Daily Archives

September 28, 2021

ସୁରଜ ଓ ବର୍ଷାରାଣୀଙ୍କୁ ମିଷ୍ଟର-ମିସ୍‌ ଏଲିଗେଣ୍ଟ ମୁକୁଟ

ରାଉରକେଲା: ଜୟପୁରରେ ମିଷ୍ଟର ମିସ୍‌ ଓ ମିସେସ୍‌ ଇଣ୍ଡିଆ ଏଲିଗେଣ୍ଟର ଗ୍ରାଣ୍ଡ ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଦେଶର ୨୨ଟି ରାଜ୍ୟର ବିଜେତାମାନେ ଅଂଶଗ୍ରହଣ କରିଥିଲେ। ଓଡ଼ିଶାର ପ୍ରିୟଙ୍କା ସିଂ ଓ ସୋନୁ ମୁ୍ଖାର୍ଜୀ ଓଡ଼ିଶାର ଦୁଇ ବିଜେତାକୁଙ୍କୁ ପ୍ରତିଯୋଗିତାରେ ସାମିଲ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ କରୋନା ଟିକାକରଣ ୩ କୋଟି ଡୋଜ୍‌ ଟପିଲା

ଭୁବନେଶ୍ୱର: ଟିକାକରଣ ନେଇ ରାଜ୍ୟବାସୀଙ୍କ ପାଇଁ ଭଲ ଖବର ଆସିଛି। ସମଗ୍ର ଭାରତ ସମେତ ରାଜ୍ୟରେ ଗତ ଜାନୁଆରି ମାସ ୧୬ ତାରିଖ ଠାରୁ କରୋନା ଟିକାକରଣ ଆରମ୍ଭ ହୋଇଥିଲା। ଏହାରି ମଧ୍ୟରେ ରାଜ୍ୟରେ ୩ କୋଟି ଡୋଜରୁ ଅଧିକ କରୋନା ଟିକାକରଣ ହୋଇସାରିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…
ଅଧିକ ଖବର ଦେଖନ୍ତୁ...

ଦୁର୍ଭାଗ୍ୟଜନକ: ୨୦୨୦ରେ ପରିବେଶ ରକ୍ଷାକାରୀଙ୍କ ଉପରେ ହୋଇଛି ସର୍ବାଧିକ ଆକ୍ରମଣ

ଲଣ୍ଠନ୍: ପରିବେଶ ସୁରକ୍ଷା ଏବେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ସମଗ୍ର ପୃଥିବୀରେ ବହୁ ବ୍ୟକ୍ତି, ଅନୁଷ୍ଠାନ, ସରକାର ଏ ଦିଗ‌ରେ ସଚେତନତା ସୃଷ୍ଟି କରିବା ସହ ବିଭିନ୍ନ ପଦକ୍ଷେପ ମଧ୍ୟ ନେଉଛନ୍ତି। ମାତ୍ର ପରିତାପର ବିଷୟ ହେଉଛି କେତେକ ବ୍ୟକ୍ତିବିଶେଷ ଓ ବ୍ୟାବସାୟିକ ସଂସ୍ଥା ନିଜର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଯେଉଁ କାମ ପୂରା କରିବାକୁ ଭାବିବେ ସେଥିରେ ବାଧା ସୃଷ୍ଟି ହୋଇପାରେ। ଘରୋଇ ସାମଗ୍ରୀ କିଣିବା ଲାଗି ବଜାରକୁ ଯିବେ। ପୁରୁଣା ବନ୍ଧୁଙ୍କ ଘରକୁ ଯିବା ଲାଗି ଭାବିପାରନ୍ତି। ବୃଷ: ଭାବିଥିବା କାମ ବନ୍ଧୁ ସହାୟତାରେ ପୂରା ହେବ। ସଂପର୍କୀୟଙ୍କ ଠାରୁ ବହୁତ ଭଲ ଖବର ପାଇବେ। ଅଚାନକ ଧନଲାଭ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିବାକୁ ଯାଉଥିବା ଯୁବତୀଙ୍କୁ ବଞ୍ଚାଇଲେ ଅଟୋ ଚାଳକ

ଇନ୍ଦୋର: ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାରେ ଜଣେ ଅଟୋ ଚାଳକଙ୍କ ହେତୁ ଯୁବତୀଙ୍କ ଜୀବନ ବଞ୍ଚିଯାଇଛି। ତେବେ ଏହି ଘଟଣାର ଏକ ଭିଡିଓ କ୍ଲିପ ବି ସାମ୍ନାକୁ ଆସିଛି। ଭିଡିଓ କ୍ଲିପ୍‌ରେ ଜଣେ ଯୁବତୀ ବନ୍ଦଥିବା ରେଳ ଫାଟକ ପାଖରେ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। ଯୁବତୀ ଜଣକ ନୀଳ ରଙ୍ଗର ସୁଟ…
ଅଧିକ ଖବର ଦେଖନ୍ତୁ...

ମହୁଲି ଘାଟି ଲୁଟ୍‌ ଘଟଣା: ଲୁଟେରା ଗିରଫ

ବୈପାରିଗୁଡ଼ା: କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ମହୁଲି ଘାଟି ଶିବ ମନ୍ଦିର ଠାରେ ଗତ ଅଗଷ୍ଟ ମାସ ୯ ତାରିଖ ଦିନ ଘଟିଥିବା ଲୁଟ୍‌ ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ପୁଲିସ ଗିରଫ କରିଛ।। ଗିରଫ ଯୁବକର ନାମ ଅଭିଳାଷ ରଥ। ପୁଲିସ ସୂତ୍ରରୁ ଜଣାପଡିଛି ଯେ ରାଜୁର ଘର ଜଣକ ଜୟପୁର ରାଜୁ…
ଅଧିକ ଖବର ଦେଖନ୍ତୁ...

ଭୁସୁଡ଼ିଯିବ କି ପଞ୍ଜାବ କଂଗ୍ରେସ! ସିଦ୍ଧୁଙ୍କ ଇସ୍ତଫା ପରେ ମନ୍ତ୍ରୀ ପଦ ଛାଡିଲେ ସୁଲତାନା

ଚଣ୍ଡୀଗଡ଼: ପଞ୍ଜାବ କଂଗ୍ରେସ ସଭାପତି ପଦରୁ ନବଜୋତ ସିଂହ ସିଦ୍ଧୁ ଇସ୍ତଫା ଦେବା ପରେ ପଞ୍ଜାବ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ରଜିଆ ସୁଲତାନା ମଧ୍ୟ ଇସ୍ତଫା ଦେଇଛନ୍ତି। ରଜିଆ ସୁଲତାନା ଜଳ ଯୋଗାଣ, ମହିଳା ଏବଂ ଶିଶୁ ବିକାଶ ବିଭାଗର ଦାୟିତ୍ୱ ସମ୍ଭାଳୁଥିଲେ | ସେହିପରି ସୁଲତାନା ଓ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୬୩୪ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୯

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ଆଜି ୬୩୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୯ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୨ ହଜାର ୧୧୬ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ମୁମ୍ବାଇ ଆଗରେ ୧୩୬ରନର ଲକ୍ଷ୍ୟ

ଆବୁ ଧାବି : ଆବୁ ଧାବିର ଶେଖ ଜାୟେଜ୍ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୪୨ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୩୬ରନର ବିଜୟ ଲକ୍ଷ୍ୟ ରଖିଛି ପଞ୍ଜାବ କିଙ୍ଗସ । ଆଜି ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତି ପଞ୍ଜାବକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ପଞ୍ଜାବ…
ଅଧିକ ଖବର ଦେଖନ୍ତୁ...

ଥେରୁବାଲି ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ ଚେତାବନୀ ଦେଲା ନାଗରିକ ମଞ୍ଚ

ରାୟଗଡ଼ା: ରାୟଗଡ଼ା-ସମ୍ବଲପୁର ରେଳ ଲାଇନର ଥେରୁବାଲି ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି କରିଛି ଥେରୁବାଲି ନାଗରିକ ମଞ୍ଚ। ଏ ନେଇ ଷ୍ଟେସନ ମ୍ୟାନେଜରଙ୍କ ଜରିଆରେ ସମ୍ବଲପୁର ଡିଆରଏମଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି। ଅକ୍ଟୋବର ୧୫ ସୁଦ୍ଧା ଏ ଦିଗରେ ରେଳ ବିଭାଗ ପଦକ୍ଷେପ ନ ନେଲେ ୧୨…
ଅଧିକ ଖବର ଦେଖନ୍ତୁ...