Daily Archives

September 25, 2021

ପୁରୀ ରେଳଷ୍ଟେସନରୁ ବ୍ରାହ୍ମଣ ବେଶଧାରୀ ଲୁଟେରା ଗିରଫ

ପୁରୀ: ପୁରୀ ରେଳଷ୍ଟେସନରୁ ଜଣେ ବ୍ରାହ୍ମଣ ବେଶଧାରୀ ଲୁଟେରାଙ୍କୁ ଜିଆରପି ପୁଲିସ ଧରିବାରେ ସକ୍ଷମ ହେଇଛି। ପୁରୀ ମାଳିସାହିର ଅଶୋକ ପଲେଇ ଷ୍ଟେସନ ଭିତରେ ବ୍ରାହ୍ମଣ ବେଶରେ ବୁଲି ଜଣେ ଯାତ୍ରୀଙ୍କ ମୋବାଇଲ ଲୁଟିନେବା ସମୟରେ ଧରପଡ଼ିଥିଲେ। ଜିଆରପି ପୁଲିସ ଏନେଇ ୨୦/୨୧ ନମ୍ବରରେ ଏକ ମାମଲା ରୁଜୁ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ଆଘାତରେ ଜଣେ ଯବାନଙ୍କ ମୃତ୍ୟୁ, ଜଣେ ଗୁରୁତର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘରଠାରେ ବିଦ୍ୟୁତ୍ ଆଘାତରେ ଜଣେ କାର୍ଯ୍ୟରତ ଜିଲ୍ଲା ପୁଲିସର ଯବାନ ଇସାକ୍ ହରିଜନଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯବାନ ଗୁରୁତର ହୋଇ ରାଇଘର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ରାଇଘର କୋଦଭଟା ସ୍ଥିତ ପୁଲିସ୍ କ୍ୟାମ୍ପରେ ଏହି ଅଘଟଣ ଘଟିଛି।…
ଅଧିକ ଖବର ଦେଖନ୍ତୁ...

ଗୁଳିମାଡ଼ରେ ସମିତି ସଭ୍ୟଙ୍କ ମୃତ୍ୟୁ: ବ୍ୟାବସାୟିକ ଶତ୍ରୁତା ସନ୍ଦେହ, ୬ ଅଟକ

କାମାକ୍ଷାନଗର: ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ବାରୁଆଁକା ପଞ୍ଚାୟତର ସମିତି ସଭ୍ୟ ଦୀପକ ମାହୁନ୍ତ ଆତତାୟୀଙ୍କ ଗୁଳିମାଡ଼ରେ ମୃତ୍ୟୁବରଣ କରିଛନ୍ତି। ଏହାର କାରଣ ଅସ୍ପଷ୍ଟ ଥିଲେ ବି ବ୍ୟାବସାୟିକ ଶତ୍ରୁତାରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ…
ଅଧିକ ଖବର ଦେଖନ୍ତୁ...

ଜାତିସଂଘ ସାଧାରଣ ପରିଷଦ୍‌ର ୭୬ତମ ଅଧିବେଶନରେ ଆଜି ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ଭାରତୀୟ ସମୟ ସନ୍ଧ୍ୟା ୬.୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କସ୍ଥିତ ଜାତିସଂଘର ସାଧାରଣ ପରିଷଦ୍‌ର ୭୬ତମ ଅଧିବେଶନରେ ଉଦ୍‌ବୋଧନ ଦେବେ। ଏବର୍ଷ ପାଇଁ ‘ଜେନେରାଲ୍‌ ଡିବେଟ୍‌’ ବା ସାଧାରଣ ବିତର୍କର ମର୍ମ ରହିଛି କୋଭିଡ୍‌-୧୯ରୁ ତୁରନ୍ତ ମୁକ୍ତିପାଇବାର…
ଅଧିକ ଖବର ଦେଖନ୍ତୁ...

ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ: ହତ୍ୟାକାଣ୍ଡ ସନ୍ଦେହ

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ମହୁଲପାଲି ଥାନା ଜୟପୁରଗଡ ଗ୍ରାମରେ ସଦାନନ୍ଦ ଶବର(ରେଙ୍ଗଟୁ)ଙ୍କର ଏକ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତାଙ୍କ ବୟସ ୪୦ବର୍ଷ ବୋଲି ଜଣାଯାଇଛି।  ମହୁଲପାଲି  ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ପ୍ରଭାବରେ ଅଳ୍ପ ପବନ, ମାତ୍ର ପ୍ରବଳ ବର୍ଷା ହେବ: ସ୍ୱତନ୍ତ୍ର ରିଲିଫ୍ କମିସନର୍

ଭୁବନେଶ୍ବର: ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅବପାତ ବାତ୍ୟାର ରୂପ ନେଇପାରେ। ଏବେ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଥିବା ବେଳେ ୧୨ଘଣ୍ଟା ମଧ୍ୟରେ ଗଭୀର ଅବପାତରେ ପରିଣତ ହେବ। ଏହା ବାତ୍ୟାରେ ପରିଣତ ହୋଇପାରେ ବୋଲି ପୁର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହା ଗୋପାଳପୁରଠାରୁ…
ଅଧିକ ଖବର ଦେଖନ୍ତୁ...

ମହାନଦୀ ଟ୍ରାଜେଡି ! ହାତୀ ପାଇଁ ଜଳ ସମାଧି

ମହାନଦୀରେ ଫସି ଥିଲା ଦନ୍ତାହାତୀ। ଗୋଟିଏ ପାୱାର ବୋଟରେ ୫ ଜଣ ଓଡ୍ରାଫ ଯବାନ ଯାଇ ତାକୁ ସୁରକ୍ଷିତ ବାଟ ଦେଖାଇବାକୁ ଯୋଜନା କଲେ। ସାଙ୍ଗରେ ଗଲେ ଦୁଇ ଜଣ ସାମ୍ବାଦିକ। ଦନ୍ତାହାତୀଟି ତ ମରିଗଲା। କିନ୍ତୁ ରାଜ୍ୟର ଜଣେ ଉଦୀୟମାନ ଯୁବ ସାମ୍ବାଦିକଙ୍କର ଏଭଳି ଘଟଣାରେ ଜୀବନ ଚାଲିଗଲା।…
ଅଧିକ ଖବର ଦେଖନ୍ତୁ...

ଭାରତ-ଆମେରିକା ମୈତ୍ରୀର ନୂତନ ଅଧ୍ୟାୟ ଲେଖି ହ୍ବାଇଟ୍‌ ହାଉସ୍‌ ‘ଭିଜିଟର୍ସ ବୁକ୍‌’ରେ ସ୍ବାକ୍ଷର କଲେ ପ୍ରଧାନମନ୍ତ୍ରୀ…

ୱାସିଂଟନ୍‌: ଯୁକ୍ତରାଷ୍ଟ୍ର ଆମେରିକା ଓ ଭାରତର ବନ୍ଧୁତ୍ବର ଆତ୍ମାକୁ କାଳିରେ ଲିପିବଦ୍ଧ କରି ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହ୍ବାଇଟ୍‌ ହାଉସ୍‌ର ‘ରୁଜ୍‌ଭେଲଟ୍‌ ରୁମ୍‌’ରେ ଥିବା ‘ପରିଦର୍ଶକ ଖାତା’ ବା ‘ଭିଜିଟର୍ସ ବୁକ୍‌’ରେ ସ୍ବାକ୍ଷର କରିଛନ୍ତି। ‘ରୁଜ୍‌ଭେଲଟ୍‌…
ଅଧିକ ଖବର ଦେଖନ୍ତୁ...