Daily Archives

September 21, 2021

ବର୍ଷାରେ ଫୁଲ ହେବାରେ ଲାଗିଛି ଜଳ ଭଣ୍ଡାର, ଡ଼ହ ଜଳଭଣ୍ଡାରରୁ ଛଡା ଗଲା ପାଣି

ଭଞ୍ଜନଗର: ଲଗାଣ ବର୍ଷା ପରେ ମଧ୍ୟ ନିୟମିତ ବର୍ଷା ଲାଗି ରହିଥିବାରୁ ଜଳଭଣ୍ଡାର ଗୁଡ଼ିକ ଭରି ହେବାରେ ଲାଗିଛି। ବିଶେଷ କରି ଡହ ଜଳଭଣ୍ଡାର ପୂର୍ଣ୍ଣ ହୋଇ ପଡ଼ିଥିବାରୁ ଆଜି ଜଳଭଣ୍ଡାରରୁ ଦୁଇଟି କେନାଲ୍ ଦେଇ ପାଣି ନିଷ୍କାସନ କରାଯାଇଛି। ଭଞ୍ଜନଗର ଜଳସେଚନ ଡ଼ିଭାଜନ ଅଧୀନରେ ଥିବା ଡହ ଜଳଭଣ୍ଡାରର…
ଅଧିକ ଖବର ଦେଖନ୍ତୁ...

ଦେଶୀ ବନ୍ଧୁକ ତିଆରି ଆଡ଼ା ଠାବ, ମହିଳାଙ୍କ ସମେତ ୨ ଅଟକ

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଟାମ୍ପରଗଡ଼ ବାସୁପାଲି ଅଞ୍ଚଳରେ ତିଆରି ଚାଲିଥିଲା ଦେଶୀ ବନ୍ଧୁକ। ବରାଦ ମୁତାବକ ତିଆରି ହୋଇ ବିକ୍ରି ଚାଲିଥିଲା। ଏହି ଏମିତି ଏକ ଆଡ଼ାକୁ ଠାବ କରିଛି ଯୁଯୁମୁରା ପୁଲିସ। ବିଶେଷ ସୂତ୍ରରୁ ସୂଚନା ପାଇ ମଙ୍ଗଳବାର ପୁଲିସ ଘଟଣାସ୍ଥଳରେ ଚଢ଼ଉ କରି ଜଣେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବାପା ମାଆଙ୍କର ପରାମର୍ଶ ନିଅନ୍ତୁ, ଭଲ ହେବ। ନୂଆ କାମ ଆରମ୍ଭ କଲେ ଭବିଷ୍ୟତରେ ଲାଭ ପାଇବେ। ଆପଣଙ୍କର ଆତ୍ମବିଶ୍ବାସ ଦେଖି କର୍ତ୍ତୃପକ୍ଷ ଖୁସି ହେବେ। ବୃଷ: ଟ୍ରାଭେଲ ଏଜେନ୍ସି ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ଅଚାନକ ଧନଲାଭ ହେବ। ରାଜନୀତିରେ ସଫଳତା ପାଇବେ। ଖାଦ୍ୟ ପାନୀୟ ପ୍ରତି…
ଅଧିକ ଖବର ଦେଖନ୍ତୁ...

୧୪୫ କିଲୋ ଗଂଜେଇ ଜବତ, ଜଣେ ଗିରଫ

ମାଲକାନଗିରି: ମାଲକାନଗିରି ପୁଲିସ ଗଂଜେଇ ଧରିବାରେ ସଫଳତା ହାସଲ କରି ଚାଲିଥିବା ବେଳେ ଅବକାରୀ ବିଭାଗ ମଧ୍ୟ ପଛରେ ନାହିଁ। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଅବକାରୀ ଅଧିକ୍ଷକ ଅରୁଣ ତ୍ରିପାଠୀଙ୍କ ନିର୍ଦେଶକ୍ରମେ ଏସଆଇ ପ୍ରଭାକର ସେଠୀଙ୍କ ନେତୃତ୍ବରେ ଏକ ଟିମ୍‌ ଅର୍କେଲ ଥାନା ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ନିଜ ଆୟଠୁ ୧୬୬% ଅଧିକ ସମ୍ପତ୍ତି, ଜେଲ୍‌ ଗଲେ ଓସିସିଏଲ୍‌ ଅଧିକାରୀ ରଂଜନ ଡାଙ୍ଗ୍‌

ସମ୍ବଲପୁର: ଆୟ ବହିର୍ଭୁତ ସମ୍ପତ୍ତି ରଖିବା ମାମଲାରେ ଓଡ଼ିଶା କନ୍‌ଷ୍ଟ୍ରକ୍‌ସନ କମ୍ପାନି ଲିମିଟେଡ୍ (ଓସିସିଏଲ୍‌), ସମ୍ବଲପୁରର ବରିଷ୍ଠ ପ୍ରବନ୍ଧକ ରଂଜନ କୁମାର ଡାଙ୍ଗ୍‌ଙ୍କୁ ‌ମଙ୍ଗଳବାର ଭିଜିଲାନ୍‌ସ ପକ୍ଷରୁ ଗିରଫ୍ କରାଯାଇଛି। ଶ୍ରୀ ଡାଙ୍ଗଙ୍କ ମାଲିକାନାରେ ତାଙ୍କ ଆୟଠାରୁ ୧ କୋଟି ୬୩…
ଅଧିକ ଖବର ଦେଖନ୍ତୁ...

ଜଣେ ମହିଳାଙ୍କ ସହ ଭିଡିଓ କରି ଭାଇରାଲ କରିଥାନ୍ତେ ଶିଷ୍ୟ: ସୁଇସାଇଡ ନୋଟରେ କିଛି ଏଭଳି ଲେଖିଛନ୍ତି ମହନ୍ତ ନରେନ୍ଦ୍ର…

ପ୍ରୟାଗରାଜ: ସୋମବାର ସନ୍ଦେହଜନକ ସ୍ଥିତିରେ ଆଖଡା ପରିଷଦର ସଭାପତି ନରେନ୍ଦ୍ର ଗିରିଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ତଦନ୍ତ ବେଳେ ପୁଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ ଜବତ କରିଥିଲା । ପ୍ରାରମ୍ଭିକ ଅନୁସନ୍ଧାନରେ ପୁଲିସ ଏହାକୁ ଆତ୍ମହତ୍ୟା ମାମଲା ବୋଲି କହିଛି। ପୁଲିସ ଘଟଣାସ୍ଥଳରୁ ୮…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ପଞ୍ଜାବ ଆଗରେ ୧୮୬ରନର ବିଜୟ ଲକ୍ଷ୍ୟ ରଖିଲା ରାଜସ୍ଥାନ

ଦୁବାଇ : ଦୁବାଇ ଇଣ୍ଟରନାସନାଲ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୧ର ୩୨ତମ ମ୍ୟାଚରେ ପଞ୍ଜାବ ଆଗରେ  ୧୮୬ ରନର ବିଜୟ ଲକ୍ଷ୍ୟ ରଖିଛି ରାଜସ୍ଥାନ । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୧୮୫ ରନ କରିଥିଲା । ଆଜି ପଞ୍ଜାବ ଟସ ଜିତି ରାଜସ୍ଥାନକୁ ପ୍ରଥମେ ବ୍ୟାଟିଂ…
ଅଧିକ ଖବର ଦେଖନ୍ତୁ...

ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ବାରିପଦା: ଘରେ ପଶି ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ବାରିପଦା ଟାଉନ୍ ଥାନା ପୁଲିସ୍ ଅଭିଯୁକ୍ତ ବାସୁ ଟୁଡୁ(୨୯)କୁ ଗିରଫ କରି କୋର୍ଟ ଚାଲଣ କରିଛି। ବାରିପଦା ସଦର ଥାନା ଅନ୍ତର୍ଗତ ଶିକାରୀଘାଟି ଅଞ୍ଚଳର ଅଭିଯୁକ୍ତ ଜଣଙ୍କ ପୂର୍ବରୁ ପିଡ଼ୀତାଙ୍କୁ ଜାଣିଥିବା ସୂଚନା ମିଳିଛି।…
ଅଧିକ ଖବର ଦେଖନ୍ତୁ...

ଏୟାର ମାର୍ସାଲ ଭିଆର ଚୌଧୁରୀ ହେବେ ଭାରତୀୟ ବାୟୁସେନାର ନୂଆ ମୁଖ୍ୟ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଏୟାର ମାର୍ସାଲ ଭି.ଆର.ଚୌଧୁରୀଙ୍କୁ ଭାରତୀୟ ବାୟୁସେନାର ନୂଆ ମୁଖ୍ୟ ନିଯୁକ୍ତ କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୩୦ରେ ବର୍ତ୍ତମାନର ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ସାଲ ଆରକେଏସ୍ ଭାଦୁରିଆ ଅବସର ଗ୍ରହଣ କରିବା ପରେ ସେ ଦାୟିତ୍ବ ଗ୍ରହଣ କରିବେ । ସେ ଏବେ…
ଅଧିକ ଖବର ଦେଖନ୍ତୁ...

ବାଘ ଚମଡ଼ା ରାକେଟ୍‌ରେ ସାମିଲ ବରିଷ୍ଠ ବନ ଅଧିକାରୀଙ୍କ ପୁଅ, ଫେରାର୍ ଶିକାରୀ ଗିରଫ

ବାରିପଦା: ବାଘ ଚମଡ଼ା ରାକେଟ୍‌ରେ ସଂପୃକ୍ତ ବନ ବିଭାଗର ଜନୈକ ବରିଷ୍ଠ ଅଧିକାରୀଙ୍କ ପୁଅ। ଗତକାଲି ବାରିପଦାରେ ଗିରଫ ହୋଇଥିବା ଇଞ୍ଜିନିୟରିଂ ଛାତ୍ର ଜଣ ବିକାଶ ବିନୟ ସିଂ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାକୁ ବଦଳି ହୋଇ ଆସିଥିବା ଜଣେ ବରିଷ୍ଠ ବନ ଅଧିକାରୀଙ୍କ ପୁଅ। ବିକାଶଙ୍କ…
ଅଧିକ ଖବର ଦେଖନ୍ତୁ...