Daily Archives

September 25, 2021

୨୮ରେ କଂଗ୍ରେସର ‘ହାତ’ ଧରିବେ କହ୍ନେୟା ଓ ଜିଗ୍ନେଶ!

ନୂଆଦିଲ୍ଲୀ: ସିପିଆଇ ନେତା ତଥା ପୂର୍ବତନ ଜେଏନୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଆସନ୍ତା ୨୮ରେ କଂଗ୍ରେସରେ ଯୋଗ ଦେଇପାରନ୍ତି। ଇତିମଧ୍ୟରେ କହ୍ନେୟା କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଭେଟି କଂଗ୍ରେସରେ ଯୋଗଦାନ ନେଇ ସବିଶେଷ ଆଲୋଚନା କରିଥିବା ଜାଣିବାକୁ ମିଳିଛି। ଏ…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ଦେଶ ଆତଙ୍କବାଦକୁ ନିଜର ରାଷ୍ଟ୍ରୀୟ ନୀତି କରିଛି : ଜାତିସଂଘରେ ପାକିସ୍ତାନକୁ ଟାର୍ଗେଟ୍ କଲେ ମୋଦୀ

ନ୍ୟୁୟର୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତିସଂଘ ମଞ୍ଚରୁ ପାକିସ୍ତାନକୁ ଟାର୍ଗେଟ୍ କରିଛନ୍ତି । ଏହା ସହିତ ଚୀନକୁ ମଧ୍ୟ ସେ ସମାଲୋଚନା କରିଛନ୍ତି । ଜାତିସଂଘ ସାଧାରଣ ପରିଷଦର ୭୬ତମ ବୈଠକରେ ଉଦବୋଧନ ଦେଇ ସେ କହିଛନ୍ତି ବିଶ୍ବରେ ଏପରି କିଛି ଦେଶ ଅଛନ୍ତି ଯେଉଁମାନେ…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକ-ବୋମା ସହ ଧନୁ ତୀର ଜବତ, ୫ ଅଭିଯୁକ୍ତ ଗିରଫ

ଦେବଗଡ଼: ବାରକୋଟ ଥାନା ଅନ୍ତର୍ଗତ ମର୍ହା ଗ୍ରାମ ନିକଟସ୍ଥ ତାଲବିଲା ଜଙ୍ଗଲ ରାସ୍ତା ନିକଟରୁ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ବନ୍ଧୁକ, ବୋମା, ବୋମା ପ୍ରସ୍ତୁତ ସାମଗ୍ରୀ, ଧନୁତୀର, ହରିଣ ସିଂଘ, ହାତୀ କଳ ଦାନ୍ତ ଏବଂ ମୟୂର ପୁଚ୍ଛ ଜବତ କରିଛି ପୁଲିସ । ଗିରଫ ଅଭିଯୁକ୍ତମାନେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ରାଜସ୍ଥାନକୁ ୩୩ ରନରେ ହରାଇଲା ଦିଲ୍ଲୀ

ଆବୁଧାବି : ଆବୁ ଧାବିର ଶେଖ ଜାୟେଦ୍ ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ ରାଜସ୍ଥାନ ରୟାଲ୍ସକୁ ୩୩ ରନରେ ପରାସ୍ତ କରିଛି । ରାଜସ୍ଥାନର ଅଧିନାୟକ ସଂଜୁ ସାମସନଙ୍କ ଲଢୁଆ ଅର୍ଦ୍ଧଶତକ ବି ଦଳକୁ ପରାଜୟରୁ ରକ୍ଷା କରିପାରିନାହିଁ । ଆଜି ମ୍ୟାଚରେ ରାଜସ୍ଥାନ…
ଅଧିକ ଖବର ଦେଖନ୍ତୁ...

୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଗିରଫ ହେଲେ ଭୋପାଳ ଏମ୍ସର ଡେପୁଟି ଡାଇରେକ୍ଟର

ନୂଆଦିଲ୍ଲୀ: ଭୋପାଳ ଏମ୍ସର ଉପ ନିର୍ଦ୍ଦେଶକ (ଡେପୁଟି ଡାଇରେକ୍ଟର) ଆଜି ଅପରାହ୍ନରେ ଜନୈକ ବ୍ୟକ୍ତିଙ୍କ ଠାରୁ ୧ଲକ୍ଷ ଟଙ୍କାର ଲାଞ୍ଚ ନେଉଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଅଧିକାରୀମାନଙ୍କ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି। ସିବିଆଇ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ…
ଅଧିକ ଖବର ଦେଖନ୍ତୁ...

ଚାଷଜମିରେ ନିର୍ମିତ କୁଡ଼ିଆରେ ଶୋଇଥିଲେ ବୃଦ୍ଧ ଚାଷୀ, ସାପ କାମୁଡ଼ାରେ ମୃତ

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନାକଟିଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋଡ଼ିଆଗୁଡା ଗ୍ରାମରେ ଜଣେ ବୃଦ୍ଧଙ୍କ ସାପ କାମୁଡାରେ ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ଜଣକ ଗୋଡ଼ିଆଗୁଡା ଗ୍ରାମର ସମ୍ବାରୁ ଭତରା (୬୬)। ସମ୍ବାରୁ ନିଜ ଧାନ ଚାଷକୁ ଗୋରୁ ପ୍ରବେଶ କରି ନଷ୍ଟ କରିଦେବେ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନକୁ ଜାତିସଂଘ ସାଧାରଣ ପରିଷଦରେ କଡା ସମାଲୋଚନା କରିଥିବା ସ୍ନେହା ଦୁବେଙ୍କ ବାବଦରେ ଜାଣିଛନ୍ତି କି?

ନୂଆଦିଲ୍ଲୀ: ପାକିସ୍ତାନକୁ କଡା ଭାଷାରେ ଜବାବ ଦେଇ ଜାତିସଂଘ ସାଧାରଣ ପରିଷଦରେ ଯୁକ୍ତି ଉପସ୍ଥାପନ କରିଛନ୍ତି ଭାରତର ପ୍ରଥମ ସଚିବ ସ୍ନେହା ଦୁବେ | ସେ କହିଛନ୍ତି ଯେ ଆତଙ୍କବାଦୀଙ୍କୁ ପାଳନ କରିବା, ସାହାଯ୍ୟ ଦେବା ଓ ସିଧାସଳଖ ସମର୍ଥନ କରିବାରେ ପାକିସ୍ତାନର ସ୍ଥାୟୀ ଇତିହାସ ଓ ନୀତି ରହିଛି।…
ଅଧିକ ଖବର ଦେଖନ୍ତୁ...

ମଧ୍ୟାହ୍ଣ ଭୋଜନ ପରେ ହାତ ଧୋଇବାକୁ ଯାଇଥିଲେ, ବଜ୍ରପାତରେ ଦିନ ମଜୁରିଆଙ୍କ ମୃତ୍ୟୁ

ବୈପାରିଗୁଡ଼ା: ମଧ୍ୟାହ୍‌ଣ ଭୋଜନ ପରେ ହାତ ଧୋଇବାକୁ ଯାଇଥିବା ଜଣେ ଯୁବ ଶ୍ରମିକଙ୍କ ବଜ୍ରପାତରେ ଅକାଳ ବିୟୋଗ ହୋଇଛି। କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ଘୁମର ପାକନାଗୁଡା ଗ୍ରାମରେ ଆଜି ଏହି ଅଭାବନୀୟ ଅଘଟଣ ଘଟିଛି। ମୃତକ ହେଲେ ଜଣେ ଦିନ ମଜୁରିଆ ଦାମୋଦର ନାୟକ(୨୮)। ସୂଚନା…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ଯଥାଶୀଘ୍ର ପିଓକେ ଖାଲି କରୁ : ଇମ୍ରାନଙ୍କୁ ଭାରତର ଦୃଢ ଜବାବ

ନୂଆଦିଲ୍ଲୀ : ମିଳିତ ଜାତିସଂଘ ସାଧାରଣ ପରିଷଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କଶ୍ମୀର ପ୍ରସଙ୍ଗ ଉଠାଇଥିବାବେଳେ ତାଙ୍କୁ ଦୃଢ ଜବାବ ଦେଇଛି ଭାରତ । ପାକିସ୍ତାନ ଯଥାଶୀଘ୍ର ପିଓକେ ଖାଲି କରୁ ବୋଲି ଭାରତ ରୋକଠୋକ୍ ଜଣାଇଦେଇଛି । ଇମ୍ରାନଙ୍କ ବକ୍ତବ୍ୟର ଜବାବ ରଖି  ଜାତିସଂଘରେ…
ଅଧିକ ଖବର ଦେଖନ୍ତୁ...

ତାଲିବାନ ସରକାରକୁ ମାନୁନାହାନ୍ତି ତାଲିବାନୀ ଆତଙ୍କବାଦୀ; ସରକାରୀ କାର୍ଯ୍ୟାଳୟରେ ପଶି ନେଉଛନ୍ତି ସେଲଫି

କାବୁଲ: ଆଫଗାନିସ୍ତାନର ଶାସନ ବ୍ୟବସ୍ଥାକୁ ବଳପୂର୍ବକ ନିଜ ଅକ୍ତିଆରକୁ ନେଇଯିବା ପରେ ଏବେ ତାଲିବାନ ନେତାମାନେ ଆଫଗାନିସ୍ତାନରେ କୌଣସି ପ୍ରକାରେ ଶାନ୍ତିପ୍ରତିଷ୍ଠା କରାଇ ସରକାର ଗଠନ ପୂର୍ବକ କ୍ଷମତା ଉପଭୋଗ କରିବାକୁ ଚାହୁଁଛନ୍ତି। ହେଲେ, ଏଥିରେ ପ୍ରତିବନ୍ଧକ ସାଜିଛନ୍ତି ତାଲିବାନ…
ଅଧିକ ଖବର ଦେଖନ୍ତୁ...