Daily Archives

September 17, 2021

ଉଚ୍ଛେଦ ପରେ ଅନ୍ଧାରରେ ବିସ୍ଥାପିତ, ଭୋକଉପାସରେ ରହିଲେ

ଚମକପୁର: କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍‌ ବାସୁଦେବପୁରଠାରେ ନିର୍ମାଣାଧୀନ କାନପୁର ବୃହତ୍ ଜଳସେଚନ ପ୍ରକଳ୍ପ ପାଇଁ ଗାଁ ଉଚ୍ଛେଦ ପ୍ରକ୍ରିଆ ଜାରି ରହିଛି। ଗତକାଲି ରେଭେନ୍ସାପୁର (କ) ଗ୍ରାମରେ ଘର ଭଙ୍ଗାଯାଇଥିବା ବେଳେ ଆଜି ମୁରୁସୁଆଁ ଗ୍ରାମରେ ଘର ଭଙ୍ଗାଯାଇଛି। ଘର ଭଙ୍ଗାଯିବା ପରେ କିଛି…
ଅଧିକ ଖବର ଦେଖନ୍ତୁ...

ଖରସ୍ରୋତାର ଶାଖାନଦୀ ନୂଆମାହାରା ପାଣି ପଶିବାରୁ ଶତାଧିକ ପରିବାର ଜଳବନ୍ଦୀ

ବିଂଝାରପୁର: ଖରସ୍ରୋତାର ଶାଖାନଦୀ ନୂଆମାହାରା ପାଣି ପଶିବାରୁ ବିଂଝାରପୁର ବ୍ଲକ ବାଙ୍ଗରା ପଞ୍ଚାୟତର ୧୫ ଓ ୧୬ ନମ୍ଵର ଓ୍ଵାର୍ଡର ଦେଢ଼ଶହରୁ ଊର୍ଦ୍ଧ୍ବ ପରିବାର ପାଣି ଘେରରେ ଅଛନ୍ତି। ଏନେଇ ପ୍ରଶାସନ ପାଖରେ କୌଣସି ଖବର ନଥିବାରୁ ଲୋକମାନେ ବହୁ ଅସୁବିଧାରେ ଅଛନ୍ତି। ଲଘୁଚାପଜନିତ ଲଗାଣ ବର୍ଷା…
ଅଧିକ ଖବର ଦେଖନ୍ତୁ...

ମହିଳା ଅର୍ଡର କରିଥିଲେ ବର୍ଗର, ଖାଇବା ବେଳେ ସେଥିରୁ ବାହାରିଲା ମଣିଷର କଟା ଆଙ୍ଗୁଳି!

ନୂଆଦିଲ୍ଲୀ: ଅନେକ ସମୟରେ ଅନଲାଇନ ଡେଲିଭରି ହେଉ ଅବା ହୋଟେଲରେ ପରସା ଯାଉଥିବା ଖାଦ୍ୟମାନଙ୍କରେ ଅସରପା, ଝିଟିପିଟି ବାହାରିବାର ଅନେକ ଖବର ସାମ୍ନାକୁ ଆସିଛି। ଏହାକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଉକ୍ତ ହୋଟେଲ ମାଲିକଙ୍କ ବିରୋଧରେ ଅଭିଯୋଗ ବି କରି ଥାଆନ୍ତି। ନିକଟରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମନ ସାମାଜିକ କାର୍ଯ୍ୟରେ ଲାଗିବ। ଆର୍ଥିକ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ପାରିବାରିକ ଜୀବନରେ ସୁଖ ଶାନ୍ତି ବୃଦ୍ଧି ହେବ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆପଣଙ୍କର କୌଣସି ଜରୁରୀ କାମ ସଂପୂର୍ଣ୍ଣ ହୋଇପାରେ। ଜୀବନସାଥୀଙ୍କ ପୂରା ସହଯୋଗ ପାଇବେ। ଲେଖକଙ୍କ…
ଅଧିକ ଖବର ଦେଖନ୍ତୁ...

ଚାକିରି ନାଁରେ ଆଦିବାସୀ ଯୁବକଯୁବତୀଙ୍କୁ ଠକେଇ, ୬ ଲକ୍ଷ ହଡ଼ପ କରି ୩ ଫେରାର୍, ଥାନାରେ ମାମଲା

ରାୟଗଡ଼ା: ଚାକିରି ପାଇବା ଆଶାରେ ଟଙ୍କା ଦେଇ ଠକାମୀର ଶିକାର ‌ହୋଇଛନ୍ତି ଆଦିବାସୀ ଯୁବକଯୁବତୀ। ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରୁ ୩ ଶହରୁ ଉର୍ଦ୍ଧ୍ବ ଯୁବକଯୁବତୀଙ୍କ ଠାରୁ ୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହଡ଼ପ କରି ଏକ ବେସରକାରୀ କମ୍ପାନୀର ୩ କର୍ମଚାରୀ ଫେରାର୍ ହୋଇ ଯାଇଛନ୍ତି। ଏ ନେଇ…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ଭିନ୍ନ ଭିନ୍ନ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ

ଚଣ୍ଡିଖୋଲ/ ଧର୍ମଶାଳା/ ବ୍ୟାସନଗର: ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଦୁର୍ଘଟଣା ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଛି। ବାଇକ୍‌ ଦୁର୍ଘଟଣାରେ ମାହାଙ୍ଗା ଥାନା ମୂଳବସନ୍ତ ଉତ୍ତରସାହି ଗ୍ରାମର ପ୍ରଭାକର ଦାସଙ୍କର ଏକମାତ୍ର ପୁତ୍ର ଶୁଭେନ୍ଦୁ ଦାସ (୨୨)ଙ୍କର ଆଜି ସନ୍ଧ୍ୟାରେ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ବେକରେ ଗାମୁଛା ଦେଇ ଯୁବକଙ୍କ ଆତ୍ମହତ୍ୟା

ଭବାନୀପାଟଣା: ଭବାନୀପାଟଣା ସହର କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଜଣେ ଯୁବକ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଭବାନୀପାଟଣା ସହର ନିକଟ କେନ୍ଦ୍ରୀୟ ବିଦ୍ୟାଳୟ ସାମ୍ନା ରାସ୍ତା ଆର ପାର୍ଶ୍ବରେ ଜଣେ ଯୁବକ ବେକରେ ଗାମୁଛା…
ଅଧିକ ଖବର ଦେଖନ୍ତୁ...

ବାପା-ମା’ଙ୍କୁ ହରାଇବା ପରେ ପାହାଡ ଉପରେ ଉପାସରେ ରହୁଛନ୍ତି ଯୁକ୍ତତିନି ଛାତ୍ରୀ ଗୀତାଞ୍ଜଳି

କନ୍ଧମାଳ: କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ହନୁମାନମନ୍ଦିରସାହିର ପାହଡ ଉପରେ ଗୀତାଞ୍ଜଳି ବସବାସ କରନ୍ତି। ପିଲାଟିଦିନରୁ ମା’ଙ୍କୁ ହରାଇଥିଲା ବେଳେ ବର୍ତମାନ ବାପାଙ୍କୁ ହରାଇ ବେସାହାରା ହୋଇଯାଇଛନ୍ତି ଗୀତାଞ୍ଜଳି। ପାହାଡ ଉପରେ ଭଙ୍ଗା ଝାଟିମାଟି ଘର । ସେ ଘର ଭିତରେ ଏକାକି ଗୀତଞ୍ଜଳି…
ଅଧିକ ଖବର ଦେଖନ୍ତୁ...

ଜଳ ସଞ୍ଚୟ ସଚେତନତା ବାର୍ତ୍ତା ବାଣ୍ଟୁଛି ନୂଆ ଆଲବମ୍ ‘ପାଣି’

ଭୁବନେଶ୍ବର:  ବିଶ୍ବ ପାଇଁ ପାଣି ସଞ୍ଚୟର ବାର୍ତ୍ତା ନେଇ ଓ ଏ ସଂକ୍ରାନ୍ତରେ ଜନସଚେତନତା ସୃଷ୍ଟି ପାଇଁ ‘ପାଣି’ ନାମରେ ଏକ ଆଲବମ୍‌ ମୁକ୍ତିଲାଭ କରିଛି।  ପରିଚୟ ଗ୍ରୁପ୍‌ ତରଫରୁ ପ୍ରସ୍ତୁତ କରାଯାଇଥିବା ଏହି ଭିନ୍ନସ୍ବାଦର ଆଲବମ୍ ନିକଟରେ ଲୋକାର୍ପିତ ହୋଇଛି। ‘ପାଣି’ର ସଙ୍ଗୀତ…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି; ଶବ ରଖି ରାସ୍ତା ଅବରୋଧ, ଥାନା ଘେରାଉ

ରାୟଗଡ଼ା: ରାୟଗଡ଼ା ରେଲୱେ ଓଭରବ୍ରିଜରେ ଘଟିଥିବା ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦାନିଆଲା ମୁନାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ହୋଇଛି। ୨ ଲକ୍ଷ କ୍ଷତିପୂରଣ ଦାବିରେ ଆମ୍ବେଦକାର ସାହି ବାସିନ୍ଦା ମୃତ ଦେହକୁ ରାସ୍ତା ଉପରେ ରଖି ରାଜପଥ ଅବରୋଧ କରିବା ସହ ଥାନା ଘେରାଉ…
ଅଧିକ ଖବର ଦେଖନ୍ତୁ...