Daily Archives

September 18, 2021

ସରି ଆସୁଛି ରାୟଗଡ଼ା ଓଭରବ୍ରିଜର ଆୟୁଷ: ଯାଞ୍ଚ ପାଇଁ ଆସୁଛନ୍ତି ବିଶେଷଜ୍ଞ ଟିମ୍, ନିଷେଧ ହେବ ଭାରୀଯାନ ଚଳାଚଳ

ରାୟଗଡ଼ା: ରାସ୍ତା ଉପରୁ ଉଠି ଗଲାଣି ପିଚୁ। ଖାଲଖମା ଯୋଗୁ କଂକ୍ରିଟ୍ ଛାତର ଲୁହା ଛଡ଼ ଦେଖା ଗଲାଣି। ପାର୍ଶ୍ବ ସୁରକ୍ଷା ବାଡ଼ ଜରାଜୀର୍ଣ୍ଣ ଅବସ୍ଥାରେ। ପାଥ୍ ୱେ ଚାଲିବା ଯୋଗ୍ୟ ନାହିଁ। ଭାରିଯାନ ଚଳାଚଳ ବେଳେ ଦୋହଲୁଛି ବ୍ରିଜ୍। ମୂଳ ପିଲର ଦୁର୍ବଳ ହୋଇ ପଡ଼ିଥିବାରୁ ଲୁହାଭାର ପାଲଟିଛି ସାହା…
ଅଧିକ ଖବର ଦେଖନ୍ତୁ...

ବେହେରାଗୁଡ଼ା ବାଲି ଲିଜଧାରୀକୁ ଅହେତୁକ ଅନୁକମ୍ପା ଅଭିଯୋଗ

ରାୟଗଡ଼ା : ରାୟଗଡ଼‌ାରେ ବାଲି ଦୁର୍ନୀତି ଥମିବାର ନାଁ ନେଉନି। ବାଲି ମାଫିଆଙ୍କୁ ସାବାଡ଼ କରିବାକୁ ରାଜସ୍ବ ବିଭାଗ ଓ ପ୍ରଶାସନର ଦୃଢ଼ କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ମାଫିଆ ଗଳା ବାଟ ଦେଇ ଚୋରା ଚାଲାଣ ଜାରି ରଖିଛନ୍ତି। ଯାହାର ପ୍ରମାଣ ୧୬ ତାରିଖରେ ଇସ୍ୟୁ ହୋଇଥିବା ୱାଇ ଫର୍ମ ଜରିଆରେ ଆଜି ବାଲି…
ଅଧିକ ଖବର ଦେଖନ୍ତୁ...

କୋଟିଏ ଖର୍ଚ୍ଚ ହୋଇଥିଲା, ରକ୍ଷଣାବେକ୍ଷଣ ଅଭାବରୁ ଏବେ ଜଙ୍ଗଲ ପାଲଟିଛି ବଟାନିକାଲ ଗାର୍ଡ‌େନ

କୋରାପୁଟ: ଲକ୍ଷ୍ୟ ଥିଲା ବିଜ୍ଞାନକୁ ବ୍ୟବହାର କରି ପର୍ଯ୍ୟଟକକୁ ଆକୃଷ୍ଟ କରିବା। ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକ ଯେପରି ଭାବେ କୋରାପୁଟ ଜିଲ୍ଲାକୁ ନ ଭୁଲିବେ ସେଥିପାଇଁ ପ୍ରକୃତିର ଶୋଭା ସହ ନିର୍ମାଣ ହୋଇଥିଲା ବଟାନିକାଲ ଗାର୍ଡ‌େନ। ରହିଥିଲା ଭଳିକି ଭଳି ଜୀବଯନ୍ତୁଙ୍କ ଅବିକଳ…
ଅଧିକ ଖବର ଦେଖନ୍ତୁ...

ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ ସଡ଼କ ଦୁର୍ଘଟଣାରେ ଆହତ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ତଥା ସୁବର୍ଣ୍ଣପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ଭୋଇ ଶନିବାର ଦିନ ଚାରିଟା ବେଳେ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଶ୍ରୀ ଭୋଇ ତାଙ୍କର କାର (ଓଡି-୧୫ଏମ୍…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଙ୍କ ଅବସରକାଳୀନ ବୟସ ସୀମାକୁ ବଢାଇବାକୁ ଯାଉଛନ୍ତି ଯୋଗୀ ସରକାର

ଲକ୍ଷ୍ମୌ:  ତ୍ତରପ୍ରଦେଶ  ବିଧାନସଭା ନିର୍ବାଚନକୁ ଆଉ ମାସ କେଇଟା ବାକି ରହିଛି । ତେବେ ଏହା ପୂର୍ବରୁ ଯୋଗୀ ସରକାର ବଡ ବଡ ଘୋଷଣା କରୁଛନ୍ତି । ଏପରିକି ଆଗାମୀ ନିର୍ବାଚନ ପୂର୍ବରୁ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି ଯୋଗୀ ସରକାର । ଆଉ ଉତ୍ତର…
ଅଧିକ ଖବର ଦେଖନ୍ତୁ...

ଖଟିଆରେ ବୁହାହେଲେ ବୃଦ୍ଧା, କାନ୍ଧରେ ବୋହି ଆଣିଲେ ଆମ୍ବୁଲାନ୍ସ୍ କର୍ମଚାରୀ

ଭଞ୍ଜନଗର: ଜନସାଧାରଣଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚାଇବା ପାଇଁ ସରକାର ବହୁ ଉଦ୍ୟମ କରୁଛନ୍ତି। ଗୋଟିଏ ପରେ ଗୋଟିଏ ଯୋଜନା ପ୍ରସ୍ତୁତ କରୁଛନ୍ତି । କିନ୍ତୁ ତୃଣମୂଳ ସ୍ତରରେ ଏହି ଯୋଜନା ଗୁଡ଼ିକ ଆଜି ବି ଅପହଞ୍ଚ ହୋଇ ରହିଛି। ବିଶେଷ କରି ଶିକ୍ଷା ସ୍ବାସ୍ଥ୍ୟ ଓ ଗମନାଗମନ ଭଳି ମୌଳିକ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ଗୋପୀନାଥପୁର ପଞ୍ଚାୟତ ଜଳବନ୍ଦୀ, କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ

ବାଲେଶ୍ୱର: ଲଘୁଚାପ ବର୍ଷା ଫଳରେ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ଅନେକ ପଞ୍ଚାୟତ ବର୍ତ୍ତମାନ ପାଣି ଘେରରେ ରହିଛନ୍ତି । ମହମାରୀ କରୋନା ସମୟରେ ବନ୍ୟା ବୋଝ ଉପରେ ନଳିତା ବିଡା ସଦୃଶ । ଏହାକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନିର୍ବାଚନ ମଣ୍ଡଳୀର…
ଅଧିକ ଖବର ଦେଖନ୍ତୁ...

‘ଓସା’ର ଆବାହକଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର ଦାବି, ଡିଜିପିଙ୍କୁ ଦାବିପତ୍ର

ବାରିପଦା : ଓଡ଼ିଶା ସୂଚନା ଅଧିକାର ଅଭିଯାନ (ଓସା)ର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ସୂଚନା ଅଧୀକାର କର୍ମୀ ଶ୍ରୀକାନ୍ତ ପାକଳ ଏବଂ ଜିତେନ୍ଦ୍ର ସାହୁଙ୍କ ବିରୁଦ୍ଧରେ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ୨ଜଣ ଦଳିତ ମହିିଳାଙ୍କ ମାଧ୍ୟମରେ ମିଥ୍ୟା ମାମଲା  କରି   ଗିରଫ କରିବାକୁ  ମସୁଧା କରିଥିବା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ମଙ୍ଗଳ ଓ ବୁଧବାର: ଚାକିରିରେ ପଦୋନ୍ନତି ହୋଇପାରେ। ଗୁରୁ, ଶୁକ୍ର ଓ ଶନିବାର: କାମର ବୋଝ ଅଧିକ ହୋଇପାରେ। ରବି ଓ ସୋମବାର: ଭାବନାରେ ସକାରାତ୍ମକ ବଜାୟ ରହିବ। ମଙ୍ଗଳ ଓ ବୁଧବାର: ନୂଆ ଚାକିରିର ସୁଯୋଗ ଅଛି। ଗୁରୁ, ଶୁକ୍ର ଓ…
ଅଧିକ ଖବର ଦେଖନ୍ତୁ...

ଶ୍ରୀରାମ ନଗରରେ ୨୦ ପରିବାର ୭ ଦିନ ହେଲା ଜଳବନ୍ଦୀ, ରାସ୍ତାରେ ଅଣ୍ଟାଏ ପାଣି; ନିଷ୍କାସନର ବାଟ ନାହିଁ

ବିଦ୍ୟାଧରପୁର: କଟକ ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନଂ ୫୨ ରୁଚି ମସଲା ଗଳି ରେକି ମିସନ ପଛପଟ ବି ଏସ ଏନ୍ ଏଲ୍ ଟାୱାର ପାଖରେ ରହିଛି ଶ୍ରୀରାମ ନଗର। ଏଠି ୨୦ ପରିବାର ଆଜକୁ ୭ ଦିନ ଧରି ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ସାହି ବାସିନ୍ଦା ଆଡଭୋକେଟ ରାଜେଶ କୁମାର ମହାନ୍ତି, ରାମରତନ ଦାସ,…
ଅଧିକ ଖବର ଦେଖନ୍ତୁ...