Daily Archives

September 7, 2021

ସତୀଗୁଡା ଡ୍ୟାମ ବିସ୍ଥାପିତଙ୍କ ଦୁଃଖ: ୩୧ ବର୍ଷ ପରେ ମଧ୍ୟ ମିଳିଥିବା ଜମି ଚିହ୍ନଟ ହୋଇପାରିଲା ନାହିଁ

ମାଲକାନଗିରି: ମାଲକାନଗିରି ସଦର ମହକୁମାକୁ ଲାଗି ରହିଥିବା ସତୀଗୁଡା ଡ୍ୟାମ ନିର୍ମାଣ ବେଳେ ସେଠାରେ ରହିଥିବା ମୁନସା ଏବଂ ଭୀମାରାଣୀ ଗ୍ରାମର ୫୦ରୁ ଉର୍ଦ୍ଧ୍ବ ପରିବାର ବିସ୍ଥାପିତ ହୋଇଥିଲେ। ସରକାରଙ୍କ ତରଫରୁ ଏହି ବିସ୍ଥାପିତ ପରିବାରଙ୍କୁ ଜମି ମଧ୍ୟ ପ୍ରଦାନ କରାଯାଇଥିଲା। ତେବେ ଏହି ଡ୍ୟାମ…
ଅଧିକ ଖବର ଦେଖନ୍ତୁ...

ମୟୁରଭଞ୍ଜ ଜିଲ୍ଲାର ୧୬ ପୁଲିସ୍‌ ଅଧିକାରୀଙ୍କୁ ମିଳିଲା ଡିଜିପି କମେଣ୍ଡେସନ୍‌ ରୋଲ୍‌ ସମ୍ମାନ, ୬ ମହିଳା ଅଧିକାରୀ…

ବାରିପଦା : କାର୍ଯ୍ୟକ୍ଷେତ୍ରରେ ସର୍ବାଧିକ ମାମଲାର ତଦନ୍ତ ଏବଂ ସମାଧାନ କରିବାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ମୟୂରଭଞ୍ଜ ପୁଲିସ୍‌ର ୧୬ ଜଣ ଅଧିକାରୀଙ୍କୁ ମିଳିଛି ଡିଜିପି କମେଣ୍ଡେସନ୍‌ ରୋଲ୍‌ ସମ୍ମାନ। ଏହି ସମ୍ମାନ ପାଇଥିବା ପୁଲିସ୍‌ ଅଧିକାରୀମ‌ାନେ ହେଉଛନ୍ତି ତିରିଂ ଥାନା ଓଆଇସି…
ଅଧିକ ଖବର ଦେଖନ୍ତୁ...

ବାରିପଦାରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର, ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କଲେ 

ବାରିପଦା: କେନ୍ଦ୍ରମନ୍ତ୍ରୀ ହେବା ପରେ ଆଜି ସନ୍ଧ୍ୟାରେ ବାରିପଦାରେ ପହଞ୍ଚିଛନ୍ତି କେନ୍ଦ୍ର ଜଳସମ୍ପଦ ଓ ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ। ଏହି ଅବସରରେ ମୟୂରଭଞ୍ଜର ପ୍ରବେଶ ପଥ କଳମା ନିକଟରୁ କେନ୍ଦ୍ରମନ୍ତ୍ରୀଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ସ୍ବାଗତ କରାଯାଇଥିଲା। କଳମାରୁ…
ଅଧିକ ଖବର ଦେଖନ୍ତୁ...

ପରକୀୟା ପ୍ରୀତିକୁ ନେଇ ଯୁବକଙ୍କୁ ଯୋଜନାବଦ୍ଧ ହତ୍ୟା:ରାସ୍ତାକଡ଼ରୁ ମିଳିଲା ରକ୍ତାକ୍ତ ମୃତଦେହ, ପୁଲିସର ଛାନଭିନ୍

ରାୟଗଡ଼ା: ପରକୀୟା ପ୍ରୀତି କାରଣରୁ ପୁଣି ଜଣେ ଯୁବକଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ମରଣାନ୍ତକ ଆକ୍ରମଣ ପରେ ଯୁବକଙ୍କୁ ରାସ୍ତାକଡ଼ରେ ଫୋପାଡ଼ି ଦେଇ ଚାଲି ଯାଇଛନ୍ତି ଦୁର୍ବୃତ୍ତ। ରାୟଗଡ଼ା ପୁଲିସ୍ ୩୨୬ ନଂ ଜାତୀୟ ରାଜପଥର କଡିଙ୍ଗଗୁଡା-କୋଡାପାଡି ରାସ୍ତାରୁ ସୋମବାର ରାତିରେ ରାଜେଶ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକ ପର୍ବର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଆଜି ଶିକ୍ଷକ ପର୍ବର ଉଦଘାଟନୀ ସମାରୋହରେ ଉଦବୋଧନ ଦେଇଛନ୍ତି । ସେ ମଧ୍ୟ ଭାରତୀୟ ସାଙ୍କେତିକ ଭାଷା ଶବ୍ଦକୋଷର ଶୁଭାରମ୍ଭ କରିଥିଲେ। ଏହା ଶ୍ରବଣବାଧିତଙ୍କ ଅଧ୍ୟୟନ ପାଇଁ ଏକ ୟୁନିଭର୍ସାଲ ଡିଜାଇନ ସୁବିଧା ଥିବା…
ଅଧିକ ଖବର ଦେଖନ୍ତୁ...

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର +୩ ଶେଷ ସେମିଷ୍ଟାର୍‌ ପରୀକ୍ଷା ଫଳ ପ୍ରକାଶିତ

ବାରିପଦା : କରୋନା ମହାମାରୀ ମଧ୍ୟରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ, ବାରିପଦାର ଚଳିତ ଶିକ୍ଷାବର୍ଷ ପାଇଁ +୩ ଶେଷ ସେମିଷ୍ଟାର୍‌(ସିବିସିଏସ) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ ଏହି ବିଶ୍ବବିଦ୍ୟାଳୟ ଅଧୀନରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ୮୫ଟି…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀ-ସ୍ତ୍ରୀକୁ ବୁଝାଇବାକୁ ଯାଇ ପ୍ରାଣ ହରାଇଲେ ପଡୋଶୀ ବୃଦ୍ଧା

ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନାର ଆଡେନିଗଡ଼ ଫାଣ୍ଡି ଅନ୍ତର୍ଗତ ନୂଆଗାଁ (କଖାରୁଫାଳ) ଗ୍ରାମର କୋଲ୍ହସାହିରେ ସାମାନ୍ୟ କଥାକୁ କେନ୍ଦ୍ରକରି ଜଣେ ମଦ୍ୟପ ହାତରେ ଜଣେ ନିରୀହ ବୃଦ୍ଧାଙ୍କ ଜୀବନ ଚାଲିଯିବା ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରାପ୍ତ ସୂଚନା ମତେ କଖାରୁଫାଳ…
ଅଧିକ ଖବର ଦେଖନ୍ତୁ...

୧୫କିଲୋ ଓଜନ ହ୍ରାସ କଲେ ଭାରତୀ

ମୁମ୍ବାଇ: କମେଡି ଦୁନିଆରେ ନିଜର କଳାର ପ୍ରଦର୍ଶନ କରି ଚର୍ଚ୍ଚାରେ ଥିବା କମେଡି କୁଇନ ଭାରତୀ ସିଂଙ୍କ ନିକଟରେ ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ସେ ପୂର୍ବ ଅପେକ୍ଷା ଅଧିକା ଫିଟ ଦେଖା ଯାଉଛନ୍ତି। ଆଉ ଦେଖାବି  ଯିବେ ନି କେମିତି, କାରଣ ସେ ଏଇ କିଛିଦିନ ମଧ୍ୟରେ ନିଜର ୧୫କିଲୋ ଓଜନ…
ଅଧିକ ଖବର ଦେଖନ୍ତୁ...

୨୧ବର୍ଷ ପରେ ସରକାରୀ ଅର୍ଥ ଆତ୍ମସାତ ମାମଲାର ଫଇସଲା: କ୍ୟାସିୟରଙ୍କୁ ୨ବର୍ଷ କାରାଦଣ୍ଡାଦେଶ

ଜୟପୁର: ୧୯୯୫ମସିହାରୁ ୧୯୯୮ମସିହା ମଧ୍ୟରେ ମାଲକାନଗିରି ବ୍ଲକରେ ହୋଇଥିବା ୭ଲକ୍ଷ ୧୦ହଜାର ଟଙ୍କା ସରକାରୀ ଅର୍ଥ ଆତ୍ମସାତ୍ ମାମଲାର ରାୟ ଶୁଣାଇଛନ୍ତି ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍। ଏହି ମାମଲାରେ ଅଭିଯୁକ୍ତ ଥିବା ତତ୍କାଳୀନ କ୍ୟାସିଅରଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସପରିବାର ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି। ସନ୍ତାନ ସୁଖ ପାଇବେ। ଆପଣଙ୍କର କିଛି କାମରେ ବାଧା ଉତ୍ପନ୍ନ ହୋଇପାରେ। ବୃଷ: ନିଜ ସାମର୍ଥ୍ୟ ବଳରେ ସବୁ କାମ ପୂରା କରିନେବେ। ଅଫିସରେ ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।…
ଅଧିକ ଖବର ଦେଖନ୍ତୁ...