Daily Archives

September 21, 2021

ଆଇପିଏଲ-୨୦୨୧: ପଞ୍ଜାବକୁ ୨ରନ୍‌ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ

ଦୁବାଇ : ଦୁବାଇ ଇଣ୍ଟରନାସନାଲ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୧ର ୩୨ତମ ମ୍ୟାଚରେ ପଞ୍ଜାବକୁ ୨ରନ୍‌ରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ । ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୧୮୫ ରନ କରିଥିଲା । ଦ୍ବିତୀୟ ପାଳିରେ ପଞ୍ଜାବ ୧୮୬ ରନ୍‌ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୪ ୱିକେଟ ହରାଇ…
ଅଧିକ ଖବର ଦେଖନ୍ତୁ...

ସ୍ବାଭିମାନ ଅଂଚଳରେ ପିଲାଙ୍କ ଘୋଡାଦୌଡ ପ୍ରତିଯୋଗିତା

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳରେ ଧିରେ ଧିରେ ବିକାଶ ଛୁଇଁ ଥିବା ବେଳେ ରାସ୍ତା,ପାନୀୟ ଜଳ ସାଙ୍ଗକୁ ମୋବାଇଲ ନେଟଵର୍କ ମଧ୍ୟ ପହଞ୍ଚିବାରେ ଲାଗିଛି।ତେବେ ସ୍ବାଭିମାନ ଅଂଚଳରେ ନିର୍ମାଣ ହୋଇଥିବା ନୂତନ ରାସ୍ତାରେ କିଛି ୮ରୁ ୧୨ ବର୍ଷରୁ ପିଲମାନେ ଘୋଡାରେ ବସି ଦୌଡ…
ଅଧିକ ଖବର ଦେଖନ୍ତୁ...

ପାର୍ବଣ ଓ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ପୁଲିସର ପାଗଭିଡା, ବଟି ମାଗୁଥିବା ଦାଦାମାନଙ୍କୁ ଜଗିବ

ଭଞ୍ଜନଗର: ଆଗକୁ ଆସୁଛି ପାର୍ବଣ ଋତୁ। ଏହି ସମୟରେ ଅପରାଧକୁ ନିୟନ୍ତ୍ରଣ କରିବା ସହ ନିର୍ବାଚନ ପୂର୍ବରୁ ଗ୍ରାମାଞ୍ଚଳ ଗୁଡ଼ିକରେ ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରିବା ନିମନ୍ତେ ପୁଲିସ ପକ୍ଷରୁ ପାଗଭିଡ଼ା ଆରମ୍ଭ ହୋଇଛି। ଏବେଠାରୁ ହିଁ ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରି ଅପରାଧୀକ କାର୍ଯ୍ୟକଳାପକୁ…
ଅଧିକ ଖବର ଦେଖନ୍ତୁ...

ଯୁବକ ଏକଯୁଟ ହେଲେ, ଗାଁ ରାସ୍ତା ସଫା କଲେ

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ଜରିପୁଟ ଗାଁର ଯୁବକମାନେ ଏକଯୁଟ ହୋଇ ୧୬ ନମ୍ବର ଜାତୀୟ ରାଜପଥ ଠାରୁ ଗାଁ ପର୍ଯ୍ୟନ୍ତ ଯାଇଥିବା ରାସ୍ତାକୁ ସଫା କରିଛନ୍ତି । ୧୬ ନମ୍ବର ଜାତୀୟ ରାଜପଥ ଠାରୁ ଜରିପୁଟ ମଧ୍ୟରେ ଖୋର୍ଦ୍ଧା ରେଳଷ୍ଟେସନ, ପ୍ରସିଦ୍ଧ ସଙ୍କଟମୋଚନ ହନୁମାନ ମନ୍ଦିର ଆଦି ରହିଛି । ଏହି…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କ ବଦାନ୍ୟତା: ରାତିରେ ଆସି ରକ୍ତଦାନ କରି ଦୁଇ ଗର୍ଭବତୀଙ୍କ ଜୀବନ ବଂଚାଇଲେ 

ଜୟପୁର: ଅତି ଗମ୍ଭୀର ସ୍ଥିତିରେ ରହିଛି ଜୟପୁର ରକ୍ତଭଣ୍ଡାର। କୌଣସି ବର୍ଗର ଗୋଟିଏ ବି ୟୁନିଟ୍ ରକ୍ତ ଏବେ ରକ୍ତଭଣ୍ଡାରରେ ନାହିଁ। ଜରୁରୀ ସମୟରେ ରୋଗୀଙ୍କ ସଂପର୍କୀୟ ମାନଙ୍କୁ ହନ୍ତସନ୍ତ ହେବାକୁ ପଢ଼ୁଛି। ରକ୍ତଭଣ୍ଡାରରେ ରକ୍ତ ନଥିବାରୁ ଜରୁରୀ ରୋଗୀଙ୍କୁ ବି ଗୋଟିଏ ୟୁନିଟ୍ବି ଯୋଗାଇ…
ଅଧିକ ଖବର ଦେଖନ୍ତୁ...

ଟିକାଦାନକୁ ନେଇ ଜିଲ୍ଲାରେ ବଢ଼ୁଛି ସମସ୍ୟା: ଟିକାଦାନ କେନ୍ଦ୍ରରେ ନାହିଁନଥିବା ଭିଡ଼, ଆବଶ୍ୟକତାଠାରୁ ଯୋଗାଣ କମ୍‌

ବାରିପଦା : ବାରିପଦାରେ ଟିକାକରଣକୁ ନେଇ ବଢ଼ୁଛି ସମସ୍ୟା। ଟୀକାଦାନ କେନ୍ଦ୍ରରେ ଅସମ୍ଭବ ଭିଡ଼ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛି। ଏପରିକି ମହାମାରୀରୁ ରକ୍ଷା ପାଇବାକୁ ଆସି କରୋନାର ଶିକାର ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗତ କିଛି ଦିନ ଧରି ଏପରି ସମସ୍ୟା ଲାଗରହିଥିବା ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ରୋହିତ ଶର୍ମାଙ୍କ ଫଟୋକୁ ନିଜ ମନିପର୍ସରେ ରଖୁଥିବା ଏହି ଯୁବକ ହୋଇପାରନ୍ତି କେବିସି-୧୩ର ଦ୍ଵିତୀୟ କୋଟିପତି

ମୁମ୍ବାଇ: ମଧ୍ୟପ୍ରଦେଶର ପ୍ରଂଶୁ ତ୍ରିପାଠୀ କୌନ ବନେଗା କରୋଡ଼ପତି ସିଜିନ ୧୩ର ଦ୍ୱିତୀୟ କୋଟିପତି ହୋଇପାରନ୍ତି | ସୋନି ଟିଭି ପକ୍ଷରୁ ପ୍ରସାରିତ ହୋଇଥିବା ପ୍ରୋମୋରେ ସେ ୧ କୋଟି ଟଙ୍କା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରୁଥିବା ନଜର ଆସିଛନ୍ତି। ପ୍ରଂଶୁ ତ୍ରିପାଠୀ ଜଣେ…
ଅଧିକ ଖବର ଦେଖନ୍ତୁ...

ସ୍ବାମୀଙ୍କୁ ପ୍ରୋଟିନ ପାଉଡରରେ ବିଷ ମିଶାଇ ଦେଉଥିଲା ସ୍ତ୍ରୀ, ହେଲା ଏଭଳି ଅବସ୍ଥା!

ନୂଆଦିଲ୍ଲୀ: ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ସମ୍ପର୍କ ବିଶ୍ବାସ ଓ ସ୍ନେହର ହୋଇଥାଏ। କିନ୍ତୁ ଯେତେବେଳେ ବିଶ୍ବାସ ଭାଙ୍ଗି ଯାଇଥାଏ ସେତେବେଳେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ। ଆମେରିକାରେ ବସବାସ କରୁଥିବା ଦମ୍ପତ୍ତିଙ୍କ ସହିତ ଏମିତି କିଛି ଘଟଣା ଘଟିଛି। ସେଠାରେ ଜଣେ ମହିଳା ନିଜର…
ଅଧିକ ଖବର ଦେଖନ୍ତୁ...

ଅଜଣା ରୋଗରେ ଦୁଇ ଶିଶୁଙ୍କ ମୃତ୍ୟୁ; ଆମ୍ବୁଲାନ୍ସ ଆସିଲାନି, ମା’- ଝିଅଙ୍କୁ ଅଟୋରେ ଡାକ୍ତରଖାନାକୁ ପଠାଗଲା

ବଣାଇଗଡ଼: ମଙ୍ଗଳବାର ଆଦିବାସୀ ଅଧ୍ୟୁଷିତ ଲହୁଣିପଡ଼ା ବ୍ଲକ୍‌ର ଶସ୍ୟକଳା ପଞ୍ଚ‌ାୟତର ଦମାଳୁ ସ୍କୁଲ ବସ୍ତିରେ ରହୁଥିବା ଜନୈକା ବିଧବା ମହିଳାଙ୍କ ଦୁଇ ଶିଶୁଙ୍କର ଅଜଣା ରୋଗରେ ମୃତ୍ୟୁ ହୋଇଛି। ତେବେ ଏଥିରେ ବିଧବା ମହିଳାଙ୍କ ସମେତ ତାଙ୍କ ଅନ୍ୟ ଏକ ଦେଢ ବର୍ଷର ଶିଶୁ କନ୍ୟା ଗୁରୁତର ହେବା ପରେ…
ଅଧିକ ଖବର ଦେଖନ୍ତୁ...

ଜନନୀ ଯନ୍ତ୍ରଣା: ଗର୍ଭବତୀଙ୍କୁ ଷ୍ଟ୍ରେଚର୍‌ରେ ୩ କିଲୋମିଟର ବୋହିଲେ ଫାର୍ମାସିଷ୍ଟ୍ 

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ୍ ଶିଙ୍କୁଲିପଦର ପଞ୍ଚାୟତ ଓଲଣ୍ତା ଗ୍ରାମକୁ ଭଲ ରାସ୍ତା ନାହିଁ। ଫଳରେ ୧୦୮ ଆମ୍ବୁଲାନ୍ସ୍ ଗାଁ ଭିତରକୁ ଯାଇ ନପାରି ୩ କିଲୋମିଟର ଦୂରରେ ଅଟକିଥିଲା। ଶେଷରେ ଦାୟିତ୍ବରେ ଥିବା ଫାର୍ମାସିଷ୍ଟ୍ ବିଦ୍ୟାଧର ସାହୁଙ୍କ ଉଦ୍ୟମରେ ଏବ˚ ଗ୍ରାମବାସୀଙ୍କ ସହଯୋଗରେ…
ଅଧିକ ଖବର ଦେଖନ୍ତୁ...