Daily Archives

September 7, 2021

ମାସ୍କ ନ ପିନ୍ଧିଥିଲେ ସ୍କୁଲ ଭିତରକୁ ପଶି ପାରିବେନି ଛାତ୍ରଛାତ୍ରୀ, ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ଼ଲାଇନ୍‌ ଜାରି

ଭୁବନେଶ୍ୱର: ପିଲାମାନଙ୍କୁ ଏଣିକି ସ୍କୁଲ ପରିସରରେ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବାକୁ ହେବ। ମାସ୍କ ପିନ୍ଧି ନଥିଲେ ସ୍କୁଲ ଭିତରକୁ ପ୍ରବେଶ କରିପାରିବେ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା ପରେ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ଼ଲାଇନ ଜାରି ହୋଇଛି। ପୂର୍ବ ଗାଇଡ଼ଲାଇନ ସହ…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଲ କୃଷକ ମହାପଞ୍ଚାୟତ : ସରକାରଙ୍କ ସହ କୃଷକଙ୍କ ଆଲୋଚନା ବିଫଳ, ମିନି ସେକ୍ରେଟାରିଏଟ୍ ଘେରାଉ

କର୍ଣ୍ଣାଲ : ଅଗଷ୍ଟ ୧୮ରେ କୃଷକମାନଙ୍କ ଉପରେ ହୋଇଥିବା ପୁଲିସ ଲାଠିମାଡ଼ ପ୍ରତିବାଦରେ ହରିୟାଣାରେ ଆନ୍ଦୋଳନ ଡାକରା କୃଷକମାନେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ସହ ସେମାନଙ୍କ ଆଲୋଚନା ବିଫଳ ହୋଇଯାଇଛି । ଆଲୋଚନା ବିଫଳ ହେବା ପରେ କୃଷକମାନେ ମିନି ସେକ୍ରେଟାରିଏଟ ଅଭିମୁଖେ ଯାତ୍ରା କରିଥିଲେ ।…
ଅଧିକ ଖବର ଦେଖନ୍ତୁ...

ମା’ଙ୍କ ଅପମାନ ଦେଲା ପ୍ରେରଣା: କିଛି ଏମିତି ଥିଲା ଆଇପିଏସ ଅଫିସର ଶାଳିନୀଙ୍କ କାହାଣୀ

ନୂଆଦିଲ୍ଲୀ: ବେଳେବେଳେ ଏକ ଅପମାନ ମଧ୍ୟ ପ୍ରେରଣାର ଉତ୍ସ ହୋଇଯାଏ | ପିଲାବେଳେ ବସ୍‌ରେ ମାଙ୍କ ସହ ଯାତ୍ରା କରୁଥିବାବେଳେ ଜଣେ ବ୍ୟକ୍ତିଙ୍କ ଅପମାନ ଶାଳିନୀଙ୍କୁ ଆଇପିଏସ ଅଧିକାରୀ ହେବାକୁ ପ୍ରେରଣା ଦେଇଥିଲା | ଆଜି ଆମେ ହିମାଚଳ ପ୍ରଦେଶରେ କାର୍ଯ୍ୟରତ ଆଇପିଏସ ଅଫିସର ଶାଳିନୀ…
ଅଧିକ ଖବର ଦେଖନ୍ତୁ...

ଦେଶୀ ମଦ ବିକ୍ରି ଅଭିଯୋଗରେ ୪ ଗିରଫ

ରାଉରକେଲା: ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ରାଉଉରକେଲା ଅବକାରୀ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେ‌ଉଛନ୍ତି ବେଦବ୍ୟାସ ଗୋପପାଲୀର ଚୁମାନୀ ଟପ୍ପୋ, ରାହୁଲ ଟପ୍ପୋ, ଇସ୍ଥାର ଟପ୍ପୋ ଓ ଟେମ୍ବା ଟପ୍ପୋ। ଅଭିଯୁକ୍ତମାନଙ୍କଠାରୁ ପ୍ରାୟ ୧୧୫ ଲିଟର ଦେଶୀ ମଦ ଜବତ…
ଅଧିକ ଖବର ଦେଖନ୍ତୁ...

ତାଲିବାନ ଟୋଲୋ ନ୍ୟୁଜର କ୍ୟାମେରାମ୍ୟାନଙ୍କୁ ଉଠାଇ ନେବାର ତିନିଘଣ୍ଟା ପରେ ଛାଡ଼ିଲା

ନୂଆଦିଲ୍ଲୀ: ଟୋ‌ଲୋ ନ୍ୟୁଜର ସାମ୍ବାଦିକ ତଥା କ୍ୟାମେରାମ୍ୟାନଙ୍କୁ ତାଲିବାନ ଉଠାଇ ନେଇଥିଲା। ତିନିଘଣ୍ଟା ଅଟକ ରଖିବା ପରେ କ୍ୟାମେରା ସହିତ ତାଙ୍କୁ ଛାଡ଼ି ଦେଇଛି ବୋଲି ଟୋଲୋ ନ୍ୟୁଜ ପକ୍ଷରୁ ପ୍ରକାଶ। ମଙ୍ଗଳବାର ଆଫଗାନିସ୍ତାନରେ ପାକିସ୍ତାନ ଓ ତାଲିବାନକୁ ନେଇ ବିରୋଧ ପ୍ରଦର୍ଶନ…
ଅଧିକ ଖବର ଦେଖନ୍ତୁ...

ବୃତ୍ତିଗତ ପାଠ୍ୟକ୍ରମରେ ନିଯୁକ୍ତି ସୁଯୋଗ ସମ୍ପର୍କିତ ପୁସ୍ତକ ‘ବିଜ୍ଞାପନ୍‌ସ କ୍ୟାରିୟର ଗାଇଡ୍‌- ୨୦୨୧’ ଉନ୍ମୋଚିତ

ଭୁବନେଶ୍ୱର: ଭୁବନେଶ୍ୱରର ଗଣମାଧ୍ୟମ ଅନୁଷ୍ଠାନ ‘ବିଜ୍ଞାପନ’ ଦ୍ୱାରା ପ୍ରକାଶିତ ‘ବିଜ୍ଞାପନ୍‌ସ କ୍ୟାରିୟର ଗାଇଡ୍‌- ୨୦୨୧’ ଏଠାରେ ଉନ୍ମୋଚିତ ହୋଇଛି। ଆଇଆରସି ଭିଲେଜସ୍ଥିତ ‘ୟୁସିସିଆଇ’ ପରିସରରେ ରାଜ୍ୟ ସରକାରଙ୍କ କୋଭିଡ କଟକଣାକୁ ମାନି ଆନୁଷ୍ଠାନିକ ସଭା କିମ୍ବା ଅଭିଭାଷଣ ବିନା ଅନୁଷ୍ଠିତ…
ଅଧିକ ଖବର ଦେଖନ୍ତୁ...

ପୁଣି ତେଜିଲା ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ: ଓଡ଼ିଶା ସୀମାରେ ପାଚେରି ନିର୍ମାଣ କଲା ମମତା ସରକାର

ଭୋଗରାଇ: ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ ବେଶ କିଛି ଦିନ ଧରି ଶାନ୍ତ ଥିଲା ବେଳେ ପୁଣି ଚର୍ଚ୍ଚାକୁ ଆସିଛି। ମଙ୍ଗଳବାର ପଶ୍ଚିମବଙ୍ଗ ଜଳ ସମ୍ପଦ ବିଭାଗ ପକ୍ଷରୁ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଉଦୟପୁର ସମୁଦ୍ର ବେଳାଭୂମିରେ ପାଚେରି ନିର୍ମାଣ ହେଉଥିବା ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ଅନ୍ତରୀଣ ସରକାର ଗଠନ ସମ୍ପର୍କରେ ଘୋଷଣା କଲା ତାଲିବାନ : ମୁଲ୍ଲା ଅଖୁନ୍ଦ ପ୍ରଧାନମନ୍ତ୍ରୀ, ଅନ୍ତର୍ଜାତୀୟ ଆତଙ୍କବାଦୀ…

କାବୁଲ : ତାଲିବାନ ପକ୍ଷରୁ ନିଜର ଅନ୍ତରୀଣ ସରକାର ଗଠନ ସମ୍ପର୍କରେ ଘୋଷଣା କରାଯାଇଛି । ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଏକ ସାମ୍ବାଦିକ ସମ୍ମିଳନୀ କରି ନୂଆ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ନାମ ଘୋଷଣା କରିଛନ୍ତି । ମୁଲ୍ଲା ମହମ୍ମଦ ହାସାନ ଅଖୁନ୍ଦ ସରକାରର ମୁଖ୍ୟ ବା…
ଅଧିକ ଖବର ଦେଖନ୍ତୁ...

ମା ଦୁର୍ଗାଙ୍କ ପୂଜା ଧୂମଧାମରେ ପାଳନ ପାଇଁ ପୂଜା କମିଟିମାନଙ୍କୁ ୫୦ ହଜାର ଟଙ୍କା ସହାୟତା ଦେବେ ମମତା ସରକାର

କୋଲକାତା: ପଶ୍ଚିମବଙ୍ଗରେ ପ୍ରତିବର୍ଷ ଧୂମଧାମରେ ଦୁର୍ଗା ପୂଜା ପାଳନ କରାଯାଇଥାଏ | ତେବେ ଗତ ବର୍ଷ ଭଳି, ଏଥର ମଧ୍ୟ କରୋନା କାରଣରୁ ଅନେକ ପୂଜା କମିଟି ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି | ଆଉ ସେଥିପାଇଁ ମା ଦୁର୍ଗାଙ୍କ ପୂଜା ଧୂମଧାମରେ ପାଳନ ପାଇଁ ପୂଜା କମିଟିମାନଙ୍କୁ ୫୦ ହଜାର…
ଅଧିକ ଖବର ଦେଖନ୍ତୁ...