Daily Archives

September 17, 2021

ମହାନଦୀର ପଛୁଆ ପାଣିରେ ଖୋର୍ଦ୍ଧାର ୩ ପଞ୍ଚାୟତରେ ବନ୍ୟା ସ୍ଥିତି, ପ୍ରଶାସନ ପାଖରେ ଖବର ନାହିଁ କି ତଥ୍ୟ ନାହିଁ

ଖୋର୍ଦ୍ଧା: ହୀରାକୁଦର ଫାଟକ ଖୋଲିଲେ ଖୋର୍ଦ୍ଧା, ଟାଙ୍ଗୀ, ବୋଲଗଡ଼ ଓ ବେଗୁନିଆ ବ୍ଲକର ଅନେକ ଗାଁରେ ମହାନଦୀର ପଛୁଆ ପାଣିରେ ବଢ଼ି ସୃଷ୍ଟି ହୁଏ । ଚଳିତ ବର୍ଷ ମଧ୍ୟ ଲଘୁଚାପ ଜନିତ ଲଗାଣ ବର୍ଷା ଓ ହୀରାକୁଦ ବନ୍ଧର ଫାଟକ ଖୋଲିଛି ଏବଂ ଖୋର୍ଦ୍ଧାା ବ୍ଲକର ୩ଟି ପଂଚାୟତର ୧୦ରୁ ଉର୍ଧ୍ବ ଗାଁରେ ବନ୍ୟା…
ଅଧିକ ଖବର ଦେଖନ୍ତୁ...

ରାଉରକେଲାରେ ପ୍ରତିଷ୍ଠା ହେବ ସୌରଚାଳିତ ଶୀତଳ ଭଣ୍ଡାର 

ରାଉରକେଲା: ଚାଷୀ, ଛୋଟଛୋଟ ପରିବା ଏବଂ ଫଳ ବ୍ୟବସାୟୀ ମାନଙ୍କ ସୁବିଧା ପାଇଁ ରାଉରକେଲା ସହରରେ ସୌରଚାଳିତ ଶୀତଳଭଣ୍ଡାର ପ୍ରତିଷ୍ଠା କରାଯିବ। ଏହି ଶୀତଳ ଭଣ୍ଡାରକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ପରିଚାଳନା କରିବେ। ଏନେଇ ପ୍ରଥମ ପର୍ଯ୍ୟାୟରେ ୨ଟି ଏସ୍‌ଏଚଜିକୁ ଚୟନ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

କୋଟିଆର ୧୨ ପଡା ସହ ଶତାଧିକ ପଡା ହେବ ରାଜସ୍ୱଗ୍ରାମ: ବିଷ୍ଣୁପଦ

କୋରାପୁଟ: କୋଟିଆର ୧୨ଟି ପଡା ସହ କୋରାପୁଟ ଜିଲ୍ଲାର ଶତାଧିକ ପଡାକୁ ଦିଆଯିବ ରାଜସ୍ୱ ଗ୍ରାମର ମାନ୍ୟତା । ଡିସେମ୍ବର ପୂର୍ବରୁ ଏହି ପଡା ଗ୍ରାମଗୁଡିକୁ ରାଜସ୍ୱ ଗାଁ ଭାବେ ମାନ୍ୟତା ଦିଆଯିବ । ସେଥିପାଇଁ ଜିଲ୍ଲାରେ ରହିଥିବା ରାଜସ୍ୱ ଅଧିକାରୀ ଓ ସମ୍ପୃକ୍ତ ପଡାବାସୀଙ୍କ ସହ ଆଲୋଚନା କରି…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି, ଅନଲାଇନ୍ ପରୀକ୍ଷା ଦାବିରେ ଅଧ୍ୟକ୍ଷାଙ୍କୁ ଘେରିଲେ

ରାୟଗଡ଼ା : ଅନଲାଇନରେ ପଢ଼ିଲୁ, ଅଫଲାଇନରେ କାହିଁକି ପରୀକ୍ଷା ଦେବୁ। ପ୍ରଥମ ସେମିଷ୍ଟାର୍ ଭଳି ଦ୍ବିତୀୟ ସେମିଷ୍ଟାର୍ ପରୀକ୍ଷା ମଧ୍ୟ ଅନଲାଇନରେ ହେଉ। ନଚେତ୍ ଆନ୍ଦୋଳନକୁ ଜୋରଦୋର୍ କରିବାକୁ ଅଧ୍ୟକ୍ଷାଙ୍କୁ ଘେରାଉ କରି ଚେତାବନୀ ଦେଇଛନ୍ତି ରାୟଗଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳୟ…
ଅଧିକ ଖବର ଦେଖନ୍ତୁ...

ଦୁର୍ଗା ପୂଜା ନେଇ ଚୂଡ଼ାନ୍ତ ହୋଇ ନାହିଁ ନିଷ୍ପତ୍ତି, ପୂଜା କମିଟି ଗୁଡ଼ିକ ଆରମ୍ଭ କଲେଣି ପ୍ରସ୍ତୁତି

ଭଞ୍ଜନଗର: ଆରମ୍ଭ ହୋଇ ଯାଇଛି ପାର୍ବଣର ଋତୁ। ବିଗତ ବର୍ଷ କରୋନା କଟକଣା ପୂଜାକୁ ସଂପୂର୍ଣ୍ଣ ଫିକା କରି ଦେଇଥିଲା। ଚଳିତବର୍ଷ ମଧ୍ୟ ତୃତୀୟ ଲହରକୁ ଆଶଙ୍କା କରି କରୋନା ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ସରକାର ପର୍ବପର୍ବାଣୀ ଓ ପାରମ୍ପରିକ ସାମୂହିକ କାର୍ଯ୍ୟକ୍ରମରେ କିଛିଟା କଟକଣା ଜାରି…
ଅଧିକ ଖବର ଦେଖନ୍ତୁ...

କୋଟିଆରେ ରାଜସ୍ବ ସଚିବ ; ମଡକାର, କୋଟିଆ ଓ ଜାନିଗୁଡାରେଲୋକଙ୍କ ସହ ଆଲୋଚନା

କୋରାପୁଟ :ଦୁଇଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସିଛନ୍ତି ଓଡ଼ିଶା ସରକାରଙ୍କ ରାଜସ୍ବ ସଚିବ ତଥା ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀ। ଆଜି ସକାଳୁ ଜୟପୁର ବିମାନ ବନ୍ଦରରେ ଓହ୍ଲାଇବା ପରେ ଆକାଂକ୍ଷା ଜିଲ୍ଲା ସମୀକ୍ଷା କରିବା ସହ କୋଟିଆ ଗ୍ରାମପୁଞ୍ଜ ବୁଲି ଉନ୍ନୟନ କାର‌୍ୟ୍ୟ ଓ ଭତ୍ତିଭୂମିର…
ଅଧିକ ଖବର ଦେଖନ୍ତୁ...

ମା’ ବିରଜାଙ୍କ ବନଯାଗ ପର୍ବ ପାଳିତ, ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

ଯାଜପୁର ସଦର: ଆଜି ପବିତ୍ର ସୁନିଆଁ ଅବସରରେ ମା'' ବିରଜା ଦେବୀଙ୍କ ବନଯାଗ ପର୍ବ ପାଳିତ ହୋଇଛି। ଯଥାରୀତି ଯଜ୍ଞ ମଣ୍ଡପରେ ବନଯାଗ ବିଧି କର୍ମ ଆରମ୍ଭ କରାଯାଇଥିଲା। ପୁରୋଧାଙ୍କ ଦ୍ୱାରା ସେବାୟତମାନଙ୍କୁ ମଙ୍ଗଳାର୍ପଣ କରାଯାଇଥିଲା। ଧର୍ମାଧିକାରୀ ହିମାଂଶୁ ଶେଖର ପତିମିଶ୍ର, ପଣ୍ଡିତ ଡ.…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର ସରକାରଙ୍କ ଯୁଗ୍ମ ଶାସନ ସଚିବଙ୍କ ପ୍ରସ୍ତାବିତ ପାଇକ ସ୍ମାରକୀ ପରିଦର୍ଶନ ଓ ସମୀକ୍ଷା

ଖୋର୍ଦ୍ଧା: କେନ୍ଦ୍ର ସରକାରଙ୍କ ଯୁଗ୍ମ ଶାସନ ସଚିବ ତଥା ଭାରତୀୟ ପ୍ରତ୍ନତାତ୍ୱିକ ବିଭାଗର ପରିଚାଳକ ସଂଯୁକ୍ତା ମୁଦଗଲ ଆଜି ଖୋର୍ଦ୍ଧା ଜିଲ୍ଲା ଗସ୍ତ କରିଛନ୍ତି । ଖୋର୍ଦ୍ଧା ଉପକଣ୍ଠ ବରୁଣେଇ ପାହାଡ଼ ତଳେ ପ୍ରସ୍ତାବିତ ପାଇକ ସ୍ମାରକୀ ସ୍ଥଳ ପରିଦର୍ଶନ କରିବା ସହ ଜମି ଅଧିଗ୍ରହଣ କାର୍ଯ୍ୟର…
ଅଧିକ ଖବର ଦେଖନ୍ତୁ...

୪୯ନମ୍ବର ଜାତୀୟ ରାଜପଥ ପୋଲରେ ଗର୍ତ୍ତ: ୬ ଘଣ୍ଟା ଅଟକିଲା ଶତାଧିକ ଗାଡ଼ି

କେନ୍ଦୁଝର: ମୁମ୍ବାଇ-କୋଲକାତା ୪୯ ନମ୍ବର ଜାତୀୟ ରାଜପଥର କେନ୍ଦୁଝର ଜିଲ୍ଳା ଶଙ୍କରପୁରଠାରେ ଥିବା ପୋଲ ଉପରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହେବାରୁ ଆଜି ପ୍ରାୟ ୬ ଘଣ୍ଟା ଗାଡ଼ିମୋଟର ଚଳାଚଳ ଠପ୍‌ ହୋଇଯାଇଛି। ବିଶେଷ କରି ରାସ୍ତାର ଉଭୟପାର୍ଶ୍ବରେ ଶତାଧିକ ମାଲ୍‌ବାହୀ ଗାଡ଼ି ଅଟକି ରହିଥିଲେ।…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ: ମୟୂରଭଞ୍ଜ ଜିଲ୍ଲା ବିଜେପି ମହିଳା ଓ ଯୁବ ମୋର୍ଚ୍ଚା ପକ୍ଷରୁ ସେବା…

ବାରିପଦା: ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ । ୭୧ ବର୍ଷରେ ପାଦ ଥାପିଛନ୍ତି ମୋଦୀ। ପ୍ରଧାନମନ୍ତ୍ରୀଙ୍କୁ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସକୁ ମୟୂରଭଞ୍ଜ ଜିଲ୍ଲା ବିଜେପି ମହିଳା ଏବଂ ଯୁବ ମୋର୍ଚ୍ଚା ପକ୍ଷରୁ ସେବା ସପ୍ତାହ ଭାବରେ ପାଳନ କରାଯାଇଛି। ଆଜିଠାରୁ ଆସନ୍ତା…
ଅଧିକ ଖବର ଦେଖନ୍ତୁ...