Daily Archives

September 12, 2021

ଏନଏସଏସ ଉପଦେଷ୍ଟା ମଣ୍ଡଳୀ ବୈଠକ: ବନାଗ୍ନି ରୋକିବାକୁ ହେବ ସଚେତନତା ପଦଯାତ୍ରା

ବାରିପଦା: ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ  ଜାତୀୟ ସେବା ଯୋଜନା (ଏନଏସଏସ) ଉପଦେଷ୍ଟା ମଣ୍ଡଳୀର ଏକ ବୈଠକ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର କିଶୋର କୁମାର ବସାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଜାତୀୟ ସେବା ଯୋଜନା ବ୍ୟୁରୋର ସଂଯୋଜକ ଶୁଭେନ୍ଦୁ ଦାସ ବିଗତ…
ଅଧିକ ଖବର ଦେଖନ୍ତୁ...

ଚଣ୍ତିଖୋଲ-ଡୁବୁରି ଜାତୀୟ ରାଜପଥ ଶୋଚନୀୟ; ପୋଲ ଉପରେ ଖାଲ

କବାଟବନ୍ଧ: ଚଣ୍ତିଖୋଲଠାରୁ ଡୁବୁରି ପର୍ଯ୍ୟନ୍ତ ୩୯ କିଲୋମିଟର ରାସ୍ତାର ସଂପ୍ରସାରଣ କାର୍ଯ୍ୟ ଚାଲିଛି। ଏଣେ ପୁରୁଣା ରାସ୍ତା ପ୍ରତି ଠିକାଦାରଙ୍କ ଅଣଦେଖା ଯୋଗୁଁ ତାହା ଏବେ ଶୋଚନୀୟ ହୋଇପଡ଼ିଛି। ଏହି ରାସ୍ତାରେ ଯାଉଥିବା ଲୋକମାନେ ବହୁ ଅସୁବିଧାରେ ପଡ଼ୁଛନ୍ତି। ଧୂଳିଧୂଆଁରେ କଲବଲ…
ଅଧିକ ଖବର ଦେଖନ୍ତୁ...

ଆବାସ ଯୋଜନା କାହା ପାଇଁ? ଏଡସ୍ ସଂକ୍ରମିତଙ୍କୁ ହତାଦର, ୩ବର୍ଷ ଦୌଡ଼ିବା ସତ୍ତ୍ୱେ ମିଳୁନି ଗୃହ

ଜୟପୁର: କେହି ବି ଘରହୀନ, ଭୁମିହୀନ ହୋଇ ରହିବେନି। ସମସ୍ତଙ୍କର ମୁଣ୍ଡ ଉପରେ ଛାତ ଘର ରହିବ। ଖାସ୍ କରି ବିଧବା, ସ୍ବାମୀ ପରିତ୍ୟକ୍ତା , ଦିବ୍ୟାଙ୍ଗ, ବୃଦ୍ଧ,ବୃଦ୍ଧା, ଏଡସ୍ କିମ୍ବା କିଛି ଭୟଙ୍କର ରୋଗ ଆକ୍ରାନ୍ତଙ୍କୁ ପ୍ରାଥମିକତା ଦେଇ ଗୃହ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ଓ…
ଅଧିକ ଖବର ଦେଖନ୍ତୁ...

ଅମର୍ଦ୍ଦା ଏୟାରଷ୍ଟ୍ରିପକୁ ପୁନଃକାର୍ଯ୍ୟକ୍ଷମ କରିବା ନେଇ ଭଞ୍ଜସେନା ପକ୍ଷରୁ ପଦଯାତ୍ରା

ବାରିପଦା/ରାସଗୋବିନ୍ଦପୁର: ଐତିହାସିକ ଅମର୍ଦ୍ଦା ଏୟାରଷ୍ଟ୍ରିପକୁ ପୁନଃକାର୍ଯ୍ୟକ୍ଷମ କରିବା ନେଇ ଚଳିତ ମାସ ୨୨ ରୁ ୨୪ ଯାଏଁ ଭଞ୍ଜସେନା ପକ୍ଷରୁ ପଦଯାତ୍ରା ଆୟୋଜିତ ହେବ। ଏନେଇ ଆଜି ସଂଗଠନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଏୟାରଷ୍ଟ୍ରିପ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ପ୍ରସ୍ତୁତି ବୈଠକରେ…
ଅଧିକ ଖବର ଦେଖନ୍ତୁ...

ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର 

ବରୀ: ବରୀ ଥାନା ଅନ୍ତର୍ଗତ ସାହୁପଡ଼ା ପଞ୍ଚାୟତ ହଳଦୀବସନ୍ତ ଗ୍ରାମର ଦଣ୍ଡାମୁଣ୍ଡ ବରଗଛ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ନୂଆପଡ଼ା ଜିଲ୍ଲା ବୋଡ଼େନ୍‌ ଥାନା ଅନ୍ତର୍ଗତ ସାରଦପୁର ଗ୍ରାମର ଦୋଳମଣି ମାଝିଙ୍କ ପୁଅ ଭରତ(୨୩)। ମୁଖ୍ୟରାସ୍ତା ଠାରୁ ୨ କି.ମି. ଦୂରରେ…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ମୀପଣ୍ଡା ଛକର ରୁପରେଖ ପରିବର୍ତ୍ତନ ପାଇଁ ଏନଏଚର ସ୍ବତନ୍ତ୍ର ଯୋଜନା: ୧୩ଦିନ ପରେ ଅଗ୍ରଗତି ଶୁନ

ଜୟପୁର: କୋରାପୁଟ ଜୟପୁରର ଲକ୍ଷ୍ମୀପଣ୍ଡା ଛକର ସଂପୁର୍ଣ୍ଣ ରୁପରେଖ ପରିବର୍ତ୍ତନ କରାଯିବା ପାଇଁ ଏନଏଚ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି। ଗତ ୩୦ତାରିଖ ଦିନ ନେତାଜୀ ସୁବାଷ ବୋଷଙ୍କ ରାଣୀ ଲକ୍ଷ୍ମୀବାଇ ରେଂଜିମେଣ୍ଟର ସଦସ୍ୟା ଥିବା ସ୍ବାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମୀ ପଣ୍ଡାଙ୍କ…
ଅଧିକ ଖବର ଦେଖନ୍ତୁ...

ବଙ୍ଗୋପସାଗରରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା କୋଷ୍ଟଗାର୍ଡ

ଭୁବନେଶ୍ବର: ଭାରତୀୟ କୋଷ୍ଟଗାର୍ଡ ଗଭୀର ସମୁଦ୍ରରେ ଫସି ଯାଇଥିବା ୧୧ ମତ୍ସ୍ୟଜୀବୀଙ୍କୁ  ଉଦ୍ଧାର କରିଛି। ବଙ୍ଗୋପସାଗରରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛନ୍ତି  କୋଷ୍ଟଗାର୍ଡର କର୍ମଚାରୀ। ମିଳିଥିବା ସୂଚନା ଅନୁଯାୟୀ, ସମୁଦ୍ର ଅଶାନ୍ତ ଥିବା ବେଳେ ସମୁଦ୍ର…
ଅଧିକ ଖବର ଦେଖନ୍ତୁ...

ଲାଲ ଓ ସବୁଜ ପରେ ବଜାରକୁ ଆସିଛି ଧଳା ରଙ୍ଗର ସେଓ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ପ୍ରକାର ଭିଡିଓ ପୋଷ୍ଟ ହୋଇଥାଏ। ଏହାରି ଭିତରୁ ଏମିତି କିଛି ଭିଡିଓ ରହିଛି ଯାହାକି ଭାଇରାଲ ହୋଇଯାଇଥାଏ। ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ଧଳା ରଙ୍ଗର ସେଓ ଦେଖିବାକୁ ମିଳୁଛି। ଭାଇରାଲ୍ ଭିଡିଓରେ,…
ଅଧିକ ଖବର ଦେଖନ୍ତୁ...

ଜ୍ୟୋତିପୁର ଅଞ୍ଚଳରେ ୨୫ ହାତୀ

ଚମ୍ପୁଆ : କିଛିଦିନର ବ୍ୟବଧାନରେ ଚମ୍ପୁଆ ବ୍ଲକ୍‌ ଜ୍ୟୋତିପୁର ଅଞ୍ଚଳକୁ ପୁଣି ଫେରିଛନ୍ତି ୨୫ଟିକିଆ ହାତୀପଲ। ଏହି ହାତୀପଲ ଚାଷଜମିରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ଜଣାପଡ଼ିଛି। ଏହି ହାତୀପଲ ୧୦ ତାରିଖ ରାତିରେ ମୟୂରଭଞ୍ଜ ଜିଲ୍ଲାରୁ ବାହାରି ବୈତରଣୀ ନଦୀ ପାର ହୋଇ ମାଳିପଶି ଗ୍ରାମରେ…
ଅଧିକ ଖବର ଦେଖନ୍ତୁ...

ମା’ଙ୍କ ମୃତ୍ୟୁ ପରେ ଅକ୍ଷୟଙ୍କ ପାଖକୁ ଏଭଳି କଥା କହି ଚିଠି ଲେଖିଲେ ମୋଦୀ

ନୂଆଦିଲ୍ଲୀ: ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କ ମା’ଙ୍କ ସେପ୍ଟେମ୍ବର ୮ ତାରିଖରେ ପରଲୋକ ହୋଇଯାଇଥିଲା। ଏହି ଖବର ପାଇବା ପରେ ଅକ୍ଷୟ କୁମାରଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକରଛାୟା ଖେଳି ଯାଇଥିଲା। ମା’ଙ୍କୁ ହରାଇବାର ଦୁଃଖ ସହିବାକୁ ଅକ୍ଷୟଙ୍କୁ ଶକ୍ତି ଦେବା ପାଇଁ ପ୍ରଶଂସକ ଭଗବାନଙ୍କ ନିକଟରେ…
ଅଧିକ ଖବର ଦେଖନ୍ତୁ...