Daily Archives

September 13, 2021

ମା’ ତାରିଣୀଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ଘଟଗାଁ : କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଇଂ ବି‌ଶ୍ବେଶ୍ୱର ଟୁଡୁ ଆଜି କେନ୍ଦୁଝର ଗସ୍ତରେ ଆସି ଘଟଗାଁ ମା’ ତାରିଣୀଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ବିଜେପି କର୍ମୀମାନେ ତାଙ୍କୁ ଡ଼ାକବଙ୍ଗଳାଠାରେ ଭବ୍ୟ ସ୍ୱାଗତ କରିଥିଲେ। ଘଟଗାଁ ପ୍ରେସ କ୍ଲବ୍‌ ସଭାପତି ପ୍ରଦୀପ କୁମାର…
ଅଧିକ ଖବର ଦେଖନ୍ତୁ...

ଅଧୁରା ରହିଲା ଯୁକ୍ତ ତିନି ନାମ ଲେଖା, କଲେଜ ଛାତ୍ର ମୃତ, ଅଧ୍ୟାପକ ଗୁରୁତର

ଅମ୍ବାଦଳା : ମୁନିଗୁଡ଼ା-ଭବାନୀପାଟଣା ରାଜ୍ୟ ରାଜପଥର ବନ୍ଧୁଗୁଡା ନିକଟରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଅଜଣା ଟ୍ରକ ଧକ୍କାରେ ଅମ୍ବାଦଳା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ର ତପଜ୍ୟୋତି ସାହୁ (୧୮) ଙ୍କ ମୃତ୍ୟୁ ହୋଇଛି। ସେହିପରି ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି କଲେଜର…
ଅଧିକ ଖବର ଦେଖନ୍ତୁ...

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ମୟୂରଭଞ୍ଜବାସୀ, ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ

ବାରିପଦା: ଜିଲ୍ଲାରେ ଲାଗି ରହିଛି ତୁହାକୁ ତୁହା ଲଗାଣ ବର୍ଷା। ଯାହାକି ଚିନ୍ତା ବଢ଼େଇଛି। ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏନେଇ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଜିଲ୍ଲା ମୁଖ୍ୟାଳୟରେ…
ଅଧିକ ଖବର ଦେଖନ୍ତୁ...

ଜନବସତିରେ ବରୁଣେଇ କଲଭର୍ଟ ପାଣି, ଜିଲ୍ଲାପାଳଙ୍କୁ ଦାବିପତ୍ର

ଖୋର୍ଦ୍ଧା: ଖୋର୍ଦ୍ଧା ସହରର ଲଗାଣ ବର୍ଷାଜନିତ ସମସ୍ୟା ଓ ତ୍ରୁଟିପୂର୍ଣ୍ଣ ପରିଚାଳନା ନେଇ ଆଜି ବରୁଣେଇ ନଗର ବାସିନ୍ଦା ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଦାବିପତ୍ର ଦେଇଛନ୍ତି । ଆଜି ପୂର୍ବାହ୍ଣରେ ଖୋର୍ଦ୍ଧା –ବରୁଣେଇ ରାସ୍ତା କଡ଼ରେ ଥିବା ବରୁଣେଇ ନଗରର ବାସିନ୍ଦା ଜିଲ୍ଲାପାଳଙ୍କୁ ଭେଟି…
ଅଧିକ ଖବର ଦେଖନ୍ତୁ...

ପାଣିକୋଇଲି ଡବଲ୍ ମର୍ଡର ଘଟଣା ଉପରୁ ପରଦା ହଟିଲା: ଜଣେ ନାବାଳକ, ୨କିନ୍ନରଙ୍କ ସମେତ ୭ଜଣଙ୍କୁ କୋର୍ଟ ଚାଲାଣ

କୋରେଇ/ପାଣିକୋଇଲି : ପାଣିକୋଇଲି ଡବଲ୍‌ ମର୍ଡର ଘଟଣା ଉପରୁ ପରଦା ହଟାଇଛି ପୁଲିସ। କିନ୍ନରଙ୍କ ସହ ଅନୈତିକ ସଂପର୍କରୁ ବିବାଦ ଉପୁଜି ୨ ଯୁବକଙ୍କୁ ହତ୍ୟା କରାଯାଇଛି। ଦାବି ମୁତାବକ ଅର୍ଥ ନଦେବାରୁ ଅର୍ଥାତ୍‌ ମାତ୍ର ଶହେ ଟଙ୍କା ପାଇଁ ମାନସ ରଞ୍ଜନ ଦାସ ଓ ବିଜୟ କୁମାର ସାହୁଙ୍କୁ ୨ଜଣ…
ଅଧିକ ଖବର ଦେଖନ୍ତୁ...

କେବେ ହେବ ସ୍ଥାୟୀ ପୋଲ ନିର୍ମାଣ ? ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ବଗେଇପଦର ଗ୍ରାମବାସୀ

କୋରାପୁଟ : ଗାଁ କୁ ରାସ୍ତା ନଥିବା ଅଭିଯୋଗ ନେଇ କୋରାପୁଟ ଜ଼ିଲ୍ଲା ଦଶମନ୍ତପୁର ବ୍ଲକର ଗାଦିଆଗୁଡା ପଞ୍ଚାୟତ ଅନ୍ତର୍ଗତ ବଗେଇପଦର ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ଗ୍ରାମରେ ୫୦ ରୁ ଉର୍ଦ୍ଧ୍ବ ପରିବାର ବାସ କରୁଛନ୍ତି । ଗ୍ରାମକୁ ସଂଯୋଗ କରୁଥିବା ଏକ ମାତ୍ର ରାସ୍ତା…
ଅଧିକ ଖବର ଦେଖନ୍ତୁ...

ବର୍ଷାରେ ବେହାଲ କେନ୍ଦୁଝର: ଫୁଲୁଛି ବୈତରଣୀ, ଲଗାଣ ବର୍ଷାରେ ବହୁ ଘର ଧରାଶାୟୀ

କେନ୍ଦୁଝର : ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ କେନ୍ଦୁଝରର ସ୍ଥିତି ବେହାଲ ହୋଇପଡ଼ିଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ କେନ୍ଦୁଝରର ଜୀବନ ରେଖା ବୈତରଣୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ତଳିଆ ଅଞ୍ଚଳ ସ୍ଥିତି ସଂଗିନ ହୋଇପଡ଼ିଛି। ଆଜି ଦିନ ତମାମ ତୁହାକୁ ତୁହା ବର୍ଷା ଲାଗି…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ସହରର ୭ଟି ୱାର୍ଡ ବାହ୍ୟଜଗତରୁ ଆଂଶିକ ବିଚ୍ଛିନ୍ନ

ଖୋର୍ଦ୍ଧା: କରୋନା ମହାମାରୀ ଆଢ଼ୁଆଳରେ ପୌରପରିଷଦର ପରିମଳ, ରାସ୍ତାଘାଟ ଓ ଜଳନିଷ୍କାସନ ବ୍ୟବସ୍ଥାକୁ ଅଣଦେଖା କରାଯାଇଥିଲା । ସେହିଭଳି ପ୍ରଶାସନର ଅପରାଗତାକୁ ଦେଖି ସହରରରେ କ୍ରମାଗତ ବୃଦ୍ଧି ପାଉଥିବା ଜବରଦଖଲ ଜନିତ ସମସ୍ୟା ତିନିଦିନ ଧରି ଚାଲିଥିବା ଲଗାଣ ବର୍ଷା ପଦାରେ ପକାଇଦେଇଛି । ବର୍ଷା…
ଅଧିକ ଖବର ଦେଖନ୍ତୁ...

ଭାରତର ଏହି ତିନି ଗାଁକୁ ମିଳିଲା ଅନ୍ତର୍ଜାତୀୟ ମାନ୍ୟତା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଗାଁର ସୁନ୍ଦରତା ଓ ଅନୁଭୂତି, ଯିଏ ରହିଛି ସିଏ ଜାଣିଛି | ପ୍ରତ୍ୟେକଙ୍କୁ ନିଜ ଗାଁ ସବୁଠାରୁ ସୁନ୍ଦର ଲାଗେ | ତେବେ ଭାରତର ସବୁଠାରୁ ସୁନ୍ଦର ଗାଁ ବାବଦରେ ଆପଣ ଜାଣିଛନ୍ତି କି ? ଆଜି ଆମେ ଆପଣଙ୍କୁ ଭାରତର ତିନିଟି ସୁନ୍ଦର ଗାଁ ବାବଦରେ କହିବୁ ଯାହାକି ଅନ୍ତର୍ଜାତୀୟ ପୁରସ୍କାର…
ଅଧିକ ଖବର ଦେଖନ୍ତୁ...

ଫ୍ଲାଏଓଭର ଉପରେ ଚଢ଼ି ଆତ୍ମହତ୍ୟା କରୁଥିବା ଯୁବକଙ୍କ ପାଖରେ ଦେବଦୂତ ସାଜି ପହଞ୍ଚିଲା ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀର ଆଣ୍ଡ୍ରିୟୁଜ ଗଞ୍ଜ ଫ୍ଲାଏଓଭର ଉପରେ ଚଢ଼ି ଆତ୍ମହତ୍ୟା କରିବାକୁ ଯାଇଥିବା ଜଣେ ବ୍ୟକ୍ତିଙ୍କ ଜୀବନ ପୁଲିସ ଦେବଦୂତ ସାଜି ବଞ୍ଚାଇ ଦେଇଛି। ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ଜଣକ ଉତ୍ତରାଖଣ୍ଡ ଅମରୋହା ଅଞ୍ଚଳର ବାସିନ୍ଦା। ତାଙ୍କ ନାଁ ଜଗତ ସିଂହ ବିଷ୍ଟ, ବୟସ…
ଅଧିକ ଖବର ଦେଖନ୍ତୁ...