Daily Archives

September 28, 2021

ମାଡକାର ରୋଡ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ହେବ: ଜିଲ୍ଲାପାଳ

କୋରାପୁଟ: କୋଟିଆ-ମାଡକାର ରୋଡକୁ ତୁରନ୍ତ ମରାମତି କରାଯିବ । ଆସନ୍ତା ସପ୍ତାହକ ମଧ୍ୟରେ ଏହି ରାସ୍ତା ପୁନଃରୁଦ୍ଧାର କରାଯିବ ବୋଲି କହିଛନ୍ତି କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର । ସେ କହିଛନ୍ତି ଯେ କୋଟିଆ ଓଡିଶାର ଅବିଚ୍ଚେଦ୍ୟ ଅଙ୍ଗ, ଏହିଠାରେ ପ୍ରବେଶ କରି କିଏ ବୋର୍ଡ ପୋତିଦେଲେ ତାହା…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା-ଗୁଣ୍ଟୁର ଏକ୍ସପ୍ରେସରେ ମଦ ଚାଲାଣ, ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ କୋଚରୁ ୫ ପେଟି ମଦ ଜବତ

ରାୟଗଡ଼ା: ରାୟଗଡ଼ା-ଗୁଣ୍ଟୁର ଏକ୍ସପ୍ରେସ୍ ଟ୍ରେନରୁ ରେଲୱେ ପୁଲିସ୍ ଫୋର୍ସ ମଦ ଜବତ କରିଛି। ଜବତ ହୋଇଥିବା ୫ ପେଟି ବିଦେଶୀ ମଦର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କା ହେବ ବୋଲି ପୁଲିସ୍ ଅନୁମାନ କରିଛି। କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ରେଲୱେ ଷ୍ଟେସନ ଦେଇ ଯାତ୍ରୀବାହୀ କୋଚ୍ ଭିତରକୁ…
ଅଧିକ ଖବର ଦେଖନ୍ତୁ...

୩ ବର୍ଷ ହେଲା ବସିନି ଆରପିଡିଏସି ବୈଠକ; ବିସ୍ଥାପିତ ଦହଗଞ୍ଜ, ମିଳୁନି ସୁବିଧା

ରାୟଗଡ଼ା: ଥଇଥାନ ପାଇଁ ଗୁହାରି କରି ଥକିଲେଣି। କମ୍ପାନି କର୍ତ୍ତୃପକ୍ଷ, ଜିଲ୍ଲାପାଳ, ଆରଡିସିଙ୍କଠୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସବୁଠି ଅଭିଯୋଗ ସତ୍ତ୍ବେ ସମାଧାନର ବାଟ ଫିଟି ପାରୁନି। ଏପଟେ ୩ ବର୍ଷ ହେଲା ଆରପିଡିଏସି (ପୁର୍ନବାସ ଓ ପାରିପାର୍ଶ୍ବିକ ବିକାଶ ପରାମର୍ଶଦାତା କମିଟି)…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ: ପଞ୍ଜାବକୁ ୬ ୱିକେଟରେ ପରାସ୍ତ କଲା ମୁମ୍ବାଇ

ଆବୁ ଧାବି : ଆବୁଧାବିର ଶେଖ ଜାୟେଜ୍ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୪୨ତମ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୬ୱିକେଟରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ପଞ୍ଜାବ ପ୍ରଥମ ପାଳିରେ ୨୦ ଓଭରରେ ୬ ୱିକେଟ ହରାଇ ୧୩୫ ରନ୍‌ କରିଥିଲା । ଜବାବରେ ମୁମ୍ବାଇ ୧୯ ଓଭରରେ ୪ ୱିକେଟ ହରାଇ ୧୩୭…
ଅଧିକ ଖବର ଦେଖନ୍ତୁ...

ପୁଲିସ ଓ ଆୟକର ବିଭାଗ ଭୟ ଦେଖାଇ ବୃଦ୍ଧଙ୍କଠାରୁ ୧୫ ଲକ୍ଷ ଠକେଇ 

ଝାରସୁଗୁଡ଼ା : ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଭୟ ଦେଖାଇ ତାଙ୍କ ଆକାଉଣ୍ଟରେ ଥିବା ୧୫ ଲକ୍ଷ ଟଙ୍କା ଠକି ନେଇଥିବ‌ା ଜଣେ ଯୁବକ ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଶ୍ରୀପୁରା ଗ୍ରାମର ଲଖୀନ୍ଦ୍ର ପୋଢ଼ (୩୫)କୁ ପୁଲିସ ଗିରଫ କରିଛି। ଶ୍ରୀପୁରା ଗ୍ରାମରେ ଶିକ୍ଷକତା କରି ୧୯୯୫ ମସିହାରୁ ଅବସର ନେଇ…
ଅଧିକ ଖବର ଦେଖନ୍ତୁ...

ମାଂସ ପାଇଁ ପ୍ରତିବର୍ଷ ୧୦ ଲକ୍ଷ କୁକୁରଙ୍କର ନିଆଯାଏ ଜୀବନ, କୁକୁର ମାଂସ ଉପରେ ଲାଗିପାରେ ବ୍ୟାନ

ସିଓଲ: ଦୀର୍ଘ ବର୍ଷ ଧରି ଦକ୍ଷିଣ କୋରିଆରେ କୁକୁର ମାଂସ ଖାଇବାର ପରମ୍ପରାକୁ ନିଷେଧ କରାଯାଇପାରେ। ଗତ ବର୍ଷ ହ୍ୟୁମାନ ସୋସାଇଟି ଏକ ସର୍ଭେ କରିଥିଲା। ଏଥିରେ ୮୪% ଲୋକ କୁକୁର ମାଂସ ନ ଖାଇବାକୁ ପ୍ରତିଶୃତି ଦେଇଥିଲେ। ବର୍ତ୍ତମାନ ରାଷ୍ଟ୍ରପତି ମୁନ୍ ଜେ-ଇନ୍ ଏହି ବିବାଦୀୟ ପରମ୍ପରା ଉପରେ…
ଅଧିକ ଖବର ଦେଖନ୍ତୁ...

ପକଡ଼ାଝର ଜଳପ୍ରପାତରେ ବୁଡ଼ି ପର୍ଯ୍ୟଟକ ନିଖୋଜ, ପତ୍ନୀ ଓ ଦୁଇ ଡାକ୍ତର ବନ୍ଧୁ ଉଦ୍ଧାର

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ପକଡ଼ାଝର ଜଳପ୍ରପାତରେ ବୁଡ଼ି ବ୍ରହ୍ମପୁରରୁ ଯାଇଥିବା ଜଣେ ପର୍ଯ୍ୟଟକ ନିଖୋଜ ହୋଇ ଯାଇଛନ୍ତି। ସେ ହେଲେ ବ୍ରହ୍ମପୁରର ସୁଦିତ ପୂଜାରୀ। ଅଳ୍ପ କିଛିଦିନ ହେଲା ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଯୋଗ ଦେଇଥିବା ଡାକ୍ତର ଅନୁରାଗ କୋଟା, ଡାକ୍ତର ଗିରିଜା…
ଅଧିକ ଖବର ଦେଖନ୍ତୁ...

ଯାତ୍ରୀବାହୀ ବସ ସାମ୍ନାକୁ ଆସି ଆକ୍ରମଣ କଲା ଦନ୍ତା; ଉପସ୍ଥିତ ବୁଦ୍ଧି ଖଟାଇ ଚାଳକ ଶାନ୍ତ କଲେ ହାତୀର ରାଗ

ନୂଆଦିଲ୍ଲୀ: ଲୋକମାନେ ହାତୀର ମଜାଳିଆ ଭିଡିଓ ଦେଖିବାକୁ ପସନ୍ଦ କରନ୍ତି । କିନ୍ତୁ ବେଳେବେଳେ ହାତୀମାନେ ମଣିଷ ପାଇଁ ବିପଦଜନକ ପାଲଟି ଯାଆନ୍ତି । ଏମିତି ଏକ ହାତୀର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ହାତୀଟି ଏକ ଯାତ୍ରୀବାହୀ ବସ ଉପରେ ଆକ୍ରମଣ କରୁଥିବା…
ଅଧିକ ଖବର ଦେଖନ୍ତୁ...

‘ସମ୍ବାଦ’ରେ ପ୍ରକାଶିତ ହେବାପରେ ହସପିଟାଲ କର୍ତୃପକ୍ଷଙ୍କ ତତ୍ପରତା: ଶେଷରେ ବିଜୁ ହେଲ୍‌ଥ କାର୍ଡଧାରୀଙ୍କ ଚିକିତ୍ସା…

ରାଉରକେଲା: ସ୍ଥାନୀୟ ଏକ ବେସରକାରୀ ହସପିଟାଲରେ ବିଜୁ ହେଲ୍‌ଥ କାର୍ଡଧାରୀ ରୋଗୀ ୪ ଦିନ ହେଲା ଚିକିତ୍ସିତ ହୋଇପାରୁନଥିଲେ। ଏନେଇ ‘ସମ୍ବାଦ’ରେ ଗତକାଲି ପ୍ରକାଶିତ ହେବାପରେ ହସପିଟାଲ କର୍ତୃପକ୍ଷଙ୍କ ତତ୍ପରତା ଦେଖିବାକୁ ମିଳିଛି। ‌ରୋଗୀମାନଙ୍କୁ ଚିକିତ୍ସା ପାଇଁ ପ୍ରକ୍ରିୟା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ପୁଲିସ ହାତରେ ଗଞ୍ଜେଇ ମାଫିଆ ରଞ୍ଜିତ ବାଘ, ଦୁଇ ଟନ୍‌ ଗଞ୍ଜେଇ ଚାଲାଣ ବେଳେ ଗିରଫ

କୋରାପୁଟ: କୋରାପୁଟରୁ ଗଞ୍ଜ‌େଇ ନେଇ ମହାରାଷ୍ଟ୍ରକୁ ଯାଉଥିବାବେଳେ ପୁଲିସ ହାତରେ ଧରା ପଡିଛି କୁଖ୍ୟାତ ଗଞ୍ଜ‌େଇ ମାଫିଆ ରଞ୍ଜିତ ବାଘ (୩୫)। ଆନ୍ଧ୍ର ପ୍ରଦେଶ ପୂର୍ବ ଗୋଦାବରୀ ଜିଲ୍ଲା ଜଗମପେଟା ପୁଲିସ ପକ୍ଷରୁ ତାଙ୍କୁ ଗିରଫ କରାଯାଇ ରାଜମୁଣ୍ଡାରୀ ପ୍ରଥମ ଶ୍ରେଣୀ ଜିଲ୍ଲା କୋର୍ଟକୁ…
ଅଧିକ ଖବର ଦେଖନ୍ତୁ...