Daily Archives

September 23, 2021

ଅମାନବୀୟ :ପ୍ରେମୀ ଯୁଗଳଙ୍କୁ ଜଙ୍ଗଲରେ ଉଲଗ୍ନ କରି ଭିଡିଓ ଭାଇରାଲ କଲେ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ମୋବାଇଲ ଟୁ ମୋବାଇଲ ଘୁରି ବୁଲୁଛି ଏକ ଭାଇରାଲ ଭିଡିଓ । ଯେଉଁଥିରେ କି  ପ୍ରେମୀ ଯୁଗଳଙ୍କୁ ଜଙ୍ଗଲ ଭିତରେ ଅର୍ଧ ଉଲଗ୍ନ ଅବସ୍ଥାରେ କିଛି ଯୁବକ ଦେଖି ତାଙ୍କୁ ଘେରି ଯାଇଥିଲେ। ସେମାନଙ୍କୁ ସେମାନଙ୍କର ପରିଚୟ ପଚାରିବା ସହ ଏଠାରେ କ’ଣ କରୁଛ ବୋଲି ପଚାରି…
ଅଧିକ ଖବର ଦେଖନ୍ତୁ...

ସରକାରୀ ମହିଳା ମହାବିଦ୍ୟାଳୟରେ ରକ୍ତଦାନ ଶିବିର; ୫୧ ୟୁନିଟ୍ ସଂଗୃହୀତ 

ରାୟଗଡ଼ା: ରାୟଗଡ଼ା ସରକାରୀ ମହିଳା ମହାବିଦ୍ୟାଳୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଯୁବ ରେଡକ୍ରସ-ଏଚଡିଏଫସି ବ୍ୟାଙ୍କ-ନାଗାବଳୀ ଲାୟନସ୍ କ୍ଲବ୍-ଝଞ୍ଜାବତୀ ୱାକର୍ସ କ୍ଲବ୍-ସମ୍ବାଦ-ଆମ ଓଡ଼ିଶାର ମିଳିତ ସହଯୋଗରେ…
ଅଧିକ ଖବର ଦେଖନ୍ତୁ...

ବଂଶଧାରା ଉପରେ ସୁଉଚ୍ଚ ସେତୁକୁ ପ୍ରଶାସନିକ ଅନୁମୋଦନ, ଦୂର ହେଲା ୪ ଦଶନ୍ଧିର ଦୁଃଖ

ରାୟଗଡ଼ା: ପଦ୍ମପୁର ଓ ଗୁଡ଼ାରି ବ୍ଲକ ବାସୀଙ୍କ ୪ ଦଶନ୍ଧିର ଦାବି ଉପରେ ଆଜି ମୋହର ଲଗାଇଛନ୍ତି ରାଜ୍ୟ ସରକାର। ବଂଶଧାରା ନଦୀର ନାଇରା ନିକଟରେ ସୁଉଚ୍ଚ ସେତୁ ନିର୍ମାଣକୁ ପ୍ରଶାସନିକ ଅନୁମୋଦନ ସହ ୨୭ କୋଟି ୯୬ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି। ଏହି ସେତୁ ଦ୍ବାରା ଗୁଡ଼ାରିକୁ ୪ କିମି…
ଅଧିକ ଖବର ଦେଖନ୍ତୁ...

ସହିଦ ସ୍ମୃତି ଭବନ ପୁନରୁଦ୍ଧାର ବାଟ ଫିଟିଲା, ଆସନ୍ତା ମାସରେ ହେବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ

ବାରିପଦା : କଳା ଓ ସଂସ୍କୃତିର ସହର ବାରିପଦାରେ ଥିବା ସହିଦ ସ୍ମୃତି ଭବନର ପୁନରୁଦ୍ଧାର ଓ ଆଧିୁନିକୀକରଣ କାର୍ଯ୍ୟ ପାଇଁ ପଥ ପରିଷ୍କାର ହୋଇଛି। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ନିମନ୍ତେ ପ୍ରମୁଖ ମାଧ୍ୟମ ସାଜିଥିବା ଏହି ସହିଦ ଭବନ କିନ୍ତୁ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା।…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ: ମୁମ୍ବାଇକୁ ୭ ୱିକେଟରେ ହରାଇଲା କୋଲକାତା

ଆବୁଧାବି : ସ୍ଥାନୀୟ ଶେଖ ଜାୟେଦ୍ ଷ୍ଟାଡିୟମଠାରେ ଆଇପିଏଲ ୨୦୨୧ର ୩୪ତମ ମ୍ୟାଚରେ ମୁମ୍ବାଇକୁ ୭ ୱିକେଟରେ ପରାସ୍ତ କରିଛି ‌କୋଲକାତା । ମୁମ୍ବାଇ ପ୍ରଥମ ପାଳିରେ ୨୦ ଓଭରରେ ୬ ୱିକେଟ ହରାଇ ୧୫୫ ରନ୍‌ କରିଥିଲା । ଅନ୍ୟପଟେ କୋଲକାତା ୧୫.୧ ଓଭରରେ ୩ ୱିକେଟ ହରାଇ ୧୫୯ ରନ୍‌ କରି ଏହି…
ଅଧିକ ଖବର ଦେଖନ୍ତୁ...

ଶାନ୍ତିସ୍ତୂପରେ ଝାଡ଼ଖଣ୍ଡ ପର୍ଯ୍ୟଟକଙ୍କ ମୋବାଇଲ ଫୋନ ଲୁଟିଲେ ଦୁର୍ବୃତ୍ତ

ଧଉଳି: ଧଉଳି ଶାନ୍ତିସ୍ତୂପ ପରିସରରେ ଆଜି ଜଣେ ଝାଡ଼ଖଣ୍ଡ ପର୍ଯ୍ୟଟକଙ୍କ ମୋବାଇଲ ଫୋନ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଲୁଟର ଶିକାର ହୋଇଥିବା ସଂପୃକ୍ତ ମହିଳା ପର୍ଯ୍ୟଟକ ରାଜେସ୍ବରୀ ଏନେଇ ଆଜି ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଜ…
ଅଧିକ ଖବର ଦେଖନ୍ତୁ...

କାନ୍ଥ ଭାଙ୍ଗି ଶିଶୁ ଉପରେ ପଡ଼ି ଯାଉଥିବା ବେଳେ ମା’ ଏପରି ବଞ୍ଚାଇଲେ ଜୀବନ

ନୂଆଦିଲ୍ଲୀ: ମା’ ଓ ସନ୍ତାନର ସମ୍ପର୍କ ଏକ ନିଆରା ସମ୍ପର୍କ। ନିଜ ସନ୍ତାନର ପ୍ରତ୍ୟେକ ଇଚ୍ଛାକୁ ପୂରଣ କରିବା ପାଇଁ ମା’ ଯଥାସମ୍ଭବ ଚେଷ୍ଟା କରିଥାଏ। ଏମିତିକି ସନ୍ତାନ ଉପରକୁ ବିପଦ ଆସିଲେ ମା’ ନିଜ ଜୀବନ ଦେବାକୁ ପଛାଇ ନଥାଏ। ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ…
ଅଧିକ ଖବର ଦେଖନ୍ତୁ...

ମାନବବାଦୀ ସଂଗଠନର ନିର୍ଯାତନା ଓ ହତ୍ୟା ମାମଲା, ମନୋରଂଜନଙ୍କୁ ଜାମିନ ମିଳିଲା

ଖୋର୍ଦ୍ଧା : ଖୋର୍ଦ୍ଧା ଗ୍ରାମାଂଚଳ ବିଶେଷତଃ ବେଗୁନିଆ ବ୍ଲକରେ ବିଭିନ୍ନ ଅଂଚଳରେ ନିରୀହ ସଅର ଓ ଆଦିବାସୀଙ୍କୁ ନ୍ୟାୟ ପ୍ରଦାନ କରିବା ଆଢ଼ୁଆଳରେ ନିର୍ଯାତନା, ହତ୍ୟା, ଟଙ୍କା ଆଦାୟ କରିବା ମାମଲା ଆଜି ଏକ ନୂଆ ମୋଡରେ ପହଂଚିଛି । ସଂଗଠନର ବିଭିନ୍ନ ଅପରାଧରେ ଜଡ଼ିତ ଅଭିଯୋଗରେ ଗିରଫ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ବଙ୍ଗୋମୁଣ୍ଡା ଅଞ୍ଚଳରେ କଳା ପଲସର ଗ୍ୟାଙ୍ଗ୍‌ ସକ୍ରିୟ, ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍‌

କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରେ ପୁଣି କଳା ପଲ୍‌ସର୍‌ ଲୁଟେରା ଗ୍ୟାଙ୍ଗ୍‌ ସକ୍ରିୟ ହୋଇ ପଡ଼ିଛନ୍ତି। ଗୁରୁବାର ବଙ୍ଗୋମୁଣ୍ଡା- କଣ୍ଟାବାଞ୍ଜି ୪୨ନମ୍ବର ରାଜ୍ୟ ରାଜପଥର ତାରିଣୀ ମନ୍ଦିର ନିକଟ ବୁଲାଣିଠାରେ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟି…
ଅଧିକ ଖବର ଦେଖନ୍ତୁ...

ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୟୂରଭଞ୍ଜ ଆସିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ସ୍ମାର୍ଟ ହେଲ୍‌ଥ କାର୍ଡ

ବାରିପଦା: ଆସୁଛି ପଞ୍ଚାୟତ ନିର୍ବାଚନ। ଆଉ ଏହାର ଅବ୍ୟବହିତ ପୂର୍ବରୁ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ମାସ (ଅକ୍ଟୋବର) ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କର ବାରିପଦା ଗସ୍ତ ଚୂଡ଼ାନ୍ତ ହୋଇଛି। ଯଦିଓ ଏହି ଗସ୍ତ ସମ୍ପୂର୍ଣ୍ଣ ସରକାରୀ ତଥାପି ରାଜନୈତିକ…
ଅଧିକ ଖବର ଦେଖନ୍ତୁ...