୍କୁ ନିର୍ମମ ହତ୍ୟା: ଜୁଆଖେଳ ଗଣ୍ଡଗୋଳ ନା ପ୍ରେମ ମାମଲା? 

କୋରେଇ/ପାଣିକୋଇଲି: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ଜହ୍ନା ଗ୍ରାମର ବାବୁଲି ସାହୁଙ୍କ ପୁଅ ବିଜୟ ସାହୁ(୨୨) ଓ ନୀଳମଣି ଦାସଙ୍କ ପୁଅ ମାନସ ରଞ୍ଜନ ଦାସ(୨୭)ଙ୍କୁ ଗତକାଲି ରାତିରେ ଦୁର୍ବୃତ୍ତମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି। ଦୁର୍ବୃତ୍ତମାନେ ସଂଘବଦ୍ଧଭାବେ ହତ୍ୟା…
ଅଧିକ ଖବର ଦେଖନ୍ତୁ...

ବାରଦୁଖାନାରୁ ବିରଳ ପ୍ରଜାତିର ଏଣ୍ଡୁଅ ଉଦ୍ଧାର

ବାଲିଅନ୍ତା: ସ୍ଥାନୀୟ ବାରଦୁଖାନା ଗ୍ରାମରୁ ଆଜି ଗୋଟିଏ ବିରଳ ପ୍ରଜାତିର ଏଣ୍ଡୁଅ ଉଦ୍ଧାର ହୋଇଛି। ପ୍ରାୟ ୧୦ ଇଞ୍ଚ ଲମ୍ବର ଉକ୍ତ ଏଣ୍ଡୁଅ ଶରୀରର ରଙ୍ଗ ସମୟକୁ ସମୟ ଭଳିକି ଭଳି ବଦଳାଉଥିବା ଦେଖାଯାଇଛି।  ଗ୍ରାମର ପିଲା ଖେଳୁଥିବା ବେଳେ କୌତୁହଳବଶତଃ ଏଣ୍ଡୁଅକୁ ଧରି ଏକ ପିଞ୍ଜରା ଭିତରେ…
ଅଧିକ ଖବର ଦେଖନ୍ତୁ...

ଦୁର୍ଗାପୂଜା ମଣ୍ଡପରେ ଦେଖିବାକୁ ମିଳିବ ମମତାଙ୍କ ୧୦ଟି ହାତ ଥିବା ମୂର୍ତ୍ତି

କୋଲକାତା: ପଶ୍ଚିମ ବଙ୍ଗରେ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଯାଇଛି। ଏହା ରାଜ୍ୟର ସବୁଠାରୁ ବଡ଼ ପର୍ବ। ଚଳିତ ଥର ମଣ୍ଡପକୁ ସୁନ୍ଦର ଭାବେ ସଜ୍ଜା ଯିବ। ଏହି କ୍ରମରେ ଏକ ବିବାଦ ମୁଣ୍ଡ ଟେକିଛି। ଚଳିତଥର ଦୁର୍ଗା ମଣ୍ଡପରେ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କ ମୂର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ଜାତୀୟ ରାଜପଥରେ ଲୁଟ ଉଦ୍ୟମ ବେଳେ ୬ ଗିରଫ, ମାରଣାସ୍ତ୍ର ଜବତ

ଖୋର୍ଦ୍ଧା: ଗତକାଲି ବିଳମ୍ବିତ ରାତିରେ ୫୭ ନମ୍ବର ଜାତୀୟ ରାଜପଥରେ ଲୁଟ ଉଦ୍ୟମ କରୁଥିବା ବେଳେ ୬ଜଣ ପୁଲିସ ହାତରେ ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ସଂଖ୍ୟାଧିକ ମାରଣାସ୍ତ୍ର ଜବତ କରାଯାଇଛି। ସୂଚନାନୁସାରେ, ଗତକାଲି ରାତିରେ ଏସ୍ଆଇ ବିଜୟ କେତନ ବେହରାଙ୍କ ନେତୃତ୍ୱରେ ଏକ ଟିମ୍ ପେଟ୍ରୋଲିଂ…
ଅଧିକ ଖବର ଦେଖନ୍ତୁ...