Daily Archives

September 29, 2021

କିଏ ଲିଭାଇଛି ଓଡ଼ିଆ ଫଳକ ? ଅପରାଧୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ କି ପ୍ରଶାସନ ! 

କୋରାପୁଟ: କିଏ ଲିଭାଇଲା ଓଡ଼ିଆରେ ଲେଖାଥିବା ଗାଁର ନାମଫଳକ? କାହିଁକି ଓ କେଉଁ ଉଦେଶ୍ୟରେ ଏହି କାର୍ଯ୍ୟ ଭିଆଇଲା। ଏହି କାଣ୍ଡରେ କାହାର ହାତ ରହିଛି। କାହିଁକି ଜାଣି ଶୁଣି ଓଡ଼ିଆ ଓ ‌ତେଲଗୁ ଭାଷାକୁ ନେଇ ବିବାଦ ସୃଷ୍ଟି କରାଯାଉଛି ତାହାର ମାନସମନ୍ଥନ କରିଛି ଜିଲ୍ଲା ପ୍ରଶାସନ। ଏହା ପଛରେ…
ଅଧିକ ଖବର ଦେଖନ୍ତୁ...

କଲିକତି ଦଳ କବଜାରେ ଚିଲିକା, ଚିନ୍ତାରେ ମତ୍ସ୍ୟଜୀବୀ

ଚିଲିକା: ନିକଟରେ ବାତ୍ୟା ଗୁଲାବ ଓଡିଶା ଆସୁ ଆସୁ ବାଟ ଭାଙ୍ଗି ଅନ୍ୟତ୍ର ଲ୍ୟାଣ୍ଡଫଲ କରିଥିଲା। ହେଲେ ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ପବନ ହୋଇଥିବାରୁ ଚିଲିକା ଜଳ ଫୁଲି କ୍ରମେ ଜୁଆରିଆ ହୋଇଥିଲା। ଚିଲିକା ସଂଲଗ୍ନ ଅବିଭକ୍ତ ପୁରୀ ଜିଲ୍ଲାର ବିଭିନ୍ନ ନଦୀ ଯଥା ଲୁଣା,…
ଅଧିକ ଖବର ଦେଖନ୍ତୁ...

ମାରାଥନ୍, ଲମ୍ବା ଦୌଡ଼ରେ ଉଜ୍ଜ୍ବଳମୟ ସମ୍ଭାବନା: କୋଚ୍ ନାହାନ୍ତି କି ସାଧନ ନାହିଁ, ୟୁଟ୍ୟୁବରୁ ଦେଖି ଚଳୁଛି କାମ

ବାରିପଦା: କୋଚ୍ ନାହାନ୍ତି। ସାଧନ ମଧ୍ୟ ନାହିଁ। ଘରର ରୋଜଗାର ସମ୍ପୂର୍ଣ୍ଣ ଭାବେ ବାପାଙ୍କ ଉପରେ ନିର୍ଭରଶୀଳ। ଆଉ ଚାଷ କାମ କରୁଥିବାରୁ ନିଜ ପିତାଙ୍କଠାରୁ ଲମ୍ବା ଦୌଡ଼ ଏବଂ ମାରାଥନ୍ ପାଇଁ ଆବଶ୍ୟକ କରୁଥିବା ସାଧନ ଆଶା କରିବା ମଧ୍ୟ ବୃଥା। ତେବେ ନିଜ ଉଦ୍ୟମରେ, ଘରଠାରୁ ପ୍ରାୟ ଦଶ…
ଅଧିକ ଖବର ଦେଖନ୍ତୁ...

‘ସମ୍ବାଦ’ ଜୋନ୍ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା: ସାରେଗାମାରେ ଦିନକରନ୍, ବିତର୍କରେ ସ୍ମୃତିସୁଧା ପ୍ରଥମ

ଜୟପୁର: ‘ସମ୍ବାଦ’ ପକ୍ଷରୁ ଜୋନ୍ ସ୍ତରୀୟ ସାରେଗାମା ଓ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜୟପୁର ସଂସ୍କରଣ ତରଫରୁ ସ୍ଥାନୀୟ ଅରବିନ୍ଦ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରତିଯୋଗିତାକୁ ସଂସ୍କରଣ ମୁଖ୍ୟ ତ୍ରିନାଥ ଖାଡଙ୍ଗା ଉଦଘାଟନ…
ଅଧିକ ଖବର ଦେଖନ୍ତୁ...

ଅନାବିଳ ମାତୃତ୍ୱର ପ୍ରତୀକ ‘ପୁଅ ଜିଉଁତିଆ’ ପଶ୍ଚିମ ଓଡ଼ିଶାରେ ପାଳିତ

ସୁନ୍ଦରଗଡ଼/ବାଲିଶଙ୍କରା/ବୀରମହାରାଜପୁର: ପଶ୍ଚିମ ଓଡ଼ିଶାର ପୁଅ ଜିଉଁତିଆ ହେଉଛି ଏକ ସାମାଜିକ ସାଂସ୍କୃତିକ ଜୀବନର ନିଆରା ପରମ୍ପରା। ଏହା ଏହି ଅଂଚଳରେ ପାଳିତ ହୋଇଯାଇଛି। ପଶ୍ଚିମ ଓଡ଼ିଶାର ଅନ୍ୟସ୍ଥାନ ପରି ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକର ମା’ମାନେ ସନ୍ତାନଙ୍କର ମଙ୍ଗଳ କାମନା କରି ପୁଅ…
ଅଧିକ ଖବର ଦେଖନ୍ତୁ...

ଭବାନୀପୁର ଉପନିର୍ବାଚନ ନିମନ୍ତେ କଠୋର ହେଲା ସୁରକ୍ଷା ବ୍ୟବସ୍ଥା; ମୁତୟନ ହେବେ ଅତିରିକ୍ତ ୨୦ କମ୍ପାନି ‘ସିଏପିଏଫ୍‌’

ଭବାନୀପୁର: ଗୁରୁବାର ଦିନ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ଅନ୍ତର୍ଗତ ଭବାନୀପୁର ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ଆଗରୁ ସେଠାରେ ଅତିରକ୍ତ ୨୦ କମ୍ପାନି ‘ସେଣ୍ଟ୍ରାଲ୍‌ ଆର୍ମଡ୍‌ ପୋଲିସ୍‌ ଫୋର୍ସେସ୍‌’ (ସିଏପିଏଫ୍‌) ମୁତୟନ କରାଯିବ। ଅତି ଗୁରୁତ୍ବପୂର୍ଣ୍ଣ ଭବାନୀପୁର…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ରାଜସ୍ଥାନକୁ ୭ ୱିକେଟରେ ପରାସ୍ତ କଲା ବାଙ୍ଗାଲୋର

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ଆଜିର ମ୍ୟାଚ୍‌ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଉଛି। ଆଇପିଏଲର ଚଳିତ ସଂସ୍କରଣର ୪୩ତମ ମ୍ୟାଚରେ ରାଜସ୍ଥାନକୁ ୭ ୱିକେଟରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ମଦ ସହ ୨ମୋଟରବାଇକ୍‌ ଜବତ: ୭ ଗିରଫ

ରାଉରକେଲା: ଅବକାରୀ ପୁଲିସ ସହରର ଇନ୍ଦିରାନଗର, କୋଏଲନଗର, ପ୍ଲାଣ୍ଟସାଇଟ୍‌, ଲାଙ୍କୋଇ ଆଦି ସ୍ଥାନରେ ଚଢ଼ଉ କରି ୭ ଦେଶ ମଦ ବେପାରିକୁ ଗିରଫ କରିଛି। ଗିରଫ ବେପାରିମାନେ ହେଲେ ଶୈଳେନ୍ଦ୍ର କୁମାର, ରମେଶ ଡୁଙ୍ଗୁରି, ମଞ୍ଜୟ ଚୌହାନ୍‌, ଅମାନ୍ଦ ଡୁଙ୍ଗୁରି, ଫୈଜାନ୍‌ ଖାତୁନ୍‌, ସୁଲେନ୍ଦର…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ ବେଟି ବଚାଅ, ବେଟି ପଢ଼ାଅ ଯୋଜନା ଦିଗହରା: ସ୍କୁଲ୍ ବାହାରେ ୧୧୪୨୯ ଛାତ୍ରୀ

ରାୟଗଡ଼ା: ରାୟଗଡ଼ାରେ ବାଟବଣା ହେବାରେ ଲାଗିଛି ବାଳିକା ଶିକ୍ଷା କାର୍ଯ୍ୟକ୍ରମ। ଦାରିଦ୍ର୍ୟ, ବାଲ୍ୟ ବିବାହ ପ୍ରଥା, ଭାଷାଗତ ସମସ୍ୟା ସ୍କୁଲ୍ ପ୍ରତି ବାଳିକାଙ୍କୁ ଆକୃଷ୍ଟ କରିପାରୁନି। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶ୍ରେଣୀରୁ ହିଁ ଛାତ୍ରୀମାନେ ପାଠ ପ୍ରତି ମୁହଁ ମୋଡ଼ି ବିଭିନ୍ନ କାର୍ଯ୍ୟରେ…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀରରେ ବିଦ୍ୟାଭାରତୀ, ଏଲ୍‌ଆଇ ତାଲିମର ପରୀକ୍ଷା ଦେଉଛନ୍ତି

ବଲାଙ୍ଗୀର: ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ମୃତ ଏସିଏଫ୍ ସୌମ୍ୟଶେଖର ମହାପାତ୍ରଙ୍କ ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡା ଏବେ ବଲାଙ୍ଗୀରରେ ଅଛନ୍ତି। ବଲାଙ୍ଗୀର ଏଲ୍‌ଆଇ ତାଲିମ କେନ୍ଦ୍ରର ଛାତ୍ରୀ ବିଦ୍ୟାଭାରତୀ ଫାଇନାଲ ସେମିଷ୍ଟର ପରୀକ୍ଷା ଦେବାକୁ ଆସିଛନ୍ତି। ବୁଧବାର ସେ ପ୍ରଥମ ଦିନର ପରୀକ୍ଷା…
ଅଧିକ ଖବର ଦେଖନ୍ତୁ...