Daily Archives

September 22, 2021

ନ୍ୟାୟାଳୟଙ୍କ ହସ୍ତକ୍ଷେପ: ଚର୍ଚ୍ଚିତ ଭୋଜପୁର ବାଲିଘାଟ ପାଇଁ ନୂଆ ଟେଣ୍ଡର

ସୁନ୍ଦରଗଡ଼/ସବଡେଗା: ଶେଷକୁ ଉଚ୍ଚ ନ୍ୟାୟାଳୟଙ୍କ ହସ୍ତକ୍ଷେପ ପରେ ଚର୍ଚ୍ଚିତ ଭୋଜପୁର ବାଲିଘାଟ ପାଇଁ ନୂଆ ଟେଣ୍ଡର ଡକାଯାଇଛି। ଯଶୋବନ୍ତ ସାହୁ ନାମକ ଜଣେ ଠିକାଦାର ବାଲିଘାଟ ଠିକା ପାଇଛନ୍ତି। ଟେଣ୍ଡର ନିୟମର ଖୋଲା ଉଲ୍ଲଂଘନ ପୂର୍ବକ ସବଡେଗା ତହସିଲଦାର ଚନ୍ଦ୍ରଗୁପ୍ତ ସାହୁ ନାମକ ଜଣେ…
ଅଧିକ ଖବର ଦେଖନ୍ତୁ...

ନକ୍ସଲଙ୍କ ସ୍ଥାପନା ଦିବସ: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ହାଇଆଲର୍ଟ, ଏକ୍ସପ୍ରେସ୍‌ ଆଗରେ ଯାଉଛି ମାଲଗାଡି

ରାଉରକେଲା: ଆଗାମୀ ୨୭ ତାରିଖ ପର୍ଯ୍ୟନ୍ତ ସ୍ଥାପନା ଦିବସ ପାଳନ କରୁଛନ୍ତି ନକ୍ସଲ ସଙ୍ଗଠନଗୁଡ଼ିକ ପକ୍ଷରୁ ଘୋଷଣା କରାଯାଇଛି। ନକ୍ସଲ ସଙ୍ଗଠନଗୁଡ଼ିକର ସମ୍ଭାବ୍ୟ ଅଘଟଣକୁ ଦୃଷ୍ଟିରେ ରଖି ଦକ୍ଷିଣପୂର୍ବ ରେଳବାଇ ଚକ୍ରଧରପୁର ମଣ୍ଡଳ ପକ୍ଷରୁ ହାୱଡା-ମୁମ୍ବାଇ ମୁଖ୍ୟ ମାର୍ଗରେ ସୁରକ୍ଷା ବ୍ୟବସ୍ଥାକୁ…
ଅଧିକ ଖବର ଦେଖନ୍ତୁ...

ଆଶା ଦେଖାଇ ୧୦ଲକ୍ଷ ଟଙ୍କା ଲୁଟି ନେଇଛି ଆଶା ଇନଫ୍ରା

କୋରାପୁଟ : କୋରାପୁଟ ଜିଲ୍ଲା କୁନ୍ଦୁରାବ୍ଲକରୁ ଆଶା ଦେଖାଇ ୧୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ଏଜେଣ୍ଟ ମାଧ୍ୟମରେ ଲୁଟି ନେଇଛି ଭୁବନେଶ୍ବରର ଆଶା ଇନଫ୍ରା ଓ ଡେଭଲପର୍ସ ପ୍ରାଇଭେଟ ଲିମିଟେଡ୍‌ ନାମକ ଏକ  ଚିଟଫଣ୍ଡ ସଂସ୍ଥା। ଦୀର୍ଘ ୧୦ ବର୍ଷ ହେଲା ଏହି ଚିଟଫଣ୍ଡ ସଂସ୍ଥା କୁନ୍ଦୁରା ବ୍ଲକର…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲର ୩୩ତମ ମ୍ୟାଚରେ ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମ ପାଳି‌ରେ ହାଇଦ୍ରାବାଦ ୨୦ ଓଭରରେ ୯ ୱିକେଟ ହରାଇ ୧୩୪ ରନ୍‌ କରିବାରେ ସକ୍ଷମ ହୋଇଥିଲା । ଜବାବରେ ଦିଲ୍ଲୀ ୧୩୫ ରନ୍‌ର ବିଜୟ…
ଅଧିକ ଖବର ଦେଖନ୍ତୁ...

ରଣକ୍ଷେତ୍ର ପାଲଟିଲା ଜନଶୁଣାଣି ମଞ୍ଚ, ସଭାସ୍ଥଳୀ ଭାଙ୍ଗିଲେ ଅଣପ୍ରଭାବିତ ଆଦିବାସୀ

କୋରାପୁଟ/ସେମିଳିଗୁଡା: କୋରାପୁଟ ପୁଲିସ ଓ ପ୍ରଶାସନର ଫେଲ ମାରିଲା ଗୁଇନ୍ଦା। ଯାହା ଆଶା କରିଥିଲେ ତାହାଠାରୁ ଅଧିକ ଅଣପ୍ରଭାବିତ ବିକ୍ଷୋଭକାରୀ ଆସି ପହଞ୍ଚିଗଲେ। ହାତରେ ଅସ୍ତ୍ରଶସ୍ତ୍ର ଧରି ଆସିଥିବାରୁ ମୁତୟନ ରହିଥିବା ପୁଲିସ ଏହାକୁ ବିରୋଧ କରିଥିଲା। ଏହାପରେ ଯାହା ହେଲା ତାହା…
ଅଧିକ ଖବର ଦେଖନ୍ତୁ...

ଚିତ୍ରକୋଣ୍ଡା ଏବଂ କଟକ ସଦର ବିଧାୟକଙ୍କ ସହଯୋଗରେ ମୃତଦେହକୁ ମିଳିଲା ଆମ୍ବୁଲାନ୍ସ

ମାଲକାନଗିରି: ଦୁଇ ବିଧାୟକଙ୍କ ତାଳମେଳ ଯୋଗୁଁ ମୃତଦେହକୁ ମିଳିଲା ଆମ୍ବୁଲାନ୍ସ | ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ବ୍ଲକର ଏମଭି-୭୨ ଗ୍ରାମର ହରଣ ସରକାର ଗୁରୁତର ଅସୁସ୍ଥ ହୋଇପଡିଥିବାରୁ ତାଙ୍କୁ କଟକସ୍ଥିତ ଆଚାର୍ଯ୍ୟ ହରିହର ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ…
ଅଧିକ ଖବର ଦେଖନ୍ତୁ...

ଆତ୍ମହତ୍ୟା ପୂର୍ବରୁ ମା’ ଦୁଇ ଝିଅଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲା, ବଡ଼ ଝିଅର ହେଲା ମୃତ୍ୟୁ

ବେଙ୍ଗାଲୁରୁ: ସୋମବାର ସନ୍ଧ୍ୟାରେ ଜଣେ ବିଧବା ମା’ ଆତ୍ମହତ୍ୟା କରିବା ପୂର୍ବରୁ ନିଜର ଦୁଇଝିଅଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥି‌ଲେ। ବଡ଼ ଝିଅକୁ ଦଉଡ଼ି ସାହାଯ୍ୟରେ ଛାତରେ ଟାଙ୍ଗି ହତ୍ୟା କରିବାକୁ ଚେଷ୍ଟା କରୁଥିବା ‌ବେଳେ ୮ବର୍ଷର ସାନ ଝିଅ କୌଶଳ କ୍ରମେ ଘରୁ ପଳାଇ ଆସିଥିଲା।  ଦିବୁର…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ସହର ରାସ୍ତାକଡ଼; ଜୀବଜନ୍ତୁଙ୍କ ପାଇଁ ପାଳଟିଛି କାଳ

ଖୋର୍ଦ୍ଧା: ଖୋର୍ଦ୍ଧା ଏସ୍‌ଡିପିଓଙ୍କ କାର୍ଯ୍ୟାଳୟ ନିକଟ ଶ୍ରୀରାମ ନଗର ରାସ୍ତାର ସନ୍ତୋଷୀ ଲେନ୍‌- ଚକ୍ଷୁ ଚିକିତ୍ସାଳୟ ଛକ ୫-୬ଟି ଗାଈ, ଷଣ୍ଢ ରାସ୍ତାକଡ଼ରେ ପଡ଼ିଥିବା ଆବର୍ଜନାରେ ଚରୁଥିଲେ। ଏହି ସମୟରେ ହଠାତ୍‌ ଏକ ୫-୬ଫୁଟ ଉଚ୍ଚର ଷଣ୍ଢଟି ସେହି ଆବର୍ଜନା ମଧ୍ୟରେ ଗଳିପଡ଼ିଲା। ଏହା ଦେଖି…
ଅଧିକ ଖବର ଦେଖନ୍ତୁ...

କେରଳରେ ପୁଣି ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଂଚଳରେ ବାହାର ରାଜ୍ୟରେ ଯାଇ କାର୍ଯ୍ୟକରୁଥିବା ଦାଦନ ଶ୍ରମିକଙ୍କ ମୃତ୍ୟୁ ଥମିବାର ନା ନେଉନି। ଆଶ୍ଚର୍ଯ୍ୟଜନକ ଭାବେ କେବଳ ଡାବୁଗାଁ ଥାନା ଅଞ୍ଚଳରୁ ଗତ ୬ ମାସ ମଧ୍ୟରେ ୭ ଦାଦନ ଶ୍ରମିକଙ୍କ ବିଭିନ୍ନ କାରଣରୁ ମୃତ୍ୟୁ ଘଟିଲାଣି। ଗତ ସୋମବାର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବାପାଙ୍କର ସ୍ନେହ ପାଇବେ। କୌଣସି କାମ‌ରେ ଆପଣଙ୍କ ସମ୍ମୁଖକୁ ବଡ଼ ଚ୍ୟାଲେଞ୍ଜ ଆସିବ। ସାମାଜିକ କାର୍ଯ୍ୟ ଲାଗି ଆପଣଙ୍କୁ ସମ୍ମାନିତ କରାଯିବ। ବୃଷ: ସଂଚାର କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। କାନୁନ ମାମଲାରେ ଆପଣଙ୍କୁ ଆରାମ ମିଳିବ। ବ୍ୟବସାୟୀ ନିଜର ଗୁରୁତ୍ବପୂର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...