Daily Archives

September 22, 2021

ଜାତିସଂଘରେ ତୁର୍କୀ କଶ୍ମୀର ପ୍ରସଙ୍ଗ ଉଠାଇବା ଜବାବରେ ସାଇପ୍ରସ ପ୍ରସଙ୍ଗ ଉଠାଇଲା ଭାରତ

ନ୍ୟୁୟର୍କ : ଜାତିସଂଘ ସାଧାରଣ ପରିଷଦ ବୈଠକରେ ତୁର୍କୀକୁ ଦୃଢ ଜବାବ ଦେଇଛି ଭାରତ । ତୁର୍କୀ ରାଷ୍ଟ୍ରପତି ରିସେପ ତାୟିବ୍ ଏର୍ଡୋଗାନ କଶ୍ମୀର ପ୍ରସଙ୍ଗ ଉଠାଇବାର କିଛି ଘଣ୍ଟା ପରେ ଭାରତ ସାଇପ୍ରସ ପ୍ରସଙ୍ଗ ଉଠାଇ ତୁର୍କୀକୁ ଘେରିଛି । ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ସାଇପ୍ରସର…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ବୁଡ଼ି ମହିଳା ମୃତ

ଲାଠିକଟା: ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ଥାନା ଅନ୍ତର୍ଗତ ବଲାଣୀ ଗ୍ରାମ ଅମାତ ଟୋଲାରେ ସବିତା ପାତ୍ର(୩୮)ଙ୍କର ପୋଖରୀରେ ବୁଡ଼ି ମୃତ ହୋଇଛି। ଆଜି ସକାଳେ ସେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲାବେଳେ ଗୋଡ଼ ଖସି ଯିବାରୁ ଗଭୀର ପାଣିରେ ବୁଡି ଯାଇଥିଲେ। ନିକଟସ୍ଥ ଲୋକେ ତାଙ୍କୁ ଉଦ୍ଧାର କରି…
ଅଧିକ ଖବର ଦେଖନ୍ତୁ...

ହାତୀ ଆକ୍ରମଣରେ ଜଣେ ଗୁରୁତର

ଦେବଗଡ଼: ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହାତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ରିଆମାଳ ବ୍ଲକ ଅନ୍ତର୍ଗତ ଖିଲେଇ ଗ୍ରାମର ଭୁବନେଶ୍ୱର ଗଡନାୟକ(୪୬) ଓ ଗ୍ରାମର କିଛି ବ୍ୟକ୍ତି ସହିତ ଆଜି ନିକଟସ୍ଥ ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିଲେ। ତେବେ ସେମାନଙ୍କୁ ଅତର୍କିତ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, କୋଭିଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ମିଳିବ ଏତିକି ଟଙ୍କାର କ୍ଷତିପୂରଣ

ନୂଆଦିଲ୍ଲୀ: କରୋନା ଯୋଗୁଁ ପ୍ରାଣ ହରାଇଥିବା ପରିବାରକୁ କ୍ଷତିପୂରଣ ହିସାବରେ ୫୦ ହଜାର ଟଙ୍କା ପ୍ରଦାନ କରାଯିବ। କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ କୋଭିଡ -୧୯ ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସମ୍ପର୍କୀୟମାନେ ୫୦,୦୦୦ ଟଙ୍କା କ୍ଷତିପୂରଣ ଭାବେ ପାଇବେ | ତେବେ…
ଅଧିକ ଖବର ଦେଖନ୍ତୁ...

ଜଣେ ଡାକ୍ତର ଥିବା ଡାକ୍ତରଖାନାରେ ଡାକ୍ତରଙ୍କ ଅନୁପସ୍ଥିତିରେ ନିର୍ଦ୍ଦିଷ୍ଟ ସେବା ଯୋଗାଇବେ ଫାର୍ମାସିଷ୍ଟ

ଭୁବନେଶ୍ୱର: ଏଣିକି ଜଣେ ଡାକ୍ତର ଥିବା ଡାକ୍ତରଖାନାରେ ଡାକ୍ତରଙ୍କ ଅନୁପସ୍ଥିତିରେ ଫାର୍ମାସିଷ୍ଟମାନେ ନିର୍ଦ୍ଦିଷ୍ଟ ଚିକିତ୍ସା ସେବା ଯୋଗାଇପାରିବେ। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଦିଲ୍ଲୀ ଆଗରେ ୧୩୫ରନର ବିଜୟ ଲକ୍ଷ୍ୟ ରଖିଲା ହାଇଦ୍ରାବାଦ

ଦୁବାଇ : ଦୁବାଇ ଇଣ୍ଟରନାସନାଲ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲର ୩୩ତମ ମ୍ୟାଚରେ ଦିଲ୍ଲୀ ଆଗରେ ୧୩୫ ରନର ବିଜୟ ଲକ୍ଷ୍ୟ ରଖିଛି ହାଇଦ୍ରାବାଦ । ଆଜି ହାଇଦ୍ରାବାଦ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ମାତ୍ର ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ ଡେଭିଡ୍ ଓ୍ବାର୍ଣ୍ଣର ଖାତା ଖୋଲିବା ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ସ୍ଲିପର କୋଚରେ ଝିଅ ସହିତ ଦୁଷ୍କର୍ମ ଓ ମା’ ସହିତ ଅସଦାଚଣ କରିଥିଲା ବସ କଣ୍ଡକ୍ଟର

ନୂଆଦିଲ୍ଲୀ: ଦିଲ୍ଲୀରୁ ସିକୋହାବାଦ ଆସୁଥିବା ସମୟରେ ଯମୁନା ଏକ୍ସପ୍ରେସୱେରେ ସ୍ଲିପର କୋଚ ବସରେ ମା’ ସହିତ ଅସଦାଚରଣ ଓ ଝିଅ ସହିତ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ପୁଲିସ ସିକୋହାବାଦ ଥାନାରେ ବସକୁ ଅଟକାଇବା ପରେ ଫରେନ୍ସିକ ୟୁନିଟ ଓ ଡଗ ସ୍କ୍ବାର୍ଡ ଟିମ ଘଟଣାର ଯାଞ୍ଚ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ରାଉରକେଲା-ରାଞ୍ଚି ରେଳମାର୍ଗର ନୂଆଗାଁ-ଓଡଗାଁ ଷ୍ଟେସନ ମଧ୍ୟରେ ମାଲ୍‌ଗାଡି ଲାଇନଚ୍ୟୁତ୍‌

ରାଉରକେଲା: ରାଉରକେଲା-ରାଞ୍ଚି ରେଳମାର୍ଗର ନୂଆଗାଁ ଓ ଓଡଗାଁ ଷ୍ଟେସନ ମଧ୍ୟରେ ଆଜି ଏକ ମାଲଗାଡି ଲାଇନଚ୍ୟୁତ୍‌ ହୋଇଛି। ମାଲଗାଡିର ଗୋଟିଏ ବଗି ଲାଇନଚ୍ୟୁତ୍ ହୋଇଥିବା ଜଣାପଡିଛି। ଦୁର୍ଘଟଣାରେ କିଛି କ୍ଷୟକ୍ଷତି ହୋଇ ନଥିବାବେଳେ ଟ୍ରେନ୍‌ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଫଳରେ…
ଅଧିକ ଖବର ଦେଖନ୍ତୁ...

ରାଉରକେଲାର ଯୁବ ଉଦ୍ୟୋଗୀ ଯଶ୍‌ଦୀପଙ୍କ ନୂଆ ଉପଲବ୍ଧି, ଦେଶର ଶ୍ରେଷ୍ଠ ୧୦୦ ଉଦୀୟମାନ ଶିଖ୍‌ ଯୁବକ ତାଲିକାରେ ସାମିଲ

ରାଉରକେଲା: ରାଉରକେଲାରେ ଜନ୍ମିତ ଯୁବ ଉଦ୍ୟୋଗୀ ଯଶ୍‌ଦୀପ ସିଂହ ସର୍ବ ଭାରତୀୟ ସ୍ତରରେ ଚମକିଛନ୍ତି। ‘ଟ୍ରାନ୍ସପୋର୍ଟ ସିମ୍ପଲ୍‌’ ନାମକ ଏକ ଷ୍ଟାର୍ଟ‌୍ଅପ୍‌ ସୃଷ୍ଟି କରି ଯାବନବାହନ, ପରିବହନ ସଂପର୍କିତ ସମସ୍ୟାର ସମାଧାନ କରୁଛନ୍ତି। ଏହି ଆପ୍‌ ମାଧ୍ୟମରେ ପରିବହନରେ ସଂଶ୍ଲିଷ୍ଟ ବ୍ୟକ୍ତି,…
ଅଧିକ ଖବର ଦେଖନ୍ତୁ...

ଶୁକ୍ରବାର ସଂଧ୍ୟା ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ, ୨୫ରୁ ବର୍ଷା

ଭୁବନେଶ୍ବର : ମିଆଁମାର ଓ ନିକଟବର୍ତ୍ତୀ ମର୍ତାବାନ ଉପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୪୮ ଘଣ୍ଟାରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ  ପହଞ୍ଚିବ  ଓ ୨୪ ତାରିଖ ସଂଧ୍ୟା ସୁଦ୍ଧା ଏକ ଲଘୁଚାପ କ୍ଷେତ୍ରରେ ପରିଣତ…
ଅଧିକ ଖବର ଦେଖନ୍ତୁ...