Daily Archives

September 20, 2021

ଶିକ୍ଷକ ସଂଘ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ମଧ୍ୟରେ ଆଲୋଚନା

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀଙ୍କ ସମସ୍ୟା ନେଇ ଆଜି ଓଷ୍ଟା ଖୋର୍ଦ୍ଧା ଜିଲ୍ଲା ଶାଖାର କର୍ମକର୍ତାଙ୍କ ସହ ଜିଲ୍ଲା ଶିକ୍ଷାଧିକାରୀ ବନ୍ଦନା ମହାପାତ୍ରଙ୍କ ମଧ୍ୟରେ ଆଲୋଚନା ହୋଇଛି । ଜିଲ୍ଲାର ଶିକ୍ଷକଙ୍କ ସମସ୍ୟା ସମାଧାନ ଦିଗରେ ଜିଲ୍ଲା ଶିକ୍ଷାଧିକାରୀଙ୍କ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ ପୌରପାଳିକାରେ ବସିବ ଜଳବିଶୋଧନ ପ୍ଲାଣ୍ଟ: ଶେଷ ହୋଇଛି ଜାଗା ଚିହ୍ନଟ, ବ୍ୟୟବରାଦ ୨୦ ଲକ୍ଷ

କୋରାପୁଟ: କୋରାପୁଟ ପୌରପାଳିକାବାସୀ ପାଇବେ ବିଶୁଦ୍ଧ ଜଳ। କୋଲାବ ଜଳଭଣ୍ଡାର ଉପରେ ଆଉ ସେତେଟା ନିର୍ଭର କରିବାକୁ ପଡିବନାହିଁ। ଖରାଦିନେ ହେଉଥିବା ଜଳ ସମସ୍ୟାର ସମାଧାନ ହେବ। ବ୍ୟବହାର ହୋଇଥିବା ମଇଳା ଜଳକୁ ପୁଣି ଥରେ ବିଶୋଧନ କରାଯିବ। କୋରାପୁଟ ପୌରପାଳିକାର ୨୧ଟି ୱାର୍ଡରେ…
ଅଧିକ ଖବର ଦେଖନ୍ତୁ...

ବିବାହ ଭାଙ୍ଗିବା ଉଦ୍ଦେଶ୍ୟରେ ଯୁବତୀଙ୍କ ଫଟୋ ଭାଇରାଲ କଲେ ଦୁଇ ଯୁବକ

ବାରିପଦା: ଜନୈକା ଯୁବତୀଙ୍କ ଫଟୋକୁ ନିଜ ଫେସବୁକରେ ସେୟାର୍ କରି ବନ୍ଧା ହୋଇଛନ୍ତି ଦୁଇ ଯୁବକ। ଯୁବତୀଙ୍କ ବିନା ଅନୁମତିରେ ତାଙ୍କ ବିବାହ ଭାଙ୍ଗିବା ଉଦ୍ଦେଶ୍ୟରେ ଏପରି କରାଯାଇଥିବା ଯୁବତୀ ଜଣଙ୍କ ବାରିପଦା ଟାଉନ୍ ଥାନାରେ ଅଭିଯୋଗ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ଗିରଫ ଦୁଇ…
ଅଧିକ ଖବର ଦେଖନ୍ତୁ...

ବାଲ୍ୟ ବିବାହକୁ ରୋକିଲା ଚାଇଲ୍ଡ ଲାଇନ୍ ଟିମ୍

ଖୋର୍ଦ୍ଧା: ଆଜି ଜଟଣୀ ସିଡିପିଓ, ଖୋର୍ଦ୍ଧା ଚାଇଲ୍ଡ ଲାଇନ୍ ଟିମ୍ ଓ ପୁଲିସର ମିଳିତ ଚଢ଼ାଉରେ ଜଟଣୀରେ ହେଉଥିବା ଏକ ବାଲ୍ୟ ବିବାହକୁ ବନ୍ଦ କରାଯାଇଛି। ଉଭୟ ବର ଓ କନ୍ୟା ନାବାଳକ ହୋଇଥିବାରୁ ଉଭୟଙ୍କୁ ବାଳାଶ୍ରମ ପଠାଇ ଦିଆଯାଇଛି। ସୂଚନାନୁସାରେ, ଜଟଣୀର ବିଡିଏ କଲୋନୀରେ ଆଠଗଡ଼ର ଜଣେ ୧୬ ବର୍ଷୀୟ…
ଅଧିକ ଖବର ଦେଖନ୍ତୁ...

ଜୟପୁର ସହରରେ ଧଳାଜହର କାରବାର: ୨.୭୧ଗ୍ରାମ ବ୍ରାଉନସୁଗର ଜବତ, ୩ ଗିରଫ 

ଜୟପୁର: ଗଞ୍ଜେଇ କାରାବାର ପରେ ଜୟପୁର ସହରରେ ବ୍ରାଉନସୁଗାର (ଧଳା ଜହର) ବେପାର ରାକେଟ୍ ଚାଲିଛି। ବହୁମାତ୍ରାରେ ଛାତ୍ର ଓ ଯୁବବର୍ଗ ସାମିଲ ରହିଛନ୍ତି। ଜୟପୁର ସହରର ବ୍ରାଉନସୁଗର କାରବାର ପ୍ରଥମ ଥର ପାଇଁ ପର୍ଦ୍ଦାଫାସ ହୋଇଛି। ଯେଉଁଥିରେ ଟାଉନ ପୁଲିସ ୨.୭୧ ଗ୍ରାମ ବ୍ରାଉନସୁଗର ଜବତ ସହ ୩ ଜଣ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷା ଫଳ : ଗୃହବିଜ୍ଞାନରେ ଟପର ହେଲେ ମାନସା, ୩ୟରେ ପ୍ରିୟଙ୍କା, ୫ମରେ…

ଜୟପୁର : ସଦ୍ୟ ପ୍ରକାଶିତ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷା ଫଳରେ ଗୃହବିଞାନରେ ବିଶ୍ବବିଦ୍ୟାଳୟସ୍ତରରେ ଟପର ହୋଇଛନ୍ତି ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟର ୩ଜଣ ଛାତ୍ରୀ। ମେଧା ତାଲିକାରେ ୧୨୧୯ମାର୍କ ଆଣି ୧ମ ସ୍ଥାନରେ ରହିଛନ୍ତି ମାନସା ପଟ୍ଟନାୟକ। ସେଭଳି ୧୧୭୮ମାର୍କ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାରେ ୧୨୫୩.୨୯ ହେକ୍ଟର ଚାଷ ଜମି ପ୍ରଭାବିତ, ୫୮ ଲକ୍ଷ ୯୭ହଜାରରୁ ଅଧିକ ଇନପୁଟ ସବସିଡ୍ ମଗାଗଲା

ବାରିପଦା: ଚଳିତ ଲଘୁଚାପଜନିତ ବର୍ଷାରେ ମୟୂରଭଞ୍ଜରେ ପ୍ରାଥମିକ ଆକଳନ ଅନୁଯାୟୀ ୧୨୫୩.୨୯ ହେକ୍ଟର ଚାଷ ଜମି କ୍ଷତି ହୋଇଛି। ଏନେଇ ହୋଇଥିବା କ୍ଷୟକ୍ଷତି ଭରଣା ନିମନ୍ତେ ଜିଲ୍ଲାପାଇଁ ୫୮ଲକ୍ଷ ୯୭ ହଜାର ୫୭୨ ଟଙ୍କାର ଇନପୁଟ ସବସିଡ୍ ମଗାଯାଇଛି। ଧାନ ଏବଂ ଅଣଧାନକୁ ମିଶାଇ ଏହି କ୍ଷୟକ୍ଷତି…
ଅଧିକ ଖବର ଦେଖନ୍ତୁ...

୫୫୦୦ ଟଙ୍କା କାଠ କାରିଗରଙ୍କୁ ଫେରାଇଲେ ରାଜମିସ୍ତ୍ରୀ

ବାଲିଅନ୍ତା:ଜଣେ ରାଜମିସ୍ତ୍ରୀ ପାଇଥିବା ୫ ହଜାର ୫୦୦ ଟଙ୍କା କାଠ କାରିଗରଙ୍କୁ ଫେରାଇ ନିଜର ମହାନତାର ପ୍ରମାଣ ଦେଖାଇଛନ୍ତି। ଖବର ନେବାରେ ଜଣାପଡ଼ିଛି ଯେ, ସ୍ଥାନୀୟ ପ୍ରତାପଶାସନ ପଞ୍ଚାୟତ ଅଧୀନ ଚାରିମାଣିଆ ଗ୍ରାମର ବଳରାମ ସାହୁ ନାମକ ଜଣେ କାଠମିସ୍ତ୍ରୀଙ୍କର ଗତ ସପ୍ତାହରେ ଗ୍ରାମ ଗୋପୀନାଥ…
ଅଧିକ ଖବର ଦେଖନ୍ତୁ...

ଶ୍ରେଣୀରେ ଛାତ୍ରଙ୍କୁ ତାଗିଦ ମହଙ୍ଗା ପଡ଼ିଲା; ଶିକ୍ଷକଙ୍କୁ ଲୁହା ରଡରେ ପିଟିଲା ଛାତ୍ର

ନୂଆଦିଲ୍ଲୀ: ଦିଲ୍ଲୀର ରଣହୋଲା ଥାନା ଅଞ୍ଚଳରେ ଥିବା ବଏଜ ସିନିୟର ସେକେଣ୍ଡାରି ସରକାରୀ ସ୍କୁଲର ଜଣେ ଛାତ୍ର ଶିକ୍ଷକଙ୍କ ଉପରେ ଏକ ଲୁହାରଡରେ ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି। ଛାତ୍ରର ଏଭଳି ଆକ୍ରମଣରେ ଶିକ୍ଷକ ଜଣକ ଗୁରୁତର ହୋଇଥିବା ଜଣାପଡ଼ିଛି। ସ୍କୁଲର ଅଭିଯୋଗ ପରେ ଏହି…
ଅଧିକ ଖବର ଦେଖନ୍ତୁ...

ଓସିସିଏଲ୍ ବରିଷ୍ଠ ପ୍ରବନ୍ଧକଙ୍କ ଘରେ ଭିଜିଲାନସ୍‌ ଚଢ଼ଉ, ଦୁଇ କୋଟିରୁ ଊର୍ଦ୍ଧ୍ବ ସଂପତ୍ତି ଠାବ

ସମ୍ବଲପୁର : ଭିଜିଲାନସ୍ ଜାଲରେ ପଡ଼ିଛନ୍ତି ଆଉ ଜଣେ କୋଟିପତି ଅଧିକାରୀ। ଆୟବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ୍(ଓସିସିଏଲ୍‌)ର ବରିଷ୍ଠ ପ୍ରବନ୍ଧକ ରଂଜନ କୁମାର ଡାଂଗଙ୍କ ବାସଭବନ ସମେତ ୩ଟି ଜାଗାରେ ଭିଜିଲାନସ୍‌ ଚଢ଼ଉ କରିଥିଲା। ଆଜି ସନ୍ଧ୍ୟା ସୁଦ୍ଧା ୨.୨୭…
ଅଧିକ ଖବର ଦେଖନ୍ତୁ...