Daily Archives

September 12, 2021

୫ଟଙ୍କା ପାଇଁ ଗ୍ରାହକଙ୍କୁ ମାଡ଼ ଘଟଣା: ଜେଲ୍‌ ଗଲେ ହୋଟେଲ୍‌ ମାଲିକ

ଆନନ୍ଦପୁର : ମାତ୍ର ୫ଟଙ୍କା ପାଇଁ ଜଣେ ଗ୍ରାହକଙ୍କୁ ଅତି ଅମାନୁଷିକ ଭାବେ ବିଚ୍ ରାସ୍ତାରେ ମାଡ଼ ମାରିବା ଘଟଣାରେ ଘସିପୁରା ମା’ ହୋଟେଲ୍‌ ମାଲିକ ମଧୁସୂଦନ ସାହୁଙ୍କୁ ପୁଲିସ ଗିରଫ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ,…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ପଣ୍ତାପଡ଼ା: ପଣ୍ତାପଡ଼ା ଥାନା ସୁନାଟାଙ୍ଗିରି ଗ୍ରାମର ପକାପାହାଡ଼ି ସାହିରେ ପୋଖରୀରେ ବୁଡ଼ି ଜ‌ଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସେହି ସାହିର ସ୍ବର୍ଗତ ଗୋପାଳ ମୁଣ୍ତାଙ୍କ ପୁଅ ନଥଳ ମୁଣ୍ତା (୩୫)। ଶନିବାର ସନ୍ଧ୍ୟାରେ ନଥଳ କାମ ସାରି ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ।…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମବରଦାର ତାରିଣୀ ମନ୍ଦିରରୁ ଚୋରି

ବ୍ରହ୍ମବରଦା: ଯାଜପୁର ଜିଲ୍ଲାର ଧର୍ମଶାଳା ଥାନା ତଥା ବ୍ରହ୍ମବରଦା ଫାଣ୍ଡି ଅନ୍ତର୍ଗତ ବ୍ରହ୍ମବରଦା ତାରିଣୀ ଛକ ନିକଟରେ ଥିବା ତାରିଣୀ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ମା’ଙ୍କ ହୁଣ୍ଡି ବାକ୍ସର ତାଲାଭାଙ୍ଗି ଟଙ୍କା ଚୋରି କରିନେଇଥିବା ଗ୍ରାମବାସୀ ବ୍ରହ୍ମବରଦା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ମନ ସାମାଜିକ କାର୍ଯ୍ୟରେ ଲାଗିବ। ଆପଣଙ୍କୁ ନିଜ ଲୋକଙ୍କ କଥା ଖରାପ ଲାଗିପାରେ। ବିଦ୍ୟାର୍ଥୀ ଗୁରୁଙ୍କ ମାଧ୍ୟମରେ କୌଣସି ବିଷୟ ଭଲଭାବେ ବୁଝିବେ। ବୃଷ: ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ପୂରା କରିଦେବେ। ଆପଣଙ୍କୁ କର୍ତ୍ତୃପକ୍ଷ ପ୍ରୋତ୍ସାହିତ କରିବେ। କ୍ୟାରିୟରରେ ନୂଆ…
ଅଧିକ ଖବର ଦେଖନ୍ତୁ...

କୋଟିଆ ବିବାଦ: ମାଳତୀଙ୍କୁ ଗିରଫ କରିବାକୁ ସାଲୁର ବିଧାୟକଙ୍କ ମସୁଧା

କୋରାପୁଟ: ସାଲୁର ବିଧାୟକ ତାଙ୍କ ନିଜ ନିର୍ବାଚନମଣ୍ଡଳୀରେ ରହିଥିବା‌ ‌କୋଡମା ପଞ୍ଚାୟତର ୨୧ ଖଣ୍ଡ ଗାଁକୁ ଯୋଗାଇ ପାରୁ ନାହାନ୍ତି ସର୍ବନିମ୍ନ ସୁବିଧା। କିନ୍ତୁ ଓଡ଼ିଶାର କୋଟିଆର ପଞ୍ଚାୟତରେ ପ୍ରବେଶ କରି ଆଦିବାସୀ ଲୋକଙ୍କୁ ପ୍ରଲୋଭିତ କରିବାରେ ଲାଗିଛନ୍ତି। ବିଭିନ୍ନ ଯୋଜାନରେ…
ଅଧିକ ଖବର ଦେଖନ୍ତୁ...

ମା’ ତାରିଣୀଙ୍କ ଦର୍ଶନ କଲେ ପ୍ରମୋଦ ଭଗତ

ଘଟଗାଁ: ଟୋକିଓରେ ଶେଷ ହୋଇଥିବା ପାରାଲିମ୍ପକ୍ସର ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତିଥିବା ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳର ପ୍ରମୋଦ ଭଗତ ଆଜି ଘଟଗାଁ ଆସି ମା’ ତାରିଣୀଙ୍କ ଦର୍ଶନ କରିଛନ୍ତି। ଘଟଗାଁରେ ତାଙ୍କୁ ଦେଖିବା ପାଇଁ ଶହଶହ ଲୋକ ରୁଣ୍ତ ହୋଇଥିଲେ। ପ୍ରମୋଦ ଓ ତାଙ୍କ କୋଚ୍‌…
ଅଧିକ ଖବର ଦେଖନ୍ତୁ...

ଚାକିରି ନାମରେ ଲକ୍ଷାଧିକ ଟଙ୍କା ଠକେଇ, ୨ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଚାକିରି କରାଇ ଦେବା ନାମରେ କିପରି କାମଧନ୍ଦା ଖୋଜୁଥିବା ଯୁବକମାନଙ୍କୁ ଦଲାଲମାନେ ଠକି ଚାଲିଛନ୍ତି,ତାହାର ପର୍ଦାଫାସ କରିଛି ମାଲକାନଗିରି ପୁଲିସ। ଗତ ୯ ଏବଂ ୧୦ ତାରିଖରେ ମାଲକାନଗିରି ପୁଲିସ ନିକଟରେ ତିନି ଜଣ ଯୁବକ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ ୨୦୨୧: ୩ ଭାରତୀୟ ଖେଳାଳିଙ୍କ ପରେ ୟୁଏଇରେ ପହଞ୍ଚିଲେ ଆରସିବି ହିରୋ କୋହଲି-ସିରାଜ

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ଟେଷ୍ଟ ବାତିଲ ହେବା ପରେ ଆରମ୍ଭ ହୋଇଛି ଆଇପିଏଲ ପ୍ରସ୍ତୁତି । ଆଇପିଏଲ ୨୦୨୧ର ବାକି ଥିବା ମ୍ୟାଚର ପ୍ରସ୍ତୁତି ଆରମ୍ଭ କରିଛି ବିସିସିଆଇ । ଏହି ସବୁ ମ୍ୟାଚ ୟୁଏଇରେ ଅନୁଷ୍ଠିତ ହେବ । ସେଥିପାଇଁ ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ଓ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀ ଭୁବନେଶ୍ବରରେ ରେକର୍ଡ ପରିମାଣର ବର୍ଷା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ରେକର୍ଡ ପରିମାଣର ବର୍ଷା ହୋଇଥିବାର ସୂଚନା ମିଳିଛି। ଲଘୁଚାପ ବର୍ଷାରେ ଆଜି ଭୁବନେଶ୍ୱରରେ ସକାଳ ସାଢେ ୮ଟା ରୁ ସନ୍ଧ୍ୟା ସାଢେ ୫ଟା ଯାଏଁ ୧୧୯ମିମି ବର୍ଷା ରେକର୍ଡ ହୋଇଛି। ପାଣିପାଗ ବିଭାଗର ରେଡ୍ ଓ୍ବାର୍ଣ୍ଣିଂ ଅନୁସାରେ ଯଦି ରାତି ତମାମ…
ଅଧିକ ଖବର ଦେଖନ୍ତୁ...

ବାଇକ ଦୁର୍ଘଟଣାରେ ୨ ମୃତ, ୨ ଆହତ

ନବରଙ୍ଗପୁର: ନବରଙ୍ଗପୁର ଥାନା ଅନ୍ତର୍ଗତ ନୂଆ ପୂଜାରୀଗୁଡା ଛକ ନିକଟରେ ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି | ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଓ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ସଂଧ୍ୟା ୭ଟା ବେଳେ ତେନ୍ତଳିଖୁଣ୍ଟି ଥାନା ଅନ୍ତର୍ଗତ ତୁରୁଞ୍ଜି…
ଅଧିକ ଖବର ଦେଖନ୍ତୁ...