Daily Archives

September 11, 2021

କରୋନା ଓ ମରୁଡ଼ି ଆଶଂକା ସତ୍ତ୍ବେ ଉତ୍ସାହ, ଘରେ ଘରେ ଜମିଲା ନୂଆଁଖାଇ

ସମ୍ବଲପୁର : ମରୁଡ଼ି ଆଶଂକା ଓ କରୋନା କଟକଣା ସତ୍ତ୍ବେ ପଶ୍ଚିମ ଓଡ଼ିଶାର ଘରେ ଘରେ ପାଳିତ ହୋଇଛି ନୂଆଁଖାଇ। ଗତ ବର୍ଷ ପରି ଏଥର ବି ଯଦିଓ ସାମୂହିକ ଜୁହାର ଭେଟ୍‌, ସାଂସ୍କୃତିକ ଓ ମନୋରଂଜନ କାର୍ଯ୍ୟକ୍ରମ ହୋଇ ପାରି ନାହିଁ ତଥାପି ଏହି ମହାନ୍‌ ଗଣପର୍ବକୁ ଗୌଣ କରିପାରି ନାହିଁ କୌଣସି…
ଅଧିକ ଖବର ଦେଖନ୍ତୁ...

ଜନଜାତି ଶିକ୍ଷାର ବିକାଶ ନିମନ୍ତେ କେନ୍ଦ୍ରମନ୍ତ୍ରୀଙ୍କୁ ଏବିଭିପିର ଦାବିପତ୍ର ପ୍ରଦାନ

ବାରିପଦା: ମୟୂରଭଂଜ ଜିଲ୍ଲାରେ ଜନଜାତି ଶିକ୍ଷାର ଉନ୍ନତିକରଣ ନିମନ୍ତେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ବାରିପଦା ପକ୍ଷରୁ କେନ୍ଦ୍ର ଜନଜାତି ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଏକ ପ୍ରସ୍ତାବ ଦସ୍ତାବିଜ ପ୍ରଦାନ କରାଯାଇଛି। ମୟୂରଭଂଜକୁ ଓଡ଼ିଶାର ଜନଜାତି…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ମୃତ

ପାଲଲହଡ଼ା : ଖମାର ରେଞ୍ଜ ଅନ୍ତର୍ଗତ ରଜଦଙ୍ଗ ପଞ୍ଚାୟତ ବଡ଼ ବାଲିପଶି ଜଙ୍ଗଲରୁ ଏକ ବଣୁଆ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି ।   । ବାରହା ଶିକାର ପାଇଁ ଚୋରାରେ  ବିଛାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀ ମରିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଖମାର ବନ ବିଭାଗ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ହାଇକୋର୍ଟରେ ଇ-ଫାଇଲିଂ ଷ୍ଟେସନ ଉଦଘାଟିତ

ଭୁବନେଶ୍ୱର : ଓଡ଼ିଶାର ଆଡଭୋକେଟ୍ ଏବଂ ନ୍ୟାୟାଳୟର ଅଧିକାରୀମାନଙ୍କର ସୁବିଧା ନିମନ୍ତେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ତଥା ଇ-କମିଟିର ଅଧ୍ୟକ୍ଷ ମାନ୍ୟବର ଜଷ୍ଟିସ୍ ଡକ୍ଟର ଡି.ଓ୍ୱାଇ. ଚନ୍ଦ୍ରଚୂଡ଼ ୫ଟି ଇ-ସେବାର ଉନ୍ମୋଚନ କରିଛନ୍ତି ।  ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମାନ୍ୟବର…
ଅଧିକ ଖବର ଦେଖନ୍ତୁ...

ୟୁପି ବିଧାନସଭା ନିର୍ବାଚନ ଲଢିବ ଶିବସେନା, ସବୁ ଆସନ ପାଇଁ ପ୍ରାର୍ଥୀ ଦେବାକୁ ଉଦ୍ଧବ ଠାକରେଙ୍କ ଘୋଷଣା

ନୂଆଦିଲ୍ଲୀ: ବିଜେପିକୁ ଚଖମା ଦେଇ ମହାରାଷ୍ଟ୍ରରେ ସରକାର ଗଠନ କରିଥିବା ଶିବସେନା ଏବେ ୟୁପି ରାଜନୀତିରେ ପ୍ରବେଶ କରିବାକୁ ଯାଉଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଉଦ୍ଧବ ଠାକରେ ୟୁପିର ସମସ୍ତ ୪୦୩ ବିଧାନସଭା ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛନ୍ତି । ଶିବସେନା ତରଫରୁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ ୨୦୨୧ : ଆବୁଧାବିରେ ପହଞ୍ଚିଲେ ୩ଭାରତୀୟ ଖେଳାଳି, ସମସ୍ତଙ୍କର କରୋନା ରିପୋର୍ଟ ନେଗେଟିଭ

ନୂଆଦିଲ୍ଲୀ: ଆସନ୍ତା ୧୯ରୁ ୟୁଏଇରେ ଆରମ୍ଭ ହେବ ଆଇପିଏଲର ବଳକା ମ୍ୟାଚ୍ । ପଞ୍ଚମ ଟେଷ୍ଟ ମ୍ୟାଚ୍ ରଦ୍ଦ ହେବା ପରେ ଭାରତୀୟ ଟିମର ଖେଳାଳିମାନେ ମାଞ୍ଚେଷ୍ଟରରୁ ୟୁଏଇ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳି ଦୁବାଇରେ ପହଞ୍ଚିଛନ୍ତି । ମୁମ୍ବାଇ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ ଦ୍ବିତୀୟ ଡୋଜ୍ ଟିକାକରଣ ନିରୁତ୍ସାହଜନକ, ୧୮ରୁ ୪୪ ବର୍ଗରେ ମାତ୍ର ୨% ନେଇଛନ୍ତି ଟିିକା

ରାୟଗଡ଼ା : ପ୍ରଥମ ଡୋଜ୍ ଟିକା ନେବାକୁ ଦୌଡ଼ିଲେ। କିଏ ଗୁଣପୁର ତ କିଏ ବ୍ରହ୍ମପୁର ଆଉ କିଏ ଭୁବନେଶ୍ବରରୁ ଆସି ମଧ୍ୟ ଟିକା ନେଲେ। ଭିଡ଼ ସତ୍ତ୍ବେ ଖରା, ବର୍ଷାକୁ ଖାତିର୍ ନ କରି ଘଣ୍ଟା ଘଣ୍ଟା ଲାଇନରେ ଛିଡ଼ା ହେଲେ। କିଏ ଦିନକରେ ସ୍ଲଟ ବୁକିଂ କରି ଟିକା ନେଲେ ତ କାହାକୁ ୨/୩ ଦିନ ଅପେକ୍ଷା…
ଅଧିକ ଖବର ଦେଖନ୍ତୁ...

ମହେନ୍ଦ୍ରଗିରି ଓ ଚନ୍ଦ୍ରଗିରି ଓଡ଼ିଶା ପର୍ଯ୍ୟଟନ ସର୍କିଟ ସହ ସଂଯୁକ୍ତ ହେବ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର : ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଜପତି ଜିଲ୍ଲା ଗସ୍ତକରି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଏବଂ ଜିଲ୍ଲାରେ ରହିଥିବା ପର୍ଯ୍ୟଟନ ସମ୍ଭାବନାର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଥିଲ ।  ଶ୍ରୀ ମହାପାତ୍ର ବ୍ରହ୍ମପୁରରୁ ପାରଳାଖେମୁଣ୍ଡି ରାସ୍ତାରେ ତୁମ୍ବା-ପୁରିଆ…
ଅଧିକ ଖବର ଦେଖନ୍ତୁ...

ପୁଣି ବିମାନ ଯାତ୍ରା ସୁବିଧା ପାଇବେ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ

ନୂଆଦିଲ୍ଲୀ: କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସର ଯବାନ ପୁଣି ଥରେ ବିମାନ ଯାତ୍ରା ସୁବିଧା ପାଇବାକୁ ଯାଉଛନ୍ତି। ଏ ବାବଦରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁମତି ଦେଇଛି | କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସର ଯବାନ ବିମାନରେ ଯିବା ସୁବିଧା ବା 'ଏୟାର କ୍ୟୁରିଅର୍ ସର୍ଭିସ' ୧୬ ସେପ୍ଟେମ୍ବରରୁ…
ଅଧିକ ଖବର ଦେଖନ୍ତୁ...

ନୂଆଖାଇରେ ମିଳିଲା ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା, ୩୭ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଆକାଉଣ୍ଟକୁ ଗଲା ୭୪୩ କୋଟି

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୩୭,୧୨,୯୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ ରବି ଫସଲ ପାଇଁ କାଳିଆ ଯୋଜନାରେ ୭୪୨.୫୮ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି ।  ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଲେଖାଏ ଜମା କରାଯାଇଛି । ପବିତ୍ର…
ଅଧିକ ଖବର ଦେଖନ୍ତୁ...