ଖତ ଖାଉଛି ୧୦୮ ଆମ୍ବୁଲାନ୍ସ, ବିଭାଗର ଦୃଷ୍ଟି ନାହିଁ
ନାରାୟଣପାଟଣା: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ସଦର ମହକୁମା ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଦୀର୍ଘମାସ ଧରି ୧୦୮ ଆମ୍ବୁଲାନ୍ସ ପଡ଼ି ରହି ଖତ ଖାଉଛି। ଏହି ଅଞ୍ଚଳବାସୀ ସ୍ବାସ୍ଥ୍ୟ ଚିକିତ୍ସା ପାଇଁ ଏକ ମାତ୍ର ନାରାୟଣପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...