Daily Archives

September 25, 2021

ଆଶାର ଆଲୋକ: ବର୍ଜ୍ୟଜଳ ବିଶୋଧନ ହେବା ସହ ସେଥିରୁ ହେବ ଉଦ୍ଭିଦ ଉପଯୋଗରେ ବିଦ୍ୟୁତ୍‌ ଉତ୍ପାଦନ

ବର୍ତ୍ତମାନ ବର୍ଜ୍ୟପଦାର୍ଥର ପ୍ରକ୍ରିୟାକରଣ ଉପରେ ସମଗ୍ର ବିଶ୍ବରେ ଗୁରୁତ୍ବ ଦିଆଯାଉଛି। କାରଣ ଏହା ପରିବେଶ ପ୍ରଦୂଷଣର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କାରଣ। ତେବେ ଶିଳ୍ପ ନଗରୀଗୁଡ଼ିକରୁ ନିର୍ଗତ ବର୍ଜ୍ୟଜଳ ନଦୀଗୁଡ଼ିକୁ ବହୁ ଭାବେ ପ୍ରଦୂଷିତ କରୁଛି। ଏହା ଫଳରେ ଦେଶର ୩୫୧ଟି ନଦୀର ଜଳ ପ୍ରଦୂଷିତ…
ଅଧିକ ଖବର ଦେଖନ୍ତୁ...

ପୁଣି ଆଫଗାନିସ୍ତାନକୁ ଫେରିବ ‘ହାତକଟା’ ଦଣ୍ଡ, ଏକାନ୍ତ ସ୍ଥାନରେ କଟାଯିବ ବିଦ୍ରୋହୀଙ୍କ ହାତ

ନୂଆଦିଲ୍ଲୀ: ଗୋଟିଏ ପଟେ ତାଲିବାନ ବିଶ୍ୱକୁ କହୁଛି ଯେ ଏହା ବଦଳି ଯାଇଛି। ତାଲିବାନ ମିଳିତ ଜାତିସଂଘରେ ସ୍ଥାନ ପାଇବାକୁ ଚାଁହୁଛି | ତେବେ ତାଲିବାନର ଆଗାମୀ ରଣନୀତି କଣ ହେବ ସେ ନେଇ ଏକ ବଡ ବୟାନ ଦେଇଛନ୍ତି ତାଲିବାନର ଅନ୍ୟତମ ପ୍ରତିଷ୍ଠାତା ମୁଲ୍ଲା ନୁରୁଦ୍ଦିନ ତୁରାବୀ | ସେ କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ସାପୁଆ ନାଳ ଉପରେ ନିର୍ମାଣ ହୋଇପାରୁନି ପୋଲ, ୨ ବର୍ଷରେ ଭାସିଗଲେଣି ୬  

ଅଡ଼ବା: ଗଜପତି ଜିଲ୍ଲା ମୋହନା ବ୍ଲକ୍‌ର ଦୁର୍ଗମ ଗୋଡ଼ଜୁଳି ପଞ୍ଚାୟତର ପଣସଡ଼ିହ ଓ ବେତଗଣ୍ଡା ଗ୍ରାମବାସୀଙ୍କ ଜୀବନଜୀବିକା ମଝିରେ ପ୍ରତିବନ୍ଧକ ସାଜିଛି ସାପୁଆ ନାଳ। ବର୍ଷାଦିନ ଆସିବା ମାତ୍ରେ ପଣସଡିହ, ବେତଗଣ୍ଡା, ବ୍ରାହ୍ମଣଦେଇପଦା, ପୁରୁଣାପାଣି ଓ ବାଲିପଙ୍କ ଗାଁ ସମ୍ପୂର୍ଣ୍ଣ ଭାବେ…
ଅଧିକ ଖବର ଦେଖନ୍ତୁ...

ଓଡ୍ରାଫ ଡଙ୍ଗା ବୁଡି ଘଟଣା: ମିଳିଲା କର୍ମଚାରୀଙ୍କ ମୃତଦେହ; କାଲିଠୁ ଥିଲେ ନିଖୋଜ

ଭୁବନେଶ୍ବର: ମହାନଦୀକୁ ହାତୀ ଉଦ୍ଧାର କରିବାକୁ ଯାଇ ବୋଟ ବୁଡିବା ଘଟଣାରେ  ନିଖୋଜ ଥିବା ଓଡ୍ରାଫ କର୍ମଚାରୀ ସୀତାରାମ ମୁର୍ମୁଙ୍କ ମୃତଦେହ ମିଳିଛି । ପ୍ରଥମେ ସକାଳୁ ଗୋଟିଏ ମୃତଦେହ ଉଦ୍ଧାର ହୋଇଥିଲା । ତାକୁ ସୀତାରାମଙ୍କ ମୃତଦେହ ବୋଲି ସନ୍ଦେହ କରାଯାଉଥିଲା । ହେଲେ ପରେ ପରିବାର ମୃତଦେହକୁ…
ଅଧିକ ଖବର ଦେଖନ୍ତୁ...

ଆସାମ  ହିଂସା ପଛରେ ପିଏଫଆଇ : ମୁଖ୍ୟମନ୍ତ୍ରୀ ହିମନ୍ତଙ୍କ ଇସାରା

ଗୁଆହାଟୀ : ଆସାମରେ ହୋଇଥିବା  ହିଂସା ପଛରେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)ର ହାତ ଥିବା ସଂକେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା । ଶନିବାର ସେ କହିଛନ୍ତି ଯେ, ସିପାଝର ଅଞ୍ଚଳରେ ୬୦ଟି ପରିବାରକୁ ଉଚ୍ଛେଦ କରିବାକୁ ପ୍ରଶାସନ ଯାଇଥିଲା । କିନ୍ତୁ ସେଠାରେ ୧୦ ହଜାର…
ଅଧିକ ଖବର ଦେଖନ୍ତୁ...

‘ପିଏମ ମୋଦୀଙ୍କ ଫଟୋ ଆମ ଅଫିସିଆଲ ଇମେଲରୁ ହଟାଅ’: ଏନ୍‌ଆଇସିକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋକୁ କେନ୍ଦ୍ର କରି ସୃଷ୍ଟି ହୋଇଛି ବିବାଦ ଓ ବତର୍କ। ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌କୋର୍ଟର ଅଫିସିଆଲ ଇମେଲରେ ଏକ ଫୁଟର୍‌ ଭାବରେ ନିଆଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ସହ ‘ସାବକା ସାଥ, ସାବକା ବିକାଶ...’…
ଅଧିକ ଖବର ଦେଖନ୍ତୁ...

ଆଜି ରାତିସୁଦ୍ଧା ବାତ୍ୟା ରୂପ ନେବ ଗଭୀର ଅବପାତ, ରବିବାର ସଂଧ୍ୟାରେ ସ୍ଥଳଭାଗ ଛୁଇଁବ

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍-ଡି୍ପ୍ରେସନ ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ପଶ୍ଚିମ ଦିଗରେ ଗତି କରୁଛି । ଆଜି ଦିନ ସାଢେ ୧୧ଟା ସୁଦ୍ଧା ଏହା ଗୋପାଳପୁରଠାରୁ ୪୧୦ କିଲୋମିଟର ପୂର୍ବ,ଦକ୍ଷିଣ-ପୂର୍ବ ଦିଗରେ ଅବସ୍ଥିତ ଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ନିଜର…
ଅଧିକ ଖବର ଦେଖନ୍ତୁ...

୭ଟି ଆକାଉଣ୍ଟ ଆଉ ଦୁଇ ଜଣଙ୍କୁ ବିବାହ ପ୍ରସ୍ତାବ ଦେଇ ତଥ୍ୟ ନେଇଥିଲେ ରହସ୍ୟମୟୀ

ଭୁବନେଶ୍ୱର: ଫେସବୁକରେ ୭ଟି ଆକାଉଣ୍ଟ ସହ ଭିନ୍ନ ଫଟୋ ଓ ପରିଚୟ ଦେଇଥିଲେ | କଥା ଏତିକିରେ ସରିନଥିଲା ଦୁଇ ଜଣଙ୍କୁ ବିବାହ ପ୍ରସ୍ତାବ ମଧ୍ୟ ଦେଇଥିଲେ | ରହସ୍ୟମୟୀଙ୍କ ବାବଦରେ ଆଜି କିଛି ଏଭଳି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା | ଏଡିଜିଙ୍କ ସୂଚନା ମୁତାବକ ଚାନ୍ଦିପୁର…
ଅଧିକ ଖବର ଦେଖନ୍ତୁ...

ଗତ ୯ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ପତ୍ତିରେ ୨୨ ଲକ୍ଷ ବୃଦ୍ଧି, ମୋଟ ସମ୍ପତ୍ତି ୩.୦୭ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ: ସଂପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଥିବାବେଳେ ତାଙ୍କର ସମ୍ପତ୍ତି ସମ୍ପର୍କିତ ତଥ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ପ୍ରକାଶ ପାଇଛି। ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ମାର୍ଚ୍ଚ ୩୧, ୨୦୨୧ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁର ଜିଲ୍ଲାରେ ଚାଞ୍ଚଲ୍ୟ: ଗୋଟିଏ ଦିନରେ ଗଛରେ ଝୁଲିପଡ଼ିଲେ ୨ ପ୍ରେମୀଯୁଗଳ !  

ନବରଙ୍ଗପୁର: ସଂସାର ଆରମ୍ଭ ପୂର୍ବରୁ ଆରପାରିକୁ ଚାଲିଗଲେ ୪ ଲଭବାର୍ଡ | ପ୍ରେମର ପାଠ ପଢୁ ପଢୁ ବାଛିନେଲେ ଆତ୍ମହତ୍ୟାର ବାଟ | ଆଜି ନବରଙ୍ଗପୁରରେ ଏମିତି ଦୁଇଟି ଘଟଣା ଘଟିଛି ଯାହାକି ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଦେଇଛି |  ନବରଙ୍ଗପୁରର ପାପଡାହାଣ୍ଡି ଓ ଚନ୍ଦାହାଣ୍ଡିରୁ ଦୁଇ…
ଅଧିକ ଖବର ଦେଖନ୍ତୁ...