Daily Archives

September 8, 2021

ମୁୟା ସୋଡି ପୁଲିସର ଇନଫରମର ସାଜିଛି: ମାଓ ସଚିବ ସାଇନାଥ

ମାଲକାନଗିରି: ମାଲକାନଗିରି ସୀମାନ୍ତକୁ ଲାଗି ରହିଥିବା ଛତିଶଗଡ଼ର ଦରଭା ଡିଭିଜନ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ପ୍ରେସ ବିଜ୍ଞପ୍ତିରେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ମୁୟା ସୋଡି କିପରି ସଂଗଠନକୁ ଧକ୍କା ଦେଇ ପୁଲିସର ଚାଟୁକାର ସାଜିଛି ସେନେଇ ବଖାଣିଛି। ସଂଗଠନରେ ରହି ମୁୟା…
ଅଧିକ ଖବର ଦେଖନ୍ତୁ...

୧୦ ତାରିଖରେ ଭିଡିଓ କନଫେରନସିଂରେ ହେବ ‌ଜୟପୁର-ମାଲକାନଗିରି ଜିଲ୍ଲା ଦୌରାଜଜ୍ କୋର୍ଟ ଲୋକାର୍ପଣ

ଜୟପୁର: ଆସନ୍ତା ୧୦ ତାରିଖ ଗଣେଶ ପୂଜା ଦିନ ଜୟପୁର ଓ ମାଲକାନଗିରି ଠାରେ ନବନିର୍ମିତ ଜିଲ୍ଲା ଦୌରାଜଜ୍ କୋର୍ଟର ଲୋକାର୍ପଣ ଏକା ସମୟରେ ଭିଡିଓ କନଫେରନସିଂ ମାଧ୍ୟମରେ ଅନୁଷ୍ଠିତ ହେବ। ଏ ନେଇ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଚିଂଛି। ୧୦ତାରିଖ ଦିନ ୯ଟା ୨୦ରୁ କାର୍ଯ୍ୟକ୍ରମ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

କରୋନା ପରେ ଦାଉ ସାଧୁଛି ବର୍ଷା, ବିକ୍ରି ହୋଇପାରୁନି ମୂର୍ତ୍ତି, ଫିକା ପଡିବ ପୂଜା

ଜୟପୁର(ଜ୍ଞାନଚାନ୍ଦ ଜଗନ୍ନାଥ): ଦୁଇ ଦିନ ପରେ ଆସୁଛି ଗଣେଶ ପୂଜା। କରୋନା କଟକଣା ଯୋଗୁଁ ଟେଣ୍ଟ ଲଗାଇ ହେଉନାହିଁ, କି ବଡ ବଡ ମୂର୍ତ୍ତି ନିର୍ମାଣ କରିହେଉନାହିଁ। ରିତୀନିତୀରେ ପୂଜାର୍ଚ୍ଚନା ପାଇଁ ପ୍ରସ୍ତୁତ ହେଉଛନ୍ତି ବିଭିନ୍ନ କମିଟି। ଯାହା ଫଳରେ କରୋନା ପାଇଁ ଅଗ୍ରପୂଜ୍ୟ ଗଜାନନଙ୍କ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଦୁଷ୍କର୍ମକାରୀ ବୃଦ୍ଧଙ୍କୁ ୫ ବର୍ଷ ଜେଲ୍‌ଦଣ୍ଡ

ବାରିପଦା: ମୟୂରଭଂଜ ଜିଲ୍ଲା ମହୁଲଡିହା ଥାନା ଅଞ୍ଚଳରେ ୨୨ ଜାନୁଆରି, ୨୦୧୭ରେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ପୋକ୍‌ସୋ କୋର୍ଟର ସ୍ବତନ୍ତ୍ର ବିଚାରପତି ମହେନ୍ଦ୍ର କୁମାର ସୂତ୍ରଧର ଆସାମୀକୁ ପାଞ୍ଚ ବର୍ଷ ଜେଲ୍‌ ଦଣ୍ଡ ରାୟ ଶୁଣାଇଛନ୍ତି। ମହୁଲିଡିହା ଥାନା ଅଞ୍ଚଳର…
ଅଧିକ ଖବର ଦେଖନ୍ତୁ...

ଧରାପଡ଼ିଲା ମୋବାଇଲ ଚୋର ଗ୍ୟାଙ୍ଗ୍‌, ୪ କୋର୍ଟ ଚାଲାଣ

ଟିଟିଲାଗଡ଼: ମୋବାଇଲ୍‌ ଫୋନ୍‌ ଚୋରି କରୁଥିବା ଏକ ଚୋର ଗ୍ୟାଙ୍ଗ୍‌କୁ ଧରିବାରେ ସଫଳ ହୋଇଛି ଟିଟିଲାଗଡ଼ ପୁଲିସ। ଧରା ପଡ଼ିଥିବା ଗ୍ୟାଙ୍ଗ୍‌ର ୮ ଜଣଙ୍କ ମଧ୍ୟରୁ ୪ ଜଣ ନାବାଳକ ଥିବାରୁ ସେମାନଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡ ଆଗରେ ହାଜର କରାଯାଇଛି। ଅନ୍ୟ ୪ ଜଣଙ୍କୁ କୋର୍ଟ ଚାଲାଣ…
ଅଧିକ ଖବର ଦେଖନ୍ତୁ...

ଟୋକିଓ ପାରା ଅଲିମ୍ପିକ୍ସ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ :  ଟୋକିଓ ପାରା ଅଲିମ୍ପିକ କ୍ରୀଡ଼ାରେ ୫ଟି ସ୍ବର୍ଣ୍ଣ ଏବଂ ୮ଟି ରୌପ୍ୟ ପଦକ ସହିତ ମୋଟ ୧୯ଟି ପଦକ ଜିତିଥିବା ଭାରତୀୟ ପାରା ଆଥଲେଟମାନଙ୍କୁ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ  ଅନୁରାଗ ଠାକୁର ସମ୍ବର୍ଦ୍ଧିତ କରିଛନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ର ଆଇନ ମନ୍ତ୍ରୀ  କିରେନ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଭାବନା ଓ ବ୍ୟବହାରରେ ସମନ୍ବୟ ବଜାୟ ରଖନ୍ତୁ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ବୌଦ୍ଧିକ କ୍ଷମତା ବୃଦ୍ଧି ହେବ। ବୃଷ: କାମରେ କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ଧାର ନେବା ଦେବାରୁ ନିବୃତ୍ତ ରୁହନ୍ତୁ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଶିକ୍ଷାର୍ଥୀଙ୍କ…
ଅଧିକ ଖବର ଦେଖନ୍ତୁ...

ଶରୀର ପାଇଁ ଫିଜିଓଥେରାପିର ଆବଶ୍ୟକତା କ’ଣ?

ଆମେ ଜାଣୁ ଯେ ମନ ସୁସ୍ଥ ରହିଲେ ହିଁ ଶରୀର ସୁସ୍ଥ ହୋଇ ରହିଥାଏ | ସ୍ୱାସ୍ଥ୍ୟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ଯାହାକୁ ଜଣେ ବ୍ୟକ୍ତି ଯତ୍ନ ନେବା ଉଚିତ୍ | ତିନୋଟି ମୁଖ୍ୟ ଉପାଦାନ ଦ୍ୱାରା ଏକ ଉତ୍ତମ ସ୍ୱାସ୍ଥ୍ୟ ରକ୍ଷଣାବେକ୍ଷଣ କରାଯାଇପାରିବ ଏବଂ ସେଗୁଡ଼ିକ ହେଉଛି ଖାଦ୍ୟ, ନିଦ୍ରା…
ଅଧିକ ଖବର ଦେଖନ୍ତୁ...

ବିଦ୍ୟାଳୟର ୫ ଛାତ୍ରଛାତ୍ରୀଙ୍କୁ କରୋନା

ରାଉରକେଲା: ବରଗଡ, ଡେଙ୍ଗାନାଳର କାମାକ୍ଷା ସ୍କୁଲରେ ୪୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ କରୋନା ଆକ୍ରାନ୍ତ ହେବା ପରେ ପିଲାଙ୍କ ପାଠପଢ଼ାକୁ ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଏବେ ସୁନ୍ଦରଗଡ ବଣାଇଁ ବ୍ଲକରେ ଏକ ଉଚ୍ଚ ବିଦ୍ୟାଳୟରେ ୫ ଛାତ୍ରଛାତ୍ରୀଙ୍କୁ  କରୋନା ଉଭୟ ଶିକ୍ଷା ବିଭାଗ ଓ…
ଅଧିକ ଖବର ଦେଖନ୍ତୁ...

ହକି ଅଲିମ୍ପିଆନଙ୍କୁ ମିଳିଲା ‘ଟାଟା ଅଲ୍‌ଟ୍ରୋଜ୍‌’

ରାଉରକେଲା: ଟୋକିଓ ଅଲିମ୍ପିକ୍‌ସରେ ପଦକ ଜିତିଥିବା କ୍ରୀଡ଼ାବିତ୍‌ମାନଙ୍କୁ ବିଭିନ୍ନ ରାଜ୍ୟ ସରକାର, ଶିଳ୍ପୋଦ୍ୟୋଗ ପକ୍ଷରୁ ପୁରସ୍କାର ରାଶି, ଏକାଧିକ ଉପହାର ପ୍ରଦାନ କରାଯାଇଥିଲା। ତେବେ ଅଲିମ୍ପିକ୍‌ସରେ ନିଜ ନିଜ କ୍ରୀଡ଼ା ବର୍ଗରେ ଉତ୍କର୍ଷ ପ୍ରଦର୍ଶନ କରିବାସତ୍ତ୍ବେ ଅଳ୍ପକେ ମେଡାଲରୁ…
ଅଧିକ ଖବର ଦେଖନ୍ତୁ...