Daily Archives

September 25, 2021

ଧାଇଗୁଡ଼ାରେ ଅଗ୍ନିକାଣ୍ଡ: ଜଳିଗଲା ୫ ବଖରା, ବାସହରା ହେଲେ ଦୁଇଟି ପରିବାର

ନାରାୟଣପାଟଣା,: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ସଦର ପଞ୍ଚାୟତ ଅନ୍ତର୍ଗତ ଧାଇଗୁଡ଼ା ଗାଁରେ ଅଗ୍ନିକାଣ୍ଡ ଘଟି ଦୁଇଟି ଘରର ୫ ବଖରା ପୋଡ଼ି ନଷ୍ଟ ହୋଇଯାଇଛି। ଫଳରେ ଦୁଇଟି ପରିବାର ବାସହରା ହୋଇ ଏବେ ସଂପର୍କୀୟ ଘରେ ମୁଣ୍ଡ ଗୁଞ୍ଜିଥିବା ଜଣାପଡ଼ିଛି। ଅପରପକ୍ଷରେ ବିପନ୍ନ ପରିବାର ଏନେଇ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ ଜିଲ୍ଲାରେ ହାଇଆଲର୍ଟ; ଦୁଇଦିନ ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ସମ୍ଭାବ୍ୟ ଭୂସ୍ଖଳନ ଓ ବନ୍ୟା…

କୋରାପୁଟ: କେନ୍ଦ୍ରୀୟ ବଙ୍ଗୋପସାରରେ ସୃଷ୍ଟି ଲଘୁଚାପ ଆସନ୍ତା କିଛି ଘଣ୍ଟା ମଧ୍ୟରେ ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ରେ ପରିଣତ ହେବ। ଏହା କଳିଙ୍ଗପାଟନମ୍‌ ଓ ଗୋପାଳପୁର ମଧ୍ୟରେ ମାଡ ହେବାକୁ ରହିଥିବାରୁ ଏହାର ପ୍ରଭାବରେ କୋରାପୁଟ ଜିଲ୍ଲାକୁ ରେଡଆଲର୍ଟ ଜାରି କରାଯାଇଛି। ଏହାସହ ଜିଲ୍ଲାରେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ: ହାଇଦ୍ରାବାଦକୁ ୫ ରନ୍‌ରେ ପରାସ୍ତ କଲା ପଞ୍ଜାବ

ସାରଜା : ସାରଜା କ୍ରିକେଟ୍ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୩୭ତମ ମ୍ୟାଚରେ ହାଇଦ୍ରାବାଦକୁ ୫ ରନ୍‌ରେ ପରାସ୍ତ କରିଛି ପଞ୍ଜାବ । ପ୍ରଥମ ପାଳିରେ ପଞ୍ଜାବ ୨୦ ଓଭରରେ ୭ ୱିକେଟ ହରାଇ ୧୨୫ ରନ୍‌ କରିଥିଲା । ଜବାବରେ ହାଇଦ୍ରାବାଦ ୨୦ ଓଭରରେ ୭ ୱିକେଟ ହରାଇ ୧୨୦ ରନ୍‌ କରି ପରାଜୟ ବରଣ…
ଅଧିକ ଖବର ଦେଖନ୍ତୁ...

ନକଲି ସୁନା ଇଟା କାରବାର ଅଭିଯୋଗରେ ୬ ଗିରଫ, ନକଲିକୁ ଅସଲି ସୁନା ଭାବେ ବିକ୍ରି କରିଥାନ୍ତେ

ନବରଙ୍ଗପୁର : ନକଲି ସୁନା ଶଙ୍ଖ ପରେ ଏବେ ନକଲି ସୁନା ଇଟା କାରବାର ଅଭିଯୋଗରେ ବନ୍ଧା ହେଲେ ୬ ଜଣ। ନକଲି କାରବାରର ଚେର କଟକରୁ ଲମ୍ବିଛି ନବରଙ୍ଗପୁର। ଗଞ୍ଜେଇ ପାଇଁ ଚଢ଼ାଉ ବେଳେ ଫସିଲେ ନକଲି ସୁନା କାରବାରରେ ସଂପୃକ୍ତ ବ୍ୟକ୍ତି। ଗିରଫ ବ୍ୟକ୍ତିମାନେ ହେଲେ କଟକ ଜିଲ୍ଲାର ଚୌଦ୍ବାର ଥାନା…
ଅଧିକ ଖବର ଦେଖନ୍ତୁ...

ସାମ୍ଭାବ୍ୟ ବାତ୍ୟାକୁ ନେଇ ମାଲକାନଗିରିରେ ହାଇଆଲର୍ଟ, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ମାଲକାନଗିରି: ଆସନ୍ତାକାଲି ଠାରୁ ସାମ୍ଭାବ୍ୟ ବାତ୍ୟାକୁ ନେଇ ପାଣିପାଗ ବିଭାଗ ମାଲକାନଗିରି ଜିଲ୍ଲାକୁ ରେଡ ଜୋନ ଭାବେ ଘୋଷଣା କରିଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ତତ୍ପରତା ଦେଖା ଦେଇଛି। ଆଜି ଜିଲ୍ଲାପାଳ ବିଶାଲ ସିଂହ ସମସ୍ତ ବିଡିଓ, ତହସିଲାଦାର ସମେତ ଲାଇନ ବିଭାଗର କର୍ମଚାରୀଙ୍କୁ ନିଜ ନିଜ…
ଅଧିକ ଖବର ଦେଖନ୍ତୁ...

ଆସୁଛି ବାତ୍ୟା ‘ଗୁଲାବ’, ରେଡ୍ ଜୋନରେ ରାୟଗଡ଼ା

ରାୟଗଡ଼ା: ମାଡ଼ି ଆସୁଛି ବାତ୍ୟା ଗୁଲ୍-ଆବ୍। ରବିବାର ବିଶାଖାପାଟଣା-ଗୋପାଳପୁର ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବ। ଯାହାର ପ୍ରଭାବ ଦକ୍ଷିଣ ଓଡ଼ିଶା ବିଶେଷ କରି ରାୟଗଡ଼ା-ଗଞ୍ଜାମ-ଗଜପତିରେ ପଡ଼ିବ। ଘଣ୍ଟା ପ୍ରତି ୬୦ରୁ ୭୦ କିମି ବେଗରେ ପବନ ବହିବା ସହିତ ୩୦୦ ମିମି ପର୍ଯ୍ୟନ୍ତ ବର୍ଷା ହେବାର…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ ଲଢ଼େଇ ବ୍ୟାପକ କରାଯିବ: ବିଭି ଶ୍ରୀନିବାସ

ରାଉରକେଲା: ରାଜ୍ୟ ଯୁବ କଂଗ୍ରେସର ରାଜ୍ୟ କାର୍ଯ୍ୟକାରୀଣୀ ବୈଠକ ସ୍ଥାନୀୟ କଳୁଙ୍ଗାଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଅଖିଳ ଭାରତୀୟ ଯୁବ କଂଗ୍ରେସ ସଭାପତି ବି.ଭି. ଶ୍ରୀନିବାସ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିଥିଲେ। ଉଦ୍‌ବୋଧନରେ କହିଲେ, କେନ୍ଦ୍ର ସରକାର କେବଳ…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ମୁକାବିଲା ନେଇ ଗଜପତି ଜିଲ୍ଲାପାଳଙ୍କ ସ୍ଥିତି ସମୀକ୍ଷା, ତଳିଆ ଅଂଚଳ ବୁଲିଲେ

ପାରଳାଖେମୁଣ୍ଡ: ସମ୍ଭାବ୍ୟ ବାତ୍ୟା ‘ଗୁଲାବ’କୁ ଆଖି ଆଗରେ ରଖି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଥିଲା। ୨୦୧୮ ମସିହାର ବାତ୍ୟା ‘ତିତ୍‌ଲି’ ବାତ୍ୟାର ଅନୁଭବକୁ ଆଖି ଆଗରେ ରଖି ଜିଲ୍ଲାପାଳ କହିଥିଲେ…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ‘ଗୁଲାବ’କୁ ଦୃଷ୍ଟିରେ ରଖି ୨୪ଟି ଟ୍ରେନ୍‌ ବାତିଲ, ବନ୍ଦର ପାଇଁ ବିପଦ ସଂକେତ ଜାରି

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଗୁଲାବ’କୁ ଦୃଷ୍ଟିରେ ରଖି ୨୪ଟି ଟ୍ରେନ୍‌ ବାତିଲ କରାଯାଇଛି। ଭାରତୀୟ ରେଳବାଇ ତରଫରୁ ଏହି ସୂଚନା ଦିଆଯାଇଛି। ସେହିପରି ବନ୍ଦର ପାଇଁ ବିପଦ ସଂକେତ ଜାରି ହୋଇଛି। ବାତ୍ୟା ଯୋଗ୍ୟୁ ବାତିଲ ହୋଇଥିବା ଟ୍ରେନ୍‌ ଗୁଡ଼ିକ ହେଲା ଭୁବନେଶ୍ୱର-ବିଶାଖାପାଟନମ,…
ଅଧିକ ଖବର ଦେଖନ୍ତୁ...

ଗାଁ ମହିଳାଙ୍କ ଲୁଗା ସଫା କରିବାକୁ ନିର୍ଦ୍ଦେଶ ଦେଇଥିବା ବିଚାରପତିଙ୍କ ଉପରେ ହାଇକୋର୍ଟ ଖପ୍ପା, ରାୟ ଶୁଣାଇବା ଉପରେ…

ପାଟନା: ଅତୀତରେ ଅଜବ ରାୟ ପାଇଁ ଚର୍ଚ୍ଚିତ ବିହାର ମଧୁବନିର ଜଣେ ବିଚାରପତିଙ୍କ ଉପରେ ଖପ୍ପା ହୋଇଛନ୍ତି ହାଇକୋର୍ଟ | ଆଉ ପରବର୍ତ୍ତୀ ଆଦେଶ ନ ମିଳିବା ପର୍ଯ୍ୟନ୍ତ କୌଣସି ଆବେଦନ ଉପରେ ରାୟ ନ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି | ଶୁକ୍ରବାର ଦିନ ହାଇକୋର୍ଟ ପକ୍ଷରୁ ଜାରି କରାଯାଇଥିବା…
ଅଧିକ ଖବର ଦେଖନ୍ତୁ...