Daily Archives

September 25, 2021

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ବ୍ୟବସାୟରେ ଡିଲ୍ ଭାବିଚିନ୍ତି କରନ୍ତୁ। ଶୁକ୍ର ଓ ଶନିବାର: ଦୁଃସାହସିକ ପଦକ୍ଷେପ ନେବାରେ ନିବୃତ୍ତ ରୁହନ୍ତୁ। ରବି ଓ ସୋମବାର: କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ମଙ୍ଗଳ, ବୁଧ ଓ ଗୁରୁବାର: ସାମାଜିକ ଜୀବନ…
ଅଧିକ ଖବର ଦେଖନ୍ତୁ...

ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଚତୁର୍ଥ ସ୍ଥାନରେ ବଡ଼ବିଲର ୟସ୍; ପ୍ରଥମ ପ୍ରୟାସରେ ସଫଳତା

ବଡ଼ବିଲ: ୟୁପିଏସ୍‌ସି ଦ୍ବାରା ପରିଚାଳିତ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ସାରା ଦେଶରେ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳର ୟସ୍ ଜାଲୁକା। ଏହି ସଫଳତା ପାଇଁ ଆଜି ବଡ଼ବିଲର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ୨୦ ବର୍ଷ ତଳେ…
ଅଧିକ ଖବର ଦେଖନ୍ତୁ...

ମମତାଙ୍କ ରୋମ ଗସ୍ତ ପାଇଁ ଅନୁମତି ଦେଲା ନାହିଁ କେନ୍ଦ୍ର ; ମୋଦୀ ମୋତେ ଇର୍ଷା କରୁଛନ୍ତି ବୋଲି କହିଲେ ମମତା

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆସନ୍ତା ମାସରେ ନିର୍ଦ୍ଧାରିତ ହୋଇଥିବା ରୋମ ଗସ୍ତ ପାଇଁ କେନ୍ଦ୍ର ସରକାର ଅନୁମତି ଦେଇନାହାନ୍ତି | 'ବିଶ୍ୱ ଶାନ୍ତି ସମ୍ମିଳନୀ'ରେ ଭାଗ ନେବାକୁ ମମତା ବାନାର୍ଜୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ପଶିଗଲା କାର୍‌, ଯୁବକଙ୍କ ମୃତ୍ୟୁ

ହରିପୁର: ଗାଁ ପୋଖରୀରେ ପଶିଗଲା କାର୍‌। ସେଥିରୁ ବାହାରି ନପାରି ବୁଡ଼ିଯାଇ ଜୀବନ ହରାଇଲେ ଯୁବକ। ମୃତ ଯୁବକ ହେଲେ କୁଆଖିଆ ଥାନା ମୁଗୁପାଳ ପଞ୍ଚାୟତ ଗଣାବାଗ ଗ୍ରାମର ଗଦାଧର ସାହୁ (୨୮)। ସେ ‌ବ୍ୟବସାୟୀ ତ୍ରିଲୋଚନ ସାହୁଙ୍କ ସାନପୁଅ। ଆଜି ଅପରାହ୍‌ଣ ପ୍ରାୟ ଗୋଟାଏ ୩୦ ମିନିଟ ସମୟରେ କାର୍‌…
ଅଧିକ ଖବର ଦେଖନ୍ତୁ...

ସତର୍କ ରହିବା ସହ ପ୍ରଶାସନକୁ ସହଯୋଗ ପାଇଁ ନିବେଦନ, ଆସିକାରେ ପହଞ୍ଚିଲେ ଏନ୍‌ଡିଆରଏଫ୍‌ ଟିମ୍ 

ଭଞ୍ଜନଗର: କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଲଘୁଚାପର ପ୍ରଭାବରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ବାତ୍ୟା ରୂପ ନେବେ ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଅକଳନ କରିଛି। ଏଥି ନିମନ୍ତେ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରାକ୍ ପ୍ରସ୍ତୁତି…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ହାଇଦ୍ରାବାଦ ଆଗରେ ୧୨୬ ରନର ବିଜୟ ଲକ୍ଷ୍ୟ ରଖିଲା ପଞ୍ଜାବ

ସାରଜା : ସାରଜା କ୍ରିକେଟ୍ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୩୭ତମ ମ୍ୟାଚରେ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୧୨୫ ରନ କରିଛି । ଫଳରେ ହାଇଦ୍ରାବାଦ ପାଇଁ ୧୨୬ ରନର ବିଜୟ ଲକ୍ଷ୍ୟ ରହିଛି । ଆଜି ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ‘ଗୁଲାବ’ ନେଇ ଗଜପତି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି: ୧୫ଟି ଗାଁରେ ୫୮୬ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ…

ଭୁବନେଶ୍ୱର/ପାରଳାଖେମୁଣ୍ଡି: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ  ବାତ୍ୟାର ରୂପ ନେବା ପରେ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡ଼ିକ ସତର୍କ ହୋଇଯାଇଛନ୍ତି। ବାତ୍ୟା ଧୀରେ ଧୀରେ ସ୍ଥଳଭାଗ ଆଡ଼କୁ ମୁହାଁଉ ଥିବା ବେଳେ ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି।…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୬୦୧ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୦

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍‌ରୁ ୬୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୦ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୦ ହଜାର ୧୮୩ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…
ଅଧିକ ଖବର ଦେଖନ୍ତୁ...

ମାଡ଼ି ଆସୁଛି ବାତ୍ୟା ‘ଗୁଲାବ’: ଓଡ଼ିଶା, ଆନ୍ଧ୍ରପ୍ରଦେଶର ଅଧିକାରୀଙ୍କ ସହ ମିଳିତ ବୈଠକରେ ପ୍ରସ୍ତୁତି ସମୀକ୍ଷା କଲେ…

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ବାତ୍ୟା ‘ଗୁଲାବ’ରେ ପରିଣତ ହୋଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଉପକୂଳ ଆଡ଼କୁ ମୁହାଁଇଛି। ଭାରତୀୟ ପାଣିପାଗ ବିଭାଗ ବାତ୍ୟା ‘ଗୁଲାବ’ ସଂପର୍କରେ ସୂଚନା ଦେଇ କହିଛି ଯେ ଆଜି (ଶନିବାର) ଅପରାହ୍ନ ୫ଟା୩୦ ସୁଦ୍ଧା ବାତ୍ୟା ‘ଗୁଲାବ’…
ଅଧିକ ଖବର ଦେଖନ୍ତୁ...

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା  ଗୁଲାବ

ଭୁବନେଶ୍ବର : ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏକ ବାତ୍ୟାର ରୂପ ନେଇଛି । ଏହାର ନାମ ରଖାଯାଇଛି ଗୁଲାବ୍ । ଏହା ଏବେ ଉତ୍ତର-ପଶ୍ଚିମ ଓ ନିକଟବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି । ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ଆଜି ସଂଧ୍ୟା…
ଅଧିକ ଖବର ଦେଖନ୍ତୁ...