Daily Archives

September 8, 2021

ବଣାଇରେ ମରୁଡ଼ିର ପଦଧ୍ବନି, ଚାଷୀକୁଳ ହତାଶ

ବଣାଇଗଡ଼: ଚଳିତବର୍ଷ ଖରିଫ୍‌ଋତୁରେ ଅଞ୍ଚଳର ଚାଷୀମାନେ ଧାନଚାଷ କରିଛନ୍ତି। ସରକାରୀ ବିହନ ମିଳୁ ନଥିବାରୁ ଖୋଲାବଜାରରୁ ବିହନ କ୍ରୟକରି ଏହି ଧାନଚାଷ କରିଥିଲେ। ଚଳିତବର୍ଷ ମୌସୁମୀ ବିଭାଗର ପୂର୍ବାନୁମାନ ଅନୁଯାୟୀ ଚାଷୀମାନେ ଭଲ ବର୍ଷା ଆଶା କରିଥିଲେ। ବଣାଇ ଏକ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି ବିଶ୍ବବିଦ୍ୟାଳୟର ପରୀକ୍ଷା ଫଳ ପ୍ରକାଶିତ

ଭବାନୀପାଟଣା: କଳାହାଣ୍ଡି ବିଶ୍ବବିଦ୍ୟାଳୟର ଯୁକ୍ତ ୩, ପିଜି, ବିଇଡି, ବିବିଏ, ବିସିଏ, ଏମ୍‌ଏଫସି ଓ ଏମ୍‌ଏସଡବ୍ଲୁ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ବିଶ୍ବବିଦ୍ୟାଳୟର ଯୁକ୍ତ ୩ କଳାରେ ୨୬୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୨୧୮ ଜଣ ପାସ୍‌ କରିଛନ୍ତି। ଏହି ବିଭାଗରେ ପାସ୍‌ ହାର…
ଅଧିକ ଖବର ଦେଖନ୍ତୁ...

ଫୁଟୁଥିବା ଗରମ ପାଣିରେ ବସିଛି ଶିଶୁ: ଲୋକେ ଦେଖି ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ନିକଟରେ ଜଣେ ଶିଶୁ ଫୁଟୁଥିବା ଗରମ ପାଣିରେ ବସିଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଏହାକୁ ନେଇ କିଛି ଲୋକ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ କିଛି ଲୋକ ଏପରି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ ସୋସିଆଲ…
ଅଧିକ ଖବର ଦେଖନ୍ତୁ...

ବଡ଼ଭାଇର ଟାଙ୍ଗିଆ ମାଡ଼ରେ ସାନଭାଇର ମୃତ୍ୟୁ

ରାଉରକେଲା: ଜମିଭାଗକୁ କେନ୍ଦ୍ରକରି ବଡ଼ଭାଇର ଟାଙ୍ଗିଆବେଣ୍ଟ ମାଡ଼ରେ ସାନଭାଇର ମୃତ୍ୟୁ ହୋଇଯାଇଛି। ଏପରି ଘଟଣା ଘଟିଛି ବିଶ୍ରା ଥାନା ଅନ୍ତର୍ଗତ ଉର୍ମେଇ ପଞ୍ଚାୟତର ବଡ଼କୁଲାଗଜ ଗାଁରେ। ପୁଲିସ ଅଭିଯୁକ୍ତକୁ ଗିରଫକରି ତଦନ୍ତ କରୁଛି। ମିଳିଥିବା ସୂଚନା ଅନୁଯାୟୀ, ବିଶ୍ରା ଥାନା ଅଧୀନସ୍ଥ…
ଅଧିକ ଖବର ଦେଖନ୍ତୁ...

ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଟିମ୍‌ର ସ୍ଵତନ୍ତ୍ର ଚଢ଼ଉ, ୧.୫୦ ଲକ୍ଷ ଜରିମାନା

କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ଥିବା ଏକ ଟ୍ରାନ୍ସପୋର୍ଟ ଗୋଦାମ ଉପରେ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଟିମ୍ ଚଢ଼ଉ କରି ୧ ଲକ୍ଷ ୫୦ ହଜାର ଟଙ୍କା ଜରିମାନା ଆଦାୟ କରିଛି। କଳାହାଣ୍ଡି ଜିଲ୍ଲା ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ବିଭାଗର ସିଟିଓ ନୀଳାଦ୍ରି ବିହାରୀ ଦାଢିଆଙ୍କ ନେତୃତ୍ବରେ…
ଅଧିକ ଖବର ଦେଖନ୍ତୁ...

ଜେଲ୍‌ ଗଲେ ନକଲି ଶିକ୍ଷକ

ମୁରିବାହାଲ: ଜାଲ୍‌ ପ୍ରମାଣପତ୍ର ଦେଇ ଶିକ୍ଷକତା କରୁଥିବା ମୁରିବାହାଲ ବ୍ଲକ୍‌ କୁର୍ଲୁବାହାଲ ୟୁପିଏସ୍‌ର କନିଷ୍ଠ ଶିକ୍ଷକ ବନ ମହାନନ୍ଦ(୩୯) ଜେଲ୍‌ ଯାଇଛନ୍ତି। ମୁରିବାହାଲ ଥାନା ପୁଲିସ ତାଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିଲା। ହେଲେ କୋର୍ଟରେ ତାଙ୍କ ଜାମିନ ନାମଞ୍ଜୁର…
ଅଧିକ ଖବର ଦେଖନ୍ତୁ...

ଶିଶୁ ଉଦ୍ୟାନ ଜମି ପାଲଟିଛି ଭଲିବଲ ପଡ଼ିଆ

ନାରାୟଣପାଟଣା: କୋରାପୁଟ ଜିଲ୍ଲାର ଉପାନ୍ତ ନାରାୟଣପାଟଣା ବ୍ଲକ୍ ସଦର ମହକୁମାସ୍ଥିତ ମୁଖ୍ୟ ବଜାର ନିକଟରେ ରହିଥିବା ଶିଶୁ ଉଦ୍ୟାନ ଜମି ଏବେ ଭଲିବଲ ଖେଳ ପଡ଼ିଆ ପାଲଟିଛି। ପଞ୍ଚାୟତ କିମ୍ବା ବ୍ଲକ୍ ପ୍ରଶାସନ ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁଁ ଆଜି ପର୍ଯ୍ୟନ୍ତ ଏଠାରେ ଶିଶୁ ଉଦ୍ୟାନ…
ଅଧିକ ଖବର ଦେଖନ୍ତୁ...

ପୁଲିସ ପଞ୍ଝାରେ ଅନ୍ତଃରାଜ୍ୟ ଠକେଇ ରାକେଟ୍: ବଙ୍ଗୀୟ ଠକ ଦଂପତି ଗିରଫ

ଅନୁଗୁଳ: ଟାଟାରେ ଚାକିରି ଦେବାକୁ କହି ଯୁବକଯୁବତୀଙ୍କୁ ଠକି ଚାଲିଥିବା ଏକ ଅନ୍ତଃରାଜ୍ୟ ଠକ ଗ୍ୟାଙ୍ଗକୁ ଧରିଛି ଅନୁଗୁଳ ପୁଲିସ। ଏହି ଜାଲି ନିଯୁକ୍ତି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ କୁହାଯାଉଥିବା ଦଂପତିଙ୍କୁ ପୁଲିସ ଗିରଫ କରିବା ସହ ସେମାନଙ୍କ ପାଖରୁ ବହୁ ଜାଲ କାଗଜପତ୍ର, ନିଯୁକ୍ତି ପତ୍ର,…
ଅଧିକ ଖବର ଦେଖନ୍ତୁ...

ବାୟୁସେନା ପାଇଁ ୫୬ଟି ସି-୨୯୫ ପରିବହନ ବିମାନ ଖରିଦକୁ କ୍ୟାବିନେଟ୍ ମଂଜୁରୀ

ନୂଆଦିଲ୍ଲୀ : ନିରାପତ୍ତା ସଂକ୍ରାନ୍ତ କ୍ୟାବିନେଟ କମିଟି ଆଜି  ସ୍ପେନର ଏୟାରବସ୍‌ ଡ଼ିଫେନ୍ସ ଆଣ୍ଡ ସ୍ପେସ୍‌ ଏସଏ ଠାରୁ ଭାରତୀୟ ବାୟୁସେନା ନିମନ୍ତେ ଛପନଟି ସି-୨୯୫ଏମଡବ୍ଲୁ ପରିବହନ ବିମାନ କ୍ରୟ କରିବା ନିମନ୍ତେ ଥିବା ପ୍ରସ୍ତାବକୁ ମଂଜୁରୀ ପ୍ରଦାନ କରିଛି । ସି- ୨୮୫ଏବଡବ୍ଲୁ ବିମାନ ଏକ…
ଅଧିକ ଖବର ଦେଖନ୍ତୁ...

୫ ଶହ ଲିଟର ଦେଶୀ ମଦ, ୧୫ ଟନ୍‌ ମହୁଲ ପୋଚ ଜବତ

ରାଉରକେଲା: ରାଉରକେଲା ଅବକାରୀ ବିଭାଗକୁ ଆଜି ପୁଣି ବଡ଼ଧରଣର ସଫଳତା ମିଳିଛି। ବ୍ରାହ୍ମଣୀତରଙ୍ଗ ଓ ବୀରମିତ୍ରପୁର ଥାନା ଅନ୍ତର୍ଗତ ବିଭିନ୍ନ ଗାଁରେ ଚଢ଼ଉ କରି ପ୍ରାୟ ୫ ଶହ ଲିଟର ଦେଶୀ ମଦ ଜବତ ହୋଇଛି। ଏହାସହ ଜବତ ୧୫ ହଜାର କେଜି ମହୁଲ ପୋଚକୁ ନଷ୍ଟ କରିଦିଆଯାଇଛି। ଏହାସହ ଜଣେ ଅଭିଯୁକ୍ତଙ୍କୁ…
ଅଧିକ ଖବର ଦେଖନ୍ତୁ...