Daily Archives

September 5, 2021

ଓଡ଼ିଆ ଭା‌ଷାର ଶୁଦ୍ଧତା ସମସ୍ତଙ୍କ ନିକଟରେ ପହଞ୍ଚିବ: ଡଃ.ଶୁଭଶ୍ରୀ ଲେଙ୍କା

ଭଞ୍ଜନଗର: ଭାଷାର ଓ ଭା‌ବର ମିଳନ ହେଉଛି ସାହିତ୍ୟ। ଏହାର ରୂପ ଏବଂ ସ୍ବରୂପ ଭିନ୍ନ। ସାହିତ୍ୟର ପ୍ରତିଟି ରୂପକୁ ବହୁଳ ବ୍ୟବହାର କରି ‘ସମ୍ବାଦ’ ସାହିତ୍ୟଘର ମାଧ୍ୟମରେ ପ୍ରତିଟି ଲୋକଙ୍କ ନିକଟରେ ପହଞ୍ଚାଇ ପାରିଲେ ଓଡ଼ିଆ ଭାଷାର ଶୁଦ୍ଧତା ସମସ୍ତଙ୍କ ନିକଟରେ ପହଞ୍ଚି ପାରିବ ବୋଲି ଭଞ୍ଜନଗର…
ଅଧିକ ଖବର ଦେଖନ୍ତୁ...

ଗଞ୍ଜେଇ କିଙ୍ଗ୍‌ପିନ୍‌ ଆନନ୍ଦ ମିଶ୍ରଙ୍କ ପାଇଁ ବଢ଼ୁଛି ଅଡ଼ୁଆ, ତଦନ୍ତ ପାଇଁ ରାୟଗଡ଼ା ଆସିବ ମହାରାଷ୍ଟ୍ର କ୍ରାଇମବ୍ରାଞ୍ଚ

ରାୟଗଡ଼ା: ଗଞ୍ଜେଇ କିଙ୍ଗ୍‌ପିନ୍‌ ଆନନ୍ଦ ମିଶ୍ରଙ୍କୁ ଜେରା କରିବାକୁ ରାୟଗଡ଼ା ଆସିବ ମହାରାଷ୍ଟ୍ର କ୍ରାଇମବ୍ରାଞ୍ଚ। ମହାରାଷ୍ଟ୍ରରେ ଜବତ ହୋଇଥିବା ଗଞ୍ଜେଇ ଭର୍ତ୍ତି କଣ୍ଟେନର ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଛି ଆନନ୍ଦଙ୍କୁ। ମାମଲାର ତଦନ୍ତ ଏବେ ମହାରାଷ୍ଟ୍ର କ୍ରାଇମବ୍ରାଞ୍ଚ…
ଅଧିକ ଖବର ଦେଖନ୍ତୁ...

ସତ୍ୟବ୍ରତ ନାୟକ ହତ୍ୟା ମାମଲା, ୩ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ଶେଷ

ଖୋର୍ଦ୍ଧା: ଅଗଷ୍ଟ ୨ ଅଭିମାନପୁରର ସତ୍ୟବ୍ରତ ନାୟକ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ୬ ଜଣଙ୍କୁ ମଧ୍ୟରୁ ୩ଜଣଙ୍କୁ ପୁଲିସ ୩ ଦିନିଆ ରିମାଣ୍ଡରେ ଆଣିଥିଲା । ଆଜି ରିମାଣ୍ଡ ଅବଧି ଶେଷ ହେବା ପରେ କୋର୍ଟରେ ହାଜର କରାଯାଇଛି । ତେବେ ପଚରାଉଚୁରାରେ ମାନସ ଦାସ ଅଭିଯୁକ୍ତଙ୍କ ସହ ହତ୍ୟା…
ଅଧିକ ଖବର ଦେଖନ୍ତୁ...

ସରରର ସାମଗ୍ରୀକ ବିକାଶ ପାଇଁ ଅଣ୍ଟାଭିଡ଼ିଲେ ଯୁବକ

ଜୟପୁର: ସହରର ସାମଗ୍ରୀକ ବିକାଶ ପାଇଁ ଜୟପୁର ସହରର ଯୁବ ବର୍ଗ ଅଣ୍ଟା ଭିଡିଛନ୍ତି। ସ୍ଥାନୀୟ ଶୀତଳାମ୍ମା ମନ୍ଦିର ପରିସରରେ ଏ ନେଇ ଶତାଧିକ ଯୁବକ ଏକଜୁଟ ହୋଇଥିଲେ। ସାଧାରଣ ଲୋକେ ସାମାନ୍ୟ ଅଭାବ ଓ ଅସୁବିଧା ପଡ଼ିବା ସମୟରେ ଏହି ଯୁବ ଗୋଷ୍ଠୀ ସହଯୋଗର ହାତ ବଢ଼ାଇବା, କୌଣସି ରୋଗୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ମନେରଗା କାମ କରି ମଜୁରି ପାଇନାହାନ୍ତି ଶ୍ରମିକ

ପଣ୍ତାପଡ଼ା: କେନ୍ଦୁଝର ଜିଲ୍ଲାଘଟଗାଁ ବ୍ଲକ୍‌ ବଳଭଦ୍ରପୁର ପଞ୍ଚାୟତ ନୁଦୁରୁପଡ଼ା ଗ୍ରାମରେ ମନରେଗା ଯୋଜନାରେ ୪୦ରୁ ଊର୍ଦ୍ଧ୍ବ ଶ୍ରମିକ କାମ କରିଥିଲେ। ଇତିମଧ୍ୟରେ ବର୍ଷେ ପୂରିଥିଲେ ମଧ୍ୟ ସେମାନଙ୍କୁ ମଜୁରି ମିଳି ନଥିବା ଅଭିଯୋଗ ହୋଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ସ୍କୁଲ୍‌ଛକଠାରୁ…
ଅଧିକ ଖବର ଦେଖନ୍ତୁ...

୩୦ ଅନ୍ତର୍ଜାତୀୟ ଖେଳାଳିଙ୍କ ପ୍ରଶିକ୍ଷକ ହକି ଗୁରୁ ବିଜୟ ଲାକ୍ରା, ଅଲିମ୍ପିଆନ ଅମିତ ରୋହିଦାସ ବି ପ୍ରଶିକ୍ଷିତ…

ରାଉରକେଲା: ଜିଲ୍ଲାରେ ଏଭଳି ଅନେକ ଗୁରୁ ଅଛନ୍ତି, ଯେଉଁମାନେ ଯୋଗ୍ୟ ଶିଷ୍ୟ ତିଆରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଶିକ୍ଷା ହେଉ କି କ୍ରୀଡ଼ା କ୍ଷେତ୍ର, ସବୁଥିରେ ଜିଲ୍ଲାର ଗୁରୁମାନଙ୍କର ବଳିଷ୍ଠ ଉପସ୍ଥିତି ଅନୁଭୂତ ହୁଏ। ତେବେ କ୍ରୀଡ଼ା, ବି‌ଶେଷକରି ଜିଲ୍ଲାର ହକି ଗୁରୁମାନଙ୍କର…
ଅଧିକ ଖବର ଦେଖନ୍ତୁ...

ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତିଥିବା ପ୍ରମୋଦ ଏକଦା ପଙ୍ଖା ଓ ଆଇରନ ସଜାଡ଼ି ନିଜ ଗୁଜୁରାଣ ମେଣ୍ଟାଉଥିଲେ

ବରଗଡ: ଟୋକିଓ ପାରା ଅଲିମ୍ପିକ୍ସରେ ଓଡ଼ିଶା ସମେତ ସାରା ଦେଶ ପାଇଁ ଗୌରବ ଆଣିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ । ସେ ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ପ୍ରମୋଦ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଗ୍ରେଟ ବ୍ରିଟେନର ଡାନିଏଲ ବେଥେଲଙ୍କୁ ହରାଇ ସ୍ବର୍ଣ୍ଣ ଜିତିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ରୁ ଖସି ମହିଳାଙ୍କ ମୃତ୍ୟୁ

ହାଟଡିହି: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ଅଣା-ସମଣା ରାସ୍ତାର ଡଙ୍କୁରି ନିକଟରେ ଗତ ୩ ତାରିଖରେ ବାଇକ୍‌ରୁ ଖସିପଡ଼ି ଗୁରୁତର ହୋଇଥିବା ଜଣେ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁସାରେ, ସରମଙ୍ଗା ଗ୍ରାମର ଭାରତୀ ଜେନା (୬୫) ଓ ଗଙ୍ଗାଧର ଖୁଣ୍ଟିଆ…
ଅଧିକ ଖବର ଦେଖନ୍ତୁ...

ତାଇକୋଣ୍ଡରେ ୧୦ଜଣଙ୍କୁ ବ୍ଲାକ୍‌ବେଲ୍ଟ

କେନ୍ଦୁଝର: ‌କଟକ ବାରବାଟୀ ଷ୍ଟାଡିୟମ କ୍ଲବ୍‌ ହାଉସ୍‌ରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ତାଇକୋଣ୍ଡ ବ୍ଲାକ୍‌ବେଲ୍ଟ ପରୀକ୍ଷାରେ କେନ୍ଦୁଝର ଜିଲ୍ଲାର ୧୦ଜଣ ଖେଳାଳି ସଫଳତା ହାସଲ କରିଛନ୍ତି। ବ୍ଲାକ୍‌ବେଲ୍ଟ ପାଇଥିବା ଖେଳାଳିମାନେ ହେଲେ କେନ୍ଦୁଝର ଆମେଚର ତାଇକୋଣ୍ଡ ଆସୋସିଏସନ୍‌ର ସ୍ମୃତିଲବ୍ଧା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଜୀବନରେ ମହତ୍ତ୍ବପୂର୍ଣ୍ଣ ମୋଡ଼ ଆଣିବ। ଚାକିରିଆଙ୍କୁ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ। ଠିକ୍ ସମୟରେ କାମ ପୂରା କରିବାକୁ ଚେଷ୍ଟା କରନ୍ତୁ। ବୃଷ: ଆପଣଙ୍କର ପ୍ରିୟ ବନ୍ଧୁ ଆପଣଙ୍କୁ ଦେଖା କରିବାକୁ ଆସିବେ। କୌଣସି ଭଲ ଖବର ଶୁଣିବେ। ଛାତ୍ରଙ୍କର ଲେଖାପଢ଼ାରେ ବାଧା ଦୂର…
ଅଧିକ ଖବର ଦେଖନ୍ତୁ...