Daily Archives

September 27, 2021

ନିର୍ଦ୍ୱନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ସର୍ବାନନ୍ଦ ଓ ସୁସ୍ମିତା ଦେବ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, କେନ୍ଦ୍ରମନ୍ତ୍ରୀ ଏଲ୍ ମୁରୁଗାନ୍ ଏବଂ ତୃଣମୂଳ କଂଗ୍ରେସର ସୁସ୍ମିତା ଦେବ ନିର୍ଦ୍ୱନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି | ସୋମବାର ଦିନ ଆସାମରୁ ରାଜ୍ୟସଭାକୁ କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କୁ ନିର୍ବାଚିତ ବୋଲି ଘୋଷଣା…
ଅଧିକ ଖବର ଦେଖନ୍ତୁ...

ଅଜଗର ମୁହଁରୁ ବର୍ତ୍ତିଲେ ଯୁବକ : ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ ତରୀମୂଳ ପଞ୍ଚାୟତ ତୁଳସୀପୁର ଗ୍ରାମର ଷେଣ୍ଢେଇ ନଦୀକୂଳରେ ଗାଈ ଚରାଉଥିବାବେଳେ ଜଣେ ଯୁବକଙ୍କୁ ଏକ ବିରାଟ ଅଜଗର ଟାଣିନେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଖବର ପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ସଂଜ୍ଞାହୀନ ଅବସ୍ଥାରେ ସମ୍ପୃକ୍ତ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବନ୍ଧୁମାନଙ୍କ ସହ ମିଳାମିଶା ବଢ଼ିବ। ଆପଣଙ୍କ ସଂପର୍କ କୌଣସି ଉଚ୍ଚ ଅଧିକାରୀଙ୍କ ସହ ହେବ। କାର୍ଯ୍ୟ ସଂପୂର୍ଣ୍ଣ କରିବା ଲାଗି ଭାଇ ଭଉଣୀଙ୍କର ସହଯୋଗ ପାଇବେ। ବୃଷ: କାହାରିକୁ କିଛି ପରାମର୍ଶ ଦିଅନ୍ତୁ ନାହିଁ। ନୂଆ କାମ ଆରମ୍ଭ କରିପାରନ୍ତି। ପାରିବାରିକ ଜୀବନରେ ଖୁସିର ଆଗମନ ହେବ।…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ କଚାଡ଼ି ମାରିଲା ଦନ୍ତା

ଚମକପୁର : ରାତିସାରା ମଞ୍ଚାରେ ରହି ହାତୀ ଦାଉରୁ ଫସଲକୁ ସୁରକ୍ଷା ଦେଉଥିଲେ। ସକାଳେ ଘରକୁ ଫେରିବା ସମୟରେ ଦନ୍ତାହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନ ଚିପିଣ୍ଡା ବିଟ୍‌ ଅନ୍ତର୍ଗତ ପୁରୁଣାପାଣି ଗ୍ରାମର ଚାମିରା ମୁଣ୍ଡା (୨୫)।…
ଅଧିକ ଖବର ଦେଖନ୍ତୁ...

‘କୋଭାକ୍ସିନ୍‌’କୁ ଜରୁରୀକାଳୀନ ବ୍ୟବହାର ସ୍ବୀକୃତି ମିଳିବା ବିଳମ୍ବ ହେବ, ଆହୁରି ଅଧିକ ତଥ୍ୟ ମାଗିଲା…

ନୂଆଦିଲ୍ଲୀ: ହାଇଦ୍ରାବାଦସ୍ଥିତ ଔଷଧ କମ୍ପାନି ‘ଭାରତ ବାୟୋଟେକ୍‌’ ଉତ୍ପାଦିତ କୋଭିଡ୍‌-୧୯ ଟିକା ‘କୋଭାକ୍ସିନ୍‌’ର ‘ଜରୁରୀକାଳୀନ ବ୍ୟବହାର ସ୍ବୀକୃତି ଅନୁମୋଦନ’କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ଆହୁରି ବିଳମ୍ବ କରିଛି। ସୂଚନା ଅନୁଯାୟୀ, ହୁ ଏହାର ନିର୍ମାତା ଭାରତ ବାୟୋଟେକକୁ ଆଉ କିଛି…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ହାଇଦ୍ରାବାଦ ଆଗରେ ୧୬୫ରନର ଲକ୍ଷ୍ୟ ରଖିଲା ରାଜସ୍ଥାନ

ଦୁବାଇ : ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୧ର ୪୦ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଆଗରେ ୧୬୫ରନର ଲକ୍ଷ୍ୟ ରଖିଛି ରାଜସ୍ଥାନ ରୟାଲ୍ସ । ଆଜି ରାଜସ୍ଥାନ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳୀୟ ସ୍କୋର ମାତ୍ର ୧୧ ରନ…
ଅଧିକ ଖବର ଦେଖନ୍ତୁ...

ଉଦ୍ଧାର ହେଲେ ଚିଲିକା ମଧ୍ୟରେ ଫସି ରହିଥିବା ମତ୍ସ୍ୟଜୀବୀ

ନାଚୁଣୀ :  ଚିଲିକା ବ୍ଲକ୍ ଅନ୍ତର୍ଗତ ନଇରୀ ଗ୍ରାମ ନିକଟସ୍ଥ ଚିଲିକା ପେଣ୍ଠରୁ ଡଙ୍ଗା ଧରି ଚିଲିକା ମଧ୍ୟକୁ ଯାଇଥିବା ଏକ ମତ୍ସ୍ୟଜୀବୀ ଦଳ ଆଜି ସକାଳେ ଡଙ୍ଗା ସହ ହ୍ରଦ ମଧ୍ୟରେ ଫସି ରହିଥିଲେ । ଗତକାଲି ବାତ୍ୟା ଗୁଲାଵ ପ୍ରଭାବରେ ପବନ ବୋହିବା ଯୋଗୁଁ ଚିଲିକାର ଵିଲାତି ଦଳ ବହୁ ପରିମାଣରେ…
ଅଧିକ ଖବର ଦେଖନ୍ତୁ...

ଚାନ୍ଦିପୁରରୁ ଆକାଶ ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଭୁବନେଶ୍ବର : ଆଜି ବାଲେଶ୍ବରର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ(ଆଇଟିଆର)ରୁ ଆକାଶ ପ୍ରାଇମର ସଫଳ ପରୀକ୍ଷଣ ହୋଇଛି । ଅପରାହ୍ଣ ସାଢେ ୪ଟା ବେଳେ ଡିଆରଡିଓ ପକ୍ଷରୁ ଏହି ପରୀକ୍ଷଣ କରାଯାଇଥିଲା । ଏହି କ୍ଷେପଣାସ୍ତ୍ରଟି ଏକ ଆକାଶରେ ଉଡ଼ୁଥିବା ଏକ ମାନବବିହୀନ ବିମାନକୁ ସଫଳତାର…
ଅଧିକ ଖବର ଦେଖନ୍ତୁ...

କେତେ ସଫଳ ହେଲା ଭାରତ ବନ୍ଦ? ଜାଣନ୍ତୁ କ‘ଣ କହିଲେ ରାକେଶ ଟିକାୟତ

ନୂଆଦିଲ୍ଲୀ: ଆଜି ସାରା ଭାରତରେ ସଂଯୁକ୍ତ କିସାନ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ କରାଯାଇଥିବାବେଳେ ଏହା କେତେ ସଫଳ ହୋଇଛି ତାହାର ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି କୃଷକ ନେତା ରାକେଶ ଟିକାୟତ | ରାକେଶ କହିଛନ୍ତି ଯେ ଭାରତ ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଛି। ଦେଶର ହଜାର ହଜାର ସ୍ଥାନରେ କୃଷକମାନେ…
ଅଧିକ ଖବର ଦେଖନ୍ତୁ...

ମତଦାନ ସମୟରେ ଭବାନୀପୁରରେ ୧୪୪ଧାରା ଲାଗୁ କରିବା ପାଇଁ ଦାବି କଲା ବିଜେପି

କୋଲକାତା: ନିର୍ବାଚନ ଘୁ‌ଞ୍ଚାଇବା ପାଇଁ ଦାବି କରିବ‌ା ପରେ ଏବେ ମତଦାନ ସମୟରେ ଭବାନୀପୁରରେ ୧୪୪ଧାରା ଲାଗୁ କରିବା ପାଇଁ ଦାବି କଲା ବିଜେପି। ଏକ ବିଜେପି ପ୍ରତିନିଧି ଦଳ କୋଲକାତାରେ ନିର୍ବାଚନ ଆୟୋଗର ଅଧିକାରୀମାନଙ୍କୁ ଭେଟି ଭବାନୀପୁର ନିର୍ବାଚନମଣ୍ଡଳୀରେ ସେପ୍ଟେମ୍ବର ୩୦ରେ ୧୪୪ଧାରାା…
ଅଧିକ ଖବର ଦେଖନ୍ତୁ...