Daily Archives

September 6, 2021

ହିନ୍ଦୁସ୍ଥାନ ଇଂଜିନିୟରିଂ ପକ୍ଷରୁ ଚାଲିଥିବା ନିଯୁକ୍ତିରେ ଘୋଟାଲା ଅଭିଯୋଗ

ବାରିପଦା : ବିଦ୍ୟୁତ କ୍ଷେତ୍ରରେ ନିଯୁକ୍ତିରେ ଘୋଟାଲା ଅଭିଯୋଗ। ଦଲାଲଙ୍କ ମାତ୍ରାଧିକ ହସ୍ତକ୍ଷେପ କାରଣରୁ ବେକାର ଯୁବକ ଯୁବତୀ ଠକେଇର ଶିକାର ହେଉଛନ୍ତି। ସେହିପରି ସ୍ଥାନୀୟ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହେଉଥିବା ବେଳେ ଲାଞ୍ଚ ଦେଇ ବହୁ ବାହାର ତଥା ଅଯୋଗ୍ୟ…
ଅଧିକ ଖବର ଦେଖନ୍ତୁ...

ବିଏସଏଫ ଆଇଜି ଓଡିଶା-ଛତିଶଗଡ ଏବଂ ଓଡିଶା-ଆନ୍ଧ୍ର ସୀମା ବୁଲିଲେ

ମାଲକାନଗିରି : ଗତ ଦୁଇ ଦିନ ଧରି ବିଏସଏଫ ଆଇଜି ସତୀଶ ଚନ୍ଦ୍ର ବୁଡକୋଟି ମାଲକାନଗିରି ଗସ୍ତରେ ଆସି ମାଓ ସମୀକ୍ଷା କରି ଫେରିଛନ୍ତି । ବିଏସଏଫ ଆଇଜିଙ୍କ ସହ ମାଲାକନଗିରି ବିଏସଏଫ ଡିଆଇଜି ସଞ୍ଜୟ କୁମାର ସିଂ ମଧ୍ୟ ଉପସ୍ଥିତ ରହି ଓଡିଶା –ଛତିଶଗଡ ସୀମାରେ ରହିଥିବା ବିଏସଏଫ କ୍ୟାମ୍ପ ଏବଂ ଓଡିଶା…
ଅଧିକ ଖବର ଦେଖନ୍ତୁ...

ସରକାରୀ ସୁବିଧାରୁ ବଞ୍ଚିତ ହେବେ ଜିଲ୍ଲାର ୧୧୪୬ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ଆଢ଼ୁଆଳରେ ଭିନ୍ନକ୍ଷମ ପ୍ରମାଣପତ୍ର ମିଳୁନାହିଁ କି ସେମାନଙ୍କ ପ୍ରମାଣପତ୍ରର ନବୀକରଣ ହେଉନାହିଁ । ଫଳରେ ଜିଲ୍ଲାର ୧୧୪୬ ଭିନ୍ନକ୍ଷମ ଛାତ୍ରଛାତ୍ରୀ ସରକାରୀ ସହାୟତା, ବାଣିଶ୍ରୀ ବୃତ୍ତି ଓ ଅନ୍ୟ ଭତ୍ତା ପାଇବାରୁ ବଂଚିତ ହେବାକୁ ଯାଉଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଟ୍ରକରୁ ଧରାପଡିଲା ୧ କୋଟିର ଗଞ୍ଜେଇ, ୧ଲକ୍ଷ ୫୬ ହଜାର ଟଙ୍କା ସହ ୩ଟି ଗାଡି ଜବତ

ଜୟପୁର: ଆଗରେ ଯାଉଥିଲା ବାଇକ, ତା ପଛକୁ ରହିଥିଲା କାର୍ ତା ପଛରେ ଯାଉଥିଲା ମିନିଟ୍ରକ। ଏମିତି ଏସର୍କଟରେ ଯାଉଥିଲା ଗଞ୍ଜେଇ ଗାଡି। ଜଲାପୁଟରୁ ଗଞ୍ଜେଇ ଆସି ଜୟପୁର ନିକଟ ଅଞ୍ଚଳରେ ଜମା ହୋଇଥାନ୍ତା। ବଡ ଟ୍ରକରେ ଗଞ୍ଜେଇ ଲୋଡ୍ କରି ବାହାର ରାଜ୍ୟକୁ ଚାଲାଣ ହୋଇଥାନ୍ତା। କିନ୍ତୁ ଅଧା…
ଅଧିକ ଖବର ଦେଖନ୍ତୁ...

ଏଣିକି ମଧ୍ୟପ୍ରଦେଶରେ କୁଳପତିଙ୍କୁ କୁହାଯିବ କୁଳଗୁରୁ, ନାମ ପରିବର୍ତ୍ତନ ନେଇ ସରକାରଙ୍କ ପ୍ରସ୍ତୁତି

ଭୋପାଳ: କୁଳପତିଙ୍କ ପଦବୀର ନାମ ପରିବର୍ତ୍ତନ କରିବାକୁ ଏବେ ଯୋଜନା କରୁଛନ୍ତି ମଧ୍ୟପ୍ରଦେଶ ସରକାର | ମଧ୍ୟପ୍ରଦେଶରେ ଥିବା ବିଶ୍ୱବିଦ୍ୟାଳୟର କୁଳପତିଙ୍କ ପଦବୀର ନାମ ପରିବର୍ତ୍ତନ କରିବାକୁ ବିଚାର କରାଯାଉଛି ବୋଲି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ମୋହନ ଯାଦବ କହିଛନ୍ତି | ସେ କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ଅବିକଳ ଛୋଟ ଛୁଆଙ୍କ ଭଳି ଶବ୍ଦ ବାହାର କରୁଛି ଏହି ପକ୍ଷୀ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଏକ ଚିଡ଼ିଆଖାନାରୁ ଏମିତି ଏକ ଦୁର୍ଲଭ ପକ୍ଷୀର ଭିଡିଓ ଭାଇରାଲ ହୋଇଛି ଯାହାକି ଶୁଣିବାକୁ ଅବିକଳ ଛୋଟପିଲାଙ୍କ କାନ୍ଦିବା ସ୍ବର ଭଳି ଲାଗୁଛି। ପକ୍ଷୀଟି ଛୋଟ ପିଲାଙ୍କ କାନ୍ଦିଲା ଭଳି ସ୍ବର ବାହାର କରୁଥିବା ଶୁଣି ଅଷ୍ଟ୍ରେଲିଆର ତାରୋଙ୍ଗା ଚିଡିଆଖାନା ଭିଡିଓ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ବହୁତ କାମ ଅଧୁରା ରହିପାରେ। ମାଆଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଛାତ୍ରଙ୍କୁ କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ମିଳିବ। ବୃଷ: ଆପଣଙ୍କୁ ବିଶେଷ ସୁଯୋଗ ମିଳିପାରେ। ବାପାଙ୍କ ସାହାଯ୍ୟରେ ଆପଣଙ୍କର ସବୁ କାର୍ଯ୍ୟ ସଂପୂର୍ଣ୍ଣ ହେବ। ବାହନ…
ଅଧିକ ଖବର ଦେଖନ୍ତୁ...

ଜଗନ୍ନାଥ ସାଗରରୁ ନାବାଳିକା ମୃତଦେହ ଉଦ୍ଧାର 

ଜୟପୁର: ଜୟପୁର ସହରରେ ଥିବା ଜଗନ୍ନାଥ ସାଗରରୁ ଆଜି ଏକ ନାବାଳିକାର ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ସ୍ଥାନୀୟ ଜୟନଗର ଅଞ୍ଚଳର ଗାଦବା ସାହିର ସୁନାଧର ନାୟକଙ୍କ ଝିଅ ଶିବାନୀ ନାୟକ (୧୫)। ମୃତ ଶରୀରକୁ ଜୟପୁର ଟାଉନ ପୁଲିସ ଜବତ କରିଥିବା ବେଳେ ଏନେଇ ଥାନାରେ ଏକ ଅପମୃତ୍ୟୁ ମାମାଲା…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ଶୁଳ୍କ ଆଦାୟକୁ ତିନି ପଞ୍ଚାୟତର ବିରୋଧ 

କୋରାପୁଟ : କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନକାଡେଲି, ବାଡିଗଡ, ଚିକେନପୁଟ ଗ୍ରାମପଂଚାୟତର ଗ୍ରାମବାସୀ ଟାଟା ପାଓାର ପକ୍ଷରୁ ବିଦ୍ୟୁତ ଆଦାୟକୁ ବିରୋଧ କରାଯାଇଛି। ଏନେଇ ଆଜି ଏହି ତିନିଟି ପଞ୍ଚାୟତର ‌ଲୋକେ  ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ମାଛକୁଣ୍ଡ ଜଳ ବିଦ୍ୟୁତ…
ଅଧିକ ଖବର ଦେଖନ୍ତୁ...

କୋଭିଡ଼-୧୯ ପାରା ମେଡ଼ିକାଲ ସ୍ବାସ୍ଥ୍ୟ କର୍ମୀ ସଂଘକୁ ଉତ୍ତରା ଛକରେ ଅଟକାଇଲା ପୁଲିସ

ଧଉଳି: ସ୍ଥାୟୀ ନିଯୁକ୍ତି ଦାବିରେ ନବୀନ ନିବାସ ଅଭିମୁଖେ ଦାବି ଉପସ୍ଥାପନ କରିବାକୁ ଯାଉଥିବା କୋଭିଡ଼ -୧୯ ପାରା ମେଡ଼ିକାଲ ସ୍ବାସ୍ଥ୍ୟକର୍ମୀ ସଂଘ ଶୋଭାଯାତ୍ରାକୁ ଆଜି ପୁଲିସ ଉତରା ଛକରେ ଅଟକାଇ ଦେଇଥିଲା। ଫଳରେ ସଂଘର ୫୦ରୁ ଅଧିକ କର୍ମଚାରୀ ଦାବି ପୂରଣ ପାଇଁ ଏଠାରେ ଦୀର୍ଘ ସମୟ ଧରି ଧାରଣା…
ଅଧିକ ଖବର ଦେଖନ୍ତୁ...