Daily Archives

September 10, 2021

ବାହାରିନ ଓଡ଼ିଆ ସମାଜ ପକ୍ଷରୁ ଗଣେଶ ପୂଜା ପାଳିତ

ଭୁବନେଶ୍ବର : ବାହାରିନ ଓଡିଆ ସମାଜ  ପକ୍ଷରୁ ଗଣେଶ ପୂଜା ପାଳିତ ହୋଇଯାଇଛି । ସଦସ୍ୟମାନେ ରଙ୍ଗୀନ ଆଲୋକ ଏବଂ ପରିକଳ୍ପିତ ସାମଗ୍ରୀ ସହିତ ମଣ୍ଡପକୁ ସଜାଇଥିଲେ । ବାହାରିନରେ ଥିବା ଓଡିଆ ଭକ୍ତମାନେ ଦେବତାଙ୍କ ଝଲକ ଦେଖିବା ପାଇଁ ମଣ୍ଡପ ପରିଦର୍ଶନ କରିଥିଲେ ଏବଂ ଗଣେଶ ପୂଜାରେ ଉତ୍ସବରେ ଯୋଗ…
ଅଧିକ ଖବର ଦେଖନ୍ତୁ...

ଭଞ୍ଜସେନାର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା

ବାରିପଦା: ଜିଲ୍ଲାର ଅଗ୍ରଣୀ ସଂଗଠନ ଭଞ୍ଜସେନା ପକ୍ଷରୁ ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସମସ୍ତ କର୍ମକର୍ତ୍ତା କମିଟିକୁ ଭଙ୍ଗ କରିଥିଲା। ଆଜି ପ୍ରଥମ ପର୍ଯ୍ୟାୟରେ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ସଂଗଠନର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି ଏବଂ ଆଗାମୀ…
ଅଧିକ ଖବର ଦେଖନ୍ତୁ...

ନିରାଡ଼ମ୍ବର ଭାବେ ବିଘ୍ନ ବିନାଶକଙ୍କୁ ଆବାହନ, କରୋନା କଟକଣା ପାଇଁ ଫିକା ପଡିଲା ଉତ୍ସବ 

ବାରିପଦା : ସଂସ୍କୃତିସମ୍ପନ୍ନ ସହର ବାରିପଦାରେ ବେଶ ଉତ୍ସାହ ଉଦ୍ଦୀପନାର ସହିତ ସିଦ୍ଧିଦାତା ଗଜାନନଙ୍କୁ ଆବାହନ କରାଯାଇଥାଏ। ମାତ୍ର ଚଳିତ ବର୍ଷ ମଧ୍ୟ ଗତବର୍ଷ ଭଳି ଗଣେଶ ପୂଜାକୁ ଫିକା କରିଛି ମହାମାରୀ କରୋନା। କୋଭିଡ କଟକଣା ମଧ୍ୟରେ ଚଳିତ ବର୍ଷ ବିଘ୍ନ ବିନାଶକଙ୍କୁ ପୂଜା କରାଯାଇଛି। କଡା…
ଅଧିକ ଖବର ଦେଖନ୍ତୁ...

ନୂଆ କୋଚ୍ ସହ ଗଡ଼ିଲା ହୀରାଖଣ୍ଡ: ଆରାମଦାୟକ ସୁବିଧା ସହ ଦୁର୍ଘଟଣା ଓ ଝଟକା ମୁକ୍ତ ଯାତ୍ରା ପାଇଁ ଲାଗିଲା ଏଲଏଚବି…

ରାୟଗଡ଼ା: ଜର୍ମାନ୍ ଜ୍ଞାନକୌଶଳରେ ନିର୍ମିତ ଲିଙ୍କେ-ହୋଫମାନ୍-ବୁସ (ଏଲଏଚବି) କୋଚ୍ ସହ ଆଜିଠୁ ଭୁବନେଶ୍ବରରୁ ଜଗଦଲପୁର ଅଭିମୁଖେ ଗଡ଼ିବା ଆରମ୍ଭ କରିଛି ହୀରାଖଣ୍ଡ ଏକ୍ସପ୍ରେସ୍। ଆସନ୍ତାକାଲି (ଶନିବାର)ରୁ ଜଗଦଲପୁରରୁ ଭୁବନେଶ୍ବର ଅଭିମୁଖେ ହୀରାଖଣ୍ଡ ଭାୟା…
ଅଧିକ ଖବର ଦେଖନ୍ତୁ...

ବିମାନ ଡେଣାରେ ଦୋଳି ବାନ୍ଧି ଖୁବ ଖୁସିରେ ଝୁଲୁଛନ୍ତି ତାଲିବାନୀ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରି ନେବା ପରେ ଅନେକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ତାଲିବାନୀମାନେ ମଜା କରୁଥିବା ଦେଖିବାକୁ ମିଳିଛି। କେଉଁଠାରେ ତାଲିବାନ କାର୍ଯ୍ୟାଳୟରେ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା ତ କେଉଁଠି ହସମଜା କରୁଥିଲେ। ଏମିତି ଏକ ଭିଡିଓ ପୁଣି…
ଅଧିକ ଖବର ଦେଖନ୍ତୁ...

ପ୍ରଭୁ ଶ୍ରୀଗଣେଶଙ୍କୁ ୬ କୋଟି ଟଙ୍କାର ସୁନା ମୁକୁଟ ଦାନ କଲେ ଭକ୍ତ

ନୂଆଦିଲ୍ଲୀ: କୋଭିଡ୍ କଟକଣା ଭିତରେ ଆଜି ସାରା ଦେଶ ପାଳିଛି ଗଣେଶ ଚତୁର୍ଥୀ । କଟକଣାକୁ ପାଳନ କରିବା ସହିତ ଲୋକମାନେ ପ୍ରଭୁ ଗଣେଶଙ୍କ ଆରାଧନା କରୁଛନ୍ତି । ଏହାରି ଭିତରେ ପୁଣେରୁ ଏମିତି ଏକ ଖବର ଆସିଛି ଯାହା ଆପଣଙ୍କୁ ଚମକାଇ ଦେବ । ଆଦ୍ୟପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କୁ ଏକ ୫ କିଲୋଗ୍ରାମର…
ଅଧିକ ଖବର ଦେଖନ୍ତୁ...

ବାରିପଦାରେ ଅକ୍ସିଜେନ ପ୍ଲାଣ୍ଟ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର

ବାରିପଦା : କରୋନାର ସମ୍ଭାବ୍ୟ ତୃତୀୟ ଲହରରୁ ମୟୂରଭଞ୍ଜରେ ଆଉ କେହି ଅକ୍ସୀଜେନ ଅଭାବରୁ ପ୍ରାଣ ହରାଇବେ ନାହିଁ। ପିଏମ କେୟାର ଫଣ୍ଡ ସହାୟତାରେ ବାରିପଦାସ୍ଥିତ ପିଆରଏମ ହସ୍ପିଟାଲରେ ନିର୍ମିତ ଅକ୍ସିଜେନ ପ୍ଲାଣ୍ଟକୁ ଆଜି କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର…
ଅଧିକ ଖବର ଦେଖନ୍ତୁ...

ଅମାନିଆ ନାବାଳକ ଓ ନାବାଳିକା ବାଇକ୍ ଚାଳକ : ଦ୍ରୁତ ଗତିରେ ବୁଲୁଛନ୍ତି, ବଢ଼ୁଛି ସଡ଼କ ଦୁର୍ଘଟଣା

ଜୟପୁର: ବୟସ ୧୫ଛୁଇଁନି। ହେଲେ ବାଇକ୍ ଧରି ସହର ସାରା ଦ୍ରୁତ ଗତିରେ ବୁଲୁଛନ୍ତି। ବାର ତେର ବର୍ଷର ପୁଅ ଓ ଝିଅ ବି ସ୍କୁଟି, ବୁଲେଟ, ପଲସର୍, ୟାମହା ଏଫଜେଡ୍ , କେଟିଏମ୍ ଆଦି ଦ୍ରୁତଗାମୀ ଓ ଦାମିକିଆ ବାଇକ ଚଳାଉଛନ୍ତି। ଏପରିକି କିଛି ନାବାଳିକା ବି ବୁଲେଟ ଚଳାଉଥିବା ଦେଖିବାକୁ ମିଳିଛି। ଏହି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଶତ୍ରୁ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ। ଲାଭର ଅବସର ହାତଛଡ଼ା କରନ୍ତୁ ନାହିଁ। ପେସାଦାର ବ୍ୟବସାୟୀ ଯଥେଷ୍ଟ ଲାଭ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯାଇପାରନ୍ତି। ଅବିବାହିତ କନ୍ୟାଙ୍କ ଲାଗି ଭଲ ଦିନଟିଏ। ପ୍ରତିଯୋଗୀ ପରୀକ୍ଷାର୍ଥୀଙ୍କୁ ଶୁଭ ଖବର ମିଳିବ। ମିଥୁନ:…
ଅଧିକ ଖବର ଦେଖନ୍ତୁ...

ଏଣିକି ଫିଲ୍ମ ହଲ ପାଇଁ ଅନଲାଇନ ଟିକେଟ ବିକିବେ ଆନ୍ଧ୍ରପ୍ରଦେଶ ସରକାର

ବିଶାଖାପାଟଣା: ଏଣିକି ଜଣେ ଦର୍ଶକ ଫିଲ୍ମ ହଲ ଯାଇ ସିଟ ବୁକିଂ କରିପାରିବେ ନାହିଁ | ବରଂ ସିଟ ବୁକିଂ କରିବାକୁ ହେଲେ ସରକାରୀ ୱେବସାଇଟକୁ ଯାଇ ଟିକେଟ କିଣିବାକୁ ହେବ | କିଛି ଏଭଳି ବ୍ୟବସ୍ଥା ଖୁବ ଶୀଘ୍ର ଆନ୍ଧ୍ରପ୍ରଦେଶ ସରକାର ଆରମ୍ଭ କରିବାକୁ ଯାଉଛନ୍ତି | ଆଉ ଏହି ଘୋଷଣା ପରେ ଏବେ ସିନେ…
ଅଧିକ ଖବର ଦେଖନ୍ତୁ...