Daily Archives

September 6, 2021

ଡି. ପୂଜା ମିସ୍‌ ଟିନ୍‌ ୟୁନିଭର୍ସ

ରାଉରକେଲା : କଠିନ ପରିଶ୍ରମ ଯୋଗୁଁ ହାର୍‌ ମାନିଛି ସଫଳତା। ଯାହାକୁ ପ୍ରମାଣିତ କରି ଦେଇଖାଇଛନ୍ତି ରାଉରକେଲାର ଝିଅ ଡି. ପୂଜା। ସଫଳତାର ଗୋଟିଏ ପରେ ଗୋଟିଏ ସିଢ଼ି ଚଢ଼ି ଚାଲିଛନ୍ତି ସେ। ନିକଟରେ ମୁମ୍ବାଇରେ ଆୟୋଜିତ ‘ ମିସ୍‌ ଟିନ୍‌ ୟୁନିଭର୍ସ’ ପ୍ରତିଯୋଗିତାରେ ଭାଗ ନେଇ ଟାଇଟଲ୍‌ ହାସଲ…
ଅଧିକ ଖବର ଦେଖନ୍ତୁ...

‘ସମ୍ବାଦ’ର ସ୍ବନକ୍ଷତ୍ର ଅବସରରେ ବାର୍ଷିକ ପ୍ରତିଯୋଗିତା : ଅନ୍‌ଲାଇନ୍‌ରେ ଚାଲିଛି ପଞ୍ଜୀକରଣ

ବାଲେଶ୍ବର : ‘ସମ୍ବାଦ’ର ୩୮ ତମ ସ୍ବନକ୍ଷତ୍ର ଅବସରରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ‘ସମ୍ବାଦ’ ପକ୍ଷରୁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜିତ ହେବ। ଏ ବର୍ଷ କରୋନା ମହାମାରୀର ୨ୟ ଲହରର ପ୍ରଭାବ କମି ଆସୁଥିଲେ ମଧ୍ୟ ଯେହେତୁ ଛୋଟ ପିଲାମାନଙ୍କର ଟିକାକରଣ ବର୍ତ୍ତମାନ ସୁଦ୍ଧା…
ଅଧିକ ଖବର ଦେଖନ୍ତୁ...

ଆସୁଛି ଏମିତି ଏକ ଫୋନ: ବିନା ନେଟୱାର୍କରେ କରିପାରିବେ କଲ ଓ ମେସେଜ

ନୂଆଦିଲ୍ଲୀ: ଆପଲ୍ ର ଆଗାମୀ ଆଇଫୋନ୍ ୧୩ ସିରିଜ୍ ସେପ୍ଟେମ୍ବର ୧୪ ରେ ଲଞ୍ଚ ହେବାକୁ ଯାଉଛି | କମ୍ପାନୀ ଏହାର ସ୍ମାର୍ଟଫୋନରେ ଅନେକ ଅତ୍ୟାଧୁନିକ ବୈଶିଷ୍ଟ୍ୟ ଆଣିଛି | ସେଥିମଧ୍ୟରୁ ସବୁଠାରୁ ଆକର୍ଷଣୀୟ ବୈଶିଷ୍ଟ୍ୟ ହେଉଛି ଲୋ-ଆର୍ଥ-ଅର୍ବିଟ୍ (LEO) ସାଟେଲାଇଟ୍ କମ୍ୟୁନିକେସନ୍ ମୋଡ୍ | ଏହି…
ଅଧିକ ଖବର ଦେଖନ୍ତୁ...

ସ୍ମୃତିଙ୍କ ପ୍ରଶ୍ନର ଏଭଳି ଉତ୍ତର ରଖିଲେ ଲସି ଦୋକାନୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଦୁଇଦିନ ପାଇଁ ଆମେଠିଗସ୍ତରେ ଯାଇଥିଲେ। ସ୍ମୃତି ଇରାନୀ ଆମେଠିର ଏକ ଚର୍ଚ୍ଚିତ ଲସି ଦୋକାନରେ ଯାଇ ପହଞ୍ଚିଥିଲେ। କେନ୍ଦ୍ରମନ୍ତ୍ରୀ ଏହି ଦୋକାନର ଭିଡିଓ କରିବା ସହିତ ଦୋକାନ ମାଲିକଙ୍କୁ କିଛି ପ୍ରଶ୍ନ ପଚାରୁଥିବା ବି ଦେଖିବାକୁ ମିଳିଥିଲା।…
ଅଧିକ ଖବର ଦେଖନ୍ତୁ...

ଭାରତର ଐତିହାସିକ ବିଜୟ, ଇଂଲଣ୍ଡକୁ ୧୫୭ ରନରେ ହରାଇଲା

ଲଣ୍ଡନ : ଓଭାଲ ଟେଷ୍ଟରେ ଐତିହାସିକ ବିଜୟ ସହ ଭାରତ ଲର୍ଡ୍ସ ଟେଷ୍ଟରେ ଭୋଗିଥିବା ଲଜ୍ଜାଜନକ ପରାଜୟର ପ୍ରତିଶୋଧ ନେଇଛି ।ଏହା ସହିତ ଭାରତ ସିରିଜରେ ୨-୧ରେ ଆଗୁଆ ହୋଇଯାଇଛି । ବିଜୟ ପାଇଁ ଇଂଲଣ୍ଡ ଆଗରେ ୩୬୮ ରନର ଲକ୍ଷ୍ୟ ଥିବାବେଳେ ଦଳ ୨୧୦ ରନ କରି ଅଲଆଉଟ ହୋଇଯାଇଥିଲା । ଇଂଲଣ୍ଡ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ପିପିଲି ଉପନିର୍ବାଚନ : ସମଗ୍ର ପୁରୀ ଜିଲ୍ଲାରେ ଆଦର୍ଶ ଆଚରଣବିଧି ଲାଗୁ

ଭୁବନେଶ୍ବର  : କୋଭିଡ୍ ମହାମାରୀ ପାଇଁ ସ୍ଥଗିତ ଥିବା ପିପିଲି ବିଧାନସଭା ଉପ-ନିର୍ବାଚନ ପାଇଁ ଭାରତର ନିର୍ବାଚନ କମିଶନ ଗତ ୪ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ଘୋଷଣା ସହ ଗତ ୪ ତାରିଖଠାରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି । ସମସ୍ତ…
ଅଧିକ ଖବର ଦେଖନ୍ତୁ...

ସାଂସଦ ଶଶି ଥରୁର ନିଜର ‘ଅକ୍ସଫୋର୍ଡ ଉଚ୍ଚାରଣ’ରେ ଗାଇଲେ ‘ଏକ ଅଜନବି ହସିନା ସେ’… ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ: ଆପଣ କେବେ କୌଣସି ରାଜନେତା ଷ୍ଟେଜ୍‌ ଉପରେ ଗୀତ ଗାଇଥିବାର ଶୁଣିଛନ୍ତି କି? ଯଦି ନୁହେଁ ତେବେ ସୋସିଆଲ ମିଡିଆରେ ଜଣେ ସକ୍ରିୟ ରାଜନେତା, ଥିରୁବନନ୍ତପୁରମର ସାଂସଦ ଶଶି ଥରୁରଙ୍କ କଣ୍ଠରୁ ଏକ ଗୀତ ଶୁଣିବାର ସୁଯୋଗ ଅବଶ୍ୟ ଏଠାରେ ଅଛି। କାରଣ, କଂଗ୍ରେସ ସାଂସଦ ତଥା ଚର୍ଚ୍ଚିତ…
ଅଧିକ ଖବର ଦେଖନ୍ତୁ...

ସୀମା ପାର କଲା ଅନ୍ଧବିଶ୍ବାସ: ବର୍ଷା ହେବା ପାଇଁ ନାବାଳିକାଙ୍କୁ ଉଲଗ୍ନ କରି ଶସ୍ୟଭିକ୍ଷା କରାଇଲେ ଗ୍ରାମବାସୀ

ଭୋପାଳ: ପ୍ରତିଦିନ ଲୋକଙ୍କୁ ସଚେତନ ଏବଂ ଅନ୍ଧବିଶ୍ବାସରୁ ଦୂରେଇ ରହିବା ପାଇଁ ସରକାର ଅନେକ ଚେଷ୍ଟା କରୁଥିବା ବେଳେ ଦେଶର କିଛି କୋଣରେ ଏବେ ବି ଲୋକେ ଅନ୍ଧବିଶ୍ବାସରେ ବୁଡ଼ି ରହିଛନ୍ତି। ବର୍ଷା ହେବା, ଖରା ବା ଶୀତ ହେବା ପ୍ରାକୃତିକ ବୋଲି ଜାଣି ମଧ୍ୟ ଲୋକଙ୍କ ମନରେ ଏନେଇ କେତେ…
ଅଧିକ ଖବର ଦେଖନ୍ତୁ...

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ପ୍ରବଳ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ: ଉତ୍ତର-ପଶ୍ଚିମ ଏବଂ ବଙ୍ଗୋପସାଗରର ପଶ୍ଚିମ-କେନ୍ଦ୍ରୀୟ ଉପକୂଳରେ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଏବେ ଦକ୍ଷିଣ ଦିଗକୁ ବିସ୍ତୃତ ହେଉଥିବା ଦେଖାଯାଇଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ଅଧିକ ପ୍ରଭାବଶାଳୀ ହୋଇ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ…
ଅଧିକ ଖବର ଦେଖନ୍ତୁ...

ବର୍ଷା ନିଅଣ୍ଟ ଯୋଗୁଁ ୧୦୨ ବ୍ଲକରେ ଫସଲ ପ୍ରଭାବିତ ହୋଇଛି : ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ନେଇ ସରକାରୀ ଦଳ ମୁଖ୍ୟ ସଚେତକ ଆଣିଥିବା ମୋସନ ଆଲୋଚନାର ଉତ୍ତର ରଖି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି  ଯେ ରାଜ୍ୟର ୧୦୨ ବ୍ଲକରେ ଫସଲ ପ୍ରଭାବିତ ହୋଇଛି। ଜୁନ ମାସରେ ପ୍ରକୃତ ବୃଷ୍ଟିପାତ ଠାରୁ ୧୬.୬ କମ ବର୍ଷା ଥିବା ବେଳେ…
ଅଧିକ ଖବର ଦେଖନ୍ତୁ...