Daily Archives

September 24, 2021

‘ସମ୍ବାଦ ଆମ‌ ଓଡ଼ିଶା’ ଏବଂ ‘ବିପଦର ବନ୍ଧୁ’ ମିଳିତ ଶିବିରରେ ୫୨ ୟୁନିଟ ରକ୍ତ ସଂଗୃହୀତ

ଭଞ୍ଜନଗର: ରକ୍ତ ସଂର୍ପକ ନଥାଇ ମଧ୍ୟ ନିଜର ଠୁ ବଳି ସ୍ବେଇଚ୍ଛାରେ ରକ୍ତ ଦେଇ ଅନ୍ୟ ଜୀବନ ବଞ୍ଚାଇପାରି‌ଥାଏ ଜଣେ ରକ୍ତଦାତା। ଆଉ ରକ୍ତ ସଂର୍ପକ ନଥାଇ ମଧ୍ୟ ରକ୍ତର ଡୋରି ବାନ୍ଧିପାରିଥାଏ। ଏଭଳି ବିପଦ ସମୟରେ ଅମୁଲ୍ୟ ରକ୍ତ ଦେଇ ପାଲଟି ଯାଏ ବିପଦର ବନ୍ଧୁ। ସମ୍ବାଦ ଆମ ଓଡ଼ିଶା, ଅଗ୍ରଣୀ…
ଅଧିକ ଖବର ଦେଖନ୍ତୁ...

ରାସ୍ତା ଦୁର୍ଦ୍ଦଶା : କାହାକୁ କହିବା, ଶୁଣିବ କିଏ? ନିଦାବିଷ୍ଣୁ ସାଜିଛି ‌ପ୍ରଶାସନ

ଜୟପୁର: ରାସ୍ତାରୁ ପିଚୁ ଉଠିସାରିଲାଣି। ମେଟାଲ୍ ଗୋଡି ବାହାରି ସାରିଛି। ଗାତ ଯେତିକି ରହିଛି ତାହା ଗଣି ହେଉନି। ସେଥିରେ ଜମି ରହୁଛି ବର୍ଷା ପାଣି। ଡ୍ରେନେଜ ବ୍ୟବସ୍ଥା ଭଲ ନଥିବା ବେଳେ ପାଣି ନିଷ୍କାସନ ହୋଇପାରୁ ନାହିଁ। ଅସରାଏ ବର୍ଷାରେ ରାସ୍ତାରେ ଭାସୁଛି ପାଣି। କାଦୁଅ ଭର୍ତ୍ତି ହୋଇ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍: ୬ ୱିକେଟରେ ବାଙ୍ଗାଲୋରକୁ ହରାଇଲା ଚେନ୍ନାଇ

ନୂଆଦିଲ୍ଲୀ:  ଆଜି ଶାରଜାଠାରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ଚମତ୍କାର ବିଜୟ ହାସଲ କରିଛି । ଏହି ମ୍ୟାଚରେ ଚେନ୍ନାଇ ୬ ୱିକେଟରେ ବାଙ୍ଗାଲୋର ରୟାଲ୍ ଚାଲେଞ୍ଜର୍ସକୁ ପରାସ୍ତ କରିଛି । ଏହି ବିଜୟ ସହ ଏବେ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଚେନ୍ନାଇ । ଏହି ମ୍ୟାଚରେ…
ଅଧିକ ଖବର ଦେଖନ୍ତୁ...

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ଛାତ୍ରଙ୍କୁ ଜାତୀୟ ଏନଏସଏସ ପୁରସ୍କାର

ବାରିପଦା: ଜାତୀୟ ସେବା ଯୋଜନା(ଏନଏସଏସ) ଦିବସ ଅବସରରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ଛାତ୍ର ଜନ୍ମେଞ୍ଜୟ ଗିରିଙ୍କୁ ମିଳିଛି ଜାତୀୟ ଏନଏସଏସ ପୁରସ୍କାର। ୨୦୧୯-୨୦ ବର୍ଷ ପାଇଁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୂଆଦିଲ୍ଲୀଠାରେ ଭର୍ଚୁଆଲ୍ ମୋଡ୍‌ରେ…
ଅଧିକ ଖବର ଦେଖନ୍ତୁ...

ସିଧାସଳଖ ପୌର ଅଧ୍ୟକ୍ଷ ନିର୍ବାଚନକୁ ନେଇ ବଢ଼ୁଛି ଉଷ୍ମତା: ଆଶାୟୀଙ୍କ ସଂଖ୍ୟା ଲମ୍ବୁଛି

ଜୟପୁର: ଏଥରକ ପୌର ଅଧ୍ୟକ୍ଷ ପଦବୀ ପାଇଁ ହେବ ସିଧାସଳଖ ନିର୍ବାଚନ। ଭୋଟରମାନେ ହିଁ ନିର୍ଣ୍ଣୟ କରିବେ ତାଙ୍କ ଅଧ୍ୟକ୍ଷ। ଏଥିପାଇଁ ଜୟପୁରରେ ରାଜନୈତିକ ଉଷ୍ମତା ଦେଖାଦେଇଛି। ତିନି ରାଜନୈତିକ ଦଳରୁ ପ୍ରମୁଖ ଦାବିଦାର ଓ ଟିକେଟ ଲବିରେ ଥିବା ପ୍ରାର୍ଥୀ କିଏ କିଏ ତାହାକୁ ନେଇ ଏବେ ଚର୍ଚ୍ଚା…
ଅଧିକ ଖବର ଦେଖନ୍ତୁ...

୨୦୦୬ ମସିହାର ଭବିଷ୍ୟବାଣୀ ସତ ହୋଇଛି, ମୋଦୀଙ୍କୁ ଭେଟିବା ପରେ କିଛି ଏଭଳି କହିଲେ ବାଇଡେନ

ନୂଆଦିଲ୍ଲୀ/ନ୍ୟୁୟର୍କ: ତିନିଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଉ ରାଷ୍ଟ୍ରପତି ହେବା ପ୍ରଥମ ଥର ପାଇଁ ବାଇଡେନ ଓ ମୋଦୀଙ୍କ ମଧ୍ୟରେ ସାକ୍ଷାତ ହୋଇଛି | ଆଜି ମୋଦୀ ହ୍ୱାଇଟ ହାଉସରେ ପହଞ୍ଚିବା ପରେ ଜୋ ବାଇଡେନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ। ଜୋ…
ଅଧିକ ଖବର ଦେଖନ୍ତୁ...

ପାଠପଢ଼ାଇବା ପାଇଁ କିଡନି ବିକିବାକୁ ପ୍ରସ୍ତୁତ ‌ଥିଲେ ବାପା, ପୁଅ ଆଇପିଏସ ହୋଇ ପୂରା କଲେ ସ୍ବପ୍ନ

ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଏମିତି ଜଣେ ବାପାଙ୍କ ବିଷୟରେ କହିବୁ ଯିଏ ପୁଅର ଶିକ୍ଷା ପାଇଁ ନିଜର କିଡନି ବିକ୍ରି କରିବାକୁ ପ୍ରସ୍ତୁତ ଥିଲେ। ଏହାର ପ୍ରତିବଦଳରେ ଆଜି ତାଙ୍କ ପୁଅ ଆଇପିଏସ୍ ଅଧିକାରୀ ହୋଇ ବାପାଙ୍କୁ ଗର୍ବିତ କରିଛନ୍ତି। ଆଇପିଏସ୍ ଇନ୍ଦ୍ରଜିତ ମହଥାଙ୍କ ଜନ୍ମ ଝାଡଖଣ୍ଡର…
ଅଧିକ ଖବର ଦେଖନ୍ତୁ...

ବନ୍ତଳା ବନାଞ୍ଚଳରେ ଦନ୍ତା ହାତୀର ମୃତ୍ୟୁ

ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳରେ ଆଜି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ଏହି ଘଟଣା ଆଜି ସନ୍ଧ୍ୟାରେ ଜଣାପଡିବା ପରେ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ବନ୍ତଳା ବନାଞ୍ଚଳ ଗଡ଼ତରାସ ପଞ୍ଚାୟତ ନୁଖୁରିପଦା ଗ୍ରାମ ନୂଆଁବନ୍ଧ ନିକଟରେ ଆଜି…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ହତ୍ୟା ଉଦ୍ୟମ ମାମଲାରେ ଦୁଇଜଣ ଦୋଷୀ ସାବ୍ୟସ୍ତ

କ‌ୋରାପୁଟ: କୋରାପୁଟ ସହକାରୀ ଦୌରା ଜଜ୍‌ ଏକ ମାମଲାର ବିଚାର କରି ଦୁଇଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୧୩ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଏହି ରାୟ ଶୁଣାଇଛନ୍ତି ବିଚାରପତି ହୃଷିକେଶ ସାହୁ। ଭାରତୀୟ ପିଙ୍ଗଳ କୋଡ଼ ଦଫା ୩୦୭, ୩୪୧ ଅନୁଯାୟୀ ଅଭିଯୁକ୍ତ ଦୀପାନ୍ତର…
ଅଧିକ ଖବର ଦେଖନ୍ତୁ...

ରାଜେଶ ବେନିଆ ମୃତ୍ୟୁ ମାମଲା: ପୁଲିସ୍ ତଦନ୍ତକୁ ନେଇ ଗ୍ରାମବାସୀ ଅସନ୍ତୁଷ୍ଟ

ରାୟଗଡ଼ା: ରାୟଗଡ଼ା ଥାନା କଡିଙ୍ଗାଗୁଡା ଗ୍ରାମର ରାଜେଶ ବେନିଆ ମୃତ୍ୟୁ ମାମଲାରେ ରାୟଗଡ଼ା ପୁଲିସର ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବାର ଲୋକେ ଓ ଗ୍ରାମବାସୀ। ଷଡ଼ଯନ୍ତ୍ର କରି ରାଜେଶକୁ ହତ୍ୟା କରାଯାଇଥିବା ବେଳେ ଘଟଣାର ୧୫ ଦିନ ପରେ ମଧ୍ୟ ଦୋଷୀଙ୍କ ବିରୁଦ୍ଧରେ କୌଣସି…
ଅଧିକ ଖବର ଦେଖନ୍ତୁ...