Daily Archives

September 14, 2021

ରାସ୍ତାରେ ବର୍ଷା ପାଣିକୁ କାଟିକାଟି ଯାଉଥିବା ବଲେରୋକୁ ଦେଖି ଆନନ୍ଦ ମହିଦ୍ରା ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ : ଗୁଜୁରାଟ ସମେତ ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତା ଉପରେ ପାଣି ଜମା ହୋଇଥିବାରୁ ଯାତାୟାତରେ ଅସୁବିଧା ହେଉଛି। ଏଭଳି…
ଅଧିକ ଖବର ଦେଖନ୍ତୁ...

ଖୋଖୋ ଖେଳାଳିଙ୍କୁ ଦୁଷ୍କର୍ମ ଘଟଣା: ବନ୍ଧୁଙ୍କ ଅଡିଓ କ୍ଲିପ ଜରିଆରେ ଅଭିଯୁକ୍ତକୁ ଗିରଫ କଲା ପୁଲିସ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ବିଜନୌରରେ ଜାତୀୟ ଖୋଖୋ  ଖେଳାଳିଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ପୁଲିସକୁ ଅନେକ ପ୍ରମାଣ ମିଳିଛି। ପୀଡିତାଙ୍କ ସାଙ୍ଗ ଦ୍ବାରା ସେୟାର କରାଯାଇଥିବା ଏକ ଅଡିଓ କ୍ଲିପକୁ ଆଧାର କରି ପୁଲିସ ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଦୁଷ୍କର୍ମକାରୀକୁୁ ଗିରଫ…
ଅଧିକ ଖବର ଦେଖନ୍ତୁ...

ସ୍ବିଗି ଡେଲିଭରି ବଏ ଚିକୁନ ଅପହରଣ ଘଟଣାର ପର୍ଦ୍ଦାଫାସ : ପ୍ରେମ ପାଇଁ ନିଜେ ରଚିଥିଲା ମିଛ କାହାଣୀ

ଧଉଳି : ସ୍ବିଗି ଡେଲିଭରି ବଏ ଚିକୁନ ଓରଫ ପତିତପାବନ ପୃଷ୍ଟି (୨୬) ଅପହରଣ ଘଟଣା ଉପରୁ ପରଦା ହଟିଛି। ଘଟଣାର ୩ ଦିନ ପରେ କମିସନରେଟ ପୁଲିସ ରାଜ୍ୟ ବାରେ ଚିକୁନକୁ କାବୁ କରିବାରେ ସଫଳ ହୋଇଛି। ଚିକୁନଙ୍କ ସମେତ ଅନ୍ୟ ଜଣେ ଯୁବତୀଙ୍କୁ ଉଦ୍ଧାର କରିବା ପରେ ଏହି ଅପହରଣ ନାଟକ ପଛରେ ଥିବା…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତି ଭବନରେ ମନ୍ତ୍ରୀ ପରିଷଦ୍‌ ବୈଠକ: ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଭବନର ‘ଅଡିଟରିୟମ୍‌’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ତ୍ରୀ ପରିଷଦ୍‌ର ବୈଠକରେ ଅଧ୍ୟକ୍ଷତା କରୁଛନ୍ତି। ଏହି ବୈଠକର ଆଜେଣ୍ଡା ସଂକ୍ରାନ୍ତରେ କୌଣସି ସୁନିର୍ଦ୍ଦିଷ୍ଟ ତଥ୍ୟାବଳି ହସ୍ତଗତ ହୋଇ ନ ଥିଲେ ମଧ୍ୟ ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ହୀରାକୁଦ ଜଳସ୍ତର ୬୨୭ ଫୁଟ୍‌, ୬ ଗେଟ୍ ଖୋଲିଲା

ସମ୍ବଲପୁର : ଉପର ମୁଣ୍ଡରେ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ବୃଦ୍ଧି ପାଇଛି। ସୋମବାର ସଂଧ୍ୟା ୬ଟାରେ ୬୨୫.୧୦ ଫୁଟ୍ ଥିବା ହୀରାକୁଦ ଜଳସ୍ତର ୨୪ ଘଣ୍ଟାରେ ପ୍ରାୟ ୨ ଫୁଟ୍‌ ବୃଦ୍ଧି ପାଇ ମଙ୍ଗଳବାର ସଂଧ୍ୟା ୬ଟା ବେଳକୁ ୬୨୭.୦୪ ଫୁଟ୍‌ରେ ପହଞ୍ଚିଛି। ଜଳସ୍ତର ବୃଦ୍ଧିକୁ…
ଅଧିକ ଖବର ଦେଖନ୍ତୁ...

ସେଲ୍ଫି ନେବାବେଳେ ସମୁଦ୍ରରେ ଭାସିଗଲେ ଯୁବକ

ତିରୁବନନ୍ତପୁରମ: ସେଲ୍ଫି ନେବା ହେଲା କାଳ | ଆଉ ସେଲ୍ଫି ନେବାବେଳେ ସମୁଦ୍ର ଢେଉରେ ଭାସିଗଲେ ଯୁବକ | କେରଳର ତିରୁବନନ୍ତପୁରମର ଅଝିମାଳା ବେଳାଭୂମିରେ ଏଭଳି ଏକ ଦୁଃଖଦାୟକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ମୃତକଙ୍କ ନାମ ଜୟନ ହୋଇଥିବାବେଳେ ସେ ସୋମବାର ଦିନ ନିଜର ୩ ଜଣ ସାଙ୍ଗଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ପରିତ୍ୟକ୍ତ କୂଅରେ ଅଣନିଶ୍ବାସୀ ହୋଇ ୩ ମୃତ

ବିନିକା : କଇଁଛ ଧରିବା ହେଲା କାଳ । କଇଁଛ ଧରିବାକୁ ଯାଇ ପରିତ୍ୟକ୍ତ କୂଅ ଭିତରେ ଅଣ ନିଶ୍ୱାସୀ ହୋଇ ତିନି ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି  । ମୃତ ବ୍ୟକ୍ତି ମାନେ ହେଲେ ସୁବର୍ଣ୍ଣପୁର ଜିଲ୍ଲା  ବିନିକା ବ୍ଳକ  କୁହିବାହାଲ ଗାଁର ବାପ ସାଧୁ କାଲସେ (୬୦) ପୁଅ ଆଲୋକ କାଲସେ (୨୦) ଏବଂ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରୁ ୧୬୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ ୧୬୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସ୍ଥାନୀୟ ଅଞ୍ଚଳରୁ ୧୩୧ଜଣ ରହିଥିବା ବେଳେ କ୍ବାରେଣ୍ଟାଇନରୁ ୩୨ଜଣ ରହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମୋଷ୍ଟ ୱାଣ୍ଟେଡ୍‌ ମାଓ ନେତା କିରଣର ଆତ୍ମ ସମର୍ପଣ 

କୋରାପୁଟ : ମୋଷ୍ଟ ୱାଣ୍ଟେଡ୍‌  ଦୁର୍ଦ୍ଦାନ୍ତ ମାଓ ନେତା ସୋନଲ ମାଡଭି ଓରଫ କିରଣ ଆଜି କୋରାପୁଟ ପୁଲିସ ନିକଟରେ ଆତ୍ମ ସମର୍ପଣ କରିଛି । ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ, ବିଏସଏଫ କମାଣ୍ଡଣ୍ଟ ଏସଏସ ପାନୱାର ଓ କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲ୍ଲୀଙ୍କ ନିକଟରେ ଆଜି ସେ ସମର୍ପଣ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସଭା ସାଂସଦ ପାଇଁ ସୁସ୍ମିତା ଦେବଙ୍କୁ ମନୋନୀତ କଲା ତୃଣମୂଳ କଂଗ୍ରେସ

ନୂଆଦିଲ୍ଲୀ: ମାସେରୁ କମ୍‌ ହେବ କଂଗ୍ରେସ ଦଳ ପରିତ୍ୟାଗ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳରେ ଯୋଗ ଦେଇ ଥିବା ଆସାମ ସିଲଚର ଆସନର ପୂର୍ବତନ ସାଂସଦ ସୁସ୍ମିତା ଦେବଙ୍କୁ ‘ତୃଣମୂଳ କଂଗ୍ରେସ’ ରାଜ୍ୟସଭା ପାଇଁ ମନୋନୀତ କରିଛି। ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେବା…
ଅଧିକ ଖବର ଦେଖନ୍ତୁ...