Daily Archives

September 15, 2021

ଜନକଲ୍ୟାଣ କାର୍ଯ୍ୟ ତଦାରଖ କଲେ ଜିଲ୍ଲାପାଳ, ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ

ବାଲିଅନ୍ତା: ଖୋର୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଆଜି ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ବ୍ଲକ ଗ୍ରସ୍ତରେ ଆସି ସରକାରଙ୍କର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟର ତଦାରଖ କରିବା ସହ ବିଭିନ୍ନ ସମସ୍ୟା ସମାଧାନ ନେଇ ଦାୟିତ୍ବରେ ଥିବା ଅଧିକାରୀ ଓ ଜନପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ସ୍ଵର୍ଗତଃ ସୁଧାକର ଦାସଙ୍କ ପରିବାରକୁ ୨୦ ହଜାର ଟଙ୍କା ଦେଲେ ତାରା ବାହିନୀପତି

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସ୍ଵର୍ଗତଃ ସୁଧାକର ଦାସଙ୍କ ବିୟୋଗରେ ମାଲକାନଗିରି ଜିଲ୍ଲା ସମେତ ସାରା ରାଜ୍ୟର ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଥିବା ବେଳେ ତାଙ୍କ ପରିବାରକୁ ବିଭିନ୍ନ ମହଲରୁ ସମବେଦନା ଜ୍ଞାପନ କରାଯାଉଛି। ଆଜି ଜୟପୁର ଠାରେ ଆୟୋଜିତ ଓୟୁଜେର…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗରରେ କୃଷି ମହାବିଦ୍ୟାଳୟ ଠାରୁ ନୂତନ ରେଳପଥ ଓ ବିମାନବନ୍ଦର ପାଇଁ ୬ ପ୍ରସ୍ତାବ ଆଗତ

ଭଞ୍ଜନଗର: ସମାଜର ସବୁ ସ୍ତରର ଲୋକଙ୍କ ପାଇଁ ବିକାଶ କରିବାକୁ ହେଲେ ବିପ୍ଳବର ଆବଶ୍ୟକ ରହିଛି। ଆଉ ସେହି ବିପ୍ଳବ ଯୁଦ୍ଧ କିମ୍ବା ଲଢେଇରେ ମିଳେନି। ବିପ୍ଳବ ନୀରବ ଆଉ ନିଶଦ୍ଧରେ ଆସେ। ସେହି ନୀରବ ବିପ୍ଳବର ମହାନାୟକ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଯାହାଙ୍କ ନେତୃତ୍ବରେ ବିଜୁ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକଙ୍କ ପଦୋନ୍ନତି ତାଲିକାରେ ଜାଲିଆତି କରିଥିବା ପୂର୍ବତନ ବିଇଓଙ୍କ ବିରୋଧରେ ତଦନ୍ତ ପାଇଁ ଶିକ୍ଷକ ସଂଘର ଦାବି

ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକର ବିଭିନ୍ନ ବରିଷ୍ଠ ଶିକ୍ଷକଙ୍କ ପଦୋନ୍ନତି ତାଲିକାରେ ଜାଲିଆତି କରିଥିବା ପୂର୍ବତନ ବିଇଓ ବୈଦ୍ୟନାଥ ସାହୁଙ୍କ ବିରୋଧରେ ବିଧିବଦ୍ଧ ତଦନ୍ତ କରିବାକୁ ଆଜି ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ ଦାୟର କରାଯାଇଛି । ଗତକାଲି ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...

ବ୍ରାହ୍ମଣୀ ନଦୀ ଜଳସ୍ତର କମିଲା; ଉପରମୁଣ୍ଡରେ ବର୍ଷା ହେଲେ ବିପଦ ଆଶଙ୍କା

ରାଉରକେଲା: ଗତ ତିନି ଦିନ ଧରି ଲଗାଣ ବର୍ଷାରେ ଆଜି ବିରାମ ଲାଗିଛି। ଏହାସହ ବ୍ରାହ୍ମଣୀ ନଦୀରେ ବନ୍ୟା ଆଶଙ୍କା, ସମ୍ଭବତଃ ଟଳିଯାଇଛି। କୋଏଲ ଓ ଶଙ୍ଖ ନଦୀର ଉପରମୁଣ୍ଡରେ ବର୍ଷା ନହେଲେ ବ୍ରାହ୍ମଣୀ ନଦୀ ଜଳସ୍ତର ବୃଦ୍ଧି ଆଶଙ୍କା କ୍ଷୀଣ। ବର୍ତ୍ତମାନ ବ୍ରାହ୍ମଣୀ ନଦୀର ଜଳସ୍ତର ବିପଦସଙ୍କୁଳ…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜରେ ବର୍ଷା ବିତ୍ପାତ: ରାସ୍ତା ବୁଡ଼ିଲା, ପୋଲ ଧୋଇଲା

ବାରିପଦା: ଲଘୁଚାପଜନିତ ଲଗାଣ ବର୍ଷା ଏବଂ ଶିମିଳିପାଳର ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ମୟୂରଭଞ୍ଜରେ ଦେଖାଦେଇଛି ବର୍ଷା ବିତ୍ପାତ। ଏପରିକି ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଛି। ଆଜି ସକାଳୁ ପୁରା ଜିଲ୍ଲାରେ ଅବିଶ୍ରାନ୍ତ ବର୍ଷା ଲାଗିରହିଛି। ଏହା ଫଳରେ ଜିଲ୍ଲାର ପ୍ରମୁଖ ନଦୀ…
ଅଧିକ ଖବର ଦେଖନ୍ତୁ...

ଏମିତି ଗଛ, ଯେଉଁଥିରେ ଫଳୁଛି ୪୦ ପ୍ରକାରର ଫଳ

ନୂଆଦିଲ୍ଲୀ: ଆମେରିକାରେ ଏମିତି ଏକ ଗଛ ରହିଛି। ଯେଉଁଥିରେ ୪୦ ପ୍ରକାରର ଅଲଗାଅଲଗା ଫଳ ଫଳିଛି। ଏହି ଗଛର ନାମ ‘ଟ୍ରି ଅଫ ୪୦’ ରହିଛି। ଏହି ସ୍ବତନ୍ତ୍ର ଗଛକୁ ଯିଏ ଦେଖୁଛନ୍ତି ସିଏ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଆମେରିକା ବିଶେଷଜ୍ଞ ଏହି ‘ଟ୍ରି ଅଫ ୪୦’ର ଆବିଷ୍କାର କରି କୃଷି କ୍ଷେତ୍ରରେ…
ଅଧିକ ଖବର ଦେଖନ୍ତୁ...

କୌଣସି ମୁହୂର୍ତ୍ତରେ ବି ଦୁର୍ଘଟଣା ଘଟିପାରେ! ଦେଖନ୍ତୁ କିପରି ଗୋଟିଏ ବାଇକରେ ବସି ଯାଉଛନ୍ତି ୧୦ରୁ ଊର୍ଧ୍ବ…

ନୂଆଦିଲ୍ଲୀ: ଆଜିକା ସମୟରେ ‌ସୋସିଆଲ ମିଡିଆ ଲୋକମାନଙ୍କ ଏକ ମନୋରଞ୍ଜନର ମାଧ୍ୟମ ପାଲଟିଗଲାଣି। ‌ପ୍ରତିଦିନ ଏହି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଫଟୋ ଓ ଭିଡିଓ ଲୋକମାନେ ପୋଷ୍ଟ କରିଥାଆନ୍ତି। ଏଥିମଧ୍ୟରୁ ଏମିତି କିଛି ଫଟୋ ଓ ଭିଡିଓ ରହିଛି ଯାହାକି ହୃଦୟସ୍ପର୍ଶୀ ରହିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ସବୁ କାମ ସହଜରେ ପୂରା ହେବ। ଆର୍ଥିକ ସ୍ଥିତିରେ ବଡ଼ ପରିବର୍ତ୍ତନ ହେବ। ଆପଣଙ୍କ ବ୍ୟବହାରରେ ଜୀବନସାଥୀ ପ୍ରସନ୍ନ ରହିବେ। ବୃଷ: କୌଣସି ରଚନାତ୍ମକ କାମରେ ସୁନାମ ଅର୍ଜନ କରିବେ। ଆପଣଙ୍କୁ ଆର୍ଥିକ ମାମଲାରେ ଲାଭ ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି।…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂଆ ନୀତି: ୫ମାର୍କ ଗ୍ରେସ ପାଇବେ ଅବିଭକ୍ତ କୋରାପୁଟ ଜିଲ୍ଲାର ଛାତ୍ରଛାତ୍ରୀ 

କୋରାପୁଟ: କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂଆ ନୀତି । ଏହି ବିଶ୍ୱବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିବାକୁ ଅବିଭକ୍ତ କୋରାପୁଟ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ପାଇଁ ୫ ମାର୍କର ଗ୍ରେସ ମିଳିବ। ଦେଶର ବିଭିନ୍ନ କୋଣଅନୁକୋଣରୁ ଛାତ୍ରଛାତ୍ରୀମାନଙ୍କ ସହ ଏହି ଜିଲ୍ଲାଗୁଡିକର ଛାତ୍ରଛାତ୍ରୀ…
ଅଧିକ ଖବର ଦେଖନ୍ତୁ...