Daily Archives

September 16, 2021

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଭଲ କଂପାନିରେ ଚାକିରିର ସୁଯୋଗ ପାଇବେ। ପିଲାମାନଙ୍କ ସହ ଖୁସିର ମୁହୂର୍ତ୍ତ କାଟିବେ। ଅଫିସରେ ଅଧିକାରୀମାନଙ୍କ ସହଯୋଗ ମିଳିବ। ବୃଷ: ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ। ବଜେଟକୁ ଧ୍ୟାନରେ ରଖି ଖର୍ଚ୍ଚ କରନ୍ତୁ। ଆମଦାନି ବୃଦ୍ଧି ପାଇଁ ଚିନ୍ତା କରନ୍ତୁ। ମିଥୁନ: କାମରେ…
ଅଧିକ ଖବର ଦେଖନ୍ତୁ...

ନବବଧୂର ଆତ୍ମହତ୍ୟା, ଥାନାରେ ସ୍ବାମୀ ଅଟକ, ମୃତକଙ୍କ ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଜଗତପୁର: କଟକ ଜିଲ୍ଲା  ଜଗତପୁର ଥାନା ଅନ୍ତର୍ଗତ ନିୟୁତୋରଳ ରମାଦେବୀନଗରରେ ଆଜି ମଧ୍ୟାହ୍ନ ପ୍ରାୟ ସାଢେ଼ ୧୨ ଟା ସମୟରେ ଜୈନିକ ମହିଳା ବେକରେ ପୂଜା ଚାଦର ଭିଡ଼ି ବାସଗୃହରେ ଲାଗିଥିବା ଫ୍ୟାନ ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ବିଶ୍ଵନାଥ ଦାସଙ୍କ ( ୩୪ ) ପତ୍ନୀ ମିଲନ ପରିଜା…
ଅଧିକ ଖବର ଦେଖନ୍ତୁ...

ମା’ ମଝିଘରିଆଣୀଙ୍କ ନିକଟରେ ଲାଗି ହେଲା ନବାନ୍ନ

ରାୟଗଡ଼ା : ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ନିକଟରେ ଆଜି ଲାଗି ହୋଇଛି ନବାନ୍ନ। ପରମ୍ପରା ଓ ରୀତିନୀତି ଅନୁଯାୟୀ ଦଶମୀ ତିଥିରେ ମା’ଙ୍କୁ ନବାନ୍ନ ଅର୍ପଣ କରାଯାଇଛି। ଭୋର ୫ଟାରେ ମନ୍ଦିର ଖୋଲିବା ପରେ ମଙ୍ଗଳ ଆରତୀ କରାଯାଇ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲା ଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ରାସ୍ତା ଉପରେ ୩ ଫୁଟର ବନ୍ୟା ପାଣି, ଯାତୟାତ ପ୍ରଭାବିତ

ବଣାଇଗଡ଼: ଗତ ଦୁଇଦିନ ଧରି ଉପରମୁଣ୍ତରେ ଲଘୁଚାପଜନିତ ଲଗାଣବର୍ଷାରେ ବ୍ରାହ୍ମଣୀନଦୀରେ ଜଳସ୍ତର ବୃଦ୍ଧିପାଇ ବଢ଼ିପାଣି ବିଭିନ୍ନ ଅଂଚଳକୁ ପ୍ରବେଶ କରିଛି। ଏଥି ପାଇଁ ସୁନ୍ଦରଗଡ଼ ଜିଲ୍ଲା ବଣାଇଗଡ଼ ବ୍ଲକ୍‌ ଅନ୍ତର୍ଗତ ଜାଙ୍ଗଳା–ସିଆଁଯୋର ପୂର୍ତବିଭାଗ ରାସ୍ତା ମଧ୍ୟରେ ଥିବା ଏକ ନାଳରେ ବ୍ରାହ୍ମଣୀ…
ଅଧିକ ଖବର ଦେଖନ୍ତୁ...

ଗୀତାଞ୍ଜଳି ଏକ୍ସପ୍ରେସ୍‌ରୁ ଯୁବକଙ୍କ ଶବ ଉଦ୍ଧାର

ରାଉରକେଲା: ମୁମ୍ବାଇ- ହାୱଡା ଗୀତାଞ୍ଜଳି ଏକ୍ସପ୍ରେସ୍‌ରୁ ଜଣେ ଯୁବକର ଶବ ଉଦ୍ଧାର ହୋଇଛି। ମୃତ ଯୁବକଙ୍କ ପରିଚୟ ମିଳି ନାହିଁ। ମାତ୍ର ପକେଟରୁ ମିଳିଥିବା ଆଧାର କାର୍ଡ ମିଳିଛି। ଯେଉଁଥିରେ ଯୁବକର ନାମ ଦାମୋଦର ଘୋଷ (୫୨)। ଘର ଝାଡ଼ଖଣ୍ଡ ଦୁମ୍‌କା ପଟେଜୋର ବୋଲି ଲେଖାଯାଇଛି। ରେଳବାଇ…
ଅଧିକ ଖବର ଦେଖନ୍ତୁ...

ଟିଭି ପରଦାରେ ସାକ୍ଷାତକାର ନେବେ ଶଶି ଥରୁର, ଅତିଥି ଓ ନ୍ୟୁଜ ଆଙ୍କର ଭାବେ ନଜର ଆସିବେ ଲୋକସଭା-ରାଜ୍ୟସଭା ସାଂସଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କୟା ନାଇଡୁ ଏବଂ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଗତକାଲି ମିଳିତ ଭାବେ ସଂସଦ ଟିଭିର ଶୁଭାରମ୍ଭ କରିଥିଲେ । ଲୋକସଭା ଏବଂ ରାଜ୍ୟସଭା ଟିଭି ଚ୍ୟାନେଲ୍‌ର ଏକ ମିଶ୍ରଣ ହେଉଛି ସଂସଦ ଟିଭି। ଏହା ଗଣତାନ୍ତ୍ରିକ…
ଅଧିକ ଖବର ଦେଖନ୍ତୁ...

୨୫ରେ ଜାତିସଂଘ ସାଧାରଣ ପରିଷଦକୁ ସମ୍ବୋଧନ କରିବେ ମୋଦୀ, କ୍ବାଡ୍ ବୈଠକରେ ଯୋଗ ଦେବେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୪ ତାରିଖରେ ଦୁଇଦିନିଆ ଆମେରିକା ଗସ୍ତରେ ଯିବେ । ୨୪ ତାରିଖରେ ସେ ଗୁରୁତ୍ବପୂର୍ଣ୍ଣ କ୍ବାଡ୍ ସଂଗଠନ ସମ୍ମିଳନୀରେ ଯୋଗ ଦେବେ । ତା’ ପର ଦିନ ସେ ମିଳିତ ଜାତିସଂଘର ସାଧାରଣ ପରିଷଦକୁ ସମ୍ବୋଧନ କରିବେ । ଏହା ସହିତ ମୋଦୀ ଆମେରିକା…
ଅଧିକ ଖବର ଦେଖନ୍ତୁ...

ମଦ୍ୟପାନ କରି ଡାକ୍ତରଙ୍କୁ ମାର୍‌ପିଟ୍‌ ସହ ଆଶାଳୀନ ବ୍ୟବହାର, ଚାରି ଯୁବକ ଗିରଫ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରଙ୍କୁ ମାର୍‌ପିଟ୍ ଓ ଆଶାଳୀନ ବ୍ୟବହାର କରିଥିବା ଅଭିଯୋଗରେ ୪ ଜଣକୁ ପୁଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ୭.୩୦ ସମୟରେ ଦୂର୍ଘଟଣା ଘଟିଥିବା ଜଣେ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ…
ଅଧିକ ଖବର ଦେଖନ୍ତୁ...

ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଗାଗନାପୁର ଚମ୍ପିଅନ୍‌, ଢ଼େମସା ନାଚିଲେ ତାରା  

ଜୟପୁର: ଗତ ୮ତାରିଖରୁ ଜୟପୁର ବ୍ଲକ୍ ଅନ୍ତର୍ଗତ ରଣ୍ତାପାଲ୍ଲୀ ପଞ୍ଚାୟତର ବିଶୋଇପୁଟ ଗ୍ରାମରେ ଚାଳିଥିବା ମା ବାମନଦେଇ ଫୁଟବଲ୍ ଟୁର୍ନାମେଣ୍ଟ ଆଜି ଉଦଯାପନ ହୋଇଛି। ଏଥିରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଦୀର୍ଘ ଦିନ ହେବ କୋଭିଡ୍ ସଂକ୍ରମଣ,…
ଅଧିକ ଖବର ଦେଖନ୍ତୁ...

ସ୍କୁଟିକୁ ପିଟିଲା ଟ୍ରାକ୍ଟର, ଜଣେ ମୃତ  

ରାୟଗଡ଼ା: ରାୟଗଡ଼ା ସହରର ରେଲୱେ ଓଭରବ୍ରିଜ୍ ନିକଟରେ ସଂଧ୍ୟାରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ସ୍କୁଟିକୁ ପଛରୁ ଭାରସାମ୍ୟ ହରାଇ ଟ୍ରାକ୍ଟର ପିଟିବା ଯୋଗୁ ଦାନିଆଲା ମୁନା (୩୦) ଙ୍କ ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ଶୁଣ୍ଢି ହରେଶଙ୍କୁ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…
ଅଧିକ ଖବର ଦେଖନ୍ତୁ...