ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ଘଟଣାରେ ଥାନାରେ ହାଜର ହେଲେ ସମାଜସେବୀ
କଟକ: ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ପ୍ରସଙ୍ଗରେ ମଙ୍ଗଳବାଗ ଥାନାରେ ଆଉ ଜଣେ ହାଜର। ଆଜି ଦ୍ୱିତୀୟ ଦିନରେ ପୁଲିସ ଘଟଣାରେ ଦୀପ୍ତି ରଞ୍ଜନ ସାହୁ ନାମକ ସମାଜସେବୀଙ୍କୁ ନୋଟିସ କରିଥିବାବେଳେ ଦୀପ୍ତି ରଞ୍ଜନ ଥାନାରେ ହାଜର ହୋଇଛନ୍ତି। ଧାରା ୧୬୧ ଅନୁଯାୟୀ ଦୀପ୍ତିଙ୍କ ବୟାନ ରେକର୍ଡ କରିଛି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...