Daily Archives

September 27, 2021

ଗୁଲାବ୍ ଆସିଲା ଛୁଇଁ ଦେଇଗଲା, କ୍ଷତି କଲାନି ବାତ୍ୟା: ପ୍ରଭାବରେ ତୁହାକୁ ତୁହା ବର୍ଷା

ଭଞ୍ଜନଗର: ବାତ୍ୟା ଗୁଲାବ୍ ପ୍ରଭାବରେ ତୁହାକୁ ତୁହା ବର୍ଷା ହୋଇଛି। କେଉଁଠି ପ୍ରବଳ ବର୍ଷିଛି ତ ଅନ୍ୟ କେଉଁଠି ଅଳ୍ପ ବର୍ଷା ହୋଇଛି। ଗତ ବିଳମ୍ବିତ ରାତିରେ ପବନ ସହ ପ୍ରବଳ ବର୍ଷା ହୋଇଥିବାବେଳେ ସକାଳ ସମୟରେ ଏହାର ପରିମାଣ କମ୍ ହୋଇଯାଇଥିଲା। ଭଞ୍ଜନଗର ଉପଖଣ୍ଡ ମଧ୍ୟରେ ପବନ ସାଙ୍ଗକୁ…
ଅଧିକ ଖବର ଦେଖନ୍ତୁ...

ଯୁବପିଢ଼ିଙ୍କୁ ଆକୃଷ୍ଟ କରିଥିବା ଟିଭିଏସ ରାଇଡର ର ବାରିପଦାରେ ବଜାର ପ୍ରବେଶ

ବାରିପଦା: ଯୁବପିଢ଼ୀଙ୍କୁ ଆକୃଷ୍ଟ କରିଥିବା ଟିଭିଏସ୍ କମ୍ପାନୀର ନୂତନ ମଡେଲର ମୋଟରସାଇକେଲ ଟିଭିଏସ ରାଇଡର ର ବାରିପଦା ବଜାର ପ୍ରବେଶ ହୋଇଛି । ବାରିପଦା ଆଲାଏଡ୍ ପକ୍ଷରୁ ୧୨୫ ସିସି ଇଞ୍ଜିନ୍ କ୍ଷମତାବିଶିଷ୍ଟ ଏହି ନୂତନ ମଡେ୍ଲରେ ଅତ୍ୟାଧୁନିକ ୩ ଭା୍ଲଭ ଟେକ୍ନୋଲୋଜି, ଜିପିଆରଏସ ବ୍ୟବସ୍ଥା…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ ମିଶ୍ରଣ ପର୍ବ : ବିଜେପି ଛାଡ଼ିଲେ ୨୫୦ କର୍ମୀ, କୋଳେଇ ନେଲା ବିଜେଡ଼ି

ରାୟଗଡ଼ା : ପଞ୍ଚାୟତ, ପୌର ନିର୍ବାଚନ ପୂର୍ବରୁ ସରଗରମ ହେଲାଣି ରାୟଗଡ଼ା ରାଜନୀତି। ଜୋର୍ ଧରିଲାଣି ଦଳବଦଳ ରଣନୀତି। ଭୁବନେଶ୍ବରରେ ବିଜେଡ଼ିର ମିଶ୍ରଣ ପର୍ବ ପରେ କଂଗ୍ରେସ ରାୟଗଡ଼ାରେ ଦୁଇ ଦିନ ଧରି ମିଶ୍ରଣ ପର୍ବ କରିଥିଲା। ଆଜି ପୁଣି ବିଜେଡ଼ି ମିଶ୍ରଣ ପର୍ବକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ସରକାରଙ୍କ ‘ମୋ ସ୍କୁଲ ଅଭିଯାନ’କୁ ଓଏସ୍‌ଏଲ୍‌ ପକ୍ଷରୁ ଆର୍ଥିକ ସହାୟତା

 ଭୁବନେଶ୍ବର :  ଓଡ଼ିଶା ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା  ‘ମୋ ସ୍କୁଲ୍‌ ଅଭିଯାନ ପରିଚାଳନା ସଙ୍ଗଠନ’କୁ  ଓଏସଏଲ ଗ୍ରୁପ ପକ୍ଷରୁ କଟକ ଜିଲ୍ଲା ପାଇଁ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।  ନିଜ କର୍ପୋରେଟ୍‌ ସାମାଜିକ ଦାୟିତ୍ବବୋଧର ପ୍ରମୁଖ ଅଂଶ ସ୍ବରୂପ କମ୍ପାନି…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ର ସରକାରଙ୍କ ମିଶନ କୋଟିଆ : ସୀମାନ୍ତରେ ତେଲଗୁ ଭାଷାରେ ମାରିଲେ ବୋର୍ଡ 

କୋରାପୁଟ : ଯାହା ମାସେ ତଳେ କହିଥିଲେ ତାହାକୁ କରି ଦେଖାଇଛନ୍ତି ଆନ୍ଧ୍ର ସରକାର।  କୋରାପୁଟ ଜିଲ୍ଲା ‘ଗୁଲାବ’ ବାତ୍ୟା ସହ ଯୁଝୁଥିବାବେଳେ ବିବାଦୀୟ କୋଟିଆ ଗ୍ରାମପୁଞ୍ଜକୁ ଅନୁପ୍ରବେଶ କରି ତେଲୁଗୁ ଭାଷାରେ ଫଳକ ମାରିଛି ଆନ୍ଧ୍ର ପ୍ରଶାସନ। ଯେଉଁ ସମୟରେ ଗୁଲାବ ବାତ୍ୟାକୁ ନେଇ କୋରାପୁଟ…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ‘ଗୁଲାବ’ର ପ୍ରଭାବ, ପଟାଙ୍ଗୀ ଓ ସେମିଳିଗୁଡାରେ ବ୍ୟାପକ କ୍ଷତି

କୋରାପୁଟ/ପଟାଙ୍ଗୀ: ବାତ୍ୟା ‘ଗୁଲାବ’ର ପ୍ରଭାବରେ ବ୍ୟାପକ ଭାବେ ପ୍ରଭାବିତ ହୋଇଛି କୋରାପୁଟ ଜିଲ୍ଲାର ସେମିଳିଗୁଡା ଓ ପଟାଙ୍ଗୀ ବ୍ଲକ। ପଟାଙ୍ଗୀର ରେଲେଗଡା ପଞ୍ଚାୟତ ସହ ୪ଟି ପଞ୍ଚାୟତରେ ବ୍ୟାପକ କ୍ଷତି ପହଞ୍ଚାଇଛି। ବାଦଲ ଫଟା ବର୍ଷା ସହ ଭୂ-ସ୍ଖଳନ ଫଳରେ ଆନ୍ଧ୍ର-ଓଡ଼ିଶାର ୨୬ ନମ୍ବର…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ରାଜସ୍ଥାନକୁ ୭ ୱିକେଟରେ ହରାଇଲା ହାଇଦ୍ରାବାଦ

ଦୁବାଇ : ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୧ର ୪୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟରେ ପରାସ୍ତ କରିଛି ସନରାଇଜର୍ସ ହାଇଦ୍ରାବାଦ । ପ୍ରଥମ ପାଳିରେ ରାଜସ୍ଥାନ ୨୦ ଓଭରରେ ୫ ୱିକେଟ ହରାଇ ୧୬୪ ରନ୍‌ କରିଥିଲା । ଜବାବରେ ହାଇଦ୍ରାବାଦ ୧୮.୩ ଓଭରରେ ୩…
ଅଧିକ ଖବର ଦେଖନ୍ତୁ...

ଗାଡ଼ି ଅଟକାଇ ନବବିବାହିତଙ୍କୁ ଶୁଭେଚ୍ଛା ଜଣାଇଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ପଞ୍ଜାବ: ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ମୁଖ୍ୟମନ୍ତ୍ରୀ ନବବିବାହିତ ଦମ୍ପତିଙ୍କୁ ସେମାନଙ୍କ ବିବାହକୁ ନେଇ ଅଭିନନ୍ଦନ ଜଣାଉଛନ୍ତି। ବାସ୍ତବରେ, ଯେତେବେଳେ ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

କିଏ ଦେଶର ପ୍ରଥମ ଆଇଏଏସ ଅଫିସର? ୨୧ ବର୍ଷ ବୟସରେ ପାଇଥିଲେ ସଫଳତା

ନୂଆଦିଲ୍ଲୀ: ୨୦୨୦ ୟୁପିଏସସି ପରୀକ୍ଷା ଫଳ ପ୍ରକାଶ ପାଇ ସାରିଛି । ଏଥିରେ ୭୬୧ ଜଣ ଆଶାୟୀ ଉତ୍ତିର୍ଣ୍ଣ ହୋଇଛନ୍ତି । ଆଉ ସେମାନଙ୍କ ମଧ୍ୟରେ ଶୁଭମ କୁମାର ଟପ୍ପର ହୋଇଛନ୍ତି । ତେବେ ପ୍ରତି ବର୍ଷ ଦେଶରେ ଏହି ପରୀକ୍ଷା ହୋଇଥାଏ । ଆଉ ଏଥିରେ ପାସ କରିଥିବା ଛାତ୍ରଛାତ୍ରୀ ଦେଶରେ ବଡ ବଡ ଅଫିସର…
ଅଧିକ ଖବର ଦେଖନ୍ତୁ...

ଛୁଇଁ ଦେଇ ଚାଲିଗଲା ବାତ୍ୟା ‘ଗୁଲାବ୍’: ଟଳିଲା ବିପଦ, ଘରକୁ ଫେରିଲେ ୪୨୫୫

ରାୟଗଡ଼ା: ବାତ୍ୟା ଗୁଲାବ୍ ଆନ୍ଧ୍ରପ୍ରଦେଶରେ ମାଡ଼ ହେବା ପରେ ରାୟଗଡ଼ା ଉପରୁ ବିପଦ ଟଳିଛି। ଗତ ୨୪ ଘଣ୍ଟାରେ ଜିଲ୍ଲାରେ ୧୮୭.୭ ମିମି ବର୍ଷା ରେକର୍ଡ କରାଯାଇଛି। ବର୍ଷା ପ୍ରଭାବରେ ୧୫ରୁ ଉର୍ଧ୍ବ ଘର ଆଶିଂକ କ୍ଷତିଗ୍ରସ୍ତ ହୋଇଥିବା ଜଣା ପଡିଛି। ୩ ପ୍ରମୁଖ ନଦୀ ବଂଶଧାରା, ନାଗାବଳୀ, କଲ୍ୟାଣୀ…
ଅଧିକ ଖବର ଦେଖନ୍ତୁ...