Daily Archives

September 4, 2021

ପୁତ୍ର ହତ୍ୟାକାରୀ ଦମ୍ପତିଙ୍କୁ ଆଜୀବନ ଜେଲ୍‌

ଚମ୍ପୁଆ: ପୁତ୍ର ହତ୍ୟାକାରୀ ଦମ୍ପତିଙ୍କୁ ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଦୋଳଗୋବିନ୍ଦ ବାରିକ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ ହଜାର ଟଙ୍କା ଜରିମାନା ନିର୍ଦେଶ ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ବାମେବାରୀ ଥାନା ବଳଭଦ୍ରପୁର ଗ୍ରାମର ନାରାୟଣ ମହାନ୍ତଙ୍କ ୩ଟି…
ଅଧିକ ଖବର ଦେଖନ୍ତୁ...

ବ୍ୟବସାୟୀଙ୍କ ସ୍କୁଟି ଡିକିରୁ ଲକ୍ଷେ ୩୨ ହଜାର ଟଙ୍କା ଲୁଟ୍

ଢେ଼ଙ୍କିକୋଟ: କେନ୍ଦୁଝର ଜିଲ୍ଲା ଢେ଼ଙ୍କିକୋଟ ସାପ୍ତାହିକ ହାଟ ଥିବାବେଳେ ଆଜି  ୟୁନିୟନ ବ୍ୟାଙ୍କ ନିକଟ ସାନ୍ତରାପୁର ଛକ କୁମକୁମ୍ ସେଲୁନ ନିକଟରେ ଧାନ ବ୍ୟବସାୟୀ ନୂଆଗାଁର ଶରତ ଚନ୍ଦ୍ର ସାହୁଙ୍କ ସ୍କୁଟି ଡ଼ିକି ଭାଙ୍ଗି ବ୍ୟାଗରେ ଥିବା ୧ ଲକ୍ଷ ୩୨ ହଜାର ଟଙ୍କା ଦୁର୍ବୃତ୍ତ ଲୁଟି ନେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମରଣ ସହ ଯୁଝୁଛନ୍ତି କର୍କଟ ଆକ୍ରାନ୍ତ ସ୍ବାମୀ, ୧୦ ବର୍ଷର ପୁଅ ସହ ଚିନ୍ତାରେ ସ୍ତ୍ରୀ

ସୁନ୍ଦରଗଡ଼: ସାମାନ୍ୟ ଦାନ୍ତ ଯନ୍ତ୍ରଣାରୁ ମାରାତ୍ମକ ମୁଖ କର୍କଟ ଆକାନ୍ତ ସ୍ବାମୀ ବର୍ଷେ ହେଲା ମରଣ ସହ ଯୁଝୁଛନ୍ତି। ଚତୁର୍ଥ ଶ୍ରେଣୀ ଚାକିରିର ଦରମାରୁ ଯାହା କିଛି ଅର୍ଥ ସାଇତିଥିଲେ, ତାହା ଚିକିତ୍ସାରେ ସରିଗଲାଣି। ଅସ୍ତ୍ରୋପଚାର ପାଇଁ ଆହୁରି ୪ରୁ ୫ ଲକ୍ଷ ଟଙ୍କା ଆବଶ୍ୟକ। ଦିନକୁ ଦିନ…
ଅଧିକ ଖବର ଦେଖନ୍ତୁ...

ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, କହିଲେ- ତୁମର ବିଜୟ ଦେଶ ପାଇଁ ଗର୍ବ ଓ ଗୌରବର…

ଭୁବନେଶ୍ୱର: ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ବିଜୟ ପରେ ଏବେ ଓଡିଆ ପୁଅ ପ୍ରମୋଦ ଭଗତଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରମୋଦଙ୍କ ସହ କଥା ହୋଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରମୋଦଙ୍କୁ ଭୂରି ଭୂରି…
ଅଧିକ ଖବର ଦେଖନ୍ତୁ...

ପରକୀୟା ପ୍ରୀତିକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣ ଗିରଫ

ରାୟଗଡ଼ା: ପରକୀୟା ପ୍ରୀତିକୁ ନେଇ ବି. ରାଜ କୁମାରଙ୍କୁ ପିଟିପିଟି ହତ୍ୟା କରିବା ଘଟଣାରେ ରାୟଗଡ଼ା ପୁଲିସ ୩ ଜଣଙ୍କୁ ଗିରଫ କରିଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଲିଙ୍ଗାଲୁ ସୀମାଞ୍ଚଳମ, ସହଯୋଗୀ ବଳରାମ ପାଢ଼ୀ, ଜି. ସାବେରିଶ୍ କୁମାରକୁ ପୁଲିସ ସଂଧ୍ୟାରେ କୋର୍ଟ ଚାଲାଣ କରିଛି। ସମସ୍ତ…
ଅଧିକ ଖବର ଦେଖନ୍ତୁ...

ଏରିଆ କମାଣ୍ଡର ସହ ୩ ପିଏଲ୍‌ଏଫ୍‌ଆଇ ଗିରଫ, ୬ ବନ୍ଧୁକ-୫୦ ହଜାର ଜବତ

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ପୁଲିସକୁ ବଡ ସଫଳତା ମିଳିଛି। ପଶ୍ଚିମସିଂହଭୂମ ଜିଲ୍ଲା ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ମନୋହରପୁର ବୋରୋତିକା ଭୂଇଆଁ ଟୋଲାରେ ନିର୍ମାଣୀଧୀନ କୋଠାରେ ଚଢ଼ଉ କରି ୩ ପିଏଲ୍‌ଏଫ୍‌ଆଇ ସଦସ୍ୟକୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଏରିଆ କମାଣ୍ଡର…
ଅଧିକ ଖବର ଦେଖନ୍ତୁ...

ରେଳ ଧାରଣାରୁ ଲୁହାଚୋରି, ଅଭିଯୁକ୍ତ ଜେଲ୍‌ ଗଲା

ବ୍ୟାସନଗର: ସୁକିନ୍ଦା-ଯଖପୁରା ରେଳ ଧାରଣାରୁ ଲୁହା ଚୋରି କରୁଥିବା ଜଣେ ବ୍ୟକ୍ତିକୁ ଆଜି ଯାଜପୁରରୋଡ ଆରପିଏଫ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ନୟାଗଡ଼ ଜିଲ୍ଲା ନୂଆପଡ଼ା ଥାନା ଅନ୍ତର୍ଗତ ବୋଡ଼ୋସା ଗ୍ରାମର ଶରତ ମାଝୀ। ଆରପିଏଫ୍‌ ପୁଲିସ ପକ୍ଷରୁ ଆଜି ରେଳ ଧାରଣା ଯାଞ୍ଚ…
ଅଧିକ ଖବର ଦେଖନ୍ତୁ...

ଗାଧୋଇଲା ବେଳେ ପୋଖରୀରେ ବୁଡ଼ି ମୃତ୍ୟୁ

ସୁକିନ୍ଦା: ଯାଜପୁର ଜିଲ୍ଲାସୁକିନ୍ଦା ଥାନା ବଇରିମାଳ ଗ୍ରାମ ନିକଟରେ ଏକ ପୋଖରୀରେ ବୁଡ଼ିଯାଇ ଜଳଧର ପରିଡ଼ା (୪୫)ଙ୍କ ମୃତ୍ୟୁ ହୋଇଛି। ଜଳଧର ଗତକାଲି ବିଲ କାମ ସାରି ସନ୍ଧ୍ୟାରେ ଗାଧୋଇବାକୁ ପୋଖରୀକୁ ଯାଇଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ। କିଛି…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼ରେ ବାସିଲା ରାୟଗଡ଼ାର ବଣମଲ୍ଲୀ, ମିଷ୍ଟର୍ ଛତିଶଗଡ଼ ସହ ଅଜୟ ବନିଲେ ଫ୍ୟାଶନ୍ ଡିଜାଇନର୍

ରାୟଗଡ଼ା: ପିଲାଟି ଦିନରୁ ବାପା, ମା’ ଛେଉଣ୍ଡ। ପିନ୍ଧିବା ପାଇଁ ଭଲ କପଡ଼ା ତ ଦୂରର କଥା ପେଟକୁ ଦି ଓଳି ଦାନା ଯୋଗାଡ଼ କରିବାରେ ଅକ୍ଷମ ଥିଲେ। ଦୁର୍ଦ୍ଦିନ ଭିତରେ ଦିନ କଟିବା ପରେ ଦିନ ମଜୁରିଆ ଭାବେ କାମ କରିବାକୁ ଛତିଶଗଡ଼ ଚାଲି ଯାଇଥିଲେ। ହେଲେ ନିଜ ଅଧ୍ୟବସାୟ ବଳରେ ଦିନ ମଜୁରିଆରୁ ମିଷ୍ଟର୍…
ଅଧିକ ଖବର ଦେଖନ୍ତୁ...

ଗୁପ୍ତରୋଗ ଚିକିତ୍ସା ପୋଷ୍ଟର ଲଗାକୁ ନେଇ ଉତ୍ତେଜନା

ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ସହରସ୍ଥିତ ମଙ୍ଗଳା ମନ୍ଦିର, ସ୍କୁଲ, ବ୍ୟାଙ୍କ୍ ପାଚେରି, ନଳକୂପ, ଲୋକଙ୍କ ମୁଖ୍ୟ କବାଟରେ ଗୁପ୍ତରୋଗର ଚିକିତ୍ସା ପୋଷ୍ଟର ଲଗାଯାଉଥିବାରୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଛନ୍ତି। ଏହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଜଣାପଡିଛି ଯେ, ଆଜି ଭୋର୍…
ଅଧିକ ଖବର ଦେଖନ୍ତୁ...