Daily Archives

September 26, 2021

ମା’ ମଝିଘରିଆଣିଙ୍କ ବାଲିଯାତ୍ରା ଉଦଯାପିତ: ଶେଷ ଦିନରେ ନିଆଁରେ ଚାଲିଲେ, କଣ୍ଟା ଦୋଳିରେ ଝୁଲିଲେ ପୂଜକ

ରାୟଗଡ଼ା: ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ବାଲିଯାତ୍ରା ଆଜି ଉଦଯାପିତ ହୋଇଯାଇଛି। ୯ ଦିନ ଧରି ଚାଲିଥିବା ପୂଜାର ଉଦଯାପନୀ ଦିବସରେ ରୀତିନୀତି ଅନୁଯାୟୀ ମା’ଙ୍କ ସମସ୍ତ ନୀତି ଶେଷ ହେବା ପରେ ସଂଧ୍ୟାରେ ମୁଖ୍ୟ ପୂଜକ ମା’ଙ୍କ ପ୍ରତିମାକୁ ଧରି ନିଆଁରେ ଚାଲିବା ସହ କଣ୍ଟା…
ଅଧିକ ଖବର ଦେଖନ୍ତୁ...

‘ସମ୍ବାଦ‘ ଉତ୍ତର ଓଡ଼ିଶା ସଂସ୍କାରଣରେ ବିତର୍କ ଓ ସାରେଗାମା ପ୍ରତିଯୋଗିତା

ବାଲେଶ୍ୱର: ଜୋନ୍‌ସ୍ତରୀୟ ବାର୍ଷିକ ସମ୍ବାଦ ସାରେଗାମା ଓ ବିତର୍କ ପ୍ରତିଯୋଗିତା ବାଲେଶ୍ବର ଶିଳ୍ପାଞ୍ଚଳ ସ୍ଥିତ କାର୍ଯ୍ୟାଳୟରେ ଆୟୋଜିତ ହୋଇଯାଇଛି। ପ୍ରତିଯୋଗିତାକୁ ଫକୀରମୋହନ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ମୁନେଶ ଚନ୍ଦ୍ର ଅଧିକାରୀ ଉଦ୍‌ଘାଟନ…
ଅଧିକ ଖବର ଦେଖନ୍ତୁ...

ଐତିହ୍ୟସମ୍ପନ୍ନ ବାରିପଦା ସଂଗ୍ରହାଳୟର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ନିମନ୍ତେ ପ୍ରୟାସ ଆରମ୍ଭ

ବାରିପଦା: ଐତିହ୍ୟସମ୍ପନ୍ନ ତଥା ଓଡ଼ିଶାର ସର୍ବପୁରାତନ ବାରିପଦା ସଂଗ୍ରହାଳୟରେ ଥିବା ପୁରାତନ କିର୍ତ୍ତୀରାଜି ଓ କଳାକୃତିର ସଂରକ୍ଷଣ, ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ନେଇ ଆଶା ସଂଚାର ହୋଇଛି। ଏନେଇ ପ୍ରୟାସ ଆରମ୍ଭ କରିଛନ୍ତି ମୟୂରଭଞ୍ଜର ରାଜକୁମାରୀ ତଥା ଯୁବ ଉଦ୍ୟୋଗୀ ଅକ୍ଷିତା ମଞ୍ଜରୀ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ମୁମ୍ବାଇକୁ ୫୪ ରନ୍‌ରେ ପରାସ୍ତ କଲା ବାଙ୍ଗାଲୋର

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣ ୩୯ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍‌ସକୁ ୫୪ ରନ୍‌ରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତି ୨୦ ଓଭରରେ ୬ଟି ଓ୍ଵିକେଟ୍‌ ହରାଇ ୧୬୫ ରନ୍‌ କରିଥଲା ।…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ଗୁଲାବ୍ ମୁକାବିଲା ପାଇଁ ସଜାଗ ପ୍ରଶାସନ: ରାୟଗଡ଼ାରେ ହାଇଆଲର୍ଟ 

ରାୟଗଡ଼ା: ବାତ୍ୟା ଗୁଲାବକୁ ନେଇ ରାୟଗଡ଼ାରେ ହାଇଆଲର୍ଟ ଜାରି କରିଛି ପ୍ରଶାସନ। ଜିଲ୍ଲାର ୧୦୧ ଗାଁ ଅତି ସମ୍ବେଦନଶୀଳ ଚିହ୍ନଟ ପରେ ସଂଧ୍ୟା ସୁଦ୍ଧା ୧୧ ବ୍ଲକରୁ ୧୦୧୧ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଏବଂ ୧୦୫ ଗର୍ଭବତୀ/ଆସନ୍ନ ପ୍ରସବାଙ୍କୁ ମା’ ଗୃହ ଓ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

‘ସମ୍ବାଦ’ ବାର୍ଷିକ ପ୍ରତିଯୋଗିତା କୁଇଜ, ଚିତ୍ରାଙ୍କନ ଓ ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତାର ଜିଲ୍ଲାସ୍ତରୀୟ…

ଜୟପୁର: ‘ସମ୍ବାଦ’ର ୩୮ତମ ସ୍ବନକ୍ଷତ୍ର ଅବସରରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ, ଓଡିଆ ହସ୍ତାକ୍ଷର ଓ କୁଇଜ୍ ପ୍ରତିଯୋଗିତା ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହେବା ସହ ମୂଲ୍ୟାୟନ ମଧ୍ୟ ସରିଛି। ଆଜି ସମ୍ବାଦ ଜୟପୁର ସଂସ୍କରଣ କାର୍ଯ୍ୟାଳୟ ପରିସରରେ ଜୟପୁର ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

ମୋଟର ସାଇକେଲ ବିକ୍ରି ନାଁରେ ଯୁବକଙ୍କଠୁ ଠକି ନେଲେ ୫୨ ହଜାର ଟଙ୍କା

ମାଲକାନଗିରି: ବିଭିନ୍ନ ସମୟରେ ଅନଲାଇନରେ ବିଭିନ୍ନ ପ୍ରଲୋଭନ ଜିନିଷ ଦେଖାଇ ଲୋକଙ୍କୁ ମାଫିଆମାନେ ଠକୁଥିବା ନଜିର ରହିଥିଲେ ମଧ୍ୟ ଲୋକେ ଏସବୁକୁ ଅଣଦେଖା କରି ପୁଣି ଏହି ମାଫିଆଙ୍କ ଜାଲରେ ପଡି ଠକି ହେଉଛନ୍ତି। ଏଭଳି ଏକ ଘଟଣା ଘଟିଛି ମାଲାକନଗିରି ଜିଲ୍ଲାର ମାତିଲି ବ୍ଲକ ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ଚାକରାଣୀଙ୍କୁ ଆର୍‌ଏସ୍‌ପି କର୍ମଚାରୀଙ୍କ ଅସଦାଚରଣ ଉଦ୍ୟମ, ଅଭିଯୁକ୍ତ ଅଟକ

ରାଉରକେଲା: ନିଜ ଚାକରାଣୀଙ୍କୁ ଅସଦାଚରଣ ଉଦ୍ୟମ କରିଛନ୍ତି ଜଣେ ଆର୍‌ଏସ୍‌ପି କର୍ମଚାରୀ। ଗ୍ୟାରେଜ୍‌ ସଫେଇ କରିବାକୁ କହି ଅସଦାଚରଣ କରିଥିଲେ। ଏନେଇ ସେକ୍ଟର-୭ ଥାନାରେ ଏତଲା ହେବାପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଏହାସହ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି। ସେକ୍ଟର-୬ ସି’…
ଅଧିକ ଖବର ଦେଖନ୍ତୁ...

ନୃତ୍ୟଗୁରୁ ପୂର୍ଣ୍ଣିମା ବାରିକଙ୍କ ପରଲୋକ

ବାଲେଶ୍ବର: ଖ୍ୟାତନାମା ଓଡ଼ିଶୀ ନୃତ୍ୟଗୁରୁ ତଥା ବାଲେଶ୍ବର ଜିଲ୍ଲା ରେମୁଣା କଲେଜର ଅଧ୍ୟାପିକା ପୂର୍ଣ୍ଣିମା ବାରିକ(୫୦) ବିଷପିଇ ମୃତ୍ୟୁ ହୋଇଥିବା ଜଣାଯାଇଛି। ଶନିବାର ବିଳମ୍ବିତ ରାତିରେ ସେ ବାଲେଶ୍ବର ସହର ମାଣିଖମ୍ବ ସ୍ଥିତ ନିଜ ଘରେ ଥିବା ସମୟରେ କୌଣସି କାରଣରୁ ହଠାତ୍‌ ବିଷ ପିଇ…
ଅଧିକ ଖବର ଦେଖନ୍ତୁ...

କୁଆଝରଣ ଘାଟିରେ କ୍ରେନ୍ ଓଲଟି ୩ ଗୁରୁତର

ହରିଚନ୍ଦନପୁର: ହରିଚନ୍ଦନପୁର-କେନ୍ଦୁଝର ରାସ୍ତାର କୁଅଝରଣ ଘାଟିରେ ଆଜି ପୂର୍ବାହ୍ନରେ ଏକ କ୍ରେନ୍‌ (ଏପି-୩୧-ଟିଆର୍‌-୯୫୬୪) ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ କ୍ରେନ ଡ୍ରାଇଭର ପଞ୍ଜାବର ଲାଡ଼ୁ ସାନ୍ଧୁ (୪୨ ), ମେକାନିକ ଆନ୍ଧ୍ରପ୍ରଦେଶ ହାଇଦ୍ରାବାଦର ଭେଙ୍କଟ ସ୍ବାମୀ (୪୪) ଓ ହେଲପର୍‌…
ଅଧିକ ଖବର ଦେଖନ୍ତୁ...