Daily Archives

September 4, 2021

ମୂଲ୍ୟବାନ ପଥର ଲୁଟ ଘଟଣା: ପଥର ଖନନ ସ୍ଥାନରେ ପହଞ୍ଚିଲା ପ୍ରଶାସନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ରହିଥିବା ଖଣିଜ ସଂପଦ ଉପରେ ଆନ୍ଧ୍ର ଏବଂ ତେଲେଙ୍ଗାନା ପଥର ମାଫିଆଙ୍କ ଲୋଲୁପ ଦୃଷ୍ଟି। ମୋଟୁ ତହସିଲର କୁନାଲପାଲି ଗ୍ରାମରେ ମୂଲ୍ୟବାନ ପଥର କ୍ବାଟର୍ସ ରହିଥିବା ନେଇ ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦ ଅଂଚଳର କିଛି ପଥର ମାଫିଆ ଜାଣିବା ପରେ ଗତ ଚାରିମାସ…
ଅଧିକ ଖବର ଦେଖନ୍ତୁ...

ନିର୍ମାଣାଧୀନ ପୋଲ ଉପରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା: ଘଟଣାସ୍ଥଳରେ ଏସ୍‌ପି, ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ପାଣିକୋଇଲି: ପାଣିକୋଇଲି ଥାନା ଅଞ୍ଚଳରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟଣାର ରହସ୍ୟ ଉନ୍ମୋଚନ କରିବାରେ ପୁଲିସ ଏଯାଏ ସକ୍ଷମ ହୋଇନାହିଁ। ଆଜି ପୂର୍ବାହ୍ନରେ ଘଟଣାସ୍ଥଳ ୧୬ ନମ୍ବର ଜାତୀୟ ରାଜପଥର ସାନସୋତି ଗ୍ରାମ ନିକଟ ନିର୍ମାଣାଧୀନ ପୋଲ ପାଖକୁ ଯାଇ ଯାଜପୁର ଏସ୍‌ପି ରାହୁଲ ପିଆର୍‌…
ଅଧିକ ଖବର ଦେଖନ୍ତୁ...

ଯୌତୁକ ଦାବିରେ ନବବଧୂକୁ ମାଡ଼ମାରି ବିଷ ପିଆଇଲେ!

ହାଟଡିହି: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଡିମିରିଆ ଗ୍ରାମରେ ଜଣେ ନବବଧୂଙ୍କୁ ଶାଶୁଘର ଲୋକେ ଅଧିକ ଯୌତୁକ ଦାବିରେ ମାଡ଼ମାରି ବିଷ ପିଆଇଥିବା ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ନବବଧୂ ଜଣକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଅଭିଯୋଗରୁ ଜଣାଯାଇଛି ଯେ ହାବଳେଶ୍ୱର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଜମିରେ ନିବେଶ କରିପାରନ୍ତି। ସୋମ ଓ ମଙ୍ଗଳବାର: ନୂଆ ଦାୟିତ୍ବ ଗ୍ରହଣ କରିବେ। ବୁଧ ଓ ଗୁରୁବାର: ଆର୍ଥିକ ଲାଭର ସମ୍ଭାବନା। ଶୁକ୍ର ଓ ଶନିବାର: ବେପାରରେ ବିସ୍ତାର କରିବେ। ରବିବାର: କଳାତ୍ମକ କାମରେ ମନ ଲାଗିବ। ସୋମ ଓ ମଙ୍ଗଳବାର: କ୍ରୋଧ କଲେ କାମରେ କ୍ଷତି ହୋଇପାରେ। ବୁଧ ଓ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ଜନ୍ମଦିନ ପାଇଁ ୨୦ ଦିନ ଧରି ସେବା ସମର୍ପଣ ଅଭିଯାନ ଆରମ୍ଭ କରିବ ବିଜେପି, ମୋଦୀଙ୍କ ପାଖକୁ ଯିବ ୫ କୋଟି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରୁ ଭାରତୀୟ ଜନତା ପାର୍ଟି ୨୦ ଦିନ ଧରି ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇବ | ସେବା ଓ ସମର୍ପଣ ଅଭିଯାନ ନାମରେ ନାମିତ ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୭ ଯାଏଁ ଚାଲିବ | ଉଲ୍ଲେଖନୀୟ କଥା ହେଉଛି, ମୋଦୀ…
ଅଧିକ ଖବର ଦେଖନ୍ତୁ...

ପାଟଣାଗଡ଼ ବ୍ଲକରେ ଲାଗିଲା ନିଆଁ: କାଗଜପତ୍ର ସହ ପୋଡ଼ିଗଲା କମ୍ପ୍ୟୁଟର

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅଫିସରେ ନିଆଁ ଲାଗିଥିବା ବେଳେ ଏଥିରେ କିଛି କାଗଜପତ୍ର ପୋଡି ଯାଇଥିବା ନେଇ ସୂଚନା ମିଳିଛି। ରାତିରେ କୌଣସି କାରଣରୁ ବ୍ଲକ ଅଫିସର ଗ୍ରାମୀଣ ବସ୍ତି ଉନ୍ନୟନ ବିଭାଗରୁ ଧୁଆଁ ବାହାରୁଥିବା ନେଇ କିଛି ଲୋକ ଦେଖିଥିଲେ। ପରେ ବିଡିଓଙ୍କୁ ଏ ନେଇ ଖବର…
ଅଧିକ ଖବର ଦେଖନ୍ତୁ...

୨୧ଗ୍ରାମ ବ୍ରାଉନସୁଗାର ଜବତ: ମହିଳା ବେପାରି ସହ ଦୁଇ ଗିରଫ, ଜଣେ ଫେରାର

ବାଲେଶ୍ବର: ଆଜି ପୂର୍ବାହ୍ନରେ ପାଟ୍ରୋଲିଂ ସମୟରେ ସ୍ଥାନୀୟ ଅର୍ଡର ବଜାରରୁ ସହଦେବଖୁଣ୍ଟା ମଡେଲ ଥାନା ପୁଲିସ ଜଣେ ମହିଳାଙ୍କ ସହ ୨ ଜଣ ଯୁବକଙ୍କୁ ଧରିଥିଲେ। ସେମାନଙ୍କ ଠାରୁ ୨୧ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଅର୍ଡର ବଜାର ଅଞ୍ଚଳର ରିଣ୍ଟୁ ତରାଇ ଓ ଆଶୁ…
ଅଧିକ ଖବର ଦେଖନ୍ତୁ...

ଲେବର କାର୍ଡ କରାଇଦେବା ଆଳରେ ଠକେଇ, ଠକ ଗିରଫ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଗରିବ ଶ୍ରମିକମାନଙ୍କୁ ଲେବର କାର୍ଡ କରାଇଦେବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୩୦୦ ଟଙ୍କା ଆଦାୟ କରୁଥିବା ଠକ ଗିରଫ ହୋଇଛି। ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଖଡ଼ିଆଳ ପୁଲିସ ଆଇଆଇସି କୈଳାସ ଚନ୍ଦ୍ର ସେଠି ପ୍ରକାଶ କରିଛନ୍ତି । ସୂଚନା…
ଅଧିକ ଖବର ଦେଖନ୍ତୁ...

ଘର ଭାଙ୍ଗିଲେ, ଫସଲ ନଷ୍ଟକଲେ ହାତୀପଲ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁଁ ଲୋକେ ଅତିଷ୍ଠ ହୋଇପଡ଼ିଲେଣି। ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନରେ ହାତୀପଲ ଘର ଭାଙ୍ଗି ଧାନ ଚାଉଳ ଖାଇବା ସହିତ ବ୍ୟାପକ ଧାନ ଫସଲ ନଷ୍ଟ କରି ଚାଲିଛନ୍ତି। ଗତକାଲି ୪ଟି ଘର ଭାଙ୍ଗିବା ସହ ୧୧ଟି ଗାଁରେ ଧାନ ଫସଲ ମାଡ଼ି…
ଅଧିକ ଖବର ଦେଖନ୍ତୁ...

ଗୋଆରୁ ଗାଆଁକୁ ବାଟ ଭୁଲିଛନ୍ତି ସୁନ୍ଦରଗଡ଼ର ବୃଦ୍ଧ, ସହାୟକ ହେଲେ କଳାହାଣ୍ଡିର ଯୁବକ

ସୁନ୍ଦରଗଡ଼: ଗୋଆରୁ ଗାଆଁକୁ ଫେରିବା ବାଟ ଭୁଲି ଯାଇଛନ୍ତି ସୁନ୍ଦରଗଡ଼ର ବୃଦ୍ଧ। କିଛି ମାସ ତଳେ ଦାଦନ ଖଟିବାକୁ ଯାଇ ସେ ଫେରିବାକୁ ଚାହୁଥିଲେ ମଧ୍ୟ ବାଟ ନପାଇ ଗୋଆରେ ଘୂରି ବୁଲୁଛନ୍ତି। ସମ୍ବେଦନଶୀଳ ଖବରଟି ସାମାଜିକ ଗଣମାଧ୍ୟମ ଜରିଆରେ ପହଞ୍ଚିଛି ସୁନ୍ଦରଗଡ଼ରେ। ବୃଦ୍ଧଙ୍କ ନାମ ଗଣେଶ…
ଅଧିକ ଖବର ଦେଖନ୍ତୁ...