Daily Archives

September 24, 2021

ଅବସରପ୍ରାପ୍ତ ଯବାନଙ୍କୁ ଗ୍ରାମରେ ଭବ୍ୟ ସମ୍ବର୍ଦ୍ଧନା

ହରଭଙ୍ଗା: ସି.ଆର.ପି.ଏଫ ଜବାନ ପ୍ରଦୀପ କୁମାର ମଲିକଙ୍କୁ ନିଜ ଜନ୍ମ ମାଟି ହରଭଙ୍ଗା ବ୍ଲକ ଧୁଙ୍ଗିଆମୁଣ୍ଡା ଗ୍ରାମରେ ଗ୍ରାମବାସୀଙ୍କ ଦ୍ୱାରା ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ଗ୍ରାମପଂଚାୟତ ଅନ୍ତର୍ଗତ ଧୁଙ୍ଗିଆମୁଣ୍ଡା ଗ୍ରାମର ପ୍ରଦୀପ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ସମ୍ମୁଖକୁ ଆସିବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ବୃଷ: ନିଜର ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଦିନଟି ଉତ୍ତମ। ସମ୍ମାନିତ ଲୋକଙ୍କ ସହ ମିିଶିବାର ସୁଯୋଗ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଲେ ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି

ରାଉରକେଲା: ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ବି.ଭି. ଶ୍ରୀନିବାସ ଦୁଇଦିନିଆ ରାଉରକେଲା ଗସ୍ତରେ ଆସିଛନ୍ତି। ଯୁବ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେବା ବେଳେ ରାଷ୍ଟ୍ରୀୟ ସଭାପତି କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ମନଇଚ୍ଛା ବର୍ଷିଛନ୍ତି। ଉଭୟ ସରକାର ଯୁବମାରଣ ନୀତି ଅବଲମ୍ବନ…
ଅଧିକ ଖବର ଦେଖନ୍ତୁ...

୩୦ ମୋବାଇଲ୍ ଫୋନ୍ ସହ ଲୁଟେରା ଗ୍ୟାଙ୍ଗର ୩ ଗିରଫ  

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ହାତରେ ଗତ କିଛି ଦିନ ଧରି ଖୋର୍ଦ୍ଧା ଓ ଆଖପାଖ ଅଂଚଳରେ ଆତଙ୍କ ସୃଷ୍ଟି କରିଥିବା ଏକ ଲୁଟେରା ଗ୍ୟାଙ୍ଗ୍ର ୩ ଜଣ ସଦସ୍ୟ ଧରାପଡ଼ିଛନ୍ତି । ସେମାନଙ୍କ ନିକଟରେ ଗୋଟିଏ ମୋଟର ସାଇକଲ ସମେତ ୩୦ଟି ବିଭିନ୍ନ ବ୍ରାଣ୍ଡର ମୋବାଇଲ୍ ଫୋନ୍ ଜବତ ହୋଇଛି । ୨୨…
ଅଧିକ ଖବର ଦେଖନ୍ତୁ...

ମନରେଗା ଦୁର୍ନୀତି: ବିନା ମୂଳଦୁଆରେ ତିଆରି କଲଭର୍ଟ ଭୁଶୁଡ଼ିଲା, ୯ ଲକ୍ଷ ଚଳୁ

ସୁନ୍ଦରଗଡ଼: ରାସ୍ତା ଓ କଲଭର୍ଟ ପାଇଁ ମହାତ୍ମାଗାନ୍ଧୀ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଆଇନ (ମନରେଗା)ରେ ୯.୯ଲକ୍ଷ ମଞ୍ଜୁର ହୋଇଥିଲା। କିନ୍ତୁ ପଞ୍ଚାୟତ କର୍ତ୍ତୃପକ୍ଷ ଅତି ଚତୁରତାର ସହ ବିନା ମୂଳଦୁଆରେ ମାଟି ଉପରେ ତିଆରି କରି ଦେଇଥିଲେ କଲଭର୍ଟ। ଏହା ସହ ୩ ବର୍ଷ ପୂର୍ବରୁ ଜଳବିଭାଜିକା…
ଅଧିକ ଖବର ଦେଖନ୍ତୁ...

ଆସୁଛି ବାତ୍ୟା ‘ଡିଆଁମୁ’: ଆଇଏମଡି ପକ୍ଷରୁ ପୂର୍ବାନୁମାନ

ଭୁବନେଶ୍ୱର: ମାଡିଆସୁଛି ବାତ୍ୟା | ଆସନ୍ତା ୨୬ ତାରିଖରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) | ଦକ୍ଷିଣ ଓଡିଶା -ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ଏହା ସ୍ଥଳଭାଗ ଅତିକ୍ରମ କରିବ ବୋଲି କୁହାଯାଉଛି | ଏହା ଓଡ଼ିଶାର ଗୋପାଳପୁର ଓ ଆନ୍ଧ୍ରପ୍ରଦେଶର…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜରେ ରେଳ ଭିତ୍ତିଭୂମିର ବିକାଶ ନେଇ ରେଳମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ

ବାରିପଦା: କେନ୍ଦ୍ର ଜଳ ସମ୍ପଦ ଓ ଆଦିବାସୀ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ତଥା ମୟୂରଭଞ୍ଜ ସାଂସଦ ବିଶ୍ଵେଶ୍ଵର ଟୁଡୁ ଗତକାଲି ଜିଲ୍ଲାରେ ରେଳ ଭିତ୍ତିଭୂମିର ବିକାଶ ନେଇ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଭେଟି ଆଲୋଚନା କରିଛନ୍ତି। ବାଙ୍ଗିରିପୋଷି-ଗୋରୁମହିଷାଣି, ବୁଡ଼ାମରା-ଚାକୁଳିଆ,…
ଅଧିକ ଖବର ଦେଖନ୍ତୁ...

ମାନବବାଦୀ ସଂଗଠନକୁ ଆତଙ୍କବାଦୀ ସଂଗଠନ ଘୋଷଣା କର: ଆଦିବାସୀ ସଂଗଠନ

ଖୋର୍ଦ୍ଧା: ନିରୀହ ଆଦିବାସୀ ଓ ସଅର ସମ୍ପ୍ରଦାୟଙ୍କ ଉପରେ ମାନବବାଦୀ ସଂଗଠନର ଜୁଲୁମ ଆଜି ମଧ୍ୟ ଥମିନାହିଁ । ଜେଲରେ ରହି ଏହାର ମୁଖିଆ ମାନଓ ଦାସ ଲୋକଙ୍କୁ ଲଗାଇ ଆଦିବାସୀମାନଙ୍କୁ ଡରାଉଛି, ଧମକାଉଛି । ଏଣୁ ତୁରନ୍ତ ମାନବବାଦୀ ସଂଗଠନକୁ ଆତଙ୍କବାଦୀ ସଂଗଠନ ଘୋଷଣା କରି କଡ଼ା ପଦକ୍ଷେପ ନିଆଯାଉ,…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ଚେନ୍ନାଇ ଆଗରେ ୧୫୭ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ବାଙ୍ଗାଲୋର୍‌

ସାର୍‌ଜା: ଆଇପିଏଲ୍‌ରେ ଶୁକ୍ରବାର ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ମୁହାଁମୁହିଁ ହୋଇଛନ୍ତି। ଟୁର୍ଣ୍ଣାମେଣ୍ଟର ୩୫ତମ ମ୍ୟାଚରେ ଚେନ୍ନାଇ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ…
ଅଧିକ ଖବର ଦେଖନ୍ତୁ...

ମଡେଲଙ୍କ ଭୁଲ କେଶ କାଟିଲେ କର୍ମଚାରୀ, ସେଲୁନକୁ ୨କୋଟି ଟଙ୍କାର ଜରିମାନା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ ପକ୍ଷରୁ ଦିଲ୍ଲୀର ଗୋଟେ ସେଲୁନକୁ ଜଣେ ମହିଳାଙ୍କୁ ୨ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆ ଯାଇଛି । ଏହି ସେଲୁନ୍ ମହିଳା ମଡେଲଙ୍କ ହେୟାର ଷ୍ଟାଇଲ୍ ଖରାପ କରିବା ସହ ହେୟାର ଟ୍ରିଟମେଣ୍ଟ ମଧ୍ୟ ଭୁଲ୍ ଉପାୟରେ କରିଥିବା…
ଅଧିକ ଖବର ଦେଖନ୍ତୁ...