Daily Archives

September 11, 2021

ଆବାସ ଯୋଜନା କାହାପାଇଁ ? ୫ବର୍ଷ ଦୌଡିବା ପରେ ବି ବୃଦ୍ଧାଙ୍କୁୁ ମିଳିନି ପକ୍କାଘର 

ଜୟପୁର : ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ଗରୀବ ଓ ନିରାଶ୍ରୟ ଲୋକମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିବା ପାଇଁ ଭୂମିହୀନଙ୍କୁ ଭୂମି  ଓ ପକ୍କାଘର ନଥିବା ଲୋକଙ୍କୁ ପକ୍କାଘର ଦେବାକୁ ବି ଯୋଜନା କରିଛନ୍ତି। ତେବେ ପ୍ରକୃତ ହିତାଧିକାରୀ ବାରମ୍ବାର ଦୌଡି ଦୌଡି ନୟାନ୍ତ…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜ ସ୍କୁଲ ଅଫ ଇଞ୍ଜିନିୟରିଂରେ କ୍ୟାମ୍ପସ ସଫଳତା

ବାରିପଦା: ସ୍ଥାନୀୟ ଲକ୍ଷ୍ମୀପୋଷିସ୍ଥିତ ରାଜ୍ୟର ଅନ୍ୟତମ ଅଗ୍ରଣୀ ଡିପ୍ଲୋମା ପଲିଟେକନିକ ଅନୁଷ୍ଠାନ ଭାବେ ସୁପରିଚିତ “ମୟୂରଭଞ୍ଜ ସ୍କୁଲ ଅଫ ଇଞ୍ଜିନିୟରିଂ”(ଏମଏସଇ) ର ମେକାନିକାଲ, ଇଲେକଟ୍ରୋନିକସ, ଅଟୋମୋବାଇଲ ବିଭାଗର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଜେଏସଡବ୍ଲ୍ୟୁ କମ୍ପାନୀ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଆରପିଏଫ ଜାଲରେ ତମ୍ବା ତାର ଚୋର ଗ୍ୟାଙ୍ଗ

କୋରାପୁଟ : କୋରାପୁଟ ଆରପିଏଫ ହାତରେ ପଡିଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରର ରେଳବାଇର ବିଦ୍ୟୁତକରଣରେ ଲାଗୁଥିବା ତମ୍ବା ଚୋର ଗ୍ୟାଙ୍ଗ। ଏହି ଗ୍ୟାଙ୍ଗରୁ ଆରପିଏଫ ଦୁଇଜଣଙ୍କୁ ଧରି ‌କୋର୍ଟ ଚାଲାଣ କରାଯାଇଥିବାବେଳେ ୫ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି। ଏହାସହ ଜୟପୁର,…
ଅଧିକ ଖବର ଦେଖନ୍ତୁ...

ଟେଣ୍ଡରରେ ଅଟକିଛି କଲ୍ୟାଣପୁର ଶାସନ ପୂର୍ତ୍ତ ବିଭାଗ ଦୁଇଥାକିଆ ରାସ୍ତା

ଧଉଳି: ଦୟାନଦୀ ସେତୁରୁ – କଲ୍ୟାଣପୁର ଶାସନ ପର୍ଯ୍ୟନ୍ତ ୮ କିମି ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ଦୁଇଥାକିଆ ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ବିଭାଗ ପକ୍ଷରୁ ଆବଶ୍ୟକ ଅର୍ଥ ବ୍ୟବସ୍ଥା କରାଯାଇଛି। ହେଲେ ଏହାର ଟେଣ୍ଡର କାର୍ଯ୍ୟ ସରିନଥିବାରୁ…
ଅଧିକ ଖବର ଦେଖନ୍ତୁ...

ଉଲଗ୍ନ ହୋଇ ମଦ କିଣିବା ପାଇଁ ଦୋକାନରେ ପହଞ୍ଚିବା ପୁଲିସ ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ମଦ ନିଶାରେ ଉଲଗ୍ନ ହୋଇ ସୁପର ମାର୍କେଟ ଯିବା ଓ ମଦ କିଣିବା ଜଣେ ପୁଲିସ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ପୁଲିସ ଅଧିକାରୀଙ୍କ ଏହି ଫଟୋ ଭାଇରାଲ ହେବା ପରେ ତାଙ୍କୁ ଚାକିରୀରୁ ବହିସ୍କୃତ କରି ଦିଆଯାଇଛି। ଏଭଳି ଏକ ଘଟଣା ଦକ୍ଷିଣ ପଶ୍ଚିମ ପୋଲ୍ୟାଣ୍ଡରେ ଘଟିଛି।…
ଅଧିକ ଖବର ଦେଖନ୍ତୁ...

ସଚ୍ଚିନଙ୍କଠାରୁ କ୍ରୋଧ ଉପରେ କିପରି ନିୟନ୍ତ୍ରଣ ରକ୍ଷା କରାଯାଏ ସେ ସୂତ୍ର ପାଇଛନ୍ତି ପ୍ରମୋଦ

ନୂଆଦିଲ୍ଲୀ:  ଟୋକିଓ ପାରା ଅଲିମ୍ପିକ୍ସିର ଏସଏଲ-ଥ୍ରୀ ବର୍ଗରେ ସ୍ୱର୍ଣ୍ଣପଦକ ଜିତିବା ପରେ ପ୍ରମୋଦ ଭଗତ ଏବେ ଦେଶର ବଡ ସେଲିବ୍ରିଟି । ହେଲେ କ୍ରିକେଟର ଭଗବାନ ସଚିନ ହେଉଛନ୍ତି ପ୍ରମୋଦଙ୍କ ଆଦର୍ଶ । ସ୍ୱର୍ଣ୍ଣ ଜିତି ଦିଲ୍ଲୀ ଫେରିବା ପରେ ସଚିନଙ୍କୁ ଭେଟିବାର ଆଗ୍ରହ ସୋସିଆଲ ମିଡିଆରେ ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ମଙ୍ଗଳ ଓ ବୁଧବାର: ସବୁ ଇଚ୍ଛା ପୂରଣ ହେବ। ଗୁରୁ, ଶୁକ୍ର ଓ ଶନିବାର: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ରବି ଓ ସୋମବାର: ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ମଙ୍ଗଳ ଓ ବୁଧବାର: ଚାକିରିରେ ବଦଳି ହୋଇପାରେ। ଗୁରୁ, ଶୁକ୍ର ଓ…
ଅଧିକ ଖବର ଦେଖନ୍ତୁ...

ମା’ ସମଲେଶ୍ୱରୀ ପୀଠରେ ଲାଇଟ୍ ଆଣ୍ଡ ସାଉଣ୍ଡକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ମା’ ସମଲେଶ୍ୱରୀ ମନ୍ଦିରରେ ଲାଇଟ୍ ଆଣ୍ଡ ସାଉଣ୍ଡ୍ ଶୋ’କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ‘ନୂଆଁଖାଇ ଜୁହାର’ ଜଣାଇବା ସହ ଏହି ଲାଇଟ୍ ଆଣ୍ଡ…
ଅଧିକ ଖବର ଦେଖନ୍ତୁ...

ଗ୍ରାମରକ୍ଷୀଙ୍କୁ ହାଣି ଦୁର୍ବୃତ୍ତ ଫେରାର

ବାଲିଅନ୍ତା :ବାଳକାଟି ଫାଣ୍ଡି ଅଧୀନ ଭୁବନେଶ୍ବର- ବାଲିପାଟଣା ମୁଖ୍ୟ ରାସ୍ତାରେ ଆଜି ରାତି ୯ଟା ସମୟରେ ସାଇକେଲରେ ଯାଉଥିବା ଜଣେ ଗ୍ରାମରକ୍ଷୀଙ୍କୁ ଜଣେ ଦୁର୍ବୃତ୍ତ ଭୁଜାଲିରେ ହାଣି ଫେରାଇ ହୋଇଯାଇଛି। ଆହତ ଗ୍ରାମରକ୍ଷୀ ଜଣକ ହେଲେ ସୁନ୍ଦରପଦା ଅଞ୍ଚଳର ରବିନ୍ଦ୍ର ମଲ୍ଲିକ(୫୮)। ରବି…
ଅଧିକ ଖବର ଦେଖନ୍ତୁ...

ଝୁମ୍ପୁଡ଼ି ଉପରେ ଚଢ଼ିଗଲା କାର,୪ ଆହତ

ଧଉଳି:ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର ହୁଣ୍ଡାଇ ସୋରୁମ ନିକଟରେ ଆଜି ସକାଳେ ଏକ ଦ୍ରୁତଗାମୀ କାର ରାସ୍ତାକଡ଼ରେ ଥିବା ଏକ ଦୋକାନ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ୪ ଜଣ ଯୁବକ ଆହାତ ହୋଇଛନ୍ତି। କାହାର ମୁଣ୍ଡ ଫାଟି ଶରୀରରେ ଗଭୀର କ୍ଷତାକ୍ତ ହୋଇଛି ତ ଆଉ କାହାର ଗୋଡ଼ହାତ ଭାଙ୍ଗିଯାଇଛି।…
ଅଧିକ ଖବର ଦେଖନ୍ତୁ...