Daily Archives

September 14, 2021

ଫୁଲୁଛି ବୁଢ଼ାବଳଙ୍ଗ, ଗୋବିନ୍ଦପୁର ନିକଟରେ ସତର୍କ ସୂଚନା ଉପରେ ବନ୍ୟାଜଳ ପ୍ରବାହିତ

ବାରିପଦା : ଲଘୁଚାପ ଜନିତ ବର୍ଷା କାରଣରୁ ଜିଲ୍ଲାର ସମସ୍ତ ଜଳଭଣ୍ଡାର ଗୁଡ଼ିକରେ ଉଛୁଳା ପରିସ୍ଥିତି ସୃଷ୍ଟି କରିଛି। ଆଜି ପୁରା ଦିନ ପ୍ରମୁଖ ନଦୀ ବୁଢ଼ାବଳଙ୍ଗ ଜଳସ୍ତର ଧୀରେ ଧୀରେ ଫୁଲିବାରେ ଲାଗିଥିଲା। ସନ୍ଧ୍ୟା ୫ଟା ସୁଦ୍ଧା ଜାତୀୟ ରାଜପଥ-୫ ‌ଗୋବିନ୍ଦପୁର ନିକଟରେ ବୁଢ଼ାବଳଙ୍ଗ ସତର୍କ ସୂଚନା…
ଅଧିକ ଖବର ଦେଖନ୍ତୁ...

ଛାଡିଲା ବର୍ଷା ହେଲେ ଛିଣ୍ଡୁନି ପାଣି ; ଚାଷ ଜମି ଜଳମଗ୍ନ 

ଭଞ୍ଜନଗର : ସବୁଜ ଶ୍ୟାମଳ ଦିଶୁଥିବା କ୍ଷେତ ଆଜି ପୋଖାରୀର ଭ୍ରମ ସୃଷ୍ଟି କରୁଛି। ଲଘୁଚାପ ପ୍ରଭାବରେ ଗତ ଦୁଇ ଦିନର ଲଗାତାର ବର୍ଷା ଚାଷୀର ମେରୁଦଣ୍ଡକୁ ଦୋହଲାଇ ଦେଇଛି। ବର୍ଷା ଜଳ ଧାନ ଗଛ ଉଚ୍ଚରେ ଜମିରେ ଲହଡି ମାରୁଛି। ପ୍ରବଳ ବର୍ଷା ଯୋଗୁଁ ନଦୀ ନାଳରେ ଜଳସ୍ତର ବୃଦ୍ଧି ହୋଇଛି। ଦୁଇ…
ଅଧିକ ଖବର ଦେଖନ୍ତୁ...

 ଚୋରଙ୍କ ହାତ କାଟିବା ସହ ଅନୈତିକ ଦୈହିକ ସମ୍ପର୍କରେ ଲିପ୍ତ ବ୍ୟକ୍ତିବିଶେଷଙ୍କୁ ଟେକାମାଡ଼ କରିବ ତାଲିବାନ୍:…

ନୂଆଦିଲ୍ଲୀ: ଚୋରମାନଙ୍କର ହାତ ସବୁ କଟା ଯିବ ଏବଂ ଅନୈତିକ ଯୌନ ସମ୍ପର୍କରେ ଲିପ୍ତ ବ୍ୟକ୍ତିବିଶେଷଙ୍କ ଉପରେ ଟେକା ମାଡ଼ କରାଯିବ ବୋଲି ତାଲିବାନ୍‌ ସରକାରୀ କର୍ମଚାରୀମାନେ କହିଥିବା ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି। ଆଫଗାନିସ୍ତାନର ‘କେନ୍ଦ୍ରୀୟ ଅଞ୍ଚଳ’ର ଦାୟିତ୍ବରେ ଅଛନ୍ତି…
ଅଧିକ ଖବର ଦେଖନ୍ତୁ...

ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି, ଅବକାରୀ ବିଭାଗକୁ ଟାର୍ଗେଟ କଲେ ଲୋକେ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଏବଂ କୋରକୋଣ୍ଡା ବ୍ଲକର ନାକାମାମୁଡି ପଞ୍ଚାୟତର ବହୁ ଗ୍ରାମ ବିଛିନ୍ନାଞ୍ଚଳରେ ରହିଛି। ବିଭିନ୍ନ ସମୟରେ ଏହି ସ୍ୱାଭିମାନ ଅଞ୍ଚଳର ଲୋକେ ଏକାଠି ହୋଇ ପୁଲିସ ବିରୋଧରେ କିମ୍ବା ଅନ୍ୟ କୌଣସି ଦାବିକୁ ନେଇ ପ୍ରଜାମେଳି କରିଥାନ୍ତି । ତେବେ ଏଥର…
ଅଧିକ ଖବର ଦେଖନ୍ତୁ...

ଆର୍‌ଏସ୍‌ପିରେ ଦୁର୍ଘଟଣା: ଠିକା ଶ୍ରମିକଙ୍କ ମୃତ୍ୟୁ

ରାଉରକେଲା : ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ରେ ଦୁର୍ଘଟଣାରେ ଜଣେ ଠିକା ଶ୍ରମିକଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ ରାଉରକେଲାର ଦୀପକ ମିଞ୍ଜ (୪୦)। ସେ ବେଉରିଆ ଏଣ୍ଟରପ୍ରାଇଜେସ୍‌ ଅଧୀନରେ ସିଣ୍ଟର ପ୍ଲାଣ୍ଟ-୧ରେ କାମ କରୁଥିଲେ । ପ୍ରତିଦିନ ପରି ଆଜି ସେ ‘ବି’ ସିଫ୍‌ଟରେ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନସ୍ ଜାଲରେ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ, ୩ଟି ଦଳର ଚଢ଼ାଉ ଜାରି

ଜୟପୁର : ୨୦ହଜାର ଟଙ୍କା ଲାଂଚ ନେଇ ଆଜି ସଂଧ୍ୟାରେ ଧରାପଡ଼ିଛନ୍ତି ଟାଟା ପାୱର ସାଉଥର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସଓଡିଏଲ), ଏସଡିଓ କାର୍ଯ୍ୟାଳୟ (ଷ୍ଟୋର)ର ସହକାରୀ ଯନ୍ତ୍ରୀ କେ.ଶ୍ରୀନିବାସ ପାତ୍ର। ଲ୍ୟାଡ଼ର ମ୍ୟାନ ଚାକିରି କରାଇ ଦେଇଥିବାରୁ ଏହି ଟଙ୍କା ନେଉଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ସଂସ୍ପର୍ଶରେ ଆସିଥିବା ପରିଚିତ ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ଅନେକ କୋଭିଡ୍‌-୧୯ ଚିହ୍ନଟ ହେବାରୁ ଏକାନ୍ତବାସ କରିବେ…

ମସ୍କୋ: ସଂସ୍ପର୍ଶରେ ଆସିଥିବା ପରିଚିତ ବ୍ୟକ୍ତିମାନଙ୍କ ମଧ୍ୟରୁ ଅନେକ ଶରୀରରେ କୋଭିଡ୍‌-୧୯ ସଂକ୍ରମଣ ହୋଇଥିବା ଜଣାପଡ଼ିବାରୁ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଏକାନ୍ତବାସ କରିବା ଲାଗି ଯୋଜନା କରୁଛନ୍ତି ବୋଲି ଆଜି ସମ୍ବାଦ ସରବରାହ ସଂସ୍ଥାନ ‘ସ୍ପୁଟ୍‌ନିକ୍‌’ ରିପୋର୍ଟ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପରିବାର ଲୋକଙ୍କ ସହ ଅଧିକ ସମୟ ଅତିବାହିତ କରିବେ। ଚାକିରିରେ ପଦୋନ୍ନତିର ସମ୍ଭାବନା ଦେଖାଦେବ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ବୃଷ: ଦୀର୍ଘ ଦିନରୁ ଖୋଜୁଥିବା ଜିନିଷ ଆଜି ହାସଲ କରିବେ। ଆପଣଙ୍କ କାମ ପ୍ରତ୍ୟେକ ଜାଗାରେ ପ୍ରଶଂସିତ ହେବ। କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଲାଭ…
ଅଧିକ ଖବର ଦେଖନ୍ତୁ...

ଟୁଥପେଷ୍ଟ ଭାବି ବ୍ୟବହାର କଲେ ମୂଷା ମରା ଔଷଧ: ଘରେ ନ କହି ଯନ୍ତ୍ରଣା ସହିଲେ, ଆରପାରିକୁ ଚାଲିଗଲେ

ମୁମ୍ବାଇ: ସାଧାରଣତଃ ଆମେ ସମସ୍ତେ ସକାଳେ ଉଠିବା ପରେ ଦାନ୍ତକୁ ସଫା କରିବା ପାଇଁ ଟୁଥପେଷ୍ଟ ବ୍ୟବହାର କରୁ | କିନ୍ତୁ ବ୍ରଶ କରିବା ଏବେ ଜଣେ ଯୁବତୀଙ୍କ ପ୍ରାଣ ନେଇଯାଇଛି | ମୁମ୍ବାଇର ଧରାବୀ ଅଞ୍ଚଳରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଟୁଥପେଷ୍ଟ କାରଣରୁ ଜଣେ ୧୮ ବର୍ଷର ଯୁବତୀ…
ଅଧିକ ଖବର ଦେଖନ୍ତୁ...

ଲଗାଣ ବର୍ଷା ଯୋଗୁଁ ୨୦ ଜିଲ୍ଲାର ୨୦ ଲକ୍ଷ ଲୋକ ପ୍ରଭାବିତ, ୪ ମୃତ

ଭୁବନେଶ୍ବର : ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟର ୧୧୧ଟି ବ୍ଲକର ୩୬୯୬ଟି ଗ୍ରାମ ପ୍ରଭାବିତ ହୋଇଛି । ଏହା ସହିତ ୨୭ଟି ପୌରସଂସ୍ଥା ପ୍ରଭାବିତ ହୋଇଛି । ସରକାରଙ୍କ ପକ୍ଷରୁ ଜାରି ତଥ୍ୟରୁ ଜଣାପଡ଼ିଛି ଯେ ଏହି ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହୋଇଛି । ଲଗାଣ ବର୍ଷା…
ଅଧିକ ଖବର ଦେଖନ୍ତୁ...