Daily Archives

September 19, 2021

ଓଡ଼ିଶାର କୋଟିଆରେ ଆନ୍ଧ୍ରର ରାଜ୍‌

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ର ମଣ୍ଡଳ ପରିଷଦ ଓ ଜିଲ୍ଲା ପରିଷଦ ନିର୍ବାଚନରେ ବାଜି ମାରିଛି ୱାଇଏସଆର କଂଗ୍ରେସ ଦଳ। ଏହାସହ ଓଡ଼ିଶାର ଏହି ଗାଁରେ ଏବେ ଆନ୍ଧ୍ର ରାଜୁତି କରିବାକୁ ଲାଇସେନ୍ସ ପାଇ ଯାଇଛି। ସାଲୁର ବିଧାୟକ ପିଡ୍ଡିକା ରାଜାନ୍ନା ଦୋରାଙ୍କ…
ଅଧିକ ଖବର ଦେଖନ୍ତୁ...

କର୍କଟ ରୋଗୀ ବିଛଣାରେ ପଡିରହିବା ପ୍ରସଙ୍ଗ: ସ୍ୱାସ୍ଥ୍ୟବସ୍ଥା ତଦାରଖ ପାଇଁ ଟିମ ପଠାଇଲେ ସିଡିଏମଓ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ସଙ୍କୁଲେଇ ପଞ୍ଚାୟତ ଅନ୍ତର୍ଗତ ସଙ୍କରଡା ଗ୍ରାମରେ ପ୍ରଫୁଲ ଗ୍ରହଚାର୍ଯ୍ୟ (୫୪) ନାମକ ଜଣେ ଅତ୍ୟନ୍ତ ଗରିବ ବ୍ୟକ୍ତିଙ୍କୁ କ୍ୟାନ୍ସର ଚିକିତ୍ସା ପାଇଁ ଅର୍ଥ ଅଭାବରୁ ତାଙ୍କ ପତ୍ନୀ କଟକରୁ ଘରକୁ ଫେରାଇ ଆଣିଥିଲେ।ମାତ୍ର ଉପଯୁକ୍ତ ଚିକିତ୍ସା ନପାଇ ସେ ଘର ବିଛଣାରେ ପଡି…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୨୦୨୧: ମୁମ୍ବାଇ ଇଣ୍ଡିଆନ୍ସକୁ ୨୦ ରନ୍‌ରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗ୍ସ

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣର ପ୍ରଥମ ମ୍ୟାଚ୍‌‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୨୦ ରନ୍‌ରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗ୍ସ । ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୬ ଉଇକେଟ୍ ହରାଇ ୧୫୬ ରନ କରିଥିଲା। ମୁମ୍ବାଇ ୧୫୭ ରନ୍‌ର ଲକ୍ଷ୍ୟକୁ ପିଛାକରି ୨୦ ଓଭରରେ…
ଅଧିକ ଖବର ଦେଖନ୍ତୁ...

ନେଉଆ ଓ ଜାମରୁଲ୍‌ ଆମଦାନି ବନ୍ଦ କରିବାରୁ ‘ବିଶ୍ବ ବାଣିଜ୍ୟ ସଙ୍ଗଠନ’ରେ ଅଭିଯୋଗ କରିବାକୁ ଚୀନ୍‌କୁ ଧମକ ଦେଲା…

ତାଇପେଇ/ବେଜିଙ୍ଗ୍: ପୋକଜୋକ ହୋଇଥିବା ଦର୍ଶାଇ ଚୀନ୍‌ ତାଇୱାନ୍‌ରୁ ନେଉଆ ଏବଂ ଜାମରୁଲ୍‌ ଆମଦାନି ବନ୍ଦ କରି ଦେବାରୁ ତାଇୱାନ୍‌ ଚୀନ୍‌ ବିରୋଧରେ ‘ବିଶ୍ବ ବାଣିଜ୍ୟ ସଙ୍ଗଠନ’ରେ ନାଲିସ କରିବ ବୋଲି ରବିବାର ଦିନ ଧମକ ଦେଇଛି। ଏହା ହେଉଛି ସାମାନ୍ୟ ‘ଫଳ’କୁ ନେଇ ଦୁଇ ଦେଶ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ଟ୍ରେନରେ ମହିଳାଙ୍କୁ ଅସଦାଚରଣ କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା

ଠାଣେ: ସେପ୍ଟେମ୍ବର ୧୯ ତାରିଖରେ ଠାଣେରେ ରେଳବାଇର ଏକ ଅଦାଲତ ୨୦୧୩ ମସିହାରେ ଟ୍ରେନରେ ଜଣେ ମହିଳାଙ୍କ ସହିତ ଅସଦାଚରଣ କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତକୁ ଦୁଇବର୍ଷର ଜେଲଦଣ୍ଡର ଶୁଣାଣି କରିଛନ୍ତି। ଏଥିସହିତ ପୀଡିତାଙ୍କୁ ୧୦,୦୦୦ଟଙ୍କା ଦେବାକୁ କହିଛନ୍ତି। ଏହି…
ଅଧିକ ଖବର ଦେଖନ୍ତୁ...

କ୍ଷେତରେ କାମ କରୁଥିବା ବେଳେ ବାରହା ଆକ୍ରମଣରେ ଜଣେ ଗୁରୁତର

ଭଞ୍ଜନଗର: ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳର ଲାଠିପଡା ବିଟ ଅନ୍ତର୍ଗତ ପାଲକାଟୁ ଗ୍ରାମରେ ବାରହା ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ଗ୍ରାମର ଯୋଗୀ ଭୂୟାଁ (୫୦)। ସୂଚନାଅନୁଯାୟୀ, ଯୋଗୀ ଆଜି ସକାଳୁ କ୍ଷେତରେ କାମ କରୁଥିବା ବେଳେ ହଠାତ…
ଅଧିକ ଖବର ଦେଖନ୍ତୁ...

ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ଅପହରଣ ଉଦ୍ୟମ, ଉଦ୍ଧାର କଲେ ସ୍ଥାନୀୟ ଯୁବକ

ରାଉରକେଲା: ଜଣେ ମାନସିକ ବିକାର ଗ୍ରସ୍ତ ଜଣେ ଯୁବତୀଙ୍କୁ ବଳପୂର୍ବକୁ ଅପହରଣ ଉଦ୍ୟମ ହୋଇଛି। ସ୍ଥାନୀୟ କିଛି ଯୁବକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ସଂପୃକ୍ତ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ରାମଗଡ଼ ବସ୍ତିର ଅଭିଯୁକ୍ତ ଯୁବକ(୨୫)କୁ ସେକ୍ଟର-୧୯ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଛି।…
ଅଧିକ ଖବର ଦେଖନ୍ତୁ...

ବନିଶୀ କଣ୍ଟାରେ ମାଛ ଧରୁଥିଲେ, ପାଣିରେ ବୁଡ଼ି ପ୍ରାଣ ଚାଲିଗଲା

ବାରିପଦା: ବନିଶୀ କଣ୍ଟାରେ ନାଳରୁ ମାଛ ଧରୁଥିଲେ। ମାତ୍ର ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି ଶ୍ୟାମ ସୁନ୍ଦର ସିଂ(୫୮) ନାମକ ଜଣେ ବ୍ୟକ୍ତି। ଏପରି ଦୁର୍ଭାଗ୍ୟଜନକ ଘଟଣା ଘଟିଛି ବାରିପଦା ଟାଉନ୍‌ ଥାନା ଅନ୍ତର୍ଗତ ୱାର୍ଡ ନଂ-୨୮, ବାଗ୍‌ଡିହା କରତବସା ଅଞ୍ଚଳରେ। ନିକଟରେ ଥିବା…
ଅଧିକ ଖବର ଦେଖନ୍ତୁ...

ଲୋକସଭା ଟିକେଟ୍‌ ପାଇଁ ୫ କ‌ୋଟି ଟଙ୍କା! ‘ଆର୍‌ଜେଡି’ର ତେଜସ୍ବୀ ଯାଦବ ଏବଂ ଅନ୍ୟ ୫ଜଣଙ୍କ ନାଁରେ ‘ଏଫ୍‌ଆଇଆର୍’ ଲାଗି…

ପାଟନା: ୨୦୧୯ ନିର୍ବାଚନ ସମୟରେ ଲୋକସଭା ଟିକେଟ୍‌ ଲାଗି ୫ କୋଟି ଟଙ୍କା ଗ୍ରହଣ କରିଥିବା ଅଭିଯୋଗରେ ‘ଆର୍‌ଜେଡି’ ନେତା ତେଜସ୍ବୀ ଯାଦବ ଏବଂ ମିସା ଭାରତୀଙ୍କ ସମେତ ୬ଜଣଙ୍କ ନାମରେ ‘ଏଫ୍‌ଆଇଆର୍‌’ ରେଜିଷ୍ଟ୍ରି କରିବା ପାଇଁ ପାଟନାର ଏକ ଅଦାଲତ ଆଦେଶ ଦେଇଛନ୍ତି। କଂଗ୍ରେସ ନେତା ସଞ୍ଜୀବ…
ଅଧିକ ଖବର ଦେଖନ୍ତୁ...

ପୁଣି ହତାଦର ଶିଶୁକନ୍ୟା

ବାରିପଦା: ପୁଣି ଶିଶୁ କନ୍ୟାଙ୍କୁ ହତାଦର କରାଯିବା ଭଳି ବିକଳ ଚିତ୍ର ସାମ୍ନାକୁ ଆସିଛି। ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମରୁ ଉଦ୍ଧାର ହୋଇଥିବା ୭ ଦିନର ଏକ ଅଜଣା ଶିଶୁ କନ୍ୟାଙ୍କୁ ବାରିପଦାସ୍ଥିତ ପିଆରଏମ ହସ୍‌ପିଟାଲର ଶିଶୁ ବିଭାଗରେ ଭର୍ତ୍ତି କରାଯାଇଛି।…
ଅଧିକ ଖବର ଦେଖନ୍ତୁ...